Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:01:52 +00:00
parent 47876b4580
commit 2d1b1e8ca8
1 changed files with 1 additions and 1 deletions

View File

@ -113,7 +113,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 24 dsl7 ὃ ἠκούσατε ἀπ’ ἀρχῆς 1 what you have heard from the beginning ଯୋହନ ଏହି ପତ୍ରର  **ଆରମ୍ଭରୁ** ବକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେମାନେ ଅର୍ଥାତ ଯେଉଁମାନଙ୍କୁ ନିକଟକୁ ସେ ପତ୍ର ଲେକନ୍ତି, ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିବା ସମୟକୁ ସୂଚାଏ । ବିକଳ୍ପ  ଅନୁବାଦ: “ଯେବେଠାରୁ ତୁମ୍ଭେମାନେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ… ଯେବେ ତୁମ୍ଭେମାନେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 24 rfz8 ἐὰν ἐν ὑμῖν μείνῃ ὃ ἀπ’ ἀρχῆς ἠκούσατε 1 If what you heard from the beginning remains in you 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ଉଦାହରଣଗୁଡ଼ିକରେ, ଯୀଶୁଙ୍କ ବିଷୟରେ ଶିକ୍ଷା ବିଷୟରେ, ବାକ୍ୟଟି ସେହି ଶିକ୍ଷା ଉପରେ ନିରନ୍ତର ବିଶ୍ଵାସକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଏହାକୁ ବିଶ୍ଵାସ ନିରନ୍ତର କର… ତୁମ୍ଭେମାନେ ନିରନ୍ତର ବିଶ୍ୱାସ କର”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 24 ty7q figs-metaphor καὶ ... ἐν τῷ Υἱῷ καὶ ἐν τῷ Πατρὶ μενεῖτε 1 also remain in the Son and in the Father 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେରେ, ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥକୁ ପ୍ରକାଶ କଲା ପରି ମନେହୁଏ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ମଧ୍ୟ ପୁତ୍ର ଏବଂ ପିତାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ରଖିବ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 25 llj2 αὕτη ἐστὶν ἡ ἐπαγγελία ... αὐτὸς ἐπηγγείλατο ἡμῖν– τὴν ζωὴν τὴν αἰώνιον 1 This is the promise he gave to us—eternal life. If it is unnatural in your language to use both the noun **promise** and the verb **promised**, you can use just one form of the word in your translation. Alternate translation: “the promise that he made to us” or “what he promised us”
1JN 2 25 llj2 αὕτη ἐστὶν ἡ ἐπαγγελία ... αὐτὸς ἐπηγγείλατο ἡμῖν– τὴν ζωὴν τὴν αἰώνιον 1 This is the promise he gave to us—eternal life. ଯଦି ଆପଣଙ୍କ ଭାଷାରେ ଉଭୟ ଶବ୍ଦ ପ୍ରତିଜ୍ଞା ଏବଂ କ୍ରିୟାପଦ ପ୍ରତିଜ୍ଞା କରିବା ବ୍ୟବହାର କରିବା ଅସ୍ୱାଭାବିକ, ତେବେ ଆପଣ ଆପଣଙ୍କ ଅନୁବାଦରେ କେବଳ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ସେ ଆମ୍ଭମାନଙ୍କୁ ଦେଇଥିବା ପ୍ରତିଜ୍ଞା" କିମ୍ବା "ସେ ଯାହା ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଥିଲେ"
1JN 2 25 id51 figs-metonymy τὴν ζωὴν 1 life ଯୋହନ ଶାରୀରିକ **ଜୀବନ** ଅପେକ୍ଷା ଅଧିକ ଗୁରୁତ୍ଵ ବିଷୟକୁ ବୁଝାନ୍ତି । ଏହି ଅଭିବ୍ୟକ୍ତି ମୃତ୍ୟୁ ପରେ ଈଶ୍ଵରଙ୍କ  ଉପସ୍ଥିତିରେ ଚିରଦିନ ରହିବାକୁ ସୂଚାଇପାରେ, ଏହା ଏକ ସାଧାରଣ ସ୍ୱୀକୃତିପ୍ରାପ୍ତ ଅର୍ଥ ଅଟେ, କିନ୍ତୁ ଏହା ଏକ ନୂତନ ଶୈଳୀରେ ରହିବା ପାଇଁ ଏହି ଜୀବନରେ ଈଶ୍ଵରଙ୍କ ଠାରୁ ଶକ୍ତି ଗ୍ରହଣ କରିବାକୁ ମଧ୍ୟ ସୂଚାଇପାରେ । ବିକଳ୍ପ ଅନୁବାଦ: “ବର୍ତ୍ତମାନ ଆମ୍ଭେମାନେ ଯେପରି ଏକ ନୂତନ ଜୀବନଯାପନ କରିବାକୁ ଶକ୍ତି ପ୍ରାପ୍ତ କରିବା ଏବଂ ଆମ୍ଭେମାନେ ମୃତ୍ୟୁଗ୍ରହଣ କଲା ପରେ ତାହାଙ୍କ ସହ ଚିରଦିନ ରହିବା” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 26 fe44 figs-metaphor τῶν πλανώντων ὑμᾶς 1 those who would lead you astray ଯୋହନ  ଏହି ଲୋକମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେପରି ସେମାନେ ମାର୍ଗଦର୍ଶକ ଅଟନ୍ତି ଯେଉଁମାନେ ଅନ୍ୟମାନଙ୍କୁ **ଭ୍ରାନ୍ତ** କରୁଥିଲେ । ଅସତ୍ୟ ବିଷୟଗୁଡ଼ିକୁ ସେମାନେ ବିଶ୍ୱାସ କରୁଛନ୍ତି ବୋଲି ଯୋହନ ଆପଣା ପତ୍ରରେ  ଏହାକୁ ଏକ ରୂପକ ଭାବରେ ବ୍ୟବହାର କରନ୍ତି। ବିକଳ୍ପ  ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ  ପ୍ରତାରଣା କରନ୍ତି ” କିମ୍ବା “ଯେଉଁମାନେ ତୁମ୍ଭମାନଙ୍କୁ  ଅସତ୍ୟକୁ ବିଷୟଗୁଡ଼ିକୁ ବିଶ୍ୱାସ କରେଇବା ପାଇଁ ଚେଷ୍ଟା କରନ୍ତି ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 27 tdj7 0 Connecting Statement:

Can't render this file because it is too large.