Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-27 03:18:20 +00:00
parent 8e90097f8c
commit 2c9f44da1b
1 changed files with 15 additions and 15 deletions

View File

@ -2809,21 +2809,21 @@ LUK 22 55 m8ew μέσος αὐτῶν 1 in the midst of them ବିକଳ୍
LUK 22 56 fm4t καθήμενον πρὸς τὸ φῶς 1 as he sat in the light of the fire ବିକଳ୍ପ  ଅନୁବାଦ: “ନିଆଁର ଆଲୋକ ଆଡକୁ ବସିବା” କିମ୍ବା “ନିଆଁ ଦ୍ୱାରା ଆଲୋକିତ ହୋଇ ବସିବା”
LUK 22 56 fxz3 καὶ ἀτενίσασα αὐτῷ εἶπεν 1 and looking straight at him, said ଏଠାରେ ଯଦିଓ ଏହି ସ୍ତ୍ରୀ ଜଣକ ପିତରଙ୍କୁ ଦେଖୁଥିଲା, ସେ ତାଙ୍କ ସହ କଥାବାର୍ତ୍ତା କରୁନାହିଁ ବରଂ ସେମାନଙ୍କ ଆଖପାଖରେ ଥିବା ଅନ୍ୟ ଲୋକମାନଙ୍କୁ ଦେଖୁଥିଲା । ଆପଣଙ୍କ ଅନୁବାଦରେ ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ସେ ସିଧା ପିତର ଆଡକୁ ଚାହିଁ ପ୍ରାଙ୍ଗଣରେ ଥିବା ଅନ୍ୟ ଲୋକମାନଙ୍କୁ କହିଲା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
LUK 22 56 zu63 καὶ οὗτος σὺν αὐτῷ ἦν 1 This man also was with him ଏହାର ଅର୍ଥ ହୋଇପାରେ: (୧) ଯେପରି UST ଉଲ୍ଲେଖ କରେ, ଯେବେ ଯୀଶୁଙ୍କୁ ଧରିବା ପାଇଁ ଗୋଷ୍ଠୀ ଆସିଲା ସେତେବେଳେ ପିତର ଯୀଶୁଙ୍କ ସହ ଥିଲେ । () ଯେହେତୁ ଏହି ଦାସୀ ଜଣକ ସେହି ଗୋଷ୍ଠୀରନ ଥିଲା ତେଣୁ ହୁଏତ ଏହି ସପ୍ତାହ ପୂର୍ବରୁ ଯିରୂଶାଲମରେ ଯୀଶୁଙ୍କ ସହ ପିତରଙ୍କୁ କୌଣସି ସ୍ଥାନରେ ଦେଖି ଥାଇପାରେ ତେଣୁ ସେ ପିତର ଯୀଶୁଙ୍କ ସହ ଥିଲେ ବୋଲି କହିଲେ । ବିକଳ୍ପ ଅନୁବାଦ: “ମୁଁ ଜାଣେ ଏହି ବ୍ୟକ୍ତି ଜଣକ ଯୀଶୁଙ୍କ ଜଣେ ଶିଷ୍ୟ ଅଟେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
LUK 22 57 dzq9 ὁ δὲ ἠρνήσατο 1 But Peter denied it କିନ୍ତୁ ପିତର କହିଲେ ଯେ ତାହା ସତ୍ୟ ନୁହେଁ
LUK 22 57 vdm1 οὐκ οἶδα αὐτόν, γύναι 1 Woman, I do not know him ପିତର ସେହି ସ୍ତ୍ରୀଲୋକର ନାମ ଜାଣି ନ ଥିଲେ I “ହେ ନାରୀ” ବୋଲି ତାକୁ ଡାକିବା ଦ୍ୱାରା ସେ ତାହାକୁ ଅପମାନିତ କରୁ ନାହାନ୍ତି I ଯଦି ଲୋକମାନେ ଭାବିବେ ଯେ ସେ ତାକୁ ଅପମାନିତ କରୁଛନ୍ତି, ତେବେ ତୁମର ସଂସ୍କୃତିଗତ ଶୈଳୀ ଅନୁସାରେ ଜଣେ ପୁରୁଷ ନିମନ୍ତେ ସେ ଜାଣି ନ ଥିବା ଜଣେ ନାରୀକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ ଶବ୍ଦ ବ୍ୟବହାର କରିପାରିବ, କିମ୍ବା ତୁମେ ସେହି ଶବ୍ଦକୁ ବାଦ ଦେଇ ପାରିବ I
LUK 22 58 i65s καὶ σὺ ἐξ αὐτῶν εἶ 1 You are also one of them ତୁମେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଯୀଶୁଙ୍କ ସହିତ ଥିଲେ
LUK 22 58 cyv7 ἄνθρωπε, οὐκ εἰμί 1 Man, I am not ପିତର ସେହି ଲୋକର ନାମ ଜାଣି ନ ଥିଲେ I “ଭାଇ” ବୋଲି ତାକୁ ଡାକିବା ଦ୍ୱାରା ସେ ତାହାକୁ ଅପମାନିତ କରୁ ନାହାନ୍ତି I ଯଦି ଲୋକମାନେ ଭାବିବେ ଯେ ସେ ତାକୁ ଅପମାନିତ କରୁଛନ୍ତି, ତେବେ ତୁମର ସଂସ୍କୃତିଗତ ଶୈଳୀ ଅନୁସାରେ ଜଣେ ପୁରୁଷ ନିମନ୍ତେ ସେ ଜାଣି ନ ଥିବା ଜଣେ ପୁରୁଷକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ ଶବ୍ଦ ବ୍ୟବହାର କରିପାରିବ, କିମ୍ବା ତୁମେ ସେହି ଶବ୍ଦକୁ ବାଦ ଦେଇ ପାରିବ I
LUK 22 59 h5tb διϊσχυρίζετο λέγων 1 insisted, saying ଦୃଢ଼ ଭାବରେ ବା “ଉଚ୍ଚସ୍ୱରରେ କହିଲେ
LUK 22 59 fc42 ἐπ’ ἀληθείας ... οὗτος 1 In truth, this one ଏଠାରେ “ଏ ଲୋକଟା” ପିତରଙ୍କୁ ସୂଚାଏ I ବକ୍ତା ବୋଧହୁଏ ପିତରଙ୍କ ନାମ ଜାଣି ନ ଥିଲା I
LUK 22 59 qwf7 figs-explicit Γαλιλαῖός ἐστιν 1 he is a Galilean ସେହି ଲୋକ ହୁଏତ ପିତରଙ୍କୁ ତାଙ୍କର କଥା କହିବା ଶୈଳୀରୁ ସେ ଜଣେ ଗାଲିଲୀୟ ବୋଲି କହି ପାରିଲା I (ଦେଖ: [[rc://or/ta/man/translate/figs-explicit]])
LUK 22 60 ck93 ἄνθρωπε 1 Man ପିତର ସେହି ଲୋକର ନାମ ଜାଣି ନ ଥିଲେ I “ଭାଇ” ବୋଲି ତାକୁ ଡାକିବା ଦ୍ୱାରା ସେ ତାହାକୁ ଅପମାନିତ କରୁ ନାହାନ୍ତି I ଯଦି ଲୋକମାନେ ଭାବିବେ ଯେ ସେ ତାକୁ ଅପମାନିତ କରୁଛନ୍ତି, ତେବେ ତୁମର ସଂସ୍କୃତିଗତ ଶୈଳୀ ଅନୁସାରେ ଜଣେ ପୁରୁଷ ନିମନ୍ତେ ସେ ଜାଣି ନ ଥିବା ଜଣେ ପୁରୁଷକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ ଶବ୍ଦ ବ୍ୟବହାର କରିପାରିବ, କିମ୍ବା ତୁମେ ସେହି ଶବ୍ଦକୁ ବାଦ ଦେଇ ପାରିବ I ଲକ୍ଷ୍ୟ କର ଯେ ତୁମେ କିପରି ଏହାକୁ [ଲୂକ 22:58] (../22/58 .ମଝି)ରେ ଅନୁବାଦ କରିଛ I
LUK 22 60 al3s figs-idiom οὐκ οἶδα ὃ λέγεις 1 I do not know what you are saying "ମୁଁ ଜାଣେ ନାହିଁ ତୁମେ କେଉଁ ବିଷୟରେ କଥାବାର୍ତ୍ତା କରୁଛ I ଏହି ଅଭିବ୍ୟକ୍ତିର ଅର୍ଥ ପିତର ସମ୍ପୂର୍ଣ୍ଣ ଭାବରେ ସେହି ଲୋକ ସହିତ ଅସମ୍ମତ ହେଉଛନ୍ତି I ବିକଳ୍ପ ଅନୁବାଦ: “ତୁମେ ଯାହା କହିଲ, ତାହା ସତ୍ୟ ନୁହେଁ” ବା “ତୁମେ ଯାହା କହିଲ ତାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ” (ଦେଖ: [[rc://or/ta/man/translate/figs-idiom]])
