Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 19:07:36 +00:00
parent 5b54e6775c
commit 260cef2e43
1 changed files with 18 additions and 18 deletions

View File

@ -179,26 +179,26 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 4 1 eh3x διαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ 1 solemn command ଅନୁବାଦିତ **ଅନୁରୋଧ କରିବା** ଶବ୍ଦଟି କାହାକୁ ଗମ୍ଭୀର ଏବଂ ବାଧ୍ୟତାମୂଳକ ଦାୟିତ୍ଵରେ ରଖିବା ପାଇଁ ବ୍ୟବହୃତ ହୁଏ । ଏହା କରିବା ପାଇଁ ଆପଣ ନିଜ ଭାଷାରେ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକ ବିଷୟରେ ବ୍ୟବହାର କରନ୍ତୁ । ଏହାର ଅର୍ଥ: (1) କାହାକୁ କିଛି କରିବାକୁ ଶପଥ କରାଇବା । ବିକଳ୍ପ ଅନୁବାଦ: "ମୁଁ ଶପଥ ଦେଇ " କିମ୍ବା " ମୁଁ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି," କିମ୍ବା (2) ମହାନ କର୍ତ୍ତୃତ୍ୱ ସହିତ କାହାକୁ ଶପଥ କରାଇବା Iବିକଳ୍ପ ଅନୁବାଦ: ମୁଁ ତୁମ୍ଭକୁ ଅନୁରୋଧ କରୁଛି । "
2TI 4 1 u32g figs-merism ζῶντας καὶ νεκρούς 1 the living and the dead ବିଚାର ସମୟରେ ଲୋକମାନେ ଜୀବିତ କିମ୍ବା ମୃତ ସମସ୍ତଙ୍କୁ ସୂଚାଇବା ନିମନ୍ତେ ପାଉଲ **ଜୀବିତ** ଏବଂ **ମୃତ** ଶବ୍ଦ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯେଉଁମାନେ ଜୀବିତ ଅଛନ୍ତି ଏବଂ ଯେଉଁମାନେ ମୃତ ଅଟନ୍ତି" [[rc://en/ta/man/translate/figs-merism]])ଦେଖନ୍ତୁ)
2TI 4 1 lwt2 figs-metonymy νεκρούς, καὶ τὴν ἐπιφάνειαν αὐτοῦ, καὶ τὴν βασιλείαν αὐτοῦ 1 the dead, and because of his appearing and his kingdom ପାଉଲ ସାଙ୍କେତିକ ଭାବରେ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନକୁ ସୂଚାଇ ଦେଇଛନ୍ତି ଯେ ପୃଥିବୀରେ ପୁନର୍ବାର ଲୋକମାନେ ତାଙ୍କୁ ତାଙ୍କର ପ୍ରତ୍ୟାବର୍ତ୍ତନରେ ଦେଖିବେ ଏବଂ ସେ ସାଙ୍କେତିକ ଭାବରେ ସେହି ରାଜ୍ୟରେ ଖ୍ରୀଷ୍ଟଙ୍କ ରାଜା ଭାବରେ ପ୍ରକାଶ କରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇ ପାରିବ । ବିକଳ୍ପ ଅନୁବାଦ: "ଏବଂ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ଏବଂ ରାଜା ଭାବରେ ତାଙ୍କର ରାଜତ୍ୱ" [[rc://en/ta/man/translate/figs-metonymy]]) ଦେଖନ୍ତୁ)
2TI 4 2 j2z7 figs-metonymy τὸν λόγον 1 the word ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସମ୍ପୂର୍ଣ୍ଣ ବାର୍ତ୍ତାକୁ ସୂଚାଇବା ପାଇଁ ପାଉଲ ଏଠାରେ ଆଳଙ୍କାରିକ ଶବ୍ଦ **ବାକ୍ୟ**କୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ବାକ୍ୟ ପ୍ରଚାର” କିମ୍ଭା "ଶୁଭ ସମ୍ବାଦ" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 4 2 zzh4 figs-ellipsis ἀκαίρως 1 when it is not ପାଉଲଙ୍କର କହିବାର ଅର୍ଥ ସମୟରେ କି ଅସମୟରେ ତୀମଥି ସବୁବେଳେ ଯୀଶୁଙ୍କ ବିଷୟରେ ପ୍ରଚାର କରିବାକୁ ଉଦ୍ଯୋଗୀ ହେବା ଉଚିତ୍ I ସମସ୍ତ ଅବସରକୁ ଏକତ୍ର ସୂଚାଇବା ପାଇଁ ସେ ଏଠାରେ ଆଳଙ୍କାରିକ ଶବ୍ଦକୁ ଦୁଇ ପ୍ରକାରର ଅବସରକୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: "ସମୟରେ କି ଅସମୟରେ " କିମ୍ବା "ସବୁବେଳେ" I [[rc://en/ta/man/translate/figs-merism]])ଦେଖନ୍ତୁ)
2TI 4 2 g7ax ἔλεγξον 1 Reprove ଏଠାରେ **ଭର୍ତ୍ସନା** ଆଦେଶର ଏହା ସୂଚିତ କରୁଛି ଯେ ଯେଉଁମାନେ କିଛି ଭୁଲ୍ କରିଛନ୍ତି ଏବଂ ସଂଶୋଧନର ଆବଶ୍ୟକ କରନ୍ତି I ବିକଳ୍ପ ଅନୁବାଦ: "ଯେଉଁମାନେ ପାପ କରିଛନ୍ତି ସେମାନଙ୍କୁ ସଂଶୋଧନ କର" [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 2 j2z7 figs-metonymy τὸν λόγον 1 the word ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସମ୍ପୂର୍ଣ୍ଣ ବାର୍ତ୍ତାକୁ ସୂଚାଇବା ପାଇଁ ପାଉଲ ସାଙ୍କେତିକ ଭାବରେ **ଶବ୍ଦ** ଶବ୍ଦକୁ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: "ସୁସମାଚାର ବାର୍ତ୍ତା" କିମ୍ବା "ସୁସମାଚାର" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 4 2 zzh4 figs-ellipsis ἀκαίρως 1 when it is not ପାଉଲଙ୍କର ଅର୍ଥ ଏହା ଯେ ତୀମଥି ଯୀଶୁଙ୍କ ବିଷୟରେ ପ୍ରଚାର କରିବାକୁ ସର୍ବଦା ପ୍ରସ୍ତୁତ ହେବା ଉଚିତ । ସେ ସମସ୍ତ ଘଟଣାକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ଦୁଇ ପ୍ରକାରର ବାକ୍ୟାଂଶ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯେତେବେଳେ ଏହା ସୁବିଧାଜନକ ଏବଂ ଯେତେବେଳେ ଏହା ସୁବିଧାଜନକ ନୁହେଁ" କିମ୍ବା "ସବୁବେଳେ" ।[[rc://en/ta/man/translate/figs-merism]])ଦେଖନ୍ତୁ)
2TI 4 2 g7ax ἔλεγξον 1 Reprove **ଭର୍ତ୍ସନା** କରିବାର ଅର୍ଥ ଯେଉଁମାନେ କିଛି ଭୁଲ୍ କରିଛନ୍ତି ଏବଂ ସଂଶୋଧନର ଆବଶ୍ୟକ କରନ୍ତି ସେମାନଙ୍କୁ ଏହା ସୂଚାଏ । ବିକଳ୍ପ ଅନୁବାଦ: "ଯେଉଁମାନେ ପାପ କରନ୍ତି ସେମାନଙ୍କୁ ସଂଶୋଧନ କର" [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 2 u1yc παρακάλεσον, ἐν πάσῃ μακροθυμίᾳ καὶ διδαχῇ 1 exhort, with all patience and teaching
2TI 4 3 jv7a ἔσται γὰρ καιρὸς ὅτε 1 For the time will come when ବିକଳ୍ପ ଅନୁବାଦ: " ସମୟ ଯେତେବେଳେ ଆସିବ"
2TI 4 3 ilx7 ἀνέξονται 1 people  ବିଶ୍ୱାସୀ ସମ୍ପ୍ରଦାୟର ଏକ ଅଂଶକୁ **ସେମାନେ** ବୋଲି ସୂଚିତ କରେ I ବିକଳ୍ପ ଅନୁବାଦ: "କିଛି ବିଶ୍ୱାସୀ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ I [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 3 u2cc τῆς ὑγιαινούσης διδασκαλίας οὐκ ἀνέξονται 1 will not endure sound teaching ବିକଳ୍ପ ଅନୁବାଦ: "ସେମାନେ ମଧ୍ୟ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ I
2TI 4 3 fyl3 τῆς ὑγιαινούσης διδασκαλίας 1 sound teaching **ହିତଜନକ ଶିକ୍ଷାର** ଆଳଙ୍କାରିକ ଶବ୍ଦର ଅର୍ଥ ସଙ୍ଗଠନ ଦ୍ୱାରା “ସଠିକ୍ ଶିକ୍ଷାଦାନ”, ଯେହେତୁ ଏକ ସୁସ୍ଥ ମନ ସଠିକ୍ ଶିକ୍ଷାଦାନ ଯୁକ୍ତିଯୁକ୍ତ ଅଟେ ବୋଲି ସ୍ୱୀକାର କରିବ I ବିକଳ୍ପ ଅନୁବାଦ: “ସଠିକ୍ ଶିକ୍ଷାଦାନ”  [[rc://en/ta/man/translate/figs-metonymy]]) ଦେଖନ୍ତୁ)
2TI 4 3 e5t2 figs-metaphor κατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους 1 they will heap up for themselves teachers according to their own desires ପାଉଲ କହନ୍ତି ଲୋକମାନେ ଶିକ୍ଷକମନଙ୍କୁ ଏପରି ସଂଖ୍ୟରେ ସଂଗ୍ରହ କରିବେ ଯେ ଯେପରି ସେମାନେ ସେମାନଙ୍କୁ ଗଦା ଗଦା କରି ରଖିଛନ୍ତି I ସେମାନେ ଅନେକ ଶିକ୍ଷକ ଚାହାଁନ୍ତି, କିନ୍ତୁ ଏହି ଶିକ୍ଷକମାନେ ଧାର୍ମିକ ଜୀବନଯାପନ କରନ୍ତି କିମ୍ବା କେତେ ଠିକ୍ ଶିକ୍ଷା ଦିଅନ୍ତି ସେ ବିଷୟରେ ସେମାନେ ଗୁରୁତ୍ୱ ଦେବେ ନାହିଁ I ବିକଳ୍ପି ଅନୁବାଦ: "ସେମାନେ ଆପଣାମାନଙ୍କ ନିମନ୍ତେ ବହୁସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ ଯେଉଁମାନେ ସେମାନଙ୍କୁ ସେମାନଙ୍କ ଶ୍ରୁତିମଧୁର ଶିକ୍ଷା ଶିଖାଇବେ" (ଦେଖନ୍ତୁ:  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 3 s375 figs-idiom κνηθόμενοι τὴν ἀκοήν 1 who say what their itching ears want to hear ପାଉଲ ଲୋକମାନଙ୍କ ବିଷୟରେ କହନ୍ତି ସେମାନଙ୍କର କାନ ଧୈର୍ଯ୍ୟହୀନ ହେଉଛି  ଯେମିତି  ଶ୍ରୁତିମଧୁର ଶିକ୍ଷା ପାଇଲେ ହିଁ ସେମାନଙ୍କ କାନକୁ ଆରମ୍ ମିଳିପାରିବ | ବିକଳ୍ପ ଅନୁବାଦ: “କାରଣ ସେମାନେ ଏହାକୁ  ମନ୍ଦ ରୀତିରେ ଶୁଣିବାକୁ ଚାହାଁନ୍ତି” [[rc://en/ta/man/translate/figs-idiom]])ଦେଖନ୍ତୁ)
2TI 4 4 rh2i figs-metaphor ἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν 1 They will turn their hearing away from the truth ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ସତେ ଯେପରି ସେମାନେ ଶାରୀରିକ ଭାବରେ ସେମାନଙ୍କର କାନ ବିମୁଖ    କରୁଛନ୍ତି, ଯେପରି  ସେମାନେ ଆଉ ଶୁଣିପାରିବେ ନାହିଁ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ”  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 4 xrv7 figs-metaphor τοὺς μύθους ἐκτραπήσονται 1 they will turn aside to myths ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ ଦେବା ଆରମ୍ଭ କରି ଦେଲେଣି ବୋଲି ପାଉଲ କହନ୍ତି ସତେ ଯେପରି ସେମାନଙ୍କୁ କେହି ଭୁଲ୍ ଦିଗରେ ବୁଲାଉଛନ୍ତି I ବିକଳ୍ପ ଅନୁବାଦ: “ସେମାନେ କଳ୍ପିତ କାହାଣୀ ପ୍ରତି ମନ ଯୋଗ ଦେବେ” [[rc://en/ta/man/translate/figs-metaphor]]) ଦେଖନ୍ତୁ)
2TI 4 5 ehz7 figs-metaphor νῆφε 1 be sober-minded ପାଉଲ ଚାହାନ୍ତି ଯେ ତାଙ୍କର ପାଠକମାନେ ସମସ୍ତ ବିଷୟରେ ସଚେତନ ହୁଅନ୍ତୁ, ଓ ସେମାନେ ଦ୍ରାକ୍ଷାରସରେ ମତ୍ତ ନ ହୋଇ ସୁବୁଦ୍ଧି ହୁଅନ୍ତୁ I ବିକଳ୍ପ ଅନୁବାଦ: “ସ୍ପଷ୍ଟଭାବେ ବିଚାର କର” : [[rc://en/ta/man/translate/figs-metaphor]]) ଦେଖନ୍ତୁ))
2TI 4 5 tv3k ἔργον ... εὐαγγελιστοῦ 1 the work of an evangelist ବିକଳ୍ପ ଅନୁବାଦ: "ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରନ୍ତି"
2TI 4 6 sh23 figs-metaphor ἐγὼ ... ἤδη σπένδομαι 1 I am already being poured out ପାଉଲ ନିଜ ବିଷୟରେ କହୁଛନ୍ତି ସେ ଯେପରି ଈଶ୍ୱରଙ୍କ ନିମନ୍ତେ ଆହୁତି ସ୍ବରୂପେ ଢଳାଯିବା ନିମନ୍ତେ ପ୍ରସ୍ତୁତ ଗୋଟିଏ ଦ୍ରାକ୍ଷାରସର ପାତ୍ର ଅଟନ୍ତି I [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 6 fb7l figs-euphemism ὁ καιρὸς τῆς ἀναλύσεώς μου ἐφέστηκεν 1 The time of my departure has come ଏଠାରେ “ମହାପ୍ରୟାଣ” ଶିଷ୍ଟାଚାର ଭାବରେ ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ମୃତ୍ୟୁଭୋଗ କରି ଏହି ଜଗତ ପରିତ୍ୟାଗ କରିବି” (ଦେଖ: [[rc://en/ta/man/translate/figs-euphemism]])
2TI 4 7 d9ts figs-metaphor τὸν καλὸν ἀγῶνα ἠγώνισμαι 1 I have competed in the good contest ପାଉଲ ଆପଣା କଠିନ ପରିଶ୍ରମ ବିଷୟରେ କହନ୍ତି ଯେ ସତେ ଯେପରି ସେ ପୁରସ୍କାର ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ କ୍ରୀଡାବିତ୍ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ ମୋହର ସର୍ବୋତ୍ତମ କାର୍ଯ୍ୟ କରିଅଛି” (ଦେଖ: [[rc://en/ta/man/translate/figs-metaphor]])
2TI 4 7 kq83 figs-metaphor τὸν δρόμον τετέλεκα 1 I have finished the race ଈଶ୍ବରଙ୍କ ପ୍ରତି ଆପଣା ସେବାର ଜୀବନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଦୌଡ ପ୍ରତିଯୋଗିତାରେ ଆପଣା ପାଦରେ ଦୌଡୁଛନ୍ତି I ବିକଳ୍ପ ଅନୁବାଦ: “ମୋହର ଯାହା କରିବାର ଆବଶ୍ୟକ ଥିଲା, ତାହା ମୁଁ ସମ୍ପୂର୍ଣ୍ଣ କରିଅଛି” (ଦେଖ: [[rc://en/ta/man/translate/figs-metaphor]])
2TI 4 7 vk2p figs-metaphor τὴν πίστιν τετήρηκα 1 I have kept the faith ଖ୍ରୀଷ୍ଟଙ୍କଠାରେ ଆପଣା **ଭରସା** ଓ ଈଶ୍ବରଙ୍କ ପ୍ରତି ଆପଣା ବାଧ୍ୟତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ଆପଣା ଅକ୍ତିଆରରେ ରଖିଛନ୍ତି I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା 2) ଯେଉଁ ଶିକ୍ଷା ତୃଟିଶୂନ୍ୟ ବୋଲି ଆମ୍ଭେମାନେ ବିଶ୍ବାସ କରୁଛୁ, ମୁଁ ତାହା ରକ୍ଷା କରିଅଛି” (ଦେଖ: [[rc://en/ta/man/translate/figs-metaphor]])
2TI 4 8 ujg5 figs-activepassive ἀπόκειταί μοι ὁ τῆς δικαιοσύνης στέφανος 1 The crown of righteousness has been reserved for me ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋ ନିମନ୍ତେ ଧାର୍ମିକତାର ମୁକୁଟ ସଂରକ୍ଷିତ କରି ରଖିଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
2TI 4 3 ilx7 ἀνέξονται 1 people  ଏଠାରେ ପ୍ରସଙ୍ଗ ସୂଚିତ କରେ ଯେ **ସେମାନେ** ର ଅର୍ଥ ଯେଉଁମାନେ ବିଶ୍ୱାସୀ ସମ୍ପ୍ରଦାୟର ଏକ ଅଂଶ ଅଟନ୍ତି । ବିକଳ୍ପ ଅନୁବାଦ: "କେତେକ ବିଶ୍ଵାସୀ ଆଉ ଧୈର୍ଯ୍ୟର ସହ ଶୁଣିବେ ନାହିଁ"

[[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 3 u2cc τῆς ὑγιαινούσης διδασκαλίας οὐκ ἀνέξονται 1 will not endure sound teaching ବିକଳ୍ପ ଅନୁବାଦ: "ସେମାନେ ଆଉ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ I
2TI 4 3 fyl3 τῆς ὑγιαινούσης διδασκαλίας 1 sound teaching **ହିତଜନକ ଶିକ୍ଷାର** ଅଭିବ୍ୟକ୍ତିର ସାଙ୍କେତିକ ଅର୍ଥ “ଉଚିତ ଶିକ୍ଷାଦାନ” ଅଟେ, କାରଣ ଏକ ସୁସ୍ଥ ମନ ସ୍ୱୀକାର କରିବ ଯେ ସଠିକ୍ ଶିକ୍ଷାଦାନ ଉପଯୁକ୍ତ ଅଟେ । ବିକଳ୍ପ ଅନୁବାଦ: "ଉଚିତ ଶିକ୍ଷାଦାନ"

[[rc://en/ta/man/translate/figs-metonymy]]) ଦେଖନ୍ତୁ)
2TI 4 3 e5t2 figs-metaphor κατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους 1 they will heap up for themselves teachers according to their own desires ଲୋକମାନେ ଅନେକ ଶିକ୍ଷକମାନଙ୍କୁ ସଂଗ୍ରହ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ସେମାନଙ୍କୁ ଗୋଟିଏ ଗଦା ବା ସ୍ତୁପ ମଧ୍ୟକୁ ପକାଇଦେଉଛି Iବିକଳ୍ପ ଅନୁବାଦ: “ସେମାନେ ଅନେକ ଶିକ୍ଷକଙ୍କୁ ଶୁଣିବେ,

ଯେଉଁମାନେ ସେମାନଙ୍କୁ ନିଶ୍ଚୟତା ଦେବେ ଯେ ସେମାନଙ୍କ ପାପପୂର୍ଣ୍ଣ ଅଭିଳାଷରେ କିଛି ଭୁଲ୍ ନାହିଁ” [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 3 s375 figs-idiom κνηθόμενοι τὴν ἀκοήν 1 who say what their itching ears want to hear ଲୋକମାନେ ଦୃଢ଼ଭାବରେ କିଛି ବିଷୟ ଶୁଣିବାକୁ ଇଚ୍ଛା କରୁଥିବା ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ସେମାନଙ୍କ କର୍ଣ୍ଣ କୁଣ୍ଡେଇ ହେଉଛି ଓ ଶିକ୍ଷକମାନେ ସେମାନେ ଶୁଣିବାକୁ ଚାହୁଁଥିବା ବିଷୟ କହିଲେ ଯାଇ ସେମାନଙ୍କୁ ଭଲ ଲାଗିବIବିକଳ୍ପ ଅନୁବାଦ “ଯେଉଁମାନେ କହନ୍ତି ଯେ ସେମାନେ ଯାହା ଚାହାନ୍ତି,ତାହା ହିଁ ଶୁଣିବେ” [[rc://en/ta/man/translate/figs-idiom]])ଦେଖନ୍ତୁ)
2TI 4 4 rh2i figs-metaphor ἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν 1 They will turn their hearing away from the truth ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ବିମୁଖ ହେଉଛନ୍ତି, ଯେପରି ସେମାନେ ଶୁଣିପାରିବେ ନାହିଁ Iବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ”  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 4 xrv7 figs-metaphor τοὺς μύθους ἐκτραπήσονται 1 they will turn aside to myths ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ କରିବାକୁ ଆରମ୍ଭ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶୁଣିବାକୁ ଶାରୀରିକ ଭାବରେ ସେମାନଙ୍କ ପ୍ରତି ଢଳିପଡୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ନ ଥିବା ଶିକ୍ଷା ପ୍ରତି ମନଯୋଗ କରିବେ” [[rc://en/ta/man/translate/figs-metaphor]]) ଦେଖନ୍ତୁ)
