Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-05 03:50:01 +00:00
parent 30351e6b32
commit 293ae1a091
1 changed files with 1 additions and 1 deletions

View File

@ -408,7 +408,7 @@ EPH 4 29 ab8a figs-abstractnouns ἵνα δῷ χάριν τοῖς ἀκούο
EPH 4 30 abck figs-activepassive ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως 1 by whom you were sealed for the day of redemption ଏହାକୁ କର୍ତ୍ତୁବଚ୍ୟରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "କାରଣ ସେ ମୁକ୍ତିର ଦିନ ପାଇଁ ତୁମ୍ଭକୁ ମୋହର ଦେଇଛନ୍ତି"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 4 31 abgj figs-abstractnouns κακίᾳ 1 malice ମନ୍ଦ ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ ବିଶେଷଣ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଦୁଷ୍ଟ ହେବା"[[rc://en/ta/man/translate/figs-abstractnouns]])
EPH 4 32 abdo grammar-connect-logic-contrast δὲ 1 Instead ଏହା **ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । କ୍ରୋଧିତ ଏବଂ ହାନିକାରକ ବିଷୟ କହିବା ପରସ୍ପରକୁ ଦୟାଳୁ ଏବଂ ଭଦ୍ର କଥା କହିବାର ବିପରୀତ ଅଟେ । [[rc://en/ta/man/translate/grammar-connect-logic-contrast]])
EPH 5 1 abdp grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ [ଏଫିସୀୟ 4:32](../04/32.md)) ରେ ବର୍ଣ୍ଣିତ ହେଉଛି ଈଶ୍ଵର ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମକୁ କ୍ଷମା କରିଛନ୍ତି । ଫଳାଫଳ (ଏଠାରେ ବର୍ଣ୍ଣିତ) ହେଉଛି ବିଶ୍ୱାସୀମାନେ ଈଶ୍ଵରଙ୍କୁ ତାଙ୍କ ପରି ଅନୁକରଣ କରିବା ଉଚିତ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 1 abdp grammar-connect-logic-result οὖν 1 Therefore ସଂଯୋଗକାରୀ ଶବ୍ଦ **ଏହେତୁ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। ଏହାର କାରଣ [ଏଫିସୀୟ 4:32](../04/32.md)) ରେ ବର୍ଣ୍ଣିତ ହେଉଛି ଈଶ୍ଵର ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭମାନଙ୍କୁ କ୍ଷମା କରିଛନ୍ତି। ଫଳାଫଳ (ଏଠାରେ ବର୍ଣ୍ଣିତ) ହେଉଛି ବିଶ୍ୱାସୀମାନେ ଈଶ୍ଵରଙ୍କୁ ତାହାଙ୍କ ପରି ଅନୁକରଣ କରିବା ଉଚିତ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 3 abdq grammar-connect-logic-contrast δὲ 1 But ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଈଶ୍ଵରଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଏବଂ ବଳି ପାପପୂର୍ଣ୍ଣ କାର୍ଯ୍ୟ ଏବଂ ଚିନ୍ତାଧାରାର ବିପରୀତ ଅଟେ ଯାହା ସାଧୁମାନଙ୍କ ପାଇଁ ଉପଯୁକ୍ତ ନୁହେଁ । ଏକ ସଂଯୋଜକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକ ଭିନ୍ନତାକୁ ସୂଚାଏ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 4 abdr grammar-connect-logic-contrast ἀλλὰ μᾶλλον 1 but instead ସଂଯୋଗ ବାକ୍ୟାଂଶ **କିନ୍ତୁ ଏହା ପରିବର୍ତ୍ତେ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ପାପପୂର୍ଣ୍ଣ କାର୍ଯ୍ୟ ଏବଂ ଚିନ୍ତାଧାରା ଈଶ୍ଵରଙ୍କୁ ଧନ୍ୟବାଦ ଦେବାର ବିପରୀତ ଅଟେ । ଏକ ସଂଯୋଜକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକ ଭିନ୍ନତାକୁ ସୂଚାଏ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 5 abc6 figs-metaphor ἀκάθαρτος 1 unclean ଏଠାରେ **ଅପରିଷ୍କାର** (ମଇଳା) ପାପୀ ହେବାର ଏକ ରୂପକ ଅଟେ ।[[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.