LUK 22 60 p6c5 ἔτι λαλοῦντος αὐτοῦ 1 while he was still speaking ପିତର କଥା କହୁଥିବା ସମୟରେ"
LUK 22 60 lt62 ἐφώνησεν ἀλέκτωρ 1 a rooster crowed ଅନେକ ସମୟରେ କୁକୁଡା ପ୍ରଭାତରେ ସୂର୍ଯ୍ୟୋଦୟର ଠିକ ପୂର୍ବରୁ ଡାକିଥାଏ I ଲକ୍ଷ୍ୟ କର ଯେ ତୁମେ କିପରି ଏହାକୁ [ଲୂକ 22:34] (../22/34.ମଝି)ରେ ଅନୁବାଦ କରିଛ I
LUK 22 61 gdp5 στραφεὶς, ὁ Κύριος ἐνέβλεψεν τῷ Πέτρῳ 1 turning, the Lord looked at Peter ପ୍ରଭୁ ବୁଲି ପଡିଲେ ଏବଂ ପିତରଙ୍କୁ ଅନେଇଲେ
LUK 22 61 dpk1 τοῦ ῥήματος τοῦ Κυρίου 1 the word of the Lord "ଯାହା ଯୀଶୁ କହିଥିଲେ, ଯେତେବେଳେ ଯୀଶୁ କହିଥିଲେ ଯେ ପିତର ଯୀଶୁଙ୍କୁ ପ୍ରତାରଣା କରିବେ
LUK 22 61 kkq8 ἀλέκτορα φωνῆσαι 1 a rooster crows ଅନେକ ସମୟରେ କୁକୁଡା ପ୍ରଭାତରେ ସୂର୍ଯ୍ୟୋଦୟର ଠିକ ପୂର୍ବରୁ ଡାକିଥାଏ ଲକ୍ଷ୍ୟ କର ଯେ ତୁମେ କିପରି ଏହାକୁ [ଲୂକ 22:34] (../22/34.ମଝି)ରେ ଅନୁବାଦ କରିଛ I
LUK 22 61 ui26 figs-explicit σήμερον 1 today ଯିହୂଦୀୟ ଦିନ ସୂର୍ଯ୍ୟାସ୍ତରେ ଆରମ୍ଭ ହୁଏ ଏବଂ ପରବର୍ତ୍ତୀ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହେ I ଯୀଶୁ ପୂର୍ବବର୍ତ୍ତୀ ସନ୍ଧ୍ୟାରେ କହିଥିଲେ ଯେ ଖୁବ୍ ଶୀଘ୍ର କଅଣ ଘଟିବ ବା ପ୍ରତ୍ୟୁଷରେ ଘଟିବ I ବିକଳ୍ପ ଅନୁବାଦ: “ଆଜି ରାତିରେ” (ଦେଖ: [[rc://or/ta/man/translate/figs-explicit]])
LUK 22 57 dzq9 ὁ δὲ ἠρνήσατο 1 But Peter denied it ବିକଳ୍ପ ଅନୁବାଦ: “କିନ୍ତୁ ପିତର କହିଥିଲେ ଯେ ଏହା ସତ୍ୟ ନୁହେଁ”

LUK 22 57 vdm1 οὐκ οἶδα αὐτόν, γύναι 1 Woman, I do not know him ଏଠାରେ ପିତର ଦାସୀକୁ **ସ୍ତ୍ରୀ** ବୋଲି ସମ୍ବୋଧନ କରନ୍ତି କାରଣ ସେ ତାଙ୍କ ନାମ ଜାଣନ୍ତି ନାହିଁ । ସେ ତାଙ୍କୁ ଏହିପରି ସମ୍ବୋଧନ ତାଙ୍କୁ ଅପମାନିତ କରୁ ନାହାଁନ୍ତି। ଯଦି ଆପଣଙ୍କ ପାଠକମାନେ ସେ ତାଙ୍କୁ ଅପମାନିତ କରୁଛନ୍ତି ବୋଲି ଭାବନ୍ତି, ତେବେ ଆପଣ ଏପରି ଏକ ବାକ୍ୟ ବ୍ୟବହାର କରିପାରିବ ଯାହା ଆପଣଙ୍କ ସଂସ୍କୃତିରେ ଜଣେ ପୁରୁଷଙ୍କୁ ଜାଣିନଥିବା ସ୍ତ୍ରୀଲୋକଙ୍କୁ ସମ୍ବୋଧନ କରିବା
ପାଇଁ ଗ୍ରହଣୀୟ ଅଟେ । ବିକଳ୍ପ ଅନୁବାଦ: “କୁମାରୀ” କିମ୍ବା “ମହାଶୟା’
LUK 22 58 i65s καὶ σὺ ἐξ αὐτῶν εἶ 1 You are also one of them ବିକଳ୍ପ ଅନୁବାଦ: “ତୁମ୍ଭେ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅଟ ଯିଏ ଯୀଶୁଙ୍କ ସହ ଥିଲେ”
