Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-04 02:28:32 +00:00
parent 6e7dccd895
commit 07b5f15f85
1 changed files with 4 additions and 4 deletions

View File

@ -124,10 +124,10 @@ PHP 2 25 qsd6 ὑμῶν ... ἀπόστολον καὶ λειτουργὸν
PHP 2 26 gxn9 ἐπιποθῶν ἦν πάντας ὑμᾶς, καὶ ἀδημονῶν 1 he was very distressed, and he longed to be with you all ବିକଳ୍ପ ଅନୁବାଦ: “ସେ ତୁମ୍ଭ ସମସ୍ତଙ୍କ ସହ ରହିବାକୁ ଚାହୁଁଛନ୍ତି ଏବଂ ଗଭୀର ଭାବରେ ଚିନ୍ତିତ ଅଛନ୍ତି”\n\n\n
PHP 2 27 itx2 figs-explicit λύπην ἐπὶ λύπην 1 sorrow upon sorrow
PHP 2 28 y5gc κἀγὼ ἀλυπότερος ὦ 1 I can be free from anxiety ଏଠାରେ ଯେତେବେଳେ ପାଉଲ **ଦୁଃଖକୁ** ବୁଝାନ୍ତି, ସେ ଭାବପ୍ରବଣ ଦୁଃଖକୁ ବୁଝାନ୍ତି ।  ଯଦି ଆପଣଙ୍କ ଭାଷା ଦୁଃଖର କଳ୍ପନା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ବ୍ୟସ୍ତ” କିମ୍ବା “ଚିନ୍ତିତ” କିମ୍ବା ଅନ୍ୟ କୌଣସି ବିଶେଷଣ ସହ  ଗୁଣବାଚକ ବିଶେଷ୍ୟ **ଦୁଃଖ** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଏବଂ ମୁଁ ଯେପରି ଅଳ୍ପ ଚିନ୍ତିତ ହୋଇପାରେ” କିମ୍ବା “ଏବଂ ମୁଁ ତୁମ୍ଭମାନଙ୍କ ବିଷୟରେ କମ ଚନ୍ତିତ ହୋଇପାରେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 29 y95x Προσδέχεσθε ... αὐτὸν 1 Welcome Epaphroditus ଆନନ୍ଦରେ ଏପାଫ୍ରଦିତଙ୍କୁ ଗ୍ରହଣ କର
PHP 2 29 qx14 ἐν Κυρίῳ μετὰ πάσης χαρᾶς 1 in the Lord with all joy ପ୍ରଭୁଙ୍କଠାରେ ଜଣେ ସହ ବିଶ୍ବାସୀ ଭାବରେ ଆନନ୍ଦରେ କିମ୍ବା “ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ପ୍ରେମ କରୁଥିବାରୁ ଆମ୍ଭମାନଙ୍କଠାରେ ଥିବା ମହା ପ୍ରେମ ସହିତ”
PHP 2 30 ns1y figs-metaphor μέχρι θανάτου ἤγγισεν 1 he came near death ପାଉଲ ଏଠାରେ ମୃତ୍ୟୁ ବିଷୟରେ କହନ୍ତି ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠିକି ଜଣେ ଯାଇ ପାରିବ I (ଦେଖ: [[rc://or/ta/man/translate/figs-metaphor]])
PHP 2 30 g98z figs-metaphor ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας 1 fill up what you could not do in service to me ପାଉଲ ଆପଣା ଅଭାବ ବିଷୟରେ କହନ୍ତି ଯେପରି ସେଗୁଡିକ ଏକ ପାତ୍ର ଥିଲା, ଯାହାକୁ ଏପାଫ୍ରଦିତ ପାଉଲଙ୍କ ନିମନ୍ତେ ଉତ୍ତମ ବିଷୟ ପୂରଣ କଲେ I (ଦେଖ: [[rc://or/ta/man/translate/figs-metaphor]])
PHP 2 29 y95x Προσδέχεσθε ... αὐτὸν 1 Welcome Epaphroditus **ସ୍ୱାଗତ** ଶବ୍ଦ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ବହୁବଚନ ରୂପରେ ଏକ ନିର୍ଦ୍ଦେଶ ବା ଆଦେଶ ଅଟେ ।  ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ସମସ୍ତଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ କରେ” କିମ୍ବା “ତୁମ୍ଭେ ସମସ୍ତେ ତାଙ୍କୁ ଗ୍ରହଣ କର” (ଦେଖନ୍ତୁrc://en/ta/man/translate/figs-yousingular)\n\n
PHP 2 29 qx14 ἐν Κυρίῳ μετὰ πάσης χαρᾶς 1 in the Lord with all joy ଯଦି ଆପଣଙ୍କ ଭାଷା ଆନନ୍ଦର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେ UST ପରି “ଆନନ୍ଦରେ” ଭଳି ଏକ କ୍ରିୟା ବିଶେଷଣ ସହି  ଗୁଣବାଚକ  ବିଶେଷ୍ୟ ଆନନ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ, କିମ୍ବା ଆପଣ ଏହି ଶବ୍ଦର ଏକ ମୁଖଗତ ବାକ୍ୟାଂଶ ବ୍ୟବହାର କରିପାରିବ ।  ବିକଳ୍ପ ଅନୁବାଦ: “ତେଣୁ, ତାଙ୍କୁ ଆନନ୍ଦରେ\nପ୍ରଭୁଙ୍କାରେ ସ୍ୱାଗତ କର” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 30 ns1y figs-metaphor μέχρι θανάτου ἤγγισεν 1 he came near death ଏଠାରେ, **ସେ** ଏବଂ **ତାହାଙ୍କୁ** ସର୍ବନାମଗୁଡ଼ିକ ଏପାଫ୍ରାଦିତକୁ ସୂଚାଏ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ଏକ ଉପାୟରେ ସ୍ପଷ୍ଟ କରନ୍ତୁ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ଯେହେତୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ପାଇଁ, ଏପାଫ୍ରାଦିତ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆସିଲେ, ତାଙ୍କ ଜୀବନକୁ ବିପଦରେ ପକାଇଲେ ଯାହା ଦ୍ଵାରା ସେ\nମୋର ସେବାର ଅଭାବକୁ ପୂରଣ କରିବେ” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n
PHP 2 30 g98z figs-metaphor ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας 1 fill up what you could not do in service to me ପାଉଲ ଏଠାରେ **ସେବା ଅଭାବରୁ** ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ ବନ୍ଧନରେ ଉପସ୍ଥିତ ରହିବାକୁ ଅକ୍ଷମତାକୁ ବୁଝାନ୍ତି । ଏପାଫ୍ରାଦିତ ପାଉଲଙ୍କ ନିକଟକୁ ପଠାଇ ଫିଲିପ୍ପୀୟ ବିଶ୍ଵାସୀମାନେ ଏପାଫ୍ରାଦିତ ଦ୍ଵାରା  ପାଉଲଙ୍କ ଆବଶ୍ୟକତାକୁ ସେବା କଲେ, ଏବଂ ଏପାଫ୍ରାଦିତ  ଯାହା ଯୋଗାଇ ପାରିଲେ ନାହିଁ ତାହା ଯୋଗାଇଦେଲେ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।  ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ଯୋଗାଇ ପାରିବ” କିମ୍ବା “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ତାହା ପୂରଣ କରିପାରିବ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 3 intro btx3 0 # ଫିଲିପ୍ପୀୟ ୦୩ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି

୪-୮ ପଦରେ, ପାଉଲ ସେ କିପରି ଜଣେ ଧାର୍ମିକ ଯିହୂଦୀ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ତାହାର ଏକ ତାଲିକା ଦିଅନ୍ତି I ପ୍ରତ୍ୟେକ କ୍ଷେତ୍ରରେ, ପାଉଲ ଜଣେ ଆଦର୍ଶବାଦୀ ଯିହୂଦୀ ଥିଲେ I କିନ୍ତୁ ସେ ଏହାକୁ ଯୀଶୁଙ୍କୁ ଜାଣିବାର ଶ୍ରେଷ୍ଠତା ସହିତ ବିପରୀତ ତୁଳନା କରୁଛନ୍ତି I (ଦେଖ: [[rc://or/tw/dict/bible/kt/righteous]])

## ଏହି ଅଧ୍ୟାୟର ବିଶେଷ ଧାରଣା

### କୁକୁରମାନେ
ପ୍ରାଚୀନ ପୂର୍ବ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଲୋକମାନଙ୍କୁ ନକାରାତ୍ମକଭାବରେ ଦର୍ଶାଇବା ନିମନ୍ତେ କୁକୁରମାନଙ୍କ ପ୍ରତିଛବି ବ୍ୟବହାର କରୁଥିଲେ I ସବୁ ସଂସ୍କୃତି ଏହି ପ୍ରକାରେ “କୁକୁରମାନେ” ଶବ୍ଦ ବ୍ୟବହାର କରୁ ନଥିଲେ I

