Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 13:23:46 +00:00
parent ae1b220a38
commit 9eac5ca123
1 changed files with 6 additions and 6 deletions

View File

@ -506,7 +506,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 17 j199 figs-hypo ὃς…ἂν ἔχῃ τὸν βίον τοῦ κόσμου 1 whoever has the possessions of the world ଯୋହନ ଏହି ଅଭିବ୍ୟକ୍ତିକୁ ଏକ ଉପକଳ୍ପିତ  ପରିସ୍ଥିତିର ପରିଚୟ ଦେବା ପାଇଁ ବ୍ୟବହାର କରନ୍ତି, ଯେଉଁ ବିଷୟରେ ସେଏହି ପର୍ବରେ ବିଷୟରେ ଆଲୋଚନା କରନ୍ତି । ଏହାକୁ ଦେଖାଇବା ପାଇଁ UST ଏହି ଶବ୍ଦକୁ ଅନୁବାଦ କରିବା ପାଇଁ  ଏକ ଉପାୟ ଅବିଷ୍କାର କରେ । ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 3 17 j200 figs-metaphor τὸν ἀδελφὸν αὐτοῦ 1 his brother ଆପଣ ଏହି ଶବ୍ଦକୁ [2:9](https://create.translationcore.com/02/09.md) ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 17 j201 figs-metaphor πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 how does the love of God remain in him? ରହିବା ଶବ୍ଦର ