Edit 'en_tn_32-JON.tsv' using 'tc-create-app'

This commit is contained in:
manash12d 2022-06-09 05:51:27 +00:00
parent 7bfec1ac61
commit 2786df2511
1 changed files with 3 additions and 3 deletions

View File

@ -24,9 +24,9 @@ JON 1 4 jdr2 writing-newevent וַֽ⁠יהוָ֗ה הֵטִ֤יל רֽוּחַ
JON 1 4 jdra figs-personification וְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר 1 so that the ship was thinking to be broken apart ଏଠାରେ **ଚିନ୍ତାକଲେ** ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ। ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ହେଲା। ବିକଳ୍ପ ଅନୁବାଦ: “ତେଣୁ ଜାହାଜଟି ପ୍ରାୟ ଭାଙ୍ଗିଯିବା ପରି ହେଲା।” (ଦେଖନ୍ତୁ: [[rc://en/ta/man/translate/figs-personification]])
JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଯଦି ଆପଣଙ୍କ ଭାଷା ଏପରି ଭାବରେ କର୍ମବାଚ୍ୟ ବାକ୍ୟାଂଶରେ ପ୍ରକାଶ କରେ ନାହିଁ, ତେବେ ଆପଣ କର୍ତୃବାଚ୍ୟ ବାକ୍ୟାଂଶରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ଵଭାବିକ ଅଟେ। “ଭାଙ୍ଗିଯିବା” ହେଉଛି:ବିକଳ୍ପ ଅନୁବାଦ। (ଦେଖନ୍ତୁ: [[rc://en/ta/man/translate/figs-activepassive]])
JON 1 5 d13r הַ⁠מַּלָּחִ֗ים 1 the sailors ବିକଳ୍ପ ଅନୁବାଦ: “ଜାହାଜରେ କାମ କରୁଥିବା ଲୋକମାନେ।”
JON 1 5 u2bj אֱלֹהָי⁠ו֒ 1 his own god ଏଠାରେ, **ଦେବତା** ଶବ୍ଦ ମିଥ୍ୟା ଦେବତାଗଣ ଏବଂ ମୂର୍ତ୍ତିଗୁଡ଼ିକୁ ବୁଝାଏ ଯାହାକୁ ଲୋକମାନେ ପୂଜା କରନ୍ତି
JON 1 5 sh1b וַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙ 1 And they threw the things that were in the ship "ଲୋକମାନେ ଜାହାଜରୁ ଭାରୀ ଜିନିଷ ଫିଙ୍ଗିଲେ" ଏହା କଲେ  ଜାହାଜଟି ହାଲୁକା ହେବ ବୋଲି ସେମାନେ ଭାବିଲେ
JON 1 5 tg27 לְ⁠הָקֵ֖ל מֵֽ⁠עֲלֵי⁠הֶ֑ם 1 to lighten it from upon them ଏହାର ଅର୍ଥ: (1) ଜାହାଜକୁ ହାଲୁକା କରିବା ଯାହା ଦ୍ଵାରା ଏହା ଭଲରେ ଭାସିବ ହେଇପାରେ । ବିକଳ୍ପି ଅନୁବାଦ: "ଜାହାଜକୁ ଭଲ ଭାବରେ ଭାସିବାରେ ସାହାଯ୍ୟ କରିବାକୁ" କିମ୍ବା (2) ଏକ ବିପଜ୍ଜନକ ପରିସ୍ଥିତିକୁ ଏଡେଇବାକୁ କିମ୍ବା ମୁକ୍ତ କରିବାକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ସେମାନେ ଥିବା ବିପଦକୁ ଏଡେଇବାକୁ ।"
JON 1 5 u2bj אֱלֹהָי⁠ו֒ 1 his own god ଏଠାରେ, **ଦେବତା** ଶବ୍ଦ ମିଥ୍ୟା ଦେବତାଗଣ ଏବଂ ମୂର୍ତ୍ତିଗୁଡ଼ିକୁ ବୁଝାଏ ଯାହାକୁ ଲୋକମାନେ ପୂଜା କରନ୍ତି।
JON 1 5 sh1b וַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙ 1 And they threw the things that were in the ship "ଲୋକମାନେ ଜାହାଜରୁ ଭାରୀ ଜିନିଷ ଫିଙ୍ଗିଦେଲେ" ଏହା କରିବା ଦ୍ଵାରା ସେମାନେ ଜାହାଜ ବୁଡ଼ି ନ ଯିବାର ଆଶା କଲେ
JON 1 5 tg27 לְ⁠הָקֵ֖ל מֵֽ⁠עֲלֵי⁠הֶ֑ם 1 to lighten it from upon them ଏହାର ଅର୍ଥ: (1) ଜାହାଜକୁ ହାଲୁକା କରିବା ଯାହା ଦ୍ଵାରା ଏହା ଭଲରେ ଭାସିବ। ବିକଳ୍ପି ଅନୁବାଦ: "ଜାହାଜକୁ ଭଲ ଭାବରେ ଭାସିବାରେ ସାହାଯ୍ୟ କରିବାକୁ" କିମ୍ବା (2) ଏକ ବିପଜ୍ଜନକ ପରିସ୍ଥିତିକୁ ଏଡେଇବାକୁ କିମ୍ବା ମୁକ୍ତ କରିବାକୁ ସୂଚାଇପାରେ। ବିକଳ୍ପ ଅନୁବାଦ: "ସେମାନେ ଥିବା ବିପଦକୁ ଏଡେଇବାକୁ ।"
JON 1 5 uzt4 writing-background וְ⁠יוֹנָ֗ה יָרַד֙ אֶל־יַרְכְּתֵ֣י הַ⁠סְּפִינָ֔ה 1 But Jonah had gone down into the innermost parts of the ship ଏହା ପୃଷ୍ଠଭୂମି ସୂଚନା ଅଟେ। ଏହାକୁ ଏପରି ସ୍ପଷ୍ଟ ଭାବରେ ଅନୁବାଦ କରୁନ୍ତୁ ଯାହା ପ୍ରକାଶ କରିବ ଯେ  ଝଡ଼ ଆରମ୍ଭ ହେବା ପୂର୍ବରୁ ଯୂନସ ଏହା କରିସାରି ଥିଲେ । [[rc://en/ta/man/translate/writing-background]]) ଦେଖନ୍ତୁ)
JON 1 5 f63r יַרְכְּתֵ֣י הַ⁠סְּפִינָ֔ה 1 the innermost parts of the ship “ଜାହାଜ ଭିତରେ”
JON 1 5 g4y4 וַ⁠יִּשְׁכַּ֖ב וַ⁠יֵּרָדַֽם 1 and had lain down, and was deeply asleep “ସେ ସେଠାରେ ଶୋଇଥିଲେ" କିମ୍ବା "ସେଠାରେ ଗଭୀର ନିଦରେ ଶୋଇଥିଲେ" । ଏହି କାରଣରୁ**_,_** ଝଡ଼ ତାଙ୍କୁ ଜାଗ୍ରତ କରି ନଥିଲା ।

Can't render this file because it contains an unexpected character in line 6 and column 104.