### ପୁନରୁତ୍ଥିତ ଶରୀର
ଆମ୍ଭେମାନେ ଜାଣୁନାହୁଁ ଯେ ସ୍ବର୍ଗରେ ଲୋକମାନେ କିପରି ଶରୀର ଧାରଣ କରିବେ ? ପାଉଲ ଏଠାରେ ଶିକ୍ଷା ଦିଅନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାର ଗୌରବମୟ ଶରୀର ଧାରଣ କରିବେ ଓ ପାପରହିତ ହେବେ I (ଦେଖ: [[rc://or/tw/dict/bible/kt/heaven]] ଓ [[rc://or/tw/dict/bible/kt/sin]])

## ପୁରସ୍କାର
ଖ୍ରୀଷ୍ଟିୟାନ ଜୀବନକୁ ବର୍ଣନା କରିବା ନିମନ୍ତେ ପାଉଲ ଏକ ପରିବର୍ଦ୍ଧିତ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଜଣେ ବ୍ୟକ୍ତି ମରିବା ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଉଦ୍ୟମ କରିବା ଖ୍ରୀଷ୍ଟିଆନ ଜୀବନର ଲକ୍ଷ ଅଟେ I ଆମ୍ଭେମାନେ କଦାପି ଏହି ଲକ୍ଷ୍ୟ ଉପଯୁକ୍ତଭାବେ ହାସଲ କରି ପାରିବା ନାହିଁ, କିନ୍ତୁ ଏଥିନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ I

PHP 3 1 e79h 0 Connecting Statement: ପୁରାତନ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିବା ଯିହୂଦୀମାନଙ୍କ ବିଷୟରେ ସହବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ, ପାଉଲ ବିଶ୍ବାସୀମାନଙ୍କୁ ସେ ତାଡନା କରୁଥିବା ସମୟର ଆପଣା ସାକ୍ଷ୍ୟ ପ୍ରଦାନ କରୁଛନ୍ତି I
PHP 3 1 s3bx τὸ λοιπόν, ἀδελφοί μου 1 Finally, my brothers ଅବଶେଷରେ, ହେ ମୋହର ଭାଇମାନେ କିମ୍ବା “ଅନ୍ୟ ବିଷୟବସ୍ତୁ ସମ୍ବନ୍ଧରେ, ହେ ମୋହର ଭାଇମାନେ”

