Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 18:57:29 +00:00
parent 3352878a77
commit 5b54e6775c
1 changed files with 10 additions and 10 deletions

View File

@ -175,10 +175,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 3 17 uu7i ἄρτιος ᾖ ... ἐξηρτισμένος 1 may be competent, equipped ବିକଳ୍ପ ଅନୁବାଦ: "ସମ୍ପୂର୍ଣ୍ଣ ସକ୍ଷମ"
2TI 4 intro k2xa 0 # 2 ତୀମଥି 04 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

## 1\. ପାଉଲ ତୀମଥିଙ୍କୁ ଏକ ଗୁରୁତର ଦାୟିତ୍ଵ ଦିଅନ୍ତି (4: 1-8)

## 2\. ପାଉଲ କିପରି ଅଛନ୍ତି ତାହା ସେ ତୀମଥିଙ୍କୁ କହନ୍ତି (4: 9-18)

## 3\. ପାଉଲ ବ୍ୟକ୍ତିଗତ ଅଭିବାଦନ ପଠାନ୍ତି (4: 19-22)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

## “ମୁଁ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି”

## ଏହି ଶବ୍ଦଗୁଡ଼ିକ ବାକ୍ୟାଂଶ ସହ ପାଉଲ ତୀମଥିଙ୍କୁ ଆଜ୍ଞା ଦିଅନ୍ତି ଯାହାକୁ ସେ ସମ୍ଭବତଃ ଗମ୍ଭୀର ଉପାୟରେ ପାଳନ କରିବା ଆବଶ୍ୟକ ଅଟେ । ଏହା ପାଉଲଙ୍କ ନିଜ କର୍ତ୍ତୃତ୍ୱ ଦ୍ୱାରା ନୁହେଁ, ବରଂ ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟଙ୍କ କର୍ତ୍ତୃତ୍ୱରେ ତୀମଥିଙ୍କୁ ପାଉଲଙ୍କ ଆଦେଶ ଥିଲା । ଅନ୍ୟ ଅର୍ଥରେ, ପାଉଲ କହୁଛନ୍ତି ଯେ ଈଶ୍ଵର ଏବଂ ଯୀଶୁ ଖ୍ରୀଷ୍ଟ ପାଉଲଙ୍କ ମାଧ୍ୟମରେ ତୀମଥିଙ୍କୁ ଆଦେଶ ଦେଉଛନ୍ତି ।

### ମୁକୁଟ

ଶାସ୍ତ୍ର ବିଭିନ୍ନ ବିଷୟପାଇଁ ବିଭିନ୍ନ ମୁକୁଟକୁ ପ୍ରତିଛବି ଭାବରେ ବ୍ୟବହାର କରିଥାଏ I ଏହି ଅଧ୍ୟାୟରେ ଏପରି ଜଣାପଡୁଛି ଯେ ଯଥାର୍ଥଭାବେ ଜୀବନ ଯାପନ କରିଥିବାର ଫଳ ସ୍ବରୂପେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ମୁକୁଟ ପ୍ରଦାନ କରିବେ I
2TI 4 1 t68n 0 Connecting Statement:
2TI 4 1 cb15 figs-explicit διαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ 1 this solemn command before God and Christ Jesus ଏଠାରେ **ପୂର୍ବ** ଶବ୍ଦର ଅର୍ଥ “ସାମ୍ନାରେ”, ତାହା, “ଉପସ୍ଥିତିରେ” I ଏହାର ଅର୍ଥ ଈଶ୍ୱର ଓ ଖ୍ରୀଷ୍ଟ ଯୀଶୁ ଏହି ଆଦେଶ କିମ୍ବା ଶପଥରେ ସାକ୍ଷୀ କରିହିବେ ଓ ଅନୁମୋଦନ କରିବେ I ବିକଳ୍ପ ଅନୁବାଦ: ଈଶ୍ଵରଙ୍କ ଆଉ ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ" କିମ୍ବା "ଈଶ୍ଵର ଓ ଖ୍ରୀଷ୍ଟ ଯୀଶୁଙ୍କୁ ସାକ୍ଷୀ ଭାବରେ" [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 1 eh3x διαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ 1 solemn command ଅନୁବାଦିତ **ଶପଥ** ଶବ୍ଦଟି କାହାକୁ ଗମ୍ଭୀର ଓ ବାଧ୍ୟତାମୂଳକ କର୍ତ୍ତବ୍ୟରେ ରଖିବା ପାଇଁ ବ୍ୟବହୃତ କରାଯାଏ I ଆପଣଙ୍କ ଭାଷାରେ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକୁ ଭାବନ୍ତୁ I ଏହାର ଅର୍ଥ ହୋଇପାରେ: (1) କୌଣସି କାର୍ଯ୍ୟକୁ କରିବା ପାଇଁ ଶପଥ କରାଇବା I ବିକଳ୍ପ ଅନୁବାଦ: "ମୁଁ ଶପଥ ଦେଇ " କିମ୍ବା " ମୁଁ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି," କିମ୍ବା (2) ମହାନ କର୍ତ୍ତୃତ୍ୱ ସହିତ କାହାକୁ ଶପଥ କରାଇବା I ବିକଳ୍ପ ଅନୁବାଦ: ମହାନ କର୍ତ୍ତୃତ୍ୱ ସହିତ ଦୃଢ଼ ଆଜ୍ଞା ଦେବା"
2TI 4 1 u32g figs-merism ζῶντας καὶ νεκρούς 1 the living and the dead ପାଉଲ **ଜୀବିତ** ଓ **ମୃତ** ଏକତ୍ର ଲୋକଙ୍କୁ ବୁଝାଏ, ବିଚାର ଦିନରେ ସେମାନେ ଜୀବିତ ହୁଅନ୍ତୁ କିମ୍ବା ମୃତ ହୁଅନ୍ତୁ I ବିକଳ୍ପ ଅନୁବାଦ: "ଯେଉଁମାନେ ଜୀବିତ ଅଛନ୍ତି ଓ ଯେଉଁମାନେ ମୃତ ଅଟନ୍ତି" [[rc://en/ta/man/translate/figs-merism]]) I
2TI 4 1 lwt2 figs-metonymy νεκρούς, καὶ τὴν ἐπιφάνειαν αὐτοῦ, καὶ τὴν βασιλείαν αὐτοῦ 1 the dead, and because of his appearing and his kingdom ପାଉଲ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନକୁ ସୂଚାଇବା ପାଇଁ ଆଳଙ୍କାରିକ ସେ ଫେରିବା ପରେ ପୃଥିବୀରେ ଥିବା ଲୋକମାନଙ୍କୁ ପୁଣି ଥରେ ଦେଖାଯିବେ, ଏବଂ ସେ ସାଙ୍କେତିକ ଭାବରେ ଖ୍ରୀଷ୍ଟଙ୍କ ଶାସନକୁ ରାଜା ଭାବରେ ରାଜା ଭାବରେ ଦର୍ଶାଇବେ ଯେ ସେ ଶାସନ କରିବେ | ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ | ବିକଳ୍ପ ଅନୁବାଦ: "ଏବଂ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ଏବଂ ରାଜା ଭାବରେ ତାଙ୍କ ଶାସନ ଉପରେ" (ଦେଖନ୍ତୁ: [[rc://en/ta/man/translate/figs-metonymy]])
2TI 4 1 cb15 figs-explicit διαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ 1 this solemn command before God and Christ Jesus ଏଠାରେ **ସମ୍ମୁଖ** ଶବ୍ଦର ଅର୍ଥ “ସାମ୍ନାରେ”, ଅର୍ଥାତ୍ “ଉପସ୍ଥିତିରେ” । ଏହାର ଅର୍ଥ ଈଶ୍ଵର ଏବଂ ଖ୍ରୀଷ୍ଟ ଯୀଶୁ ଏହି ଆଦେଶ କିମ୍ବା ଶପଥ  ଗ୍ରହଣ କରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଏବଂ ଖ୍ରୀଷ୍ଟ ଯୀଶୁଙ୍କ ଉପସ୍ଥିତିରେ" କିମ୍ବା "ଈଶ୍ଵର ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷୀ ଭାବରେ" ।) [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 1 eh3x διαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ 1 solemn command ଅନୁବାଦିତ **ଅନୁରୋଧ କରିବା** ଶବ୍ଦଟି କାହାକୁ ଗମ୍ଭୀର ଏବଂ ବାଧ୍ୟତାମୂଳକ ଦାୟିତ୍ଵରେ ରଖିବା ପାଇଁ ବ୍ୟବହୃତ ହୁଏ । ଏହା କରିବା ପାଇଁ ଆପଣ ନିଜ ଭାଷାରେ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକ ବିଷୟରେ ବ୍ୟବହାର କରନ୍ତୁ । ଏହାର ଅର୍ଥ: (1) କାହାକୁ କିଛି କରିବାକୁ ଶପଥ କରାଇବା । ବିକଳ୍ପ ଅନୁବାଦ: "ମୁଁ ଶପଥ ଦେଇ " କିମ୍ବା " ମୁଁ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି," କିମ୍ବା (2) ମହାନ କର୍ତ୍ତୃତ୍ୱ ସହିତ କାହାକୁ ଶପଥ କରାଇବା Iବିକଳ୍ପ ଅନୁବାଦ: ମୁଁ ତୁମ୍ଭକୁ ଅନୁରୋଧ କରୁଛି । "
2TI 4 1 u32g figs-merism ζῶντας καὶ νεκρούς 1 the living and the dead ବିଚାର ସମୟରେ ଲୋକମାନେ ଜୀବିତ କିମ୍ବା ମୃତ ସମସ୍ତଙ୍କୁ ସୂଚାଇବା ନିମନ୍ତେ ପାଉଲ **ଜୀବିତ** ଏବଂ **ମୃତ** ଶବ୍ଦ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯେଉଁମାନେ ଜୀବିତ ଅଛନ୍ତି ଏବଂ ଯେଉଁମାନେ ମୃତ ଅଟନ୍ତି" [[rc://en/ta/man/translate/figs-merism]])ଦେଖନ୍ତୁ)
2TI 4 1 lwt2 figs-metonymy νεκρούς, καὶ τὴν ἐπιφάνειαν αὐτοῦ, καὶ τὴν βασιλείαν αὐτοῦ 1 the dead, and because of his appearing and his kingdom ପାଉଲ ସାଙ୍କେତିକ ଭାବରେ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନକୁ ସୂଚାଇ ଦେଇଛନ୍ତି ଯେ ପୃଥିବୀରେ ପୁନର୍ବାର ଲୋକମାନେ ତାଙ୍କୁ ତାଙ୍କର ପ୍ରତ୍ୟାବର୍ତ୍ତନରେ ଦେଖିବେ ଏବଂ ସେ ସାଙ୍କେତିକ ଭାବରେ ସେହି ରାଜ୍ୟରେ ଖ୍ରୀଷ୍ଟଙ୍କ ରାଜା ଭାବରେ ପ୍ରକାଶ କରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରାଯାଇ ପାରିବ । ବିକଳ୍ପ ଅନୁବାଦ: "ଏବଂ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ଏବଂ ରାଜା ଭାବରେ ତାଙ୍କର ରାଜତ୍ୱ" [[rc://en/ta/man/translate/figs-metonymy]]) ଦେଖନ୍ତୁ)
2TI 4 2 j2z7 figs-metonymy τὸν λόγον 1 the word ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସମ୍ପୂର୍ଣ୍ଣ ବାର୍ତ୍ତାକୁ ସୂଚାଇବା ପାଇଁ ପାଉଲ ଏଠାରେ ଆଳଙ୍କାରିକ ଶବ୍ଦ **ବାକ୍ୟ**କୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ବାକ୍ୟ ପ୍ରଚାର” କିମ୍ଭା "ଶୁଭ ସମ୍ବାଦ" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 4 2 zzh4 figs-ellipsis ἀκαίρως 1 when it is not ପାଉଲଙ୍କର କହିବାର ଅର୍ଥ ସମୟରେ କି ଅସମୟରେ ତୀମଥି ସବୁବେଳେ ଯୀଶୁଙ୍କ ବିଷୟରେ ପ୍ରଚାର କରିବାକୁ ଉଦ୍ଯୋଗୀ ହେବା ଉଚିତ୍ I ସମସ୍ତ ଅବସରକୁ ଏକତ୍ର ସୂଚାଇବା ପାଇଁ ସେ ଏଠାରେ ଆଳଙ୍କାରିକ ଶବ୍ଦକୁ ଦୁଇ ପ୍ରକାରର ଅବସରକୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: "ସମୟରେ କି ଅସମୟରେ " କିମ୍ବା "ସବୁବେଳେ" I [[rc://en/ta/man/translate/figs-merism]])ଦେଖନ୍ତୁ)
