Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 13:27:29 +00:00
parent 9eac5ca123
commit 21957ecf5b
1 changed files with 1 additions and 1 deletions

View File

@ -508,7 +508,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 17 j201 figs-metaphor πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 how does the love of God remain in him? ରହିବା ଶବ୍ଦର ଆଲୋଚନା 1 ଯୋହନ ପରିଚୟର ଭାଗ 3 ରେ ଦେଖନ୍ତୁ । [2:14](https://create.translationcore.com/02/14.md) ପରି, ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କଠାରୁ ଆସିଥିବା ପ୍ରେମରେ ଅନ୍ୟମାନଙ୍କୁ ପ୍ରେମ କରେ  ନାହିଁ!” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 17 j202 figs-possession πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 the love of God [2:5](https://create.translationcore.com/02/05.md) ପରି, **ଈଶ୍ଵରଙ୍କ ପ୍ରେମ** ବାକ୍ୟାଂଶର ଅର୍ଥ ହୋଇପାରେ: (1) ଈଶ୍ଵରଙ୍କୁ ପ୍ରେମକରୁଥିବା ଲୋକେ | ବିକଳ୍ପ ଅନୁବାଦ: " ସତରେ କ’ଣ ସେ ଈଶ୍ଵରଙ୍କ ପ୍ରେମ ପ୍ରାପ୍ତ କରିଛି" (2) ଲୋକମାନଙ୍କୁ ପ୍ରେମ କରୁଥିବା ଈଶ୍ଵର | ବିକଳ୍ପ ଅନୁବାଦ: "ସେ ପ୍ରକୃତରେ ଈଶ୍ଵରଙ୍କୁ ପ୍ରେମ କରିବା ସମ୍ଭବ ଅଟେ କି" ଆମେ ସୁପାରିଶ କରୁଥିବା ବିକଳ୍ପ (1) କିନ୍ତୁ ଯୋହନ ହୁଏତ ଏଠାରେ ଉଭୟ ଅର୍ଥକୁ ପ୍ରକାଶ କରୁଥିଲେ, ତେଣୁ ଯଦି ଆପଣଙ୍କ ଅନୁବାଦ ସମ୍ଭାବନାକୁ ଉନ୍ମୁକ୍ତ ରଖେ ତେବେ ଏହା ସର୍ବୋତ୍ତମ ହେବ | ବିକଳ୍ପ ଅନୁବାଦ: "ସେ କ’ଣ ପ୍ରକୃତରେ ଅନ୍ୟମାନଙ୍କୁ ପ୍ରେମ କରେ ଯେପରି ଈଶ୍ଵର ତାହାକୁ ପ୍ରେମ କରନ୍ତି" (See: [[rc://en/ta/man/translate/figs-possession]])
1JN 3 18 j203 figs-metonymy μὴ ἀγαπῶμεν λόγῳ, μηδὲ τῇ γλώσσῃ 1 let us not love in word, nor in tongue ଯୋହନ ଜଣେ ବ୍ୟକ୍ତିର ଉକ୍ତ ବିଷୟକୁ ବୁଝାଇବାକୁ **ବାକ୍ୟ** ଏବଂ **ଜିହ୍ୱାରେ** ବାକ୍ୟାଂଶଗୁଡ଼ିକୁ  ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ କେବଳ ପ୍ରେମ କରୁ ବୋଲି ନ କହୁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 18 b4mm figs-hyperbole μὴ ἀγαπῶμεν λόγῳ, μηδὲ τῇ γλώσσῃ 1 John is not saying that we should never express love through words. He is using hyperbole to make a contrast between words and actions. If this would be clearer in your language you can include a word such as “only” or “merely.” Alternate translation: “let us not love only by what we say” (See: [[rc://en/ta/man/translate/figs-hyperbole]])
