Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 03:55:22 +00:00
parent a3b9938148
commit 2c23a75b35
1 changed files with 2 additions and 2 deletions

View File

@ -126,13 +126,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 21 ic3c figs-metaphor ὑποστρέψαι ἐκ τῆς ... ἁγίας ἐντολῆς 1 turn away from the holy commandment ଏଠାରେ, **ଠାରୁ ଦୂରେଇ ଯିବା** ହେଉଛି ଏକ ରୂପକ ଯାହାର ଅର୍ଥ କିଛି କରିବା ବନ୍ଦ କରିବା ଅଟେ । ବିକଳ୍ପ ଅନୁବାଦ: “ପବିତ୍ର ଆଦେଶ ପାଳନ କରିବା ବନ୍ଦ କରିବା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 21 blr5 figs-activepassive τῆς παραδοθείσης αὐτοῖς ἁγίας ἐντολῆς 1 the holy commandment delivered to them ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପ୍ରେରିତମାନେ ସେମାନଙ୍କୁ ଦେଇଥିବା ପବିତ୍ର
ଆଜ୍ଞା” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 2 22 hqr3 συμβέβηκεν αὐτοῖς τὸ τῆς ἀληθοῦς παροιμίας 1 This proverb is true for them ଏଠାରେ

ଏହା** **ପ୍ରବାଦକୁ** ବୁଝାଏ ଯାହା ପିତର ଏହି ପଦରେ ପରବର୍ତ୍ତୀ
ସମୟରେ ଉଲ୍ଲେଖ କରନ୍ତି

ଏହା ପୂର୍ବ ପଦରୁ ଏକ ବିବୃତ୍ତିକୁ ପୁନର୍ବାର ସୂଚିତ କରେ ନାହିଁ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ

ବିକଳ୍ପ ଅନୁବାଦ: “ସେମାନଙ୍କ ସହ କ

ଣ ଘଟିଛି ବୋଲି ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ
କହେ” କିମ୍ବା “ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ସହିତ କ’ଣ ଘଟିଛି ତାହା ବର୍ଣ୍ଣନା କରେ”
(ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 22 h42r writing-proverbs "κύων ἐπιστρέψας ἐπὶ τὸ ἴδιον ἐξέραμα”, καί,"" ὗς λουσαμένη, εἰς κυλισμὸν βορβόρου" 1 A dog returns to its own vomit, and a washed pig returns to the mud ଭଣ୍ଡ ଶିକ୍ଷକମାନେ କ’ଣ କରିଛନ୍ତି
ତାହା ବର୍ଣ୍ଣନା କରିବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରନ୍ତି

ଏହି ଦୃଷ୍ଟାନ୍ତବାକ୍ୟଗୁଡ଼ିକ ଏକ ସାଙ୍କେତିକ ତୁଳନାତ୍ମକକୁ ତୁଳନା
କରେ: ଠିକ ଯେପରି କୁକୁର ନିଜର ବାନ୍ତି ଖାଇବାକୁ ଫେରିଯାଏ ଏବଂ ପୁନର୍ବାର କାଦୁଅରେ ଧୋଇଥିବା ଘୁଷୁରି
ଗଡ଼ିଯାଏ

ସେହିପରି ଏହି ଭଣ୍ଡ ଶିକ୍ଷକମାନେ ଏକଦା ପାପପୂର୍ଣ୍ଣ ଜୀବନଯାପନ
ବନ୍ଦ କରିଥିଲେ

ଯଦିଓ ସେମାନେ “ଧର୍ମର ମାର୍ଗ” ଜାଣିଥିଲେ

ତଥାପି ସେମାନେ ନୈତିକ ଏବଂ ଆତ୍ମିକ ଭାବରେ ଅପବିତ୍ର କରୁଥିବା
କାର୍ଯ୍ୟ କରିବାକୁ ଫେରିଗଲେ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ଆପଣ ଏହି ଦୃଷ୍ଟାନ୍ତବାକ୍ୟଗୁଡ଼ିକୁ ରୂପକ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ସେମାନେ କୁକୁର
ପରି

