Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-29 15:18:52 +00:00
parent 5937cfbba2
commit 252de78a35
1 changed files with 1 additions and 1 deletions

View File

@ -3102,7 +3102,7 @@ LUK 24 33 dw85 τοὺς ἕνδεκα 1 the eleven ଆପଣ [୨୪:୯](../2
LUK 24 34 kyn4 λέγοντας 1 saying ଏହି ବାକ୍ୟଗୁଡ଼ିକ ଯିରୂଶାଲମରେ ପ୍ରେରିତ ଏବଂ ଶିଷ୍ୟମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ, ଇମ୍ମାୟୁରୁ ଫେରି ଆସିଥିବା ଦୁଇ ବ୍ୟକ୍ତିଙ୍କ ପାଇଁ ନୁହେଁ । ବିକଳ୍ପ ଅନୁବାଦ: “ଏବଂ ସେମାନେ କହିଲେ”
LUK 24 35 stf9 καὶ αὐτοὶ ἐξηγοῦντο 1 Then they told
LUK 24 35 fb1r τὰ ἐν τῇ ὁδῷ 1 the things that happened on the way ଲୂକ  ଏହି କାହାଣୀକୁ ସଂକ୍ଷିପ୍ତ କରି କହନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହାର ଅର୍ଥକୁ ଆପଣ ଅନୁବାଦକରି ପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ଯାତ୍ରାରେ କ’ଣ ଘଟିଥିଲା” କିମ୍ବା<br>“ସେମାନେ ଯାତ୍ରା କରିବା ସମୟରେ ଯୀଶୁ କିପରି ସେମାନଙ୍କ ସହ ଯୋଗ ଦେଇଥିଲେ ଏବଂ ସେମାନେ ତାଙ୍କ ସହ ତାହାଙ୍କ ବିଷୟରେ କ’ଣ କଥାବାର୍ତ୍ତା କରିଥିଲେ” (ଦେଖନ୍ତୁ: <br>[[rc://en/ta/man/translate/figs-ellipsis]])
LUK 24 35 mnn2 figs-activepassive ὡς ἐγνώσθη αὐτοῖς 1 how Jesus was made known to them ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ କିପରି ଯୀଶୁଙ୍କୁ ଚିହ୍ନିଲେ” (ଦେଖ: [[rc://or/ta/man/translate/figs-activepassive]])
LUK 24 35 mnn2 figs-activepassive ὡς ἐγνώσθη αὐτοῖς 1 how Jesus was made known to them ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଏକ କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ସେମାନେ କିପରି ଯୀଶୁଙ୍କୁ ଚିହ୍ନି ପାରିଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 24 35 y3f8 ἐν τῇ κλάσει τοῦ ἄρτου 1 in the breaking of the bread ଯେତେବେଳେ ଯୀଶୁ ରୋଟୀ ଭାଙ୍ଗିଲେ କିମ୍ବା “ଯେତେବେଳେ ଯୀଶୁ ରୋଟିକୁ ଖଣ୍ଡ ଖଣ୍ଡ କଲେ”
LUK 24 36 e8i4 0 General Information:
LUK 24 36 rt8d figs-rpronouns αὐτὸς 1 Jesus himself “ସେ ନିଜକୁ” ଶବ୍ଦ ଯୀଶୁଙ୍କ ଉପରେ ଏବଂ ଯୀଶୁ ନିଜେ ସେମାନଙ୍କୁ ଦର୍ଶନ ଦେବାର ଆଶ୍ଚର୍ଯ୍ୟ ବିଷୟ ଉପରେ ଧ୍ୟାନ କେନ୍ଦ୍ରୀତ କରେ I ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂନରୁତ୍ଥାନ ପରେ ତାଙ୍କୁ ଦେଖି ନ ଥିଲେ I (ଦେଖ: [[rc://or/ta/man/translate/figs-rpronouns]])

Can't render this file because it is too large.