Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-22 17:26:54 +00:00
parent 0459c4880d
commit 9351b5a4c3
1 changed files with 6 additions and 6 deletions

View File

@ -74,12 +74,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 12 ed41 figs-activepassive ἀφέωνται ὑμῖν αἱ ἁμαρτίαι 1 your sins are forgiven ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି ଏହି କାର୍ଯ୍ୟ କିଏ  ତାହା ଆପଣ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କର ପାପ କ୍ଷମା କରିଅଛନ୍ତି”[[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 12 yjy8 figs-metonymy διὰ τὸ ὄνομα αὐτοῦ 1 because of his name ଯୀଶୁ କିଏ ଏବଂ ସେ କ’ଣ କରିଛନ୍ତି ତାହା ଦର୍ଶାଇବାକୁ ଯୋହନ ଯୀଶୁଙ୍କ ନାମକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି   । ବିକଳ୍ପ ଅନୁବାଦ: “ଯେହେତୁ ଯୀଶୁ ତୁମ୍ଭମାନଙ୍କ ପାଇଁ ଯାହା କରିଛନ୍ତି” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 13 kue2 figs-metaphor γράφω ὑμῖν, πατέρες 1 I am writing to you, fathers ଯଦି “ବତ୍ସଗଣ” ଆଳଙ୍କାରିକ ଭାବରେ [2:12](https://create.translationcore.com/02/12.md),ରେ “ନୂତନ ବିଶ୍ଵାସୀମାନଙ୍କୁ” ବୁଝାଏ, ତେବେ ପିତାଗଣ  ଶବ୍ଦ ହୁଏତ  ଅନ୍ୟ  ବିଶ୍ଵାସୀମାନଙ୍କର ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ହୋଇପାରେ । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ ” (2 ) “ମଣ୍ଡଳୀ  ନେତାଗଣ” ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 y1vm ἐγνώκατε 1 you know [2:4](https://create.translationcore.com/02/04.md) ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି | ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ | ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning ଯେ ସର୍ବଦା ଜୀବିତ ଅଟନ୍ତି କିମ୍ବା “ଯେ ସର୍ବଦା ବିଦ୍ୟମାନ ଅଛନ୍ତି । ”ଏହା ହୁଏତ “ଯୀଶୁ” କିମ୍ବା “ପିତା ଈଶ୍ବରଙ୍କୁ” ସୂଚିତ କରେ ।
1JN 2 13 wg4v figs-metaphor νεανίσκοι 1 young men ଏହା ସମ୍ଭବତଃ ନୂଆ ବିଶ୍ବାସୀ ନଥିବା ଲୋକମାନଙ୍କୁ ସୂଚିତ କରେ ମାତ୍ର ଆତ୍ମିକ ପରିପକ୍ବତାରେ ବୃଦ୍ଧି ପାଉଥିବା ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଯୁବା ବିଶ୍ବାସୀମାନେ” (See: [[rc://en/ta/man/translate/figs-metaphor]])
1JN 2 13 tfh1 figs-metaphor νενικήκατε 1 overcome ଲେଖକ ଶୟତାନକୁ ଅନୁକରଣ କରିବା ନିମନ୍ତେ ବିଶ୍ବାସୀମାନଙ୍କ ପ୍ରତ୍ୟାଖାନ ବିଷୟରେ ଏବଂ ସେମାନେ ତାହାର ଯୋଜନାକୁ ଖଣ୍ଡନ କରିବା ବିଷୟରେ ଏପରି କହୁଛନ୍ତି ଯେପରି ତାହାକୁ ପରାଜୟ କରିବା ବିଷୟ ଥିଲା । (ଦେଖ: [[rc://en/ta/man/translate/figs-metaphor]])
1JN 2 14 l74j figs-metaphor ἰσχυροί ἐστε 1 you are strong ଏଠାରେ “ଶକ୍ତିଯୁକ୍ତ” ବିଶ୍ବାସୀମାନଙ୍କର ଶାରୀରିକ ଶକ୍ତି ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ବିଶ୍ବସ୍ତତାକୁ ଦର୍ଶାଏ । (ଦେଖ: [[rc://en/ta/man/translate/figs-metaphor]])