ଯେଉଁମାନେ ନିଜର ବାନ୍ତି ଖାଆନ୍ତି କିମ୍ବା ପରିଷ୍କାର ଘୁଷୁରି
ପରି

ଯେଉଁମାନେ କାଦୁଅରେ ଗଡ଼ିବାକୁ ଯାଆନ୍ତି

ଦେଖନ୍ତୁ:
[[rc://en/ta/man/translate/writing-proverbs]])
2PE 2 22 h42r writing-proverbs "κύων ἐπιστρέψας ἐπὶ τὸ ἴδιον ἐξέραμα”, καί,"" ὗς λουσαμένη, εἰς κυλισμὸν βορβόρου" 1 A dog returns to its own vomit, and a washed pig returns to the mud ଭଣ୍ଡ ଶିକ୍ଷକମାନେ କ’ଣ କରିଛନ୍ତି ତାହା ବର୍ଣ୍ଣନା କରିବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରନ୍ତି । ଏହି ଦୃଷ୍ଟାନ୍ତବାକ୍ୟଗୁଡ଼ିକ ଏକ ସାଙ୍କେତିକ ତୁଳନାତ୍ମକକୁ ତୁଳନା କରେ: ଠିକ ଯେପରି କୁକୁର ନିଜର ବାନ୍ତି ଖାଇବାକୁ ଫେରିଯାଏ ଏବଂ ପୁନର୍ବାର କାଦୁଅରେ ଧୋଇଥିବା ଘୁଷୁରି ଗଡ଼ିଯାଏ , ସେହିପରି ଏହି ଭଣ୍ଡ ଶିକ୍ଷକମାନେ ଏକଦା ପାପପୂର୍ଣ୍ଣ ଜୀବନଯାପନ ବନ୍ଦ କରିଥିଲେ । ଯଦିଓ ସେମାନେ “ଧର୍ମର ମାର୍ଗ” ଜାଣିଥିଲେ , ତଥାପି ସେମାନେ ନୈତିକ ଏବଂ ଆତ୍ମିକ ଭାବରେ ଅପବିତ୍ର କରୁଥିବା କାର୍ଯ୍ୟ କରିବାକୁ ଫେରିଗଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ଆପଣ ଏହି ଦୃଷ୍ଟାନ୍ତବାକ୍ୟଗୁଡ଼ିକୁ ରୂପକ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ କୁକୁର ପରି , ଯେଉଁମାନେ ନିଜର ବାନ୍ତି ଖାଆନ୍ତି କିମ୍ବା ପରିଷ୍କାର ଘୁଷୁରି ପରି , ଯେଉଁମାନେ କାଦୁଅରେ ଗଡ଼ିବାକୁ ଯାଆନ୍ତି । ” ( ଦେଖନ୍ତୁ: [[rc://en/ta/man/translate/writing-proverbs]])
2PE 3 intro c1id 0 # ପିତର ୩ ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ଯୀଶୁଙ୍କ ଫେରିବାର ସଠିକ ସମୟର ସ୍ମାରକ (୩: ୧–୧୩)
2. ଧାର୍ମିକଜୀବନ ବଞ୍ଚିବା ପାଇଁ ଉପଦେଶକୁ ସମାପ୍ତ କରିବା (୩: ୧୪–୧୭)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଅଗ୍ନି

ଲୋକମାନେ ପ୍ରାୟତଃ ଜିନିଷଗୁଡ଼ିକୁ ନଷ୍ଟ କରିବା ପାଇଁ କିମ୍ବା ମଇଳା ଏବଂ ମୂଲ୍ୟହୀନ ଅଂଶକୁ ଜାଳି ଶୁଦ୍ଧ କରିବା ପାଇଁ ଅଗ୍ନି ବ୍ୟବହାର କରନ୍ତି । ଅତଏବ, ଯେବେ ଈଶ୍ଵର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି କିମ୍ବା ତାହାଙ୍କ ଲୋକଙ୍କୁ ଶୁଦ୍ଧ କରନ୍ତି, ସେହି କାର୍ଯ୍ୟ ପ୍ରାୟତଃ ଅଗ୍ନି ସହ ଜଡିତ ଥାଏ । (ଦେଖନ୍ତୁ: [[rc://en/tw/dict/bible/other/fire]])

### ପ୍ରଭୁଙ୍କର ଦିନ

ପ୍ରଭୁଙ୍କ ଆସିବା ଦିନର ସଠିକ ସମୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବ । ଏହାର ଅର୍ଥ “ରାତିରେ ଚୋର ପରି” । ଏହି କାରଣରୁ, ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଆଗମନ ପାଇଁ ସବୁ ସମୟରେ ପ୍ରସ୍ତୁତ ରହିବା ଆବଶ୍ୟକ । (ଦେଖନ୍ତୁ:
[[rc://en/tw/dict/bible/kt/dayofthelord]] and [[rc://en/ta/man/translate/figs-simile]])
2PE 3 1 n92f 0 General Information: ଏଠାରେ

ପ୍ରିୟମାନେ** ଶବ୍ଦ ସେହି ଲୋକମାନଙ୍କୁ ବୁଝାଏ  ଯେଉଁମାନଙ୍କୁ ପିତର ଏହି ପତ୍ର ଲେଖୁଛନ୍ତି

ଯାହା ସମସ୍ତ ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଏ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀମାନେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 1 gc3m figs-metaphor διεγείρω ὑμῶν ... τὴν εἰλικρινῆ διάνοιαν 1 to stir up your sincere mind ଏଠାରେ

ପିତର ସାଙ୍କେତିକ ଭାବରେ **ଉତ୍ତପ୍ତ କରୁଅଛି** ବାକ୍ୟାଂଶକୁ ବ୍ୟବହାର
କରନ୍ତି

ଯେପରି ତାଙ୍କ ପାଠକମାନଙ୍କ ମନ ଶୋଇଛି

ଯେପରି ଏହା ତାଙ୍କ ପାଠକମାନଙ୍କୁ ଉତ୍ତପ୍ତ କରିବାକୁ ସାହାଯ୍ୟ
କରିବ

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଅଭିବ୍ୟକ୍ତି ସହ ଅନୁବାଦ
କରିପାରିବେ

ଆପଣ [୧

୧୩

୦୧

୧୩
.md)
ରେ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ

ବିକଳ୍ପ ଅନୁବାଦ: “ଏହି ବିଷୟଗୁଡ଼ିକ ବିଷୟରେ ତୁମ୍ଭମାନଙ୍କର ଆନ୍ତରିକ
ମନକୁ ସ୍ମରଣ କରାଇବା ପାଇଁ ଯାହା ଦ୍ଵାରା ତୁମ୍ଭେମାନେ ସେଗୁଡ଼ିକ ବିଷୟରେ ଚିନ୍ତା କରିବ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 3 2 gxj7 figs-activepassive τῶν προειρημένων ῥημάτων, ὑπὸ τῶν ἁγίων προφητῶν 1 the words spoken in the past by the holy prophets ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ କର୍ତ୍ତୁବଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ପବିତ୍ର ଭବିଷ୍ୟ‌ଦ୍‌ବକ୍ତାମାନେ ପୂର୍ବରୁ କହିଥିବା
ବାକ୍ୟଗୁଡ଼ିକ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 2 yhi7 figs-activepassive τῆς τῶν ἀποστόλων ὑμῶν ἐντολῆς τοῦ Κυρίου καὶ Σωτῆρος 1 the command of our Lord and Savior given through your apostles ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର  ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଜ୍ଞା

ଯାହା ତୁମ୍ଭମାନଙ୍କର  ପ୍ରେରିତମାନେ ତୁମ୍ଭମାନଙ୍କୁ   ଦେଇଛନ୍ତି”
(ଦେଖନ୍ତୁ:
[[rc://en/ta/man/translate/figs-activepassive]])
2PE 3 3 lm1a τοῦτο πρῶτον γινώσκοντες 1 Know this first ଗୁରୁତ୍ଵକୁ ସୂଚାଇବା ପାଇଁ ପିତର
ଏଠାରେ **ପ୍ରଥମେ** ଶବ୍ଦକୁ ବ୍ୟବହାର କରନ୍ତି

ଏହା ସମୟର କ୍ରମକୁ ବୁଝାଏ ନାହିଁ

ଆପଣ [୧

୦୧

.md)
ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ

ବିକଳ୍ପ ଅନୁବାଦ: “ଗୁରୁତ୍ୱପୂର୍ଣ୍ଣ କଥା ଯେ

ତୁମ୍ଭେମାନେ ନିଶ୍ଚୟ ବୁଝିବା ଉଚିତ”
2PE 3 3 lm1a τοῦτο πρῶτον γινώσκοντες 1 Know this first ଗୁରୁତ୍ଵକୁ ସୂଚାଇବା ପାଇଁ ପିତର ଏଠାରେ **ପ୍ରଥମେ** ଶବ୍ଦକୁ ବ୍ୟବହାର କରନ୍ତି । ଏହା ସମୟର କ୍ରମକୁ ବୁଝାଏ ନାହିଁ । ଆପଣ \[୧ : \] (../ ୦୧ / .md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଗୁରୁତ୍ୱପୂର୍ଣ୍ଣ କଥା ଯେ , ତୁମ୍ଭେମାନେ ନିଶ୍ଚୟ ବୁଝିବା ଉଚିତ”
2PE 3 3 znh2 figs-explicit κατὰ τὰς ἰδίας ἐπιθυμίας αὐτῶν πορευόμενοι 1 proceed according to their own desires ଏଠାରେ

ଅଭିଳାଷ** ପାପପୂର୍ଣ୍ଣ ଇଚ୍ଛାକୁ ବୁଝାଏ  ଯାହା ଈଶ୍ଵରଙ୍କ ଇଚ୍ଛା ବିରୁଦ୍ଧରେ ଥାଏ

ବିକଳ୍ପ ଅନୁବାଦ: “ସେମାନଙ୍କର ନିଜ ପାପପୂର୍ଣ୍ଣ ଇଚ୍ଛା ଅନୁଯାୟୀ
ବଞ୍ଚିବା” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 3 3 hl23 πορευόμενοι 1 proceed
2PE 3 4 zrj7 figs-rquestion ποῦ ἐστιν ἡ ἐπαγγελία τῆς παρουσίας αὐτοῦ 1 Where is the promise of his return? ଏଠାରେ

ପ୍ରତିଜ୍ଞା**  ଯୀଶୁ
ଫେରି ଆସିବେ ବୋଲି ପ୍ରତିଜ୍ଞା ପୂରଣକୁ ବୁଝାଏ

ବିକଳ୍ପ ଅନୁବାଦ: “ତାଙ୍କ ଆସିବାର ପ୍ରତିଜ୍ଞା ପୂରଣ କେଉଁଠାରେ

ଦେଖନ୍ତୁ:
[[rc://en/ta/man/translate/figs-metonymy]])

Can't render this file because it contains an unexpected character in line 2 and column 9170.