LUK 22 58 cyv7 ἄνθρωπε, οὐκ εἰμί 1 Man, I am not ଏଠାରେ ପିତର ଏହି ବ୍ୟକ୍ତିଙ୍କୁ **ଲୋକ** ବୋଲି ସମ୍ବୋଧନ କରନ୍ତି କାରଣ ସେ ତାଙ୍କ ନାମ ଜାଣନ୍ତି ନାହିଁ । ସେ ଏହିପରି ସମ୍ବୋଧନ କରି ତାଙ୍କୁ ଅପମାନିତ କରୁନାହାଁନ୍ତି । ଯଦି ଆପଣଙ୍କ ପାଠକମାନେ ସେ ତାଙ୍କୁ ଅପମାନିତ କରୁଛନ୍ତି ବୋଲି ଭାବନ୍ତି, ତେବେ ଆପଣ ଏପରି ଏକ ବାକ୍ୟ ବ୍ୟବହାର କରିପାରିବେ ଯାହାକି ଆପଣଙ୍କ ସଂସ୍କୃତିରେ ଜଣେ ପୁରୁଷ ଅନ୍ୟ ଜଣକୁ ସମ୍ବୋଧନ କରିବା ପାଇଁ ଗ୍ରହଣୀୟ
ଅଟେ । ବିକଳ୍ପ ଅନୁବାଦ: “ମହାଶୟ”
LUK 22 59 h5tb διϊσχυρίζετο λέγων 1 insisted, saying ବିକଳ୍ପ  ଅନୁବାଦ: “ଉଚ୍ଚ ସ୍ୱରରେ କହିଲା
LUK 22 59 fc42 ἐπ’ ἀληθείας ... οὗτος 1 In truth, this one ଏଠାରେ **ଏ ଲୋକଟା** ବାକ୍ୟାଂଶଟି ପିତରଙ୍କୁ ବୁଝାଏ । ଏହି ବକ୍ତା ବୋଧହୁଏ ପିତରଙ୍କ ନାମ ଜାଣି ନଥିଲେ । ବିକଳ୍ପ ଅନୁବାଦ: “ଏହି ବ୍ୟକ୍ତି”
LUK 22 59 qwf7 figs-explicit Γαλιλαῖός ἐστιν 1 he is a Galilean ଏହି ବ୍ୟକ୍ତି ଜଣକ ବୋଧହୁଏ ପିତରଙ୍କୁ ଗାଲିଲୀର ବୋଲି କହିଥଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ,
ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “କାରଣ ସେ ଗାଲିଲୀୟ ଢଂଗରେ କଥା କହୁଥିଲେ”
(ଦେଖନ୍ତୁ: [[rc://or/ta/man/translate/figs-explicit]])
LUK 22 60 ck93 ἄνθρωπε 1 Man ଆପଣ [:୫୮](../22/58.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ପିତର ସେହି ଲୋକର ନାମ ଜାଣି ନ ଥିଲେ। ସେ ତାଙ୍କୁ **ଏହି ଲୋକ** ବୋଲି କହି ସେ ତାଙ୍କୁ ଅପମାନ କରୁନଥିଲେ । ବିକଳ୍ପ ଅନୁବାଦ: “ମହାଶୟ”
LUK 22 60 al3s figs-idiom οὐκ οἶδα ὃ λέγεις 1 I do not know what you are saying ଏହା ଏକ ରୂଢ଼ି ଅଟେ  ଯାହାର ଅର୍ଥ ପିତର ସେହି ବ୍ୟକ୍ତିଙ୍କ ସହ ସମ୍ପୂର୍ଣ୍ଣ ସହମତ ନୁହଁନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେ ଯାହା କହୁଅଛ ତାହା ଆଦୌ
ସତ୍ୟ ନୁହେଁ” (ଦେଖନ୍ତୁ: [[rc://or/ta/man/translate/figs-idiom]])
LUK 22 60 p6c5 ἔτι λαλοῦντος αὐτοῦ 1 while he was still speaking ଏଠାରେ **ସେ** ସର୍ବନାମ ଅନ୍ୟ ପୁରୁଷକୁ ନୁହେଁ, ପିତରଙ୍କୁ ବୁଝାାଏ । ବିକଳ୍ପ ଅନୁବାଦ: “ଯେବେ ପିତର କହୁଥିଲେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