1JN 2 14 u3n8 figs-metaphor ὁ λόγος τοῦ Θεοῦ ἐν ὑμῖν μένει 1 the word of God remains in you "ଏଠାରେ ଈଶ୍ବରଙ୍କ ବାକ୍ୟ ଈଶ୍ବରଙ୍କଠାରୁ ବାକ୍ୟ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ । ଲେଖକ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କ ବିଶ୍ବସ୍ତତା ବୃଦ୍ଧି ହେବା ଏବଂ ତାହାଙ୍କ ଜ୍ଞାନରେ ଯେପରିକି ସେମାନଙ୍କ ମଧ୍ୟରେ ଈଶ୍ବରଙ୍କ ବାକ୍ୟ ବିଦ୍ୟମାନ ହେବା ଉଲ୍ଲେଖ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କୁ କ୍ରମାଗତ ଭାବେ ଶିକ୍ଷା ଦିଅନ୍ତି” କିମ୍ବା “ତୁମେମାନେ ଈଶ୍ବରଙ୍କ ବାକ୍ୟ ଜାଣିଅଛ” (ଦେଖ: [[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-metonymy]])
1JN 2 13 y1vm ἐγνώκατε 1 you know [2:4](https://create.translationcore.com/02/04.md) ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 13 wmt8 τὸν ἀπ’ ἀρχῆς 1 the one who is from the beginning ଯୋହନ ଏହି ପତ୍ରରେ **ଆରମ୍ଭରୁ**  ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଈଶ୍ଵରଙ୍କ ଅନନ୍ତ ଅସ୍ତିତ୍ୱକୁ ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି” [[rc://en/ta/man/translate/figs-idiom]])
1JN 2 13 wg4v figs-metaphor νεανίσκοι 1 young men ବିଶ୍ଵାସୀମାନଙ୍କ ତୃତୀୟ ଦଳର ଏହା ଏକ ଆଳଙ୍କାରିକ ବର୍ଣ୍ଣନା ଅଟେ । ଏହା ବୋଧହୁଏ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ନିଜ ବିଶ୍ୱାସରେ ଦୃଢ଼ ଅଛନ୍ତି, ଯଦିଓ ସେମାନେ ଦ୍ୱିତୀୟ ଦଳ ପରି ପରିପକ୍ୱ ନାହାଁନ୍ତି, ଯେହେତୁ **ଯୁବକମାନେ** ଜୀବନ ସମୟରେ ଅଛନ୍ତି ସେତେବେଳେ ସେମାନେ ଶକ୍ତିଶାଳୀ ଏବଂ ବଳବାନ ଅଟନ୍ତି । ବିକଳ୍ପ ଅନୁବାଦ: “ଏହି ଦୃଢ଼ ବିଶ୍ଵାସୀମାନେ”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 13 tfh1 figs-metaphor νενικήκατε 1 overcome ଯୋହନ ଏହି ଦୃଢ଼ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେଉଁମାନେ ଶୟତାନକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ  ଅନୁବାଦ: “ଶୟତାନ ଯାହା କରିବାକୁ ଚାହେଁ ତୁମ୍ଭେମାନେ ତାହା କରିବାକୁ ଆଗ୍ରାହ୍ୟ କରିଅଛ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 u3n8 figs-metaphor ὁ λόγος τοῦ Θεοῦ ἐν ὑμῖν μένει 1 the word of God remains in you 1 ଯୋହନଙ୍କ ପରିଚୟର ଭାଗ 3 ରେ “**ରହିବା**” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ତୁମ୍ଭେମାନେ  ପ୍ରକୃତରେ ପାଳନ କର”
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor :୧୫-୧୭ ପଦରେ “ଜଗତ” ଶବ୍ଦ ଲୋକମାନେ କରିବାକୁ ଚାହୁଁଥିବା ସମସ୍ତ ବିଷୟକୁ ସୂଚିତ କରେ ଯାହା ଈଶ୍ବରଙ୍କୁ ସମ୍ମାନ ଦିଏ ନାହିଁ । ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନଙ୍କ ସଦୃଶ ଆଚରଣ କର ନାହିଁ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ ଏବଂ ପ୍ରେମ କରନ୍ତି ନାହିଁ” (ଦେଖ:[[rc://en/ta/man/translate/figs-metonymy]])
1JN 2 15 h2hm τὰ ἐν τῷ κόσμῳ 1 the things that are in the world ସେହି ବିଷୟଗୁଡିକ ଯେଉଁମାନେ ଈଶ୍ବରଙ୍କୁ ଅସମ୍ମାନ କରନ୍ତି"
1JN 2 15 p56b figs-metaphor ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 If anyone loves the world, the love of the Father is not in him ଜଣେ ବ୍ୟକ୍ତି ଏକ ସମୟରେ ଏହି ଜଗତକୁ ପ୍ରେମ କରେ ଏବଂ ସମସ୍ତ ଯାହା ଈଶ୍ବରଙ୍କୁ ଅସମ୍ମାନ କରେ ଏବଂ ପିତାଙ୍କୁ ପ୍ରେମ କରିପାରେ ନାହିଁ । (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3772.