Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:07:55 +00:00
parent 1a8c3d352d
commit 347875495b
1 changed files with 3 additions and 3 deletions

View File

@ -281,9 +281,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 16 q1me θάνατον 1 death ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ **ମୃତ୍ୟୁ** ଶବ୍ଦର ଆଳଙ୍କାରିକ ଅର୍ଥକୁ ଆପଣ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଏହି ପତ୍ରର ପ୍ରସଙ୍ଗରେ, **ମୃତ୍ୟୁ ପ୍ରତି ଏକ ପାପ ଦ୍ୱାରା**, ଯୋହନ ବୋଧହୁଏ ସେହି ଆଚରଣ ବିଷୟରେ କହନ୍ତି  ଯାହା ଭଣ୍ଡ ଶିକ୍ଷକମାନେ ନିୟୋଜିତ ଏବଂ ଉତ୍ସାହିତ କରିଥିଲେ । 1 ଯୋହନ ପରିଚୟର ଭାଗ 3 ଯେପରି ବ୍ୟାଖ୍ୟା କରେ, ଏହି ଭଣ୍ଡ ଶିକ୍ଷକମାନେ ଦାବି କରନ୍ତି ଯେ ଲୋକମାନେ ସେମାନଙ୍କ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ସେମାନେ ସେମାନଙ୍କର କାର୍ଯ୍ୟ ଭୁଲ୍ ବୋଲି ବିଶ୍ୱାସ ନକରି ଅନେକ ଗୁରୁତର ପାପ କରନ୍ତି । ଏହା ଦର୍ଶାଇଲା ଯେ ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ ତ୍ୟାଗ କରି ପବିତ୍ର ଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯୋହନ [5:18](https://create.translationcore.com/05/18.md)ରେ ପୁନର୍ବାର ଏହି ଭଣ୍ଡଶିକ୍ଷାକୁ ସଂଶୋଧନ କରନ୍ତି । ଅର୍ଥାତ୍ ସେ କହୁ ନାହାଁନ୍ତି ଯେ ବିଶ୍ଵାସୀମାନେ ସେମାନଙ୍କ ପାଇଁ ପ୍ରାର୍ଥନା ନ କରନ୍ତୁ,  ବରଂ, ସେ ବ୍ୟାଖ୍ୟା କରନ୍ତି  ଯେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଲାଭଜନକ ନୁହେଁ କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ଵାସ  ଏବଂ ପବିତ୍ର ଆତ୍ମାଙ୍କ ପ୍ରଭାବର ବିପରୀତ ଜୀବନଯାପନ କରିବାକୁ ସ୍ଥିର କରିଛନ୍ତି। ବିକଳ୍ପ ଅନୁବାଦ: “ଭଣ୍ଡ ଶିକ୍ଷକମାନେ କୁହନ୍ତି ଯେ ଲୋକମାନେ ନିଜ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେମାନେ ବିଶ୍ୱାସ ନକରି ଅନେକ ଗମ୍ଭୀର ପାପ କରନ୍ତି  । ଏହା ଦର୍ଶାଏ ଯେ ସେମାନେ ଆଉ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ନାହିଁ, ସେମାନେ ପବିତ୍ରଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେମାନେ ଆଉ ଈଶ୍ଵରଙ୍କ ସହ ସମ୍ପର୍କ ରଖୁ ନାହାଁନ୍ତି । ଏହା ସୂଚାଏ ଯେ ସେମାନେ ଅନନ୍ତକାଳ ପାଇଁ ଈଶ୍ଵରଙ୍କଠାରୁ ପୃର୍ଥକ ହେବେ । ସେମାନଙ୍କ ପାଇଁ ପ୍ରାର୍ଥନା କରିବା କୌଣସି ପରିବର୍ତ୍ତନ ଆଣେ ନାହିଁ ”( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 18 f9y9 0 Connecting Statement:
1JN 5 18 l7h8 ὁ ... πονηρὸς οὐχ ἅπτεται αὐτοῦ 1 the evil one cannot harm him [2:13](https://create.translationcore.com/02/13.md)ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 5 19 n9ig figs-metaphor τῷ πονηρῷ 1 the whole world lies in the power of the evil one କୌଣସି ଜଣକ ଶକ୍ତିରେ ବଶୀଭୁତ ହେବା ବାକ୍ୟଟି ଶୟତାନ ଦ୍ବାରା ନିୟନ୍ତ୍ରିତ ଏବଂ ଶାସିତ ହେବା ବିଷୟକୁ ଉଲ୍ଲେଖ କରେ । ଅନ୍ୟ ଏକ ଅନୁବାଦରେ: “ସମଗ୍ର ଜଗତ ସେହି ମନ୍ଦ ବ୍ୟକ୍ତିର ଶକ୍ତି ଦ୍ବାରା ନିୟନ୍ତ୍ରିତ ହେଉଅଛି” (ଦେଖ: [[rc://en/ta/man/translate/figs-metaphor]])
