Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 19:27:43 +00:00
parent 181201e93b
commit a3b9938148
1 changed files with 2 additions and 2 deletions

View File

@ -397,8 +397,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 18 n2pr figs-abstractnouns ματαιότητος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ “ବ୍ୟର୍ଥ” ଭଳି ଏକ ବିଶେଷଣ ସହ ଗୁଣବାଚକ ବିଶେଷ୍ୟ **ଅସାରତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 2 18 t543 figs-metaphor ἐν ἐπιθυμίαις σαρκὸς 1 ଏଠାରେ, **ଶରୀର** ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ପାପପୂର୍ଣ୍ଣ ପ୍ରକୃତିକୁ ସୂଚାଇବା ପାଇଁ ବ୍ୟବହୃତ ।
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଆକ୍ଷରିକ ଅର୍ଥକୁ ପ୍ରକାଶ କରିପାରିବ ।
ବିକଳ୍ପ ଅନୁବାଦ: “ସେମାନଙ୍କର ପାପପୂର୍ଣ୍ଣ ପ୍ରକୃତିର ଲୋଭ ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
2PE 2 18 bibq ἀσελγείαις 1 ଏଠାରେ, ** କାମୁକତା କର୍ମ** ଅନୈତିକ ଯୌନ କାର୍ଯ୍ୟକୁ ବୁଝାଏ  ଯାହା ଆତ୍ମ ନିୟନ୍ତ୍ରଣର ଅଭାବକୁ ଦର୍ଶାଏ ।
ଦେଖନ୍ତୁ [:] (..//.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି । ବିକଳ୍ପ ଅନୁବାଦ: “ଅନିୟନ୍ତ୍ରିତ କାମୁକତା କାର୍ଯ୍ୟ” ।
2PE 2 19 xqla ἐλευθερίαν αὐτοῖς ἐπαγγελλόμενοι 1 ଏହି ବାକ୍ୟାଂଶ ଅନ୍ୟ ଏକ ମାଧ୍ୟମକୁ
ବୁଝାଏ  ଯାହା ଦ୍ଵାରା ଭଣ୍ଡ ଶିକ୍ଷକମାନେ ସେମାନଙ୍କ
ଅନୁଗାମୀମାନଙ୍କୁ ପ୍ରଲୋଭିତ କରି ପୂର୍ବ ପଦରୁ ଜାରି ରଖିଥିଲେ

ବିକଳ୍ପ ଅନୁବାଦ: “ସେମାନେ ମଧ୍ୟ ସେମାନଙ୍କୁ ସ୍ୱାଧୀନତାର ପ୍ରତିଶୃତି
ଦେଇ ପ୍ରଲୋଭିତ କରନ୍ତି”
2PE 2 19 je1k writing-pronouns ἐλευθερίαν αὐτοῖς ἐπαγγελλόμενοι 1 ଏଠାରେ

ସେମାନଙ୍କୁ** ସର୍ବନାମ ସେହି ଲୋକମାନଙ୍କୁ ବୁଝାଏ  ଯେଉଁମାନେ ଭଣ୍ଡ ଶିକ୍ଷକମାନଙ୍କ ଦ୍ୱାରା ପ୍ରତାରିତ ହୋଇଥିଲେ

ଯଦି ଏହା ଆପଣଙ୍କ ପାଠକମାନଙ୍କ
ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ସେମାନେ ପ୍ରତାରଣା କରନ୍ତି ସେମାନଙ୍କୁ
ସ୍ୱାଧୀନତାର ପ୍ରତିଜ୍ଞା ଦେଇ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
2PE 2 19 xqla ἐλευθερίαν αὐτοῖς ἐπαγγελλόμενοι 1 ଏହି ବାକ୍ୟାଂଶ ଅନ୍ୟ ଏକ ମାଧ୍ୟମକୁ ବୁଝାଏ  ଯାହା ଦ୍ଵାରା ଭଣ୍ଡ ଶିକ୍ଷକମାନେ ସେମାନଙ୍କ ଅନୁଗାମୀମାନଙ୍କୁ ପ୍ରଲୋଭିତ କରି ପୂର୍ବ ପଦରୁ ଜାରି ରଖିଥିଲେ । ବିକଳ୍ପ ଅନୁବାଦ: “ସେମାନେ ମଧ୍ୟ ସେମାନଙ୍କୁ ସ୍ୱାଧୀନତାର ପ୍ରତିଶୃତି ଦେଇ ପ୍ରଲୋଭିତ କରନ୍ତି”
2PE 2 19 je1k writing-pronouns ἐλευθερίαν αὐτοῖς ἐπαγγελλόμενοι 1 ଏଠାରେ, **ସେମାନଙ୍କୁ** ସର୍ବନାମ ସେହି ଲୋକମାନଙ୍କୁ ବୁଝାଏ  ଯେଉଁମାନେ ଭଣ୍ଡ ଶିକ୍ଷକମାନଙ୍କ ଦ୍ୱାରା ପ୍ରତାରିତ ହୋଇଥିଲେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ସେମାନେ ପ୍ରତାରଣା କରନ୍ତି ସେମାନଙ୍କୁ
ସ୍ୱାଧୀନତାର ପ୍ରତିଜ୍ଞା ଦେଇ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
2PE 2 19 n0bh figs-rpronouns αὐτοὶ δοῦλοι ὑπάρχοντες τῆς φθορᾶς; 1 ଅନ୍ୟମାନଙ୍କ ପାଇଁ ଆତ୍ମିକ ସ୍ୱାଧୀନତା
ପ୍ରତିଜ୍ଞା କରୁଥିବା ଆତ୍ମିକ ଦାସତ୍ୱର ବିଡ଼ମ୍ବନାକୁ ଦର୍ଶାଇବାକୁ ପିତର ଏଠାରେ **ନିଜେ** ଶବ୍ଦ
ବ୍ୟବହାର କରନ୍ତି

ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ନିଜେ ବିନାଶର ଦାସ ଅଟନ୍ତି”
(ଦେଖନ୍ତୁ:
[[rc://en/ta/man/translate/figs-rpronouns]])
2PE 2 19 xyua figs-possession δοῦλοι…τῆς φθορᾶς 1
2PE 2 19 xqmy figs-activepassive ᾧ γάρ τις ἥττηται, τούτῳ δεδούλωται 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯଦି କେହି ଜଣେ ବ୍ୟକ୍ତିକୁ ଅଧିକ ଶକ୍ତି ଦିଏ

ତେବେ ସେହି ବିଷୟ ସେହି ବ୍ୟକ୍ତିକୁ ଦାସ କରେ” (ଦେଖନ୍ତୁ:
[[rc://en/ta/man/translate/figs-activepassive]])

Can't render this file because it contains an unexpected character in line 2 and column 9170.