Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-23 01:24:08 +00:00
parent 9351b5a4c3
commit 30f4ec3fc0
1 changed files with 1 additions and 1 deletions

View File

@ -75,7 +75,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ ନାମକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି   । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers ଯଦି “ବତ୍ସଗଣ” ଆଳଙ୍କାରିକ ଭାବରେ [2:12](https://create.translationcore.com/02/12.md),ରେ “ନୂତନ ବିଶ୍ଵାସୀମାନଙ୍କୁ” ବୁଝାଏ, ତେବେ ପିତାଗଣ  ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 y1vm ἐγνώκατε 1 you know [2:4](https://create.translationcore.com/02/04.md) ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning ଯୋହନ ଏହି ପତ୍ରରେ **ଆରମ୍ଭରୁ**  ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଈଶ୍ଵରଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି” [[rc://en/ta/man/translate/figs-idiom]])
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning ଯୋହନ ଏହି ପତ୍ରରେ **ଆରମ୍ଭରୁ**  ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଈଶ୍ଵରଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 13 wg4v figs-metaphor νεανίσκοι 1 young men ବିଶ୍ଵାସୀମାନଙ୍କ ତୃତୀୟ ଦଳର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ବୋଧହୁଏ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ନିଜ ବିଶ୍ୱାସରେ ଦୃଢ଼ ଅଛନ୍ତି, ଯଦିଓ ସେମାନେ ଦ୍ୱିତୀୟ ଦଳ ପରି ପରିପକ୍ୱ ନାହାଁନ୍ତି, ଯେହେତୁ **ଯୁବକମାନେ** ଜୀବନ ସମୟରେ ଅଛନ୍ତି ସେତେବେଳେ ସେମାନେ ଶକ୍ତିଶାଳୀ ଏବଂ ବଳବାନ ଅଟନ୍ତି । ବିକଳ୍ପ ଅନୁବାଦ: “ଏହି ଦୃଢ଼ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 tfh1 figs-metaphor νενικήκατε 1 overcome ଯୋହନ ଏହି ଦୃଢ଼ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେଉଁମାନେ ଶୟତାନକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ  ଅନୁବାଦ: “ଶୟତାନ ଯାହା କରିବାକୁ ଚାହେଁ ତୁମ୍ଭେମାନେ ତାହା କରିବାକୁ ଆଗ୍ରାହ୍ୟ କରିଅଛ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.