LUK 22 60 lt62 ἐφώνησεν ἀλέκτωρ 1 a rooster crowed ଆପଣ [:୩୪](../22/34.md) ରେ ଏହି ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଆପଣ ହୁଏତ ସେଠାରେ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିବେ । ବିକଳ୍ପ ଅନୁବାଦ: “ପକ୍ଷୀ ଗାଇବା ଆରମ୍ଭ କଲେ” (ଦେଖନ୍ତୁ:
[[rc://en/ta/man/translate/translate-unknown]])
LUK 22 61 gdp5 στραφεὶς, ὁ Κύριος ἐνέβλεψεν τῷ Πέτρῳ 1 turning, the Lord looked at Peter ଏଠାରେ ଲୂକ ଯୀଶୁଙ୍କୁ ଏକ ସମ୍ମାନଜନକ ଆଖ୍ୟା ଦେଇ ସୂଚାନ୍ତି ।  ପ୍ରତ୍ୟେକ କ୍ଷେତ୍ରରେ ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁ”
LUK 22 61 dpk1 τοῦ ῥήματος τοῦ Κυρίου 1 the word of the Lord ଏଠାରେ ଲୂକ **ବାକ୍ୟ** ଶବ୍ଦ ବ୍ୟବହାର କରି ଯୀଶୁ ଯାହା କହିଥିଲେ ତାହା ବର୍ଣ୍ଣନା କରିବାକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯୀଶୁ ଯେଉଁ ବକ୍ତବ୍ୟ ଦେଇଥିଲେ” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
LUK 22 61 kkq8 ἀλέκτορα φωνῆσαι 1 a rooster crows ଆପଣ  [:୬୦](../22/60.md) ଏବଂ [:୩୪] (../ 22 / 34.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିବେ । ବିକଳ୍ପ ଅନୁବାଦ: “ପକ୍ଷୀ ଗାଇବା ଆରମ୍ଭ କଲେ” (ଦେଖନ୍ତୁ:
[[rc://en/ta/man/translate/translate-unknown]])
LUK 22 61 ui26 figs-explicit σήμερον 1 today ଆପଣ [:୩୪](../22/34.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଯିହୁଦୀମାନଙ୍କର ଦିନ ସୂର୍ଯ୍ୟାସ୍ତରୁ ଆରମ୍ଭ ହୋଇ ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲେ । ଯୀଶୁ ପୂର୍ବ ସନ୍ଧ୍ୟାରେ କିମ୍ବା ପ୍ରଭାତ କିମ୍ବା ସକାଳେ କ’ଣ ଘଟିବ ସେ ବିଷୟରେ କହିଥିଲେ, ତେଣୁ ଏହା ମଧ୍ୟ ସେହି ଦିନ ଥିଲା । ବିକଳ୍ପ ଅନୁବାଦ: “ସକାଳେ” (ଦେଖନ୍ତୁ: [[rc://or/ta/man/translate/figs-explicit]])
LUK 22 61 zjc6 ἀπαρνήσῃ με τρίς 1 deny me three times ତୁମେ ମୋତେ ଜାଣିଛ ବୋଲି ତିନିଥର ଅସ୍ୱୀକାର କରିବ"
LUK 22 62 m5gu ἐξελθὼν ἔξω 1 he went outside ପିତର ପ୍ରାଙ୍ଗଣର ବାହାରକୁ ଗଲେ
LUK 22 64 zn1p περικαλύψαντες αὐτὸν 1 They put a cover over him ସେମାନେ ତାହାର ଆଖିକୁ ଘୋଡାଇ ଦେଲେ ଯେପରି ସେ କିଛି ଦେଖି ପାରିବେ ନାହିଁ

Can't render this file because it is too large.