2TI 4 2 g7ax ἔλεγξον 1 Reprove ଏଠାରେ **ଭର୍ତ୍ସନା** ଆଦେଶର ଏହା ସୂଚିତ କରୁଛି ଯେ ଯେଉଁମାନେ କିଛି ଭୁଲ୍ କରିଛନ୍ତି ଏବଂ ସଂଶୋଧନର ଆବଶ୍ୟକ କରନ୍ତି I ବିକଳ୍ପ ଅନୁବାଦ: "ଯେଉଁମାନେ ପାପ କରିଛନ୍ତି ସେମାନଙ୍କୁ ସଂଶୋଧନ କର" [[rc://en/ta/man/translate/figs-explicit]])ଦେଖନ୍ତୁ)
@ -188,12 +188,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 4 3 u2cc τῆς ὑγιαινούσης διδασκαλίας οὐκ ἀνέξονται 1 will not endure sound teaching ବିକଳ୍ପ ଅନୁବାଦ: "ସେମାନେ ମଧ୍ୟ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ I
2TI 4 3 fyl3 τῆς ὑγιαινούσης διδασκαλίας 1 sound teaching **ହିତଜନକ ଶିକ୍ଷାର** ଆଳଙ୍କାରିକ ଶବ୍ଦର ଅର୍ଥ ସଙ୍ଗଠନ ଦ୍ୱାରା “ସଠିକ୍ ଶିକ୍ଷାଦାନ”, ଯେହେତୁ ଏକ ସୁସ୍ଥ ମନ ସଠିକ୍ ଶିକ୍ଷାଦାନ ଯୁକ୍ତିଯୁକ୍ତ ଅଟେ ବୋଲି ସ୍ୱୀକାର କରିବ I ବିକଳ୍ପ ଅନୁବାଦ: “ସଠିକ୍ ଶିକ୍ଷାଦାନ”  [[rc://en/ta/man/translate/figs-metonymy]]) ଦେଖନ୍ତୁ)
2TI 4 3 e5t2 figs-metaphor κατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους 1 they will heap up for themselves teachers according to their own desires ପାଉଲ କହନ୍ତି ଲୋକମାନେ ଶିକ୍ଷକମନଙ୍କୁ ଏପରି ସଂଖ୍ୟରେ ସଂଗ୍ରହ କରିବେ ଯେ ଯେପରି ସେମାନେ ସେମାନଙ୍କୁ ଗଦା ଗଦା କରି ରଖିଛନ୍ତି I ସେମାନେ ଅନେକ ଶିକ୍ଷକ ଚାହାଁନ୍ତି, କିନ୍ତୁ ଏହି ଶିକ୍ଷକମାନେ ଧାର୍ମିକ ଜୀବନଯାପନ କରନ୍ତି କିମ୍ବା କେତେ ଠିକ୍ ଶିକ୍ଷା ଦିଅନ୍ତି ସେ ବିଷୟରେ ସେମାନେ ଗୁରୁତ୍ୱ ଦେବେ ନାହିଁ I ବିକଳ୍ପି ଅନୁବାଦ: "ସେମାନେ ଆପଣାମାନଙ୍କ ନିମନ୍ତେ ବହୁସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ ଯେଉଁମାନେ ସେମାନଙ୍କୁ ସେମାନଙ୍କ ଶ୍ରୁତିମଧୁର ଶିକ୍ଷା ଶିଖାଇବେ" (ଦେଖନ୍ତୁ:  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 3 s375 figs-idiom κνηθόμενοι τὴν ἀκοήν 1 who say what their itching ears want to hear ପାଉଲ ଲୋକମାନଙ୍କ ବିଷୟରେ କହନ୍ତି ସେମାନଙ୍କର କାନ ଧୈର୍ଯ୍ୟହୀନ ହେଉଛି  ଯେମିତି  ଶ୍ରୁତିମଧୁର ଶିକ୍ଷା ପାଇଲେ ହିଁ ସେମାନଙ୍କ କାନକୁ ଆରମ୍ ମିଳିବ | ବିକଳ୍ପ ଅନୁବାଦ: “କାରଣ ସେମାନେ ଏହାକୁ  ମନ୍ଦ ରୀତିରେ ଶୁଣିବାକୁ ଚାହାଁନ୍ତି” [[rc://en/ta/man/translate/figs-idiom]])ଦେଖନ୍ତୁ)
2TI 4 4 rh2i figs-metaphor ἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν 1 They will turn their hearing away from the truth ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ବିମୁଖ ହେଉଛନ୍ତି, ଯେପରି ସେମାନେ ଶୁଣିପାରିବେ ନାହିଁ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
2TI 4 4 xrv7 figs-metaphor τοὺς μύθους ἐκτραπήσονται 1 they will turn aside to myths ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ କରିବାକୁ ଆରମ୍ଭ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶୁଣିବାକୁ ଶାରୀରିକ ଭାବରେ ସେମାନଙ୍କ ପ୍ରତି ଢଳିପଡୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ନ ଥିବା ଶିକ୍ଷା ପ୍ରତି ମନଯୋଗ କରିବେ” (ଦେଖ: [[rc://en/ta/man/translate/figs-metaphor]])
2TI 4 5 ehz7 figs-metaphor νῆφε 1 be sober-minded ପାଉଲ ଚାହାନ୍ତି ଯେ ତାଙ୍କର ପାଠକମାନେ ସବୁ ବିଷୟରେ ସଠିକ୍ ଚିନ୍ତା କରନ୍ତୁ ଓ ସେ ସେମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଚାହାନ୍ତି ଯେ ସେମାନେ ଦ୍ରାକ୍ଷାରସରେ ମତ୍ତ ନ ହୋଇ ସୁବୁଦ୍ଧି ହୁଅନ୍ତୁ I ବିକଳ୍ପ ଅନୁବାଦ: “ସ୍ପଷ୍ଟଭାବେ ଚିନ୍ତା କର” (ଦେଖ: [[rc://en/ta/man/translate/figs-metaphor]])
2TI 4 5 tv3k ἔργον ... εὐαγγελιστοῦ 1 the work of an evangelist ଏହାର ଅର୍ଥ ହେଉଛି, ଯୀଶୁ କିଏ, ସେ ସେମାନଙ୍କ ନିମନ୍ତେ କଅଣ କରିଥିଲେ, ଓ ସେମାନେ ତାହାଙ୍କ ନିମନ୍ତେ କିପରି ଜୀବନ କାଟିବା ଆବଶ୍ୟକ, ତାହା ଲୋକମାନଙ୍କୁ ଜଣାଇବା I
2TI 4 6 sh23 figs-metaphor ἐγὼ ... ἤδη σπένδομαι 1 I am already being poured out ପାଉଲ ମୃତ୍ୟୁଭୋଗ ସମ୍ବନ୍ଧରେ ଆପଣା ପ୍ରସ୍ତୁତି ବିଷୟରେ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ନିମନ୍ତେ ଆହୁତି ସ୍ବରୂପେ ଢଳାଯିବା ନିମନ୍ତେ ପ୍ରସ୍ତୁତ ଗୋଟିଏ ଦ୍ରାକ୍ଷାରସର ପାତ୍ର ଅଟନ୍ତି I (ଦେଖ: [[rc://en/ta/man/translate/figs-metaphor]])
2TI 4 3 s375 figs-idiom κνηθόμενοι τὴν ἀκοήν 1 who say what their itching ears want to hear ପାଉଲ ଲୋକମାନଙ୍କ ବିଷୟରେ କହନ୍ତି ସେମାନଙ୍କର କାନ ଧୈର୍ଯ୍ୟହୀନ ହେଉଛି  ଯେମିତି  ଶ୍ରୁତିମଧୁର ଶିକ୍ଷା ପାଇଲେ ହିଁ ସେମାନଙ୍କ କାନକୁ ଆରମ୍ ମିଳିପାରିବ | ବିକଳ୍ପ ଅନୁବାଦ: “କାରଣ ସେମାନେ ଏହାକୁ  ମନ୍ଦ ରୀତିରେ ଶୁଣିବାକୁ ଚାହାଁନ୍ତି” [[rc://en/ta/man/translate/figs-idiom]])ଦେଖନ୍ତୁ)
2TI 4 4 rh2i figs-metaphor ἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν 1 They will turn their hearing away from the truth ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ସତେ ଯେପରି ସେମାନେ ଶାରୀରିକ ଭାବରେ ସେମାନଙ୍କର କାନ ବିମୁଖ    କରୁଛନ୍ତି, ଯେପରି  ସେମାନେ ଆଉ ଶୁଣିପାରିବେ ନାହିଁ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ”  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 4 xrv7 figs-metaphor τοὺς μύθους ἐκτραπήσονται 1 they will turn aside to myths ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ ଦେବା ଆରମ୍ଭ କରି ଦେଲେଣି ବୋଲି ପାଉଲ କହନ୍ତି ସତେ ଯେପରି ସେମାନଙ୍କୁ କେହି ଭୁଲ୍ ଦିଗରେ ବୁଲାଉଛନ୍ତି I ବିକଳ୍ପ ଅନୁବାଦ: “ସେମାନେ କଳ୍ପିତ କାହାଣୀ ପ୍ରତି ମନ ଯୋଗ ଦେବେ” [[rc://en/ta/man/translate/figs-metaphor]]) ଦେଖନ୍ତୁ)
2TI 4 5 ehz7 figs-metaphor νῆφε 1 be sober-minded ପାଉଲ ଚାହାନ୍ତି ଯେ ତାଙ୍କର ପାଠକମାନେ ସମସ୍ତ ବିଷୟରେ ସଚେତନ ହୁଅନ୍ତୁ, ଓ ସେମାନେ ଦ୍ରାକ୍ଷାରସରେ ମତ୍ତ ନ ହୋଇ ସୁବୁଦ୍ଧି ହୁଅନ୍ତୁ I ବିକଳ୍ପ ଅନୁବାଦ: “ସ୍ପଷ୍ଟଭାବେ ବିଚାର କର” : [[rc://en/ta/man/translate/figs-metaphor]]) ଦେଖନ୍ତୁ))
2TI 4 5 tv3k ἔργον ... εὐαγγελιστοῦ 1 the work of an evangelist ବିକଳ୍ପ ଅନୁବାଦ: "ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରନ୍ତି"
2TI 4 6 sh23 figs-metaphor ἐγὼ ... ἤδη σπένδομαι 1 I am already being poured out ପାଉଲ ନିଜ ବିଷୟରେ କହୁଛନ୍ତି ସେ ଯେପରି ଈଶ୍ୱରଙ୍କ ନିମନ୍ତେ ଆହୁତି ସ୍ବରୂପେ ଢଳାଯିବା ନିମନ୍ତେ ପ୍ରସ୍ତୁତ ଗୋଟିଏ ଦ୍ରାକ୍ଷାରସର ପାତ୍ର ଅଟନ୍ତି I [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 6 fb7l figs-euphemism ὁ καιρὸς τῆς ἀναλύσεώς μου ἐφέστηκεν 1 The time of my departure has come ଏଠାରେ “ମହାପ୍ରୟାଣ” ଶିଷ୍ଟାଚାର ଭାବରେ ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ମୃତ୍ୟୁଭୋଗ କରି ଏହି ଜଗତ ପରିତ୍ୟାଗ କରିବି” (ଦେଖ: [[rc://en/ta/man/translate/figs-euphemism]])
2TI 4 7 d9ts figs-metaphor τὸν καλὸν ἀγῶνα ἠγώνισμαι 1 I have competed in the good contest ପାଉଲ ଆପଣା କଠିନ ପରିଶ୍ରମ ବିଷୟରେ କହନ୍ତି ଯେ ସତେ ଯେପରି ସେ ପୁରସ୍କାର ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ କ୍ରୀଡାବିତ୍ ଅଟନ୍ତି I ବିକଳ୍ପ ଅନୁବାଦ: “ମୁଁ ମୋହର ସର୍ବୋତ୍ତମ କାର୍ଯ୍ୟ କରିଅଛି” (ଦେଖ: [[rc://en/ta/man/translate/figs-metaphor]])
2TI 4 7 kq83 figs-metaphor τὸν δρόμον τετέλεκα 1 I have finished the race ଈଶ୍ବରଙ୍କ ପ୍ରତି ଆପଣା ସେବାର ଜୀବନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଦୌଡ ପ୍ରତିଯୋଗିତାରେ ଆପଣା ପାଦରେ ଦୌଡୁଛନ୍ତି I ବିକଳ୍ପ ଅନୁବାଦ: “ମୋହର ଯାହା କରିବାର ଆବଶ୍ୟକ ଥିଲା, ତାହା ମୁଁ ସମ୍ପୂର୍ଣ୍ଣ କରିଅଛି” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 8087.