Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-04 02:31:08 +00:00
parent 07b5f15f85
commit 2e149a875c
1 changed files with 1 additions and 1 deletions

View File

@ -128,7 +128,7 @@ PHP 2 29 y95x Προσδέχεσθε ... αὐτὸν 1 Welcome Epaphroditus **
PHP 2 29 qx14 ἐν Κυρίῳ μετὰ πάσης χαρᾶς 1 in the Lord with all joy ଯଦି ଆପଣଙ୍କ ଭାଷା ଆନନ୍ଦର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେ UST ପରି “ଆନନ୍ଦରେ” ଭଳି ଏକ କ୍ରିୟା ବିଶେଷଣ ସହି  ଗୁଣବାଚକ  ବିଶେଷ୍ୟ ଆନନ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ, କିମ୍ବା ଆପଣ ଏହି ଶବ୍ଦର ଏକ ମୁଖଗତ ବାକ୍ୟାଂଶ ବ୍ୟବହାର କରିପାରିବ ।  ବିକଳ୍ପ ଅନୁବାଦ: “ତେଣୁ, ତାଙ୍କୁ ଆନନ୍ଦରେ\nପ୍ରଭୁଙ୍କାରେ ସ୍ୱାଗତ କର” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 30 ns1y figs-metaphor μέχρι θανάτου ἤγγισεν 1 he came near death ଏଠାରେ, **ସେ** ଏବଂ **ତାହାଙ୍କୁ** ସର୍ବନାମଗୁଡ଼ିକ ଏପାଫ୍ରାଦିତକୁ ସୂଚାଏ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ଏକ ଉପାୟରେ ସ୍ପଷ୍ଟ କରନ୍ତୁ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ଯେହେତୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ପାଇଁ, ଏପାଫ୍ରାଦିତ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆସିଲେ, ତାଙ୍କ ଜୀବନକୁ ବିପଦରେ ପକାଇଲେ ଯାହା ଦ୍ଵାରା ସେ\nମୋର ସେବାର ଅଭାବକୁ ପୂରଣ କରିବେ” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n
PHP 2 30 g98z figs-metaphor ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας 1 fill up what you could not do in service to me ପାଉଲ ଏଠାରେ **ସେବା ଅଭାବରୁ** ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ ବନ୍ଧନରେ ଉପସ୍ଥିତ ରହିବାକୁ ଅକ୍ଷମତାକୁ ବୁଝାନ୍ତି । ଏପାଫ୍ରାଦିତ ପାଉଲଙ୍କ ନିକଟକୁ ପଠାଇ ଫିଲିପ୍ପୀୟ ବିଶ୍ଵାସୀମାନେ ଏପାଫ୍ରାଦିତ ଦ୍ଵାରା  ପାଉଲଙ୍କ ଆବଶ୍ୟକତାକୁ ସେବା କଲେ, ଏବଂ ଏପାଫ୍ରାଦିତ  ଯାହା ଯୋଗାଇ ପାରିଲେ ନାହିଁ ତାହା ଯୋଗାଇଦେଲେ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।  ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ଯୋଗାଇ ପାରିବ” କିମ୍ବା “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ତାହା ପୂରଣ କରିପାରିବ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 3 intro btx3 0 # ଫିଲିପ୍ପୀୟ ୦୩ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି

୪-୮ ପଦରେ, ପାଉଲ ସେ କିପରି ଜଣେ ଧାର୍ମିକ ଯିହୂଦୀ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ତାହାର ଏକ ତାଲିକା ଦିଅନ୍ତି I ପ୍ରତ୍ୟେକ କ୍ଷେତ୍ରରେ, ପାଉଲ ଜଣେ ଆଦର୍ଶବାଦୀ ଯିହୂଦୀ ଥିଲେ I କିନ୍ତୁ ସେ ଏହାକୁ ଯୀଶୁଙ୍କୁ ଜାଣିବାର ଶ୍ରେଷ୍ଠତା ସହିତ ବିପରୀତ ତୁଳନା କରୁଛନ୍ତି I (ଦେଖ: [[rc://or/tw/dict/bible/kt/righteous]])

