Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-04 14:04:46 +00:00
parent a9c86b82b5
commit 254a829ce8
1 changed files with 2 additions and 2 deletions

View File

@ -18,8 +18,8 @@ LUK 1 5 l228 figs-explicit ἐφημερίας 1 ଅବିୟଙ୍କ ଦଳର
LUK 1 5 gzw1 Ἀβιά 1 of Abijah ଅବିୟ ଜଣେ ବ୍ୟକ୍ତିର ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]])
LUK 1 5 nnu9 figs-explicit καὶ γυνὴ αὐτῷ ἐκ τῶν θυγατέρων Ἀαρών 1 ହାରୋଣ ବଂଶର କନ୍ୟାଠାରୁ ସଂପୂର୍ଣ୍ଣ ଭାବରେ ଏହାର ଅର୍ଥ ଏହା ଯେ ଜିଖରୀୟଙ୍କ ପରି ସେ ମଧ୍ୟ
ପ୍ରଥମ ମହାଯାଜକ ହାରୋଣଙ୍କ ଯାଜକମାନଙ୍କ ବଂଶରୁ ଆସିଥିଲେ। ବିକଳ୍ପ ଅନୁବାଦ: “ତାଙ୍କ ପତ୍ନୀ
ମଧ୍ୟ ଯାଜକମାନଙ୍କ ବଂଶରୁ ଆସିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 1 5 d3ua ἐκ τῶν θυγατέρων Ἀαρών 1 ତାହାଙ୍କ ଭାର୍ଯ୍ୟା
ହାରୋଣ ବଂଶର କନ୍ୟାଥିଲେ ଏଠାରେ, କନ୍ୟା ଶବ୍ଦର ଅର୍ଥ “ବଂଶଧର” ଅଟେ । ବିକଳ୍ପ
ଅନୁବାଦ: “ତାଙ୍କ ପତ୍ନୀ ହାରୋଣଙ୍କ ବଂଶଧର ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 6 uu87 ἐναντίον τοῦ Θεοῦ 1 before God ଈଶ୍ୱରଙ୍କ ଦୃଷ୍ଟିରେ ବା “ଈଶ୍ୱରଙ୍କ ମତରେ”
LUK 1 6 csc9 πάσαις ταῖς ἐντολαῖς καὶ δικαιώμασιν τοῦ Κυρίου 1 all the commandments and statutes of the Lord ପ୍ରଭୁ ଯାହା ସବୁ ଆଜ୍ଞା ଦେଇଥିଲେ ଓ ଯାହା ସବୁ ପାଳନ କରିବା ଆବଶ୍ୟକ ଥିଲା
LUK 1 6 uu87 ἐναντίον τοῦ Θεοῦ 1 ଈଶ୍ବରଙ୍କ ଦୃଷ୍ଟିରେ “ଯେଉଁଠାରେ ଈଶ୍ଵର ସେମାନଙ୍କୁ ଦେଖିପାରିବେ” ଅର୍ଥରେ
ଲୂକ ଏହି ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି ।
ସାଙ୍କେତିକ ଭାବରେ ଦେଖିବା ଅର୍ଥ ଧ୍ୟାନଦେବା ଏବଂ ବିଚାର କରିବା ଅଟେ । ବିକଳ୍ପ
ଅନୁବାଦ: “ଈଶ୍ଵରଙ୍କ ବିଚାରରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 6 csc9 πάσαις ταῖς ἐντολαῖς καὶ δικαιώμασιν τοῦ Κυρίου 1 ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ପ୍ରଭୁ ଯାହା ସବୁ ଆଜ୍ଞା ଦେଇଥିଲେ ଓ ଯାହା ସବୁ ପାଳନ କରିବା ଆବଶ୍ୟକ ଥିଲା
LUK 1 7 c7cj καὶ 1 But ଏହି ବିପରୀତାର୍ଥକ ଶବ୍ଦ ଦର୍ଶାଏ ଯେ, ଏହା ପରେ ଯାହା ଘଟିଥିଲା ତାହା ଅପେକ୍ଷାର ବିପରୀତ ଅଟେ I ଲୋକମାନେ ଅପେକ୍ଷା କରୁଥିଲେ ଯେ ଯଦି ସେମାନେ ଉତ୍ତମ କାର୍ଯ୍ୟ କରିବେ, ଈଶ୍ୱର ସେମାନଙ୍କୁ ସନ୍ତାନସନ୍ତତି ଦେବେ I ଯଦିଓ ଏହି ଦମ୍ପତ୍ତି ଉତ୍ତମ କାର୍ଯ୍ୟ କରୁଥିଲେ, ତଥାପି ସେମାନଙ୍କର କୌଣସି ସନ୍ତାନ ନ ଥିଲା I
LUK 1 8 jr7f ἐγένετο δὲ 1 Now it came about କାହାଣୀରେ ପୃଷ୍ଠଭୂମି ତଥ୍ୟଠାରୁ କାହାଣୀର ପାତ୍ରମାନଙ୍କ ଆଡ଼କୁ ପରିବର୍ତ୍ତିତ ହେବା ବିଷୟକୁ ଚିହ୍ନିତ କରିବା ନିମନ୍ତେ ଏହି ପଦଟି ବ୍ୟବହାର କରାଯାଇଛି I
LUK 1 8 vyl8 figs-explicit ἐν τῷ ἱερατεύειν αὐτὸν ... ἔναντι τοῦ Θεοῦ 1 while Zechariah was performing his priestly duties before God ଏହା ସୂଚାଏ ଯେ ଜିଖରିୟ ଈଶ୍ୱରଙ୍କ ମନ୍ଦିରରେ ଥିଲେ ଏବଂ ଏହି ଯାଜକୀୟ କର୍ତ୍ତବ୍ୟକର୍ମଗୁଡିକ ଈଶ୍ୱରଙ୍କ ଉପାସନା କରିବାର ଅଂଶବିଶେଷ ଥିଲା I (ଦେଖ: [[rc://or/ta/man/translate/figs-explicit]])

Can't render this file because it is too large.