Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-29 15:16:37 +00:00
parent ab17da2f25
commit 5937cfbba2
1 changed files with 2 additions and 2 deletions

View File

@ -3101,10 +3101,10 @@ LUK 24 33 ar2c ἀναστάντες 1 they rose up [୨୪:୧୨](../24/12.md
LUK 24 33 dw85 τοὺς ἕνδεκα 1 the eleven ଆପଣ [୨୪:୯](../24/09.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।  (ଦେଖନ୍ତୁ:
[[rc://en/ta/man/translate/translate-names]])
LUK 24 34 kyn4 λέγοντας 1 saying ଏହି ବାକ୍ୟଗୁଡ଼ିକ ଯିରୂଶାଲମରେ ପ୍ରେରିତ ଏବଂ ଶିଷ୍ୟମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ, ଇମ୍ମାୟୁରୁ ଫେରି ଆସିଥିବା ଦୁଇ ବ୍ୟକ୍ତିଙ୍କ ପାଇଁ ନୁହେଁ । ବିକଳ୍ପ ଅନୁବାଦ: “ଏବଂ ସେମାନେ କହିଲେ”
LUK 24 35 stf9 καὶ αὐτοὶ ἐξηγοῦντο 1 Then they told
LUK 24 35 fb1r τὰ ἐν τῇ ὁδῷ 1 the things that happened on the way ଲୂକ  ଏହି କାହାଣୀକୁ ସଂକ୍ଷିପ୍ତ କରି କହନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହାର ଅର୍ଥକୁ ଆପଣ ଅନୁବାଦକରି ପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ଯାତ୍ରାରେ କ’ଣ ଘଟିଥିଲା” କିମ୍ବା
“ସେମାନେ ଯାତ୍ରା କରିବା ସମୟରେ ଯୀଶୁ କିପରି ସେମାନଙ୍କ ସହ ଯୋଗ ଦେଇଥିଲେ ଏବଂ ସେମାନେ ତାଙ୍କ ସହ ତାହାଙ୍କ ବିଷୟରେ କ’ଣ କଥାବାର୍ତ୍ତା କରିଥିଲେ” (ଦେଖନ୍ତୁ:

LUK 24 35 fb1r τὰ ἐν τῇ ὁδῷ 1 the things that happened on the way ଲୂକ  ଏହି କାହାଣୀକୁ ସଂକ୍ଷିପ୍ତ କରି କହନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହାର ଅର୍ଥକୁ ଆପଣ ଅନୁବାଦକରି ପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ଯାତ୍ରାରେ କ’ଣ ଘଟିଥିଲା” କିମ୍ବା
“ସେମାନେ ଯାତ୍ରା କରିବା ସମୟରେ ଯୀଶୁ କିପରି ସେମାନଙ୍କ ସହ ଯୋଗ ଦେଇଥିଲେ ଏବଂ ସେମାନେ ତାଙ୍କ ସହ ତାହାଙ୍କ ବିଷୟରେ କ’ଣ କଥାବାର୍ତ୍ତା କରିଥିଲେ” (ଦେଖନ୍ତୁ:
[[rc://en/ta/man/translate/figs-ellipsis]])
LUK 24 35 mnn2 figs-activepassive ὡς ἐγνώσθη αὐτοῖς 1 how Jesus was made known to them ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ କିପରି ଯୀଶୁଙ୍କୁ ଚିହ୍ନିଲେ” (ଦେଖ: [[rc://or/ta/man/translate/figs-activepassive]])
LUK 24 35 y3f8 ἐν τῇ κλάσει τοῦ ἄρτου 1 in the breaking of the bread ଯେତେବେଳେ ଯୀଶୁ ରୋଟୀ ଭାଙ୍ଗିଲେ କିମ୍ବା “ଯେତେବେଳେ ଯୀଶୁ ରୋଟିକୁ ଖଣ୍ଡ ଖଣ୍ଡ କଲେ”
LUK 24 36 e8i4 0 General Information: ଯୀଶୁ ଶିଷ୍ୟମାନଙ୍କୁ ଦେଖାଦେଲେ I ଯେତେବେଳେ ସେହି ଦୁଇଜଣ ଲୋକ ପୂର୍ବରୁ ଏଗାରଜଣ ରହୁଥିବା ସେହି ଗୃହରେ ପହଞ୍ଚିଲେ, ଯୀଶୁ ସେମାନଙ୍କ ସହିତ ନ ଥିଲେ I
LUK 24 36 e8i4 0 General Information:
LUK 24 36 rt8d figs-rpronouns αὐτὸς 1 Jesus himself “ସେ ନିଜକୁ” ଶବ୍ଦ ଯୀଶୁଙ୍କ ଉପରେ ଏବଂ ଯୀଶୁ ନିଜେ ସେମାନଙ୍କୁ ଦର୍ଶନ ଦେବାର ଆଶ୍ଚର୍ଯ୍ୟ ବିଷୟ ଉପରେ ଧ୍ୟାନ କେନ୍ଦ୍ରୀତ କରେ I ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂନରୁତ୍ଥାନ ପରେ ତାଙ୍କୁ ଦେଖି ନ ଥିଲେ I (ଦେଖ: [[rc://or/ta/man/translate/figs-rpronouns]])
LUK 24 36 q7yl ἐν μέσῳ αὐτῶν 1 in the midst of them ସେମାନଙ୍କ ମଧ୍ୟରେ
LUK 24 36 pnl1 figs-you εἰρήνη ὑμῖν 1 Peace be to you "ତୁମ୍ଭେମାନେ ଶାନ୍ତି ପାଅ କିମ୍ବା “ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତି ଦିଅନ୍ତୁ!"" “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I (ଦେଖ: [[rc://or/ta/man/translate/figs-you]])

Can't render this file because it is too large.