## ଏହି ଅଧ୍ୟାୟର ବିଶେଷ ଧାରଣା

### କୁକୁରମାନେ
ପ୍ରାଚୀନ ପୂର୍ବ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଲୋକମାନଙ୍କୁ ନକାରାତ୍ମକଭାବରେ ଦର୍ଶାଇବା ନିମନ୍ତେ କୁକୁରମାନଙ୍କ ପ୍ରତିଛବି ବ୍ୟବହାର କରୁଥିଲେ I ସବୁ ସଂସ୍କୃତି ଏହି ପ୍ରକାରେ “କୁକୁରମାନେ” ଶବ୍ଦ ବ୍ୟବହାର କରୁ ନଥିଲେ I

### ପୁନରୁତ୍ଥିତ ଶରୀର
ଆମ୍ଭେମାନେ ଜାଣୁନାହୁଁ ଯେ ସ୍ବର୍ଗରେ ଲୋକମାନେ କିପରି ଶରୀର ଧାରଣ କରିବେ ? ପାଉଲ ଏଠାରେ ଶିକ୍ଷା ଦିଅନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାର ଗୌରବମୟ ଶରୀର ଧାରଣ କରିବେ ଓ ପାପରହିତ ହେବେ I (ଦେଖ: [[rc://or/tw/dict/bible/kt/heaven]] ଓ [[rc://or/tw/dict/bible/kt/sin]])

## ପୁରସ୍କାର
ଖ୍ରୀଷ୍ଟିୟାନ ଜୀବନକୁ ବର୍ଣନା କରିବା ନିମନ୍ତେ ପାଉଲ ଏକ ପରିବର୍ଦ୍ଧିତ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଜଣେ ବ୍ୟକ୍ତି ମରିବା ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଉଦ୍ୟମ କରିବା ଖ୍ରୀଷ୍ଟିଆନ ଜୀବନର ଲକ୍ଷ ଅଟେ I ଆମ୍ଭେମାନେ କଦାପି ଏହି ଲକ୍ଷ୍ୟ ଉପଯୁକ୍ତଭାବେ ହାସଲ କରି ପାରିବା ନାହିଁ, କିନ୍ତୁ ଏଥିନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ I

