Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:07:01 +00:00
parent 734c8b2e8c
commit 1a8c3d352d
1 changed files with 2 additions and 2 deletions

View File

@ -279,8 +279,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 16 sc1f τὸν ἀδελφὸν αὐτοῦ 1 his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 myf6 figs-abstractnouns ζωήν 1 life **ଜୀବନ** ଶବ୍ଦର ଅର୍ଥ “ମୃତ୍ୟୁ” ଶବ୍ଦର ଅର୍ଥ ଉପରେ ନିର୍ଭର କରେ । (1) “ମୃତ୍ୟୁ” ଶବ୍ଦ ଆଳଙ୍କାରିକ ହୋଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ କରିବେ ଯେ ପାପ କରୁଥିବା ବିଶ୍ଵାସୀ  ତାହାଙ୍କଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଯେପରି ପୃର୍ଥକ ନ ହୁଏ” (2) **ମୃତ୍ୟୁ** ଶବ୍ଦ ଆକ୍ଷରିକ ହୋଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ କରିବେ ଯେ ପାପ କରୁଥିବା ବିଶ୍ଵାସୀ ଯେପରି ମୃତ୍ୟୁବରଣ ନ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 q1me θάνατον 1 death ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ **ମୃତ୍ୟୁ** ଶବ୍ଦର ଆଳଙ୍କାରିକ ଅର୍ଥକୁ ଆପଣ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଏହି ପତ୍ରର ପ୍ରସଙ୍ଗରେ, **ମୃତ୍ୟୁ ପ୍ରତି ଏକ ପାପ ଦ୍ୱାରା**, ଯୋହନ ବୋଧହୁଏ ସେହି ଆଚରଣ ବିଷୟରେ କହନ୍ତି  ଯାହା ଭଣ୍ଡ ଶିକ୍ଷକମାନେ ନିୟୋଜିତ ଏବଂ ଉତ୍ସାହିତ କରିଥିଲେ । 1 ଯୋହନ ପରିଚୟର ଭାଗ 3 ଯେପରି ବ୍ୟାଖ୍ୟା କରେ, ଏହି ଭଣ୍ଡ ଶିକ୍ଷକମାନେ ଦାବି କରନ୍ତି ଯେ ଲୋକମାନେ ସେମାନଙ୍କ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ସେମାନେ ସେମାନଙ୍କର କାର୍ଯ୍ୟ ଭୁଲ୍ ବୋଲି ବିଶ୍ୱାସ ନକରି ଅନେକ ଗୁରୁତର ପାପ କରନ୍ତି । ଏହା ଦର୍ଶାଇଲା ଯେ ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ ତ୍ୟାଗ କରି ପବିତ୍ର ଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯୋହନ [5:18](https://create.translationcore.com/05/18.md)ରେ ପୁନର୍ବାର ଏହି ଭଣ୍ଡଶିକ୍ଷାକୁ ସଂଶୋଧନ କରନ୍ତି । ଅର୍ଥାତ୍ ସେ କହୁ ନାହାଁନ୍ତି ଯେ ବିଶ୍ଵାସୀମାନେ ସେମାନଙ୍କ ପାଇଁ ପ୍ରାର୍ଥନା ନ କରନ୍ତୁ,  ବରଂ, ସେ ବ୍ୟାଖ୍ୟା କରନ୍ତି  ଯେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଲାଭଜନକ ନୁହେଁ କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ଵାସ  ଏବଂ ପବିତ୍ର ଆତ୍ମାଙ୍କ ପ୍ରଭାବର ବିପରୀତ ଜୀବନଯାପନ କରିବାକୁ ସ୍ଥିର କରିଛନ୍ତି। ବିକଳ୍ପ ଅନୁବାଦ: “ଭଣ୍ଡ ଶିକ୍ଷକମାନେ କୁହନ୍ତି ଯେ ଲୋକମାନେ ନିଜ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେମାନେ ବିଶ୍ୱାସ ନକରି ଅନେକ ଗମ୍ଭୀର ପାପ କରନ୍ତି  । ଏହା ଦର୍ଶାଏ ଯେ ସେମାନେ ଆଉ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ନାହିଁ, ସେମାନେ ପବିତ୍ରଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେମାନେ ଆଉ ଈଶ୍ଵରଙ୍କ ସହ ସମ୍ପର୍କ ରଖୁ ନାହାଁନ୍ତି । ଏହା ସୂଚାଏ ଯେ ସେମାନେ ଅନନ୍ତକାଳ ପାଇଁ ଈଶ୍ଵରଙ୍କଠାରୁ ପୃର୍ଥକ ହେବେ । ସେମାନଙ୍କ ପାଇଁ ପ୍ରାର୍ଥନା କରିବା କୌଣସି ପରିବର୍ତ୍ତନ ଆଣେ ନାହିଁ ”( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 18 f9y9 0 Connecting Statement: ଯୋହନ ତାହାଙ୍କ ପତ୍ରକୁ ସମାପ୍ତ କରନ୍ତି, ଯାହା ବିଶ୍ବାସୀମାନଙ୍କ ନୂତନ ସ୍ବାଭାବ ବିଷୟରେ ପୁନ୍ନରାବୃତ୍ତି କରି କହିଛନ୍ତି, ଯାହା ପାପ କରିପାରିବ ନାହିଁ, ଏବଂ ସେ ସେମାନଙ୍କୁ ପ୍ରତିମା ପୂଜାଠାରୁ ଦୁରରେ ରହିବା ନିମନ୍ତେ ସ୍ଣରଣ କରାଇ ଦିଅନ୍ତି ।
1JN 5 18 l7h8 ὁ ... πονηρὸς οὐχ ἅπτεται αὐτοῦ 1 the evil one cannot harm him ଏହି “ମନ୍ଦ ବ୍ୟକ୍ତି” ବାକ୍ୟାଂଶଟି ଶୟତାନକୁ ସୂଚିତ କରେ, ଦିଆବଳ ।
1JN 5 18 f9y9 0 Connecting Statement:
1JN 5 18 l7h8 ὁ ... πονηρὸς οὐχ ἅπτεται αὐτοῦ 1 the evil one cannot harm him [2:13](https://create.translationcore.com/02/13.md)ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 5 19 n9ig figs-metaphor τῷ πονηρῷ 1 the whole world lies in the power of the evil one କୌଣସି ଜଣକ ଶକ୍ତିରେ ବଶୀଭୁତ ହେବା ବାକ୍ୟଟି ଶୟତାନ ଦ୍ବାରା ନିୟନ୍ତ୍ରିତ ଏବଂ ଶାସିତ ହେବା ବିଷୟକୁ ଉଲ୍ଲେଖ କରେ । ଅନ୍ୟ ଏକ ଅନୁବାଦରେ: “ସମଗ୍ର ଜଗତ ସେହି ମନ୍ଦ ବ୍ୟକ୍ତିର ଶକ୍ତି ଦ୍ବାରା ନିୟନ୍ତ୍ରିତ ହେଉଅଛି” (ଦେଖ: [[rc://en/ta/man/translate/figs-metaphor]])
1JN 5 19 eh5z figs-metonymy ὁ κόσμος ὅλος 1 the whole world ଏଠାରେ “ଜଗତ” ଏକ ମାଧ୍ୟମ ଯେଉଁଠାରେ କେତେକ ବାଇବଲ ଲେଖକମାନେ ଜଗତରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ ଉଲ୍ଲେଖ କରନ୍ତି ଯେଉଁମାନେ ଈଶ୍ବରଙ୍କ ବିରୁଦ୍ଧରେ ଏବଂ ଜଗତର ପ୍ରଥା ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି ଯାହା ପାପର ଅନୈତିକ ଶକ୍ତି ଦ୍ବାରା ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଅଛି । (ଦେଖ: [[rc://en/ta/man/translate/figs-metonymy]])
1JN 5 20 je13 guidelines-sonofgodprinciples Υἱὸς τοῦ Θεοῦ 1 Son of God ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://en/ta/man/translate/guidelines-sonofgodprinciples]])

Can't render this file because it contains an unexpected character in line 2 and column 3772.