Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:10:59 +00:00
parent 2c4b0ad011
commit e882b32f93
1 changed files with 1 additions and 1 deletions

View File

@ -170,7 +170,7 @@ RUT 3 8 pz92 ନୂତନ ଘଟଣାଗୁଡ଼ିକୁ-ଲେଖିବା
RUT 3 8 xun6 וַ⁠יֶּחֱרַ֥ד 1 that … was startled ବୋୟଜ କାହିଁକି  ଚକିତ ହେଲେ ତାହା ସ୍ପଷ୍ଟ ନୁହେଁ। ସମ୍ଭବତଃ ସେ ତାଙ୍କ ପାଦରେ କିମ୍ବା ଗୋଡରେ ହଠାତ୍ ଥଣ୍ଡା ପବନକୁ ଅନୁଭବ କଲେ।
RUT 3 8 ab23 ଅଳଙ୍କାରିକ-ବିସ୍ମୟ ସୂଚକ ଅବ୍ୟୟ וְ⁠הִנֵּ֣ה 1 And behold ଏହି ଶବ୍ଦଟି ଦର୍ଶାଏ ଯେ ଯାହା ଘଟିଲା ତାହା ବୋୟଜଙ୍କ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ଆଶ୍ଚର୍ଯ୍ୟ ପ୍ରକଟ କରିବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ଉପାୟକୁ ବ୍ୟବାହର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/writing-newevent]])
RUT 3 8 e7ui אִשָּׁ֔ה שֹׁכֶ֖בֶת מַרְגְּלֹתָֽי⁠ו 1 a woman was lying at his feet ସେହି ସ୍ତ୍ରୀ ରୂତ ଥିଲେ, କିନ୍ତୁ ଅନ୍ଧକାର ହେତୁ ବୋୟଜ ତାଙ୍କୁ ଚିହ୍ନି ପାରିଲେ ନାହିଁ।
RUT 3 9 wj9e אֲמָתֶ֔⁠ךָ -1 your female servant ରୂତ ବୋୟଜଙ୍କର ଦାସୀମାନଙ୍କ ମଧ୍ୟରୁ ଜଣେ ନ ଥିଲେ, କିନ୍ତୁ ସେ ନିଜକୁ ବୋୟଜଙ୍କର ଦାସୀ ବୋଲି ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ନିଜକୁ କହିଥିଲେ। ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ଉପାୟ ବ୍ୟବହାର କରନ୍ତୁ
RUT 3 9 wj9e אֲמָתֶ֔⁠ךָ -1 your female servant ରୂତ ବୋୟଜଙ୍କର ଦାସୀମାନଙ୍କ ମଧ୍ୟରୁ ଜଣେ ନ ଥିଲେ, କିନ୍ତୁ ସେ ନିଜକୁ ବୋୟଜଙ୍କର ଦାସୀ ବୋଲି ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ନିଜକୁ କହିଥିଲେ। ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ଉପାୟ ବ୍ୟବହାର କରନ୍ତୁ। (ଦେଖନ୍ତୁ rc://en/ta/man/translate/writing-politeness)
RUT 3 9 xp1b ଅଳଙ୍କାରିକ-ରୂଢ଼ି וּ⁠פָרַשְׂתָּ֤ כְנָפֶ֨⁠ךָ֙ עַל־אֲמָ֣תְ⁠ךָ֔ 1 And you can spread the edge of your cloak over your female servant ବିବାହ ପାଇଁ ଏହା ଏକ ସାଂସ୍କୃତିକ ରୂଢ଼ି ଥିଲା। ବିକଳ୍ପ ଅନୁବାଦ "ଦୟାକରି ମୋତେ ବିବାହ କରନ୍ତୁ" (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 3 9 l5g4 גֹאֵ֖ל 1 a kinsman-redeemer 2:20 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
RUT 3 10 bjw9 הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן מִן־הָ⁠רִאשׁ֑וֹן 1 You have made your covenant faithfulness better at the end than at the beginning **ତୁମ୍ଭେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସ୍ନେହପୂର୍ଣ୍ଣ କରୁଣା** **ଦେଖାଇଅଛ**

Can't render this file because it contains an unexpected character in line 36 and column 916.