PHP 3 intro btx3 0 # ଫିଲିପ୍ପୀୟ ୩ ସାଧାରଣ ଟିପ୍ପଣୀଗୁଡ଼ିକ\n \n## ଗଠନ ଏବଂ ଆକାର \n\nପଦ ୪:୮ ରେ, ପାଉଲ ଜଣେ ଧାର୍ମିକ ଯିହୁଦୀ ଭାବରେ ବିବେଚିତ ହେବା ପାଇଁ ଯୋଗ୍ୟତା ଉଲ୍ଲେଖ କରନ୍ତି ।  ପ୍ରତ୍ୟେକ ଉପାୟରେ, ପାଉଲ ଜଣେ ଆଦର୍ଶ ଯିହୁଦୀ ଥିଲେ, କିନ୍ତୁ ସେ ଯୀଶୁଙ୍କୁ ଜାଣିବାର ମହାନତା ସହ ଏହାକୁ ଭିନ୍ନ କରିଥିଲେ ।  (ଦେଖନ୍ତୁrc://en/tw/dict/bible/kt/righteous)\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### କୁକୁରଗୁଡ଼ିକ\n\nପ୍ରାଚୀନ ନିକଟ ପୂର୍ବର ଲୋକମାନେ କୁକୁରମାନଙ୍କୁ ଏକ ନକାରାତ୍ମକ ବିଷୟକୁ ସୂଚାଇବା ପାଇଁ ଏକ ପ୍ରତିଛବି ଭାବରେ ବ୍ୟବହାର କରିଥିଲେ ।  ସମସ୍ତ ସଂସ୍କୃତି ଏହିପରି ଭାବରେ “କୁକୁର” ଶବ୍ଦକୁ ବ୍ୟବହାର କରନ୍ତି ନାହିଁ । \n\n\n## ପୁନରୁତ୍ଥିତ ଶରୀରଗୁଡ଼ିକ\n\nଲୋକମାନେ ସ୍ୱର୍ଗରେ କିପରି ରହିବେ ସେହି ବିଷୟରେ ଆମ୍ଭେମାନେ  ଖୁବ୍ ବେଶୀ ଜାଣି ନାହୁଁ ।  ପାଉଲ ଏଠାରେ ଶିକ୍ଷା ପ୍ରଦାନ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାରର ଗୌରବମୟ ଶରୀର ପାଇବେ ଏବଂ ପାପରୁ ମୁକ୍ତ ହେବେ ।  (ଦେଖନ୍ତୁ: c://en/tw/dict/bible/kt/heaven and rc://en/tw/dict/bible/kt/sin)\n\n\n## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ \n\n### ପୁରସ୍କାର\n\nଖ୍ରୀଷ୍ଟିୟାନ  ଜୀବନକୁ ବର୍ଣ୍ଣନା କରିବା ପାଇଁ ପାଉଲ ଏକ ବିସ୍ତାରିତ ଦୃଷ୍ଟାନ୍ତ ବ୍ୟବହାର କରନ୍ତି ।  ଖ୍ରୀଷ୍ଟିୟାନ  ଜୀବନର ଲକ୍ଷ୍ୟ ହେଉଛି ଯେତେବେଳେ ଆମ୍ଭେମାନେ  ପୃଥିବୀରେ ବାସ କରୁ ଖ୍ରୀଷ୍ଟଙ୍କ ପରି ହେବା ।  ଆମ୍ଭେମାନେ  ଏହି ଲକ୍ଷ୍ୟକୁ ସଂପୂର୍ଣ୍ଣ ରୂପେ ହାସଲ କରିପାରିବା ନାହିଁ, କିନ୍ତୁ ଏଥିପାଇଁ ଆମ୍ଭମାନଙ୍କୁ ପ୍ରୟାସ କରିବାକୁ ପଡିବ । \n\n\n
PHP 3 1 e79h 0 Connecting Statement: ପୁରାତନ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିବା ଯିହୂଦୀମାନଙ୍କ ବିଷୟରେ ସହବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ, ପାଉଲ ବିଶ୍ବାସୀମାନଙ୍କୁ ସେ ତାଡନା କରୁଥିବା ସମୟର ଆପଣା ସାକ୍ଷ୍ୟ ପ୍ରଦାନ କରୁଛନ୍ତି I
PHP 3 1 s3bx τὸ λοιπόν, ἀδελφοί μου 1 Finally, my brothers ଅବଶେଷରେ, ହେ ମୋହର ଭାଇମାନେ କିମ୍ବା “ଅନ୍ୟ ବିଷୟବସ୍ତୁ ସମ୍ବନ୍ଧରେ, ହେ ମୋହର ଭାଇମାନେ”
PHP 3 1 zu9l ἀδελφοί 1 brothers ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
128 PHP 2 29 qx14 ἐν Κυρίῳ μετὰ πάσης χαρᾶς 1 in the Lord with all joy ଯଦି ଆପଣଙ୍କ ଭାଷା ଆନନ୍ଦର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେ UST ପରି “ଆନନ୍ଦରେ” ଭଳି ଏକ କ୍ରିୟା ବିଶେଷଣ ସହି  ଗୁଣବାଚକ  ବିଶେଷ୍ୟ ଆନନ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ, କିମ୍ବା ଆପଣ ଏହି ଶବ୍ଦର ଏକ ମୁଖଗତ ବାକ୍ୟାଂଶ ବ୍ୟବହାର କରିପାରିବ ।  ବିକଳ୍ପ ଅନୁବାଦ: “ତେଣୁ, ତାଙ୍କୁ ଆନନ୍ଦରେ\nପ୍ରଭୁଙ୍କଠାରେ ସ୍ୱାଗତ କର” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
129 PHP 2 30 ns1y figs-metaphor μέχρι θανάτου ἤγγισεν 1 he came near death ଏଠାରେ, **ସେ** ଏବଂ **ତାହାଙ୍କୁ** ସର୍ବନାମଗୁଡ଼ିକ ଏପାଫ୍ରାଦିତକୁ ସୂଚାଏ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ଏକ ଉପାୟରେ ସ୍ପଷ୍ଟ କରନ୍ତୁ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ଯେହେତୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ପାଇଁ, ଏପାଫ୍ରାଦିତ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆସିଲେ, ତାଙ୍କ ଜୀବନକୁ ବିପଦରେ ପକାଇଲେ ଯାହା ଦ୍ଵାରା ସେ\nମୋର ସେବାର ଅଭାବକୁ ପୂରଣ କରିବେ” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n
130 PHP 2 30 g98z figs-metaphor ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας 1 fill up what you could not do in service to me ପାଉଲ ଏଠାରେ **ସେବା ଅଭାବରୁ** ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ ବନ୍ଧନରେ ଉପସ୍ଥିତ ରହିବାକୁ ଅକ୍ଷମତାକୁ ବୁଝାନ୍ତି । ଏପାଫ୍ରାଦିତ ପାଉଲଙ୍କ ନିକଟକୁ ପଠାଇ ଫିଲିପ୍ପୀୟ ବିଶ୍ଵାସୀମାନେ ଏପାଫ୍ରାଦିତ ଦ୍ଵାରା  ପାଉଲଙ୍କ ଆବଶ୍ୟକତାକୁ ସେବା କଲେ, ଏବଂ ଏପାଫ୍ରାଦିତ  ଯାହା ଯୋଗାଇ ପାରିଲେ ନାହିଁ ତାହା ଯୋଗାଇଦେଲେ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।  ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ଯୋଗାଇ ପାରିବ” କିମ୍ବା “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ତାହା ପୂରଣ କରିପାରିବ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
131 PHP 3 intro btx3 0 # ଫିଲିପ୍ପୀୟ ୦୩ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି

୪-୮ ପଦରେ, ପାଉଲ ସେ କିପରି ଜଣେ ଧାର୍ମିକ ଯିହୂଦୀ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ତାହାର ଏକ ତାଲିକା ଦିଅନ୍ତି I ପ୍ରତ୍ୟେକ କ୍ଷେତ୍ରରେ, ପାଉଲ ଜଣେ ଆଦର୍ଶବାଦୀ ଯିହୂଦୀ ଥିଲେ I କିନ୍ତୁ ସେ ଏହାକୁ ଯୀଶୁଙ୍କୁ ଜାଣିବାର ଶ୍ରେଷ୍ଠତା ସହିତ ବିପରୀତ ତୁଳନା କରୁଛନ୍ତି I (ଦେଖ: [[rc://or/tw/dict/bible/kt/righteous]])

## ଏହି ଅଧ୍ୟାୟର ବିଶେଷ ଧାରଣା

### କୁକୁରମାନେ
ପ୍ରାଚୀନ ପୂର୍ବ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଲୋକମାନଙ୍କୁ ନକାରାତ୍ମକଭାବରେ ଦର୍ଶାଇବା ନିମନ୍ତେ କୁକୁରମାନଙ୍କ ପ୍ରତିଛବି ବ୍ୟବହାର କରୁଥିଲେ I ସବୁ ସଂସ୍କୃତି ଏହି ପ୍ରକାରେ “କୁକୁରମାନେ” ଶବ୍ଦ ବ୍ୟବହାର କରୁ ନଥିଲେ I

### ପୁନରୁତ୍ଥିତ ଶରୀର
ଆମ୍ଭେମାନେ ଜାଣୁନାହୁଁ ଯେ ସ୍ବର୍ଗରେ ଲୋକମାନେ କିପରି ଶରୀର ଧାରଣ କରିବେ ? ପାଉଲ ଏଠାରେ ଶିକ୍ଷା ଦିଅନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାର ଗୌରବମୟ ଶରୀର ଧାରଣ କରିବେ ଓ ପାପରହିତ ହେବେ I (ଦେଖ: [[rc://or/tw/dict/bible/kt/heaven]] ଓ [[rc://or/tw/dict/bible/kt/sin]])