1JN 3 18 b4mm figs-hyperbole μὴ ἀγαπῶμεν λόγῳ, μηδὲ τῇ γλώσσῃ 1 ଆମ୍ଭେମାନେ କଦାପି କେବଳ ଶବ୍ଦରେ ପ୍ରେମ ପ୍ରକାଶ କରିବା ଉଚିତ ନୁହେଁ ବୋଲି ଯୋହନ ଜହାନ୍ତି ନାହିଁ | ସେ ବାକ୍ୟ ଏବଂ କର୍ମ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବାକୁ ଅତିଶୟୋକ୍ତି ଅଳଙ୍କାରକୁ ବ୍ୟବହାର କରନ୍ତି | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ “କେବଳ” କିମ୍ବା “ମାତ୍ର” ପରି ଶବ୍ଦ ଅନ୍ତର୍ଭୁକ୍ତ କରିପାରିବେ | ବିକଳ୍ପ ଅନୁବାଦ: “କେବଳ ବାକ୍ୟରେ ପ୍ରେମ ନ କରୁ” (See: [[rc://en/ta/man/translate/figs-hyperbole]])
1JN 3 18 j204 figs-ellipsis ἀλλὰ ἐν ἔργῳ καὶ ἀληθείᾳ 1 but in deed and truth ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟର ପୂର୍ବରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ କାର୍ଯ୍ୟରେ ଏବଂ ସତ୍ୟରେ ପ୍ରେମ କରୁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 18 j205 figs-hendiadys ἐν ἔργῳ καὶ ἀληθείᾳ 1 in deed and truth ଯୋହନ  ଏବଂ ସହ ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଏକ ଧାରଣା ପ୍ରକାଶ କରନ୍ତି  । ସତ୍ୟ ଶବ୍ଦଟି ଗୁଣକୁ ସୂଚାଇଥାଏ ଯାହା ପ୍ରେମର କାର୍ଯ୍ୟରେ ମଧ୍ୟରେ ଥାଏ। ବିକଳ୍ପ ଅନୁବାଦ: “ପ୍ରକୃତ, କାର୍ଯ୍ୟରେ” ( [[rc://en/ta/man/translate/figs-hendiadys]]ଦେଖନ୍ତୁ)
1JN 3 19 j206 translate-versebridge ἐν τούτῳ γνωσόμεθα…καὶ…πείσομεν τὰς καρδίας ἡμῶν 1 In this we will know … and we will persuade our hearts ଯୋହନ ଏହି ପର୍ବରେ ଏକ ପରିଣାମ ବର୍ଣ୍ଣନା କରନ୍ତି । ସେ ପରବର୍ତ୍ତୀ ପର୍ବରେ ସେହି ପରିଣାମର କାରଣ ପ୍ରଦାନ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ପର୍ବ ସେତୁ  କରି ପରିଣାମ ପୂର୍ବରୁ ଏହାର କାରଣ ଉଲ୍ଲେଖ କରିପାରିବେ । ଆପଣ ଆପଣଙ୍କ ଅନୁବାଦରେ ପ୍ରଥମେ [3:20](https://create.translationcore.com/03/20.md) ଉଲ୍ଲେଖ କରି, ଏହାକୁ ଏକ ପୃଥକ ବାକ୍ୟରେ ପରିଣତ କରି “ସେହି” ଶବ୍ଦର ଉଭୟ ଉଦାହରଣ ଛାଡି ପାରିବେ । ନିମ୍ନଲିଖିତ ପରାମର୍ଶ ପରି ଏହାକୁ ଅନୁବାଦ କରି ଆପଣ ଏହି ପଦଟିକୁ ପରବର୍ତ୍ତୀ ପର୍ବରେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ସେପରି ଭାବରେ ଆମ୍ଭେମାନେ  ଜାଣିପାରିବା… ଏବଂ ଆମ୍ଭେମାନେ  କିପରି ଆମ୍ଭମାନଙ୍କରର ହୃଦୟକୁ ବଶବର୍ତ୍ତୀ କରିପାରିବା” ( [[rc://en/ta/man/translate/translate-versebridge]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.