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
124 PHP 2 26 gxn9 ἐπιποθῶν ἦν πάντας ὑμᾶς, καὶ ἀδημονῶν 1 he was very distressed, and he longed to be with you all ବିକଳ୍ପ ଅନୁବାଦ: “ସେ ତୁମ୍ଭ ସମସ୍ତଙ୍କ ସହ ରହିବାକୁ ଚାହୁଁଛନ୍ତି ଏବଂ ଗଭୀର ଭାବରେ ଚିନ୍ତିତ ଅଛନ୍ତି”\n\n\n
125 PHP 2 27 itx2 figs-explicit λύπην ἐπὶ λύπην 1 sorrow upon sorrow
126 PHP 2 28 y5gc κἀγὼ ἀλυπότερος ὦ 1 I can be free from anxiety ଏଠାରେ ଯେତେବେଳେ ପାଉଲ **ଦୁଃଖକୁ** ବୁଝାନ୍ତି, ସେ ଭାବପ୍ରବଣ ଦୁଃଖକୁ ବୁଝାନ୍ତି ।  ଯଦି ଆପଣଙ୍କ ଭାଷା ଦୁଃଖର କଳ୍ପନା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ବ୍ୟସ୍ତ” କିମ୍ବା “ଚିନ୍ତିତ” କିମ୍ବା ଅନ୍ୟ କୌଣସି ବିଶେଷଣ ସହ  ଗୁଣବାଚକ ବିଶେଷ୍ୟ **ଦୁଃଖ** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଏବଂ ମୁଁ ଯେପରି ଅଳ୍ପ ଚିନ୍ତିତ ହୋଇପାରେ” କିମ୍ବା “ଏବଂ ମୁଁ ତୁମ୍ଭମାନଙ୍କ ବିଷୟରେ କମ ଚନ୍ତିତ ହୋଇପାରେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
127 PHP 2 29 y95x Προσδέχεσθε ... αὐτὸν 1 Welcome Epaphroditus ଆନନ୍ଦରେ ଏପାଫ୍ରଦିତଙ୍କୁ ଗ୍ରହଣ କର **ସ୍ୱାଗତ** ଶବ୍ଦ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ ବହୁବଚନ ରୂପରେ ଏକ ନିର୍ଦ୍ଦେଶ ବା ଆଦେଶ ଅଟେ ।  ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ସମସ୍ତଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ କରେ” କିମ୍ବା “ତୁମ୍ଭେ ସମସ୍ତେ ତାଙ୍କୁ ଗ୍ରହଣ କର” (ଦେଖନ୍ତୁrc://en/ta/man/translate/figs-yousingular)\n\n
128 PHP 2 29 qx14 ἐν Κυρίῳ μετὰ πάσης χαρᾶς 1 in the Lord with all joy ପ୍ରଭୁଙ୍କଠାରେ ଜଣେ ସହ ବିଶ୍ବାସୀ ଭାବରେ ଆନନ୍ଦରେ କିମ୍ବା “ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ପ୍ରେମ କରୁଥିବାରୁ ଆମ୍ଭମାନଙ୍କଠାରେ ଥିବା ମହା ପ୍ରେମ ସହିତ” ଯଦି ଆପଣଙ୍କ ଭାଷା ଆନନ୍ଦର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ତୁମ୍ଭେ UST ପରି “ଆନନ୍ଦରେ” ଭଳି ଏକ କ୍ରିୟା ବିଶେଷଣ ସହି  ଗୁଣବାଚକ  ବିଶେଷ୍ୟ ଆନନ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ, କିମ୍ବା ଆପଣ ଏହି ଶବ୍ଦର ଏକ ମୁଖଗତ ବାକ୍ୟାଂଶ ବ୍ୟବହାର କରିପାରିବ ।  ବିକଳ୍ପ ଅନୁବାଦ: “ତେଣୁ, ତାଙ୍କୁ ଆନନ୍ଦରେ\nପ୍ରଭୁଙ୍କଠାରେ ସ୍ୱାଗତ କର” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
129 PHP 2 30 ns1y figs-metaphor μέχρι θανάτου ἤγγισεν 1 he came near death ପାଉଲ ଏଠାରେ ମୃତ୍ୟୁ ବିଷୟରେ କହନ୍ତି ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠିକି ଜଣେ ଯାଇ ପାରିବ I (ଦେଖ: [[rc://or/ta/man/translate/figs-metaphor]]) ଏଠାରେ, **ସେ** ଏବଂ **ତାହାଙ୍କୁ** ସର୍ବନାମଗୁଡ଼ିକ ଏପାଫ୍ରାଦିତକୁ ସୂଚାଏ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ଏକ ଉପାୟରେ ସ୍ପଷ୍ଟ କରନ୍ତୁ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ଯେହେତୁ ଖ୍ରୀଷ୍ଟଙ୍କ କାର୍ଯ୍ୟ ପାଇଁ, ଏପାଫ୍ରାଦିତ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଆସିଲେ, ତାଙ୍କ ଜୀବନକୁ ବିପଦରେ ପକାଇଲେ ଯାହା ଦ୍ଵାରା ସେ\nମୋର ସେବାର ଅଭାବକୁ ପୂରଣ କରିବେ” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n
130 PHP 2 30 g98z figs-metaphor ἀναπληρώσῃ τὸ ὑμῶν ὑστέρημα, τῆς πρός με λειτουργίας 1 fill up what you could not do in service to me ପାଉଲ ଆପଣା ଅଭାବ ବିଷୟରେ କହନ୍ତି ଯେପରି ସେଗୁଡିକ ଏକ ପାତ୍ର ଥିଲା, ଯାହାକୁ ଏପାଫ୍ରଦିତ ପାଉଲଙ୍କ ନିମନ୍ତେ ଉତ୍ତମ ବିଷୟ ପୂରଣ କଲେ I (ଦେଖ: [[rc://or/ta/man/translate/figs-metaphor]]) ପାଉଲ ଏଠାରେ **ସେବା ଅଭାବରୁ** ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ ବନ୍ଧନରେ ଉପସ୍ଥିତ ରହିବାକୁ ଅକ୍ଷମତାକୁ ବୁଝାନ୍ତି । ଏପାଫ୍ରାଦିତ ପାଉଲଙ୍କ ନିକଟକୁ ପଠାଇ ଫିଲିପ୍ପୀୟ ବିଶ୍ଵାସୀମାନେ ଏପାଫ୍ରାଦିତ ଦ୍ଵାରା  ପାଉଲଙ୍କ ଆବଶ୍ୟକତାକୁ ସେବା କଲେ, ଏବଂ ଏପାଫ୍ରାଦିତ  ଯାହା ଯୋଗାଇ ପାରିଲେ ନାହିଁ ତାହା ଯୋଗାଇଦେଲେ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।  ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ଯୋଗାଇ ପାରିବ” କିମ୍ବା “ଯାହା ଦ୍ଵାରା ତୁମ୍ଭେ ଯାହା ଦେଇ ପାରିବ ନାହିଁ ସେ ତାହା ପୂରଣ କରିପାରିବ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
131 PHP 3 intro btx3 0 # ଫିଲିପ୍ପୀୟ ୦୩ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି

୪-୮ ପଦରେ, ପାଉଲ ସେ କିପରି ଜଣେ ଧାର୍ମିକ ଯିହୂଦୀ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ତାହାର ଏକ ତାଲିକା ଦିଅନ୍ତି I ପ୍ରତ୍ୟେକ କ୍ଷେତ୍ରରେ, ପାଉଲ ଜଣେ ଆଦର୍ଶବାଦୀ ଯିହୂଦୀ ଥିଲେ I କିନ୍ତୁ ସେ ଏହାକୁ ଯୀଶୁଙ୍କୁ ଜାଣିବାର ଶ୍ରେଷ୍ଠତା ସହିତ ବିପରୀତ ତୁଳନା କରୁଛନ୍ତି I (ଦେଖ: [[rc://or/tw/dict/bible/kt/righteous]])

## ଏହି ଅଧ୍ୟାୟର ବିଶେଷ ଧାରଣା

### କୁକୁରମାନେ
ପ୍ରାଚୀନ ପୂର୍ବ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଲୋକମାନଙ୍କୁ ନକାରାତ୍ମକଭାବରେ ଦର୍ଶାଇବା ନିମନ୍ତେ କୁକୁରମାନଙ୍କ ପ୍ରତିଛବି ବ୍ୟବହାର କରୁଥିଲେ I ସବୁ ସଂସ୍କୃତି ଏହି ପ୍ରକାରେ “କୁକୁରମାନେ” ଶବ୍ଦ ବ୍ୟବହାର କରୁ ନଥିଲେ I

### ପୁନରୁତ୍ଥିତ ଶରୀର
ଆମ୍ଭେମାନେ ଜାଣୁନାହୁଁ ଯେ ସ୍ବର୍ଗରେ ଲୋକମାନେ କିପରି ଶରୀର ଧାରଣ କରିବେ ? ପାଉଲ ଏଠାରେ ଶିକ୍ଷା ଦିଅନ୍ତି ଯେ ଖ୍ରୀଷ୍ଟିୟାନମାନେ ଏକ ପ୍ରକାର ଗୌରବମୟ ଶରୀର ଧାରଣ କରିବେ ଓ ପାପରହିତ ହେବେ I (ଦେଖ: [[rc://or/tw/dict/bible/kt/heaven]] ଓ [[rc://or/tw/dict/bible/kt/sin]])

## ପୁରସ୍କାର
ଖ୍ରୀଷ୍ଟିୟାନ ଜୀବନକୁ ବର୍ଣନା କରିବା ନିମନ୍ତେ ପାଉଲ ଏକ ପରିବର୍ଦ୍ଧିତ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଜଣେ ବ୍ୟକ୍ତି ମରିବା ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କ ସଦୃଶ ହେବା ନିମନ୍ତେ ଉଦ୍ୟମ କରିବା ଖ୍ରୀଷ୍ଟିଆନ ଜୀବନର ଲକ୍ଷ ଅଟେ I ଆମ୍ଭେମାନେ କଦାପି ଏହି ଲକ୍ଷ୍ୟ ଉପଯୁକ୍ତଭାବେ ହାସଲ କରି ପାରିବା ନାହିଁ, କିନ୍ତୁ ଏଥିନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ I

132 PHP 3 1 e79h 0 Connecting Statement: ପୁରାତନ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଭୁଲାଇବାକୁ ଚେଷ୍ଟା କରୁଥିବା ଯିହୂଦୀମାନଙ୍କ ବିଷୟରେ ସହବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ, ପାଉଲ ବିଶ୍ବାସୀମାନଙ୍କୁ ସେ ତାଡନା କରୁଥିବା ସମୟର ଆପଣା ସାକ୍ଷ୍ୟ ପ୍ରଦାନ କରୁଛନ୍ତି I
133 PHP 3 1 s3bx τὸ λοιπόν, ἀδελφοί μου 1 Finally, my brothers ଅବଶେଷରେ, ହେ ମୋହର ଭାଇମାନେ କିମ୍ବା “ଅନ୍ୟ ବିଷୟବସ୍ତୁ ସମ୍ବନ୍ଧରେ, ହେ ମୋହର ଭାଇମାନେ”