1JN 5 19 eh5z figs-metonymy ὁ κόσμος ὅλος 1 the whole world ଏଠାରେ “ଜଗତ” ଏକ ମାଧ୍ୟମ ଯେଉଁଠାରେ କେତେକ ବାଇବଲ ଲେଖକମାନେ ଜଗତରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ ଉଲ୍ଲେଖ କରନ୍ତି ଯେଉଁମାନେ ଈଶ୍ବରଙ୍କ ବିରୁଦ୍ଧରେ ଏବଂ ଜଗତର ପ୍ରଥା ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି ଯାହା ପାପର ଅନୈତିକ ଶକ୍ତି ଦ୍ବାରା ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଅଛି । (ଦେଖ: [[rc://en/ta/man/translate/figs-metonymy]])
1JN 5 20 je13 guidelines-sonofgodprinciples Υἱὸς τοῦ Θεοῦ 1 Son of God ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 5 19 n9ig figs-metaphor τῷ πονηρῷ 1 the whole world lies in the power of the evil one ଏହି ଅଭିବ୍ୟକ୍ତି ଆଳଙ୍କାରିକ ଭାବରେ କାହା କିମ୍ବା କୌଣସି ବିଷୟ ଦ୍ୱାରା ନିୟନ୍ତ୍ରିତ ହେବାକୁ ବୁଝାଏ । ବିକଳ୍ପ ଅନୁବାଦ: “ମନ୍ଦ ବ୍ୟକ୍ତି ଦ୍ୱାରା ନିୟନ୍ତ୍ରିତ” କିମ୍ବା “ମନ୍ଦ ପ୍ରଭାବ ଦ୍ୱାରା ନିୟନ୍ତ୍ରିତ” । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 19 eh5z figs-metonymy ὁ κόσμος ὅλος 1 the whole world ଯୋହନ  ଏହି ପତ୍ରରେ **ଜଗତ** ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ, ଏହା ବୋଧହୁଏ ଆଳଙ୍କାରିକ ଭାବରେ ଉଭୟ **ଜଗତରେ** ବାସ କରୁଥିବା ଲୋକମାନଙ୍କୁ, ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ସେମାନଙ୍କରବ୍ୟବସ୍ଥାକୁ ସୂଚାଏ । ବିକଳ୍ପ ଅନୁବାଦ: “ସମସ୍ତ ଅଧାର୍ମିକ ଲୋକ ଏବଂ ସେମାନଙ୍କର ବ୍ୟବସ୍ଥା” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 5 20 je13 guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କ ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 20 n1nh δέδωκεν ἡμῖν διάνοιαν 1 has given us understanding ଆମ୍ଭମାନଙ୍କୁ ସତ୍ୟ ବିଷୟରେ ବୁଝିବା ନିମନ୍ତେ ସକ୍ଷମ କରିଅଛି
1JN 5 20 ge7c figs-metaphor ἐσμὲν ἐν τῷ Ἀληθινῷ 1 we are in him who is true ଜଣେ ବ୍ୟକ୍ତିଙ୍କ “ଠାରେ” ରହିବା ତାହାଙ୍କ ସହିତ ଘନିଷ୍ଟ ସମ୍ପର୍କରେ ରହିବାକୁ ଉପସ୍ଥାପନ କରେ, ଯାହା ତାହାଙ୍କଠାରେ କିମ୍ବା ତାହାଙ୍କ ସହିତ ଏକତ୍ରିତ ହେବା ଅଟେ । ବାକ୍ୟାଂଶ “ତାହାଙ୍କଠାରେ ଯେ ସତ୍ୟ ଅଟନ୍ତି” ସତ୍ୟ ଈଶ୍ବରଙ୍କୁ ଦର୍ଶାଏ, ଏବଂ ବାକ୍ୟାଂଶ “ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ” ଆମ୍ଭେମାନେ କିପରି ତାହାଙ୍କର ଅଟୁ ଯେ ସତ୍ୟ ଅଟନ୍ତି ବର୍ଣ୍ଣନା । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ତାହାଙ୍କଠାରେ ଏକତ୍ରିତ ହୋଇଅଛୁ ଯେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକତ୍ରିତ ହେବା ଦ୍ବାରା ସତ୍ୟ ଅଟନ୍ତି” (ଦେଖ: [[rc://en/ta/man/translate/figs-metaphor]])
1JN 5 20 hvr7 τὸν Ἀληθινόν 1 him who is true ଜଣେ ସତ୍ୟ ବ୍ୟକ୍ତି କିମ୍ବା “ସତ୍ୟ ଇଶ୍ବର”

Can't render this file because it contains an unexpected character in line 2 and column 3772.