Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-05 03:41:21 +00:00
parent 99a040425c
commit 30351e6b32
1 changed files with 1 additions and 1 deletions

View File

@ -408,7 +408,7 @@ EPH 4 29 ab8a figs-abstractnouns ἵνα δῷ χάριν τοῖς ἀκούο
EPH 4 30 abck figs-activepassive ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως 1 by whom you were sealed for the day of redemption ଏହାକୁ କର୍ତ୍ତୁବଚ୍ୟରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "କାରଣ ସେ ମୁକ୍ତିର ଦିନ ପାଇଁ ତୁମ୍ଭକୁ ମୋହର ଦେଇଛନ୍ତି"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 4 31 abgj figs-abstractnouns κακίᾳ 1 malice ମନ୍ଦ ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ ବିଶେଷଣ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଦୁଷ୍ଟ ହେବା"[[rc://en/ta/man/translate/figs-abstractnouns]])
EPH 4 32 abdo grammar-connect-logic-contrast δὲ 1 Instead ଏହା **ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । କ୍ରୋଧିତ ଏବଂ ହାନିକାରକ ବିଷୟ କହିବା ପରସ୍ପରକୁ ଦୟାଳୁ ଏବଂ ଭଦ୍ର କଥା କହିବାର ବିପରୀତ ଅଟେ । [[rc://en/ta/man/translate/grammar-connect-logic-contrast]])
EPH 5 1 abdp grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ (<u>ଏଫିସୀୟ 4:</u><u>32</u> ରେ ବର୍ଣ୍ଣିତ) ହେଉଛି ଈଶ୍ଵର ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମକୁ କ୍ଷମା କରିଛନ୍ତି । ଫଳାଫଳ (ଏଠାରେ ବର୍ଣ୍ଣିତ) ହେଉଛି ବିଶ୍ୱାସୀମାନେ ଈଶ୍ଵରଙ୍କୁ ତାଙ୍କ ପରି ଅନୁକରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 1 abdp grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ [ଏଫିସୀୟ 4:32](../04/32.md)) ରେ ବର୍ଣ୍ଣିତ ହେଉଛି ଈଶ୍ଵର ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମକୁ କ୍ଷମା କରିଛନ୍ତି । ଫଳାଫଳ (ଏଠାରେ ବର୍ଣ୍ଣିତ) ହେଉଛି ବିଶ୍ୱାସୀମାନେ ଈଶ୍ଵରଙ୍କୁ ତାଙ୍କ ପରି ଅନୁକରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 3 abdq grammar-connect-logic-contrast δὲ 1 But ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଈଶ୍ଵରଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଏବଂ ବଳି ପାପପୂର୍ଣ୍ଣ କାର୍ଯ୍ୟ ଏବଂ ଚିନ୍ତାଧାରାର ବିପରୀତ ଅଟେ ଯାହା ସାଧୁମାନଙ୍କ ପାଇଁ ଉପଯୁକ୍ତ ନୁହେଁ । ଏକ ସଂଯୋଜକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକ ଭିନ୍ନତାକୁ ସୂଚାଏ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 4 abdr grammar-connect-logic-contrast ἀλλὰ μᾶλλον 1 but instead ସଂଯୋଗ ବାକ୍ୟାଂଶ **କିନ୍ତୁ ଏହା ପରିବର୍ତ୍ତେ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ପାପପୂର୍ଣ୍ଣ କାର୍ଯ୍ୟ ଏବଂ ଚିନ୍ତାଧାରା ଈଶ୍ଵରଙ୍କୁ ଧନ୍ୟବାଦ ଦେବାର ବିପରୀତ ଅଟେ । ଏକ ସଂଯୋଜକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକ ଭିନ୍ନତାକୁ ସୂଚାଏ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 5 abc6 figs-metaphor ἀκάθαρτος 1 unclean ଏଠାରେ **ଅପରିଷ୍କାର** (ମଇଳା) ପାପୀ ହେବାର ଏକ ରୂପକ ଅଟେ ।[[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.