## ପୁରସ୍କାର
ଖ୍ରୀଷ୍ଟିୟାନ ଜୀବନକୁ ବର୍ଣନା କରିବା ନିମନ୍ତେ ପାଉଲ ଏକ ପରିବର୍ଦ୍ଧିତ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଜଣେ ବ୍ୟକ୍ତି ମରିବା ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଉଦ୍ୟମ କରିବା ଖ୍ରୀଷ୍ଟିଆନ ଜୀବନର ଲକ୍ଷ ଅଟେ I ଆମ୍ଭେମାନେ କଦାପି ଏହି ଲକ୍ଷ୍ୟ ଉପଯୁକ୍ତଭାବେ ହାସଲ କରି ପାରିବା ନାହିଁ, କିନ୍ତୁ ଏଥିନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ I
# ଫିଲିପ୍ପୀୟ ୩ ସାଧାରଣ ଟିପ୍ପଣୀଗୁଡ଼ିକ\n \n## ଗଠନ ଏବଂ ଆକାର \n\nପଦ ୪:୮ ରେ, ପାଉଲ ଜଣେ ଧାର୍ମିକ ଯିହୁଦୀ ଭାବରେ ବିବେଚିତ ହେବା ପାଇଁ ଯୋଗ୍ୟତା ଉଲ୍ଲେଖ କରନ୍ତି ।  ପ୍ରତ୍ୟେକ ଉପାୟରେ, ପାଉଲ ଜଣେ ଆଦର୍ଶ ଯିହୁଦୀ ଥିଲେ, କିନ୍ତୁ ସେ ଯୀଶୁଙ୍କୁ ଜାଣିବାର ମହାନତା ସହ ଏହାକୁ ଭିନ୍ନ କରିଥିଲେ ।  (ଦେଖନ୍ତୁrc://en/tw/dict/bible/kt/righteous)\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### କୁକୁରଗୁଡ଼ିକ\n\nପ୍ରାଚୀନ ନିକଟ ପୂର୍ବର ଲୋକମାନେ କୁକୁରମାନଙ୍କୁ ଏକ ନକାରାତ୍ମକ ବିଷୟକୁ ସୂଚାଇବା ପାଇଁ ଏକ ପ୍ରତିଛବି ଭାବରେ ବ୍ୟବହାର କରିଥିଲେ ।  ସମସ୍ତ ସଂସ୍କୃତି ଏହିପରି ଭାବରେ “କୁକୁର” ଶବ୍ଦକୁ ବ୍ୟବହାର କରନ୍ତି ନାହିଁ । \n\n\n## ପୁନରୁତ୍ଥିତ ଶରୀରଗୁଡ଼ିକ\n\nଲୋକମାନେ ସ୍ୱର୍ଗରେ କିପରି ରହିବେ ସେହି ବିଷୟରେ ଆମ୍ଭେମାନେ  ଖୁବ୍ ବେଶୀ ଜାଣି ନାହୁଁ ।  ପାଉଲ ଏଠାରେ ଶିକ୍ଷା ପ୍ରଦାନ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାରର ଗୌରବମୟ ଶରୀର ପାଇବେ ଏବଂ ପାପରୁ ମୁକ୍ତ ହେବେ ।  (ଦେଖନ୍ତୁ: c://en/tw/dict/bible/kt/heaven and rc://en/tw/dict/bible/kt/sin)\n\n\n## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରଗୁଡ଼ିକ \n\n### ପୁରସ୍କାର\n\nଖ୍ରୀଷ୍ଟିୟାନ  ଜୀବନକୁ ବର୍ଣ୍ଣନା କରିବା ପାଇଁ ପାଉଲ ଏକ ବିସ୍ତାରିତ ଦୃଷ୍ଟାନ୍ତ ବ୍ୟବହାର କରନ୍ତି ।  ଖ୍ରୀଷ୍ଟିୟାନ  ଜୀବନର ଲକ୍ଷ୍ୟ ହେଉଛି ଯେତେବେଳେ ଆମ୍ଭେମାନେ  ପୃଥିବୀରେ ବାସ କରୁ ଖ୍ରୀଷ୍ଟଙ୍କ ପରି ହେବା ।  ଆମ୍ଭେମାନେ  ଏହି ଲକ୍ଷ୍ୟକୁ ସଂପୂର୍ଣ୍ଣ ରୂପେ ହାସଲ କରିପାରିବା ନାହିଁ, କିନ୍ତୁ ଏଥିପାଇଁ ଆମ୍ଭମାନଙ୍କୁ ପ୍ରୟାସ କରିବାକୁ ପଡିବ । \n\n\n
132 PHP 3 1 e79h 0 Connecting Statement: ପୁରାତନ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିବା ଯିହୂଦୀମାନଙ୍କ ବିଷୟରେ ସହବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ, ପାଉଲ ବିଶ୍ବାସୀମାନଙ୍କୁ ସେ ତାଡନା କରୁଥିବା ସମୟର ଆପଣା ସାକ୍ଷ୍ୟ ପ୍ରଦାନ କରୁଛନ୍ତି I
133 PHP 3 1 s3bx τὸ λοιπόν, ἀδελφοί μου 1 Finally, my brothers ଅବଶେଷରେ, ହେ ମୋହର ଭାଇମାନେ କିମ୍ବା “ଅନ୍ୟ ବିଷୟବସ୍ତୁ ସମ୍ବନ୍ଧରେ, ହେ ମୋହର ଭାଇମାନେ”
134 PHP 3 1 zu9l ἀδελφοί 1 brothers ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I