Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 10:21:04 +00:00
parent 5a56541fb9
commit c54061fe49
1 changed files with 2 additions and 2 deletions

View File

@ -276,10 +276,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 14 at5n ἐάν τι αἰτώμεθα κατὰ τὸ θέλημα αὐτοῦ 1 if we ask anything according to his will ବିକଳ୍ପ ଅନୁବାଦ: “ଯଦି ଈଶ୍ଵରଙ୍କ ଇଚ୍ଛାନୁସାରେ ଆମ୍ଭେମାନେ କୌଣସି ପ୍ରାର୍ଥନା କରୁ”
1JN 5 15 ev49 οἴδαμεν ὅτι ... ἔχομεν τὰ αἰτήματα ἃ ᾐτήκαμεν ἀπ’ αὐτοῦ 1 we know that we have whatever we have asked of him ବିକଳ୍ପ ଅନୁବାଦ: “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ଈଶ୍ଵରଙ୍କଠାରେ ଯାହା ପ୍ରାର୍ଥନା କରିଛୁ ତାହା ଗ୍ରହଣ କରିବା”
1JN 5 16 sc1f τὸν ἀδελφὸν αὐτοῦ 1 his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 myf6 figs-abstractnouns ζωήν 1 life **ଜୀବନ** ଶବ୍ଦର ଅର୍ଥ “ମୃତ୍ୟୁ” ଶବ୍ଦର ଅର୍ଥ ଉପରେ ନିର୍ଭର କରେ । (1) “ମୃତ୍ୟୁ” ଶବ୍ଦ ଆଳଙ୍କାରିକ ହୋଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ କରିବେ ଯେ ପାପ କରୁଥିବା ବିଶ୍ଵାସୀ  ତାହାଙ୍କଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଯେପରି ପୃର୍ଥକ ନ ହୁଏ” (2) **ମୃତ୍ୟୁ** ଶବ୍ଦ ଆକ୍ଷରିକ ହୋଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ କରିବେ ଯେ ପାପ କରୁଥିବା ବିଶ୍ଵାସୀ ଯେପରି ମୃତ୍ୟୁବରଣ ନ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 myf6 figs-abstractnouns ζωήν 1 life
1JN 5 16 q1me θάνατον 1 death ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ **ମୃତ୍ୟୁ** ଶବ୍ଦର ଆଳଙ୍କାରିକ ଅର୍ଥକୁ ଆପଣ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଏହି ପତ୍ରର ପ୍ରସଙ୍ଗରେ, **ମୃତ୍ୟୁ ପ୍ରତି ଏକ ପାପ ଦ୍ୱାରା**, ଯୋହନ ବୋଧହୁଏ ସେହି ଆଚରଣ ବିଷୟରେ କହନ୍ତି  ଯାହା ଭଣ୍ଡ ଶିକ୍ଷକମାନେ ନିୟୋଜିତ ଏବଂ ଉତ୍ସାହିତ କରିଥିଲେ । 1 ଯୋହନ ପରିଚୟର ଭାଗ 3 ଯେପରି ବ୍ୟାଖ୍ୟା କରେ, ଏହି ଭଣ୍ଡ ଶିକ୍ଷକମାନେ ଦାବି କରନ୍ତି ଯେ ଲୋକମାନେ ସେମାନଙ୍କ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ସେମାନେ ସେମାନଙ୍କର କାର୍ଯ୍ୟ ଭୁଲ୍ ବୋଲି ବିଶ୍ୱାସ ନକରି ଅନେକ ଗୁରୁତର ପାପ କରନ୍ତି । ଏହା ଦର୍ଶାଇଲା ଯେ ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ ତ୍ୟାଗ କରି ପବିତ୍ର ଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯୋହନ [5:18](https://create.translationcore.com/05/18.md)ରେ ପୁନର୍ବାର ଏହି ଭଣ୍ଡଶିକ୍ଷାକୁ ସଂଶୋଧନ କରନ୍ତି । ଅର୍ଥାତ୍ ସେ କହୁ ନାହାଁନ୍ତି ଯେ ବିଶ୍ଵାସୀମାନେ ସେମାନଙ୍କ ପାଇଁ ପ୍ରାର୍ଥନା ନ କରନ୍ତୁ,  ବରଂ, ସେ ବ୍ୟାଖ୍ୟା କରନ୍ତି  ଯେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଲାଭଜନକ ନୁହେଁ କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ଵାସ  ଏବଂ ପବିତ୍ର ଆତ୍ମାଙ୍କ ପ୍ରଭାବର ବିପରୀତ ଜୀବନଯାପନ କରିବାକୁ ସ୍ଥିର କରିଛନ୍ତି। ବିକଳ୍ପ ଅନୁବାଦ: “ଭଣ୍ଡ ଶିକ୍ଷକମାନେ କୁହନ୍ତି ଯେ ଲୋକମାନେ ନିଜ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେମାନେ ବିଶ୍ୱାସ ନକରି ଅନେକ ଗମ୍ଭୀର ପାପ କରନ୍ତି  । ଏହା ଦର୍ଶାଏ ଯେ ସେମାନେ ଆଉ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ନାହିଁ, ସେମାନେ ପବିତ୍ରଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେମାନେ ଆଉ ଈଶ୍ଵରଙ୍କ ସହ ସମ୍ପର୍କ ରଖୁ ନାହାଁନ୍ତି । ଏହା ସୂଚାଏ ଯେ ସେମାନେ ଅନନ୍ତକାଳ ପାଇଁ ଈଶ୍ଵରଙ୍କଠାରୁ ପୃର୍ଥକ ହେବେ । ସେମାନଙ୍କ ପାଇଁ ପ୍ରାର୍ଥନା କରିବା କୌଣସି ପରିବର୍ତ୍ତନ ଆଣେ ନାହିଁ ”( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 18 f9y9 0 Connecting Statement:
1JN 5 18 l7h8 ὁ ... πονηρὸς οὐχ ἅπτεται αὐτοῦ 1 the evil one cannot harm him [2:13](https://create.translationcore.com/02/13.md)ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 5 18 l7h8 ὁ ... πονηρὸς οὐχ ἅπτεται αὐτοῦ 1 the evil one cannot harm him [2:13](https://create.translationcore.com/02/13.md)ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT **ଜଣେ** ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 5 19 n9ig figs-metaphor τῷ πονηρῷ 1 the whole world lies in the power of the evil one ଏହି ଅଭିବ୍ୟକ୍ତି ଆଳଙ୍କାରିକ ଭାବରେ କାହା କିମ୍ବା କୌଣସି ବିଷୟ ଦ୍ୱାରା ନିୟନ୍ତ୍ରିତ ହେବାକୁ ବୁଝାଏ । ବିକଳ୍ପ ଅନୁବାଦ: “ମନ୍ଦ ବ୍ୟକ୍ତି ଦ୍ୱାରା ନିୟନ୍ତ୍ରିତ” କିମ୍ବା “ମନ୍ଦ ପ୍ରଭାବ ଦ୍ୱାରା ନିୟନ୍ତ୍ରିତ” । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 19 eh5z figs-metonymy ὁ κόσμος ὅλος 1 the whole world ଯୋହନ  ଏହି ପତ୍ରରେ **ଜଗତ** ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ, ଏହା ବୋଧହୁଏ ଆଳଙ୍କାରିକ ଭାବରେ ଉଭୟ **ଜଗତରେ** ବାସ କରୁଥିବା ଲୋକମାନଙ୍କୁ, ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ସେମାନଙ୍କରବ୍ୟବସ୍ଥାକୁ ସୂଚାଏ । ବିକଳ୍ପ ଅନୁବାଦ: “ସମସ୍ତ ଅଧାର୍ମିକ ଲୋକ ଏବଂ ସେମାନଙ୍କର ବ୍ୟବସ୍ଥା” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 20 je13 guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କ ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.