2TI 4 5 ehz7 figs-metaphor νῆφε 1 be sober-minded ପାଉଲ ଚାହାନ୍ତି ଯେ ତାଙ୍କର ପାଠକମାନେ ସବୁ ବିଷୟରେ ସଠିକ୍ ଚିନ୍ତା କରନ୍ତୁ ଓ ସେ ସେମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଚାହାନ୍ତି ଯେ ସେମାନେ ଦ୍ରାକ୍ଷାରସରେ ମତ୍ତ ନ ହୋଇ ସୁବୁଦ୍ଧି ହୁଅନ୍ତୁI

ବିକଳ୍ପ ଅନୁବାଦ: “ସ୍ପଷ୍ଟଭାବେ ଚିନ୍ତା କର” [[rc://en/ta/man/translate/figs-metaphor]]) ଦେଖନ୍ତୁ))
2TI 4 5 tv3k ἔργον ... εὐαγγελιστοῦ 1 the work of an evangelist ବିକଳ୍ପ ଅନୁବାଦ: "ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କର"
2TI 4 6 sh23 figs-metaphor ἐγὼ ... ἤδη σπένδομαι 1 I am already being poured out ପାଉଲ ମୃତ୍ୟୁଭୋଗ ସମ୍ବନ୍ଧରେ ଆପଣା ପ୍ରସ୍ତୁତି ବିଷୟରେ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ନିମନ୍ତେ ଆହୁତି ସ୍ବରୂପେ ଢଳାଯିବା ନିମନ୍ତେ ପ୍ରସ୍ତୁତ ଗୋଟିଏ ଦ୍ରାକ୍ଷାରସର ପାତ୍ର ଅଟନ୍ତି Iବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ନିକଟରେ ମୋ ଜୀବନର ବଳିଦାନ ଶୀଘ୍ର ସମାପ୍ତ ହେବ”I [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 6 fb7l figs-euphemism ὁ καιρὸς τῆς ἀναλύσεώς μου ἐφέστηκεν 1 The time of my departure has come ଏଠାରେ “**ମହାପ୍ରୟାଣ**” ମୃତ୍ୟୁକୁ ବୁଝାଏ Iଅପ୍ରୀତିକର ବିଷୟକୁ ସୂଚାଇବା ପାଇଁ ଏହା ଏକ ଭଦ୍ର ଉପାୟ ଅଟେ।

ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ମୃତ୍ୟୁଭୋଗ କରି ଏହି ଜଗତ ପରିତ୍ୟାଗ କରିବି” [[rc://en/ta/man/translate/figs-euphemism]])ଦେଖନ୍ତୁ)
2TI 4 7 d9ts figs-metaphor τὸν καλὸν ἀγῶνα ἠγώνισμαι 1 I have competed in the good contest ପାଉଲ ସାଙ୍କେତିକ ଭାବରେ ନିଜ ବିଷୟରେ କହନ୍ତି ଯେପରି ସେ ଏକ ଖେଳାଳୀ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହାର ଅର୍ଥ: (1) **ଉତ୍ତମ** ଶବ୍ଦ ପାଉଲ ଯେଉଁ ପ୍ରକାର ପ୍ରୟାସ କରିଥିଲେ ତାହା ବର୍ଣ୍ଣନା କରିପାରେ । ବିକଳ୍ପ ଅନୁବାଦ: "ମୁଁ ମୋର ଚେଷ୍ଟା କରିଛି" (2) **ଉତ୍ତମ** ଶବ୍ଦର ଅର୍ଥ ପାଉଲ ଏକ ମୂଲ୍ୟବାନ ଉଦ୍ୟମ କରିଛନ୍ତି । ବିକଳ୍ପ ଅନୁବାଦ: "ପ୍ରକୃତରେ ଏଥିପାଇଁ ମୁଁ କଠିନ ପରିଶ୍ରମ କରିଛି" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 7 kq83 figs-metaphor τὸν δρόμον τετέλεκα 1 I have finished the race ପାଉଲ ତାଙ୍କ ଜୀବନରେ ଈଶ୍ଵରଙ୍କ ସେବା କରିବା ବିଷୟରେ କହନ୍ତି ଯେପରି ସେ ପାଦରେ ଦୌଡିଛନ୍ତି । ବିକଳ୍ପ ଅନୁବାଦ: "ମୁଁ ଯାହା କରିବା ଆବଶ୍ୟକ ତାହା ପୂରଣ କରିଛି" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 7 vk2p figs-metaphor τὴν πίστιν τετήρηκα 1 I have kept the faith ଖ୍ରୀଷ୍ଟଙ୍କଠାରେ ନିଜର ଭରସା ଓ ଈଶ୍ବରଙ୍କ ପ୍ରତି ନିଜର ବିଶ୍ଵାସ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ବହୁମୂଲ୍ୟ ପଦାର୍ଥ ଯାହା ସେ ନିଜର ଅକ୍ତିଆରରେ ରଖିଛନ୍ତି I

ସେଗୁଡ଼ିକର ଅର୍ଥ (1) ଈଶ୍ଵର ପାଉଲଙ୍କୁ ଯାହା କରିବାକୁ କହିଥିଲେ ତାହା ସେ ବିଶ୍ଵସ୍ତ ହୋଇ କଲେ ବିକଳ୍ପ ଅନୁବାଦ: “ମୋହର ସେବାକାର୍ଯ୍ୟ କରିବାରେ ମୁଁ ବିଶ୍ବସ୍ତ ରହିଅଛି” କିମ୍ବା (2) ପାଉଲ ବିଶ୍ଵସ୍ତ ହୋଇ ସତ୍ୟର ଶିକ୍ଷା ଦେଲେ ବିକଳ୍ପ ଅନୁବାଦ: ତୃଟିଶୂନ୍ୟ ଶିକ୍ଷାକୁ ମୁଁ ରକ୍ଷା କରିଅଛି” [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 8 ujg5 figs-activepassive ἀπόκειταί μοι ὁ τῆς δικαιοσύνης στέφανος 1 The crown of righteousness has been reserved for me ଯଦି ଆପଣଙ୍କ ଭାଷା ମୌଖିକ ଗଠନ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ମୋ ପାଇଁ ଧାର୍ମିକତାର ମୁକୁଟ ସଂରକ୍ଷଣ କରିଛନ୍ତି"[[rc://en/ta/man/translate/figs-activepassive]])ଦେଖନ୍ତୁ)
2TI 4 8 hg8i figs-metaphor τῆς δικαιοσύνης στέφανος 1 crown of righteousness ସମ୍ଭାବିତ ଅର୍ଥଗୁଡିକ ହେଲା ୧) ମୁକୁଟ ହେଉଛି ପୁରସ୍କାର, ଯାହା ଈଶ୍ବର ଯଥାର୍ଥଭାବରେ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ଦିଅନ୍ତି କିମ୍ବା ) ମୁକୁଟ ଧାର୍ମିକତାର ଗୋଟିଏ ରୂପକ I ଗୋଟିଏ ପ୍ରତିଯୋଗିତାର ବିଚାରକର୍ତ୍ତା ଯେପରି ବିଜେତାଙ୍କୁ ମୁକୁଟ ଦିଅନ୍ତି, ଯେତେବେଳେ ପାଉଲ ଆପଣା ଜୀବନ ଶେଷ କରିବେ, ଈଶ୍ବର ପାଉଲଙ୍କୁ ଧାର୍ମିକ ବୋଲି ଘୋଷଣା କରିବେ I (ଦେଖ: [[rc://en/ta/man/translate/figs-metaphor]])
2TI 4 8 dwn6 στέφανος 1 crown ଲରେଲ୍ ବୃକ୍ଷର ପତ୍ରରୁ ନିର୍ମିତ ଗୋଟିଏ ମାଳା, ଯାହା କ୍ରୀଡା ପ୍ରତିଯୋଗିତାରେ ବିଜେତାମାନଙ୍କୁ ଦିଆଯାଉଥିଲା
2TI 4 8 n3k8 ἐν, ἐκείνῃ τῇ ἡμέρᾳ 1 on that day ଯୀଶୁଙ୍କ ପୁନରାଗମନ ଦିନରେ କିମ୍ବା “ଈଶ୍ବର ଲୋକମାନଙ୍କର ବିଚାର କରିବା ଦିନରେ”

Can't render this file because it contains an unexpected character in line 2 and column 8087.