Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:11:29 +00:00
parent e882b32f93
commit 35d1033266
1 changed files with 1 additions and 1 deletions

View File

@ -181,7 +181,7 @@ RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting St
RUT 3 11 ei93 בִּתִּ⁠י֙ 1 my daughter ବୋୟଜ ଏହି ଅଭିବ୍ୟକ୍ତିକୁ ରୂତଙ୍କୁ ଏକ ଯୁବତୀ ମହିଳା ଭାବରେ ସମ୍ମାନର ସଙ୍କେତ ଭାବରେ ବ୍ୟବହାର କରିଥିଲେ । ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରିବା ନିମନ୍ତେ ଉପଯୁକ୍ତ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 3 11 ab08 figs-idiom כָּל־שַׁ֣עַר עַמִּ֔⁠י 1 the whole gate of my people ଫାଟକଟି ସହରର ଏକ ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ବ୍ୟବସାୟ କରିବା ପାଇଁ ଏକତ୍ରିତ ହେଉଥିଲେ ଏବଂ ନେତାମାନେ ସେଠାରେ ନିଷ୍ପତ୍ତି ନେଉଥିଲେ। ତେଣୁ ଏହା ଏକ ରୂଢ଼ି ଅର୍ଥ ଥିଲା “ମୋହର ନଗରସ୍ଥ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି।” (ଦେଖନ୍ତୁ: [[rc://en/ta/man/translate/figs-idiom]]).
RUT 3 11 ab31 אֵ֥שֶׁת חַ֖יִל 1 a woman of worth **ଜଣେ ଉତ୍ତମ ଚରିତ୍ରର କନ୍ୟା_,_ ଉତ୍ତମ କନ୍ୟା**
RUT 3 12 jdr7 וְ⁠עַתָּה֙ 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ରୂତ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଘଟିବାକୁ ଯାଉଛି ତାହା ପ୍ରତି ଧ୍ୟାନ ଦେବା ଉଚିତ । ବିକଳ୍ପ ଅନୁବାଦ: "ତୁମ୍ଭକୁ ମଧ୍ୟ ତାହା ଜାଣିବା ଉଚିତ"  [[rc://en/ta/man/translate/grammar-connect-logic-contrast]])
RUT 3 12 jdr7 וְ⁠עַתָּה֙ 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ରୂତ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଘଟିବାକୁ ଯାଉଛି ତାହା ପ୍ରତି ଧ୍ୟାନ ଦେବା ଉଚିତ। ବିକଳ୍ପ ଅନୁବାଦ: “ତୁମ୍ଭକୁ ମଧ୍ୟ ତାହା ଜାଣିବା ଉଚିତ”  [[rc://en/ta/man/translate/grammar-connect-logic-contrast]])
RUT 3 12 ab30 grammar-connect-logic-contrast וְ⁠גַ֛ם יֵ֥שׁ 1 but there is ଏହି ବାକ୍ୟାଂଶ ବୋୟଜଙ୍କ ରୂତଙ୍କୁ ବିବାହ କରିବାକୁ ଇଚ୍ଛା (ପଦ 11) ଏବଂ ବଦଳରେ ଅନ୍ୟ ଏକ ବ୍ୟକ୍ତି ରୂତଙ୍କୁ ବିବାହ କରିବାର ସମ୍ଭାବନା ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଏ (ପଦ 12) । ବିକଳ୍ପ ଅନୁବାଦ: "ତଥାପି, ସେଠାରେ ଅଛି" [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
RUT 3 12 fvq5 גֹּאֵ֖ל קָר֥וֹב מִמֶּֽ⁠נִּי 1 a kinsman-redeemer … nearer than I ଏହା ମୁକ୍ତିକର୍ତ୍ତା ଜ୍ଞାତିଙ୍କ କର୍ତ୍ତବ୍ୟ ଯିଏ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାରିବାରିକ ସମ୍ପର୍କରେ ନିକଟତମ ଥିଲେ, ଯିଏ ସେହି ବିଧବାଙ୍କୁ ସାହାଯ୍ୟ କରିବେ । [2:20](https://create.translationcore.com/02/20/zu5f) ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି****ଙ୍କୁ** କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଏହା ମଧ୍ୟ ଏଠାରେ ଅର୍ଥପୂର୍ଣ୍ଣ ଅଟେ ।
RUT 3 13 gcl8 figs-explicit אִם־יִגְאָלֵ֥⁠ךְ 1 if he will redeem you ଏଠାରେ **ମୁକ୍ତି କରିବାର** ଅର୍ଥ "ଆମ୍ଭମାନଙ୍କ ପ୍ରଥା ଅନୁଯାୟୀ ବିଧବାମାନଙ୍କୁ ବିବାହ କର।" ବୋୟଜ ଏହି ଆଶାରେ କହୁଛନ୍ତି ଯେ ରୂତଙ୍କ ମୃତ ସ୍ୱାମୀଙ୍କ ନିକଟତମ ପୁରୁଷ ସମ୍ପର୍କୀୟ ତାଙ୍କୁ ବିବାହ କରିବେ ଏବଂ ମୃତ ବ୍ୟକ୍ତିଙ୍କ ପରିବାର ନାମ ବହନ କରିବା ପାଇଁ ଏକ ପୁତ୍ର ଜନ୍ମ କରିବେ। (ଦେଖନ୍ତୁ: [[rc://en/ta/man/translate/figs-explicit]])

Can't render this file because it contains an unexpected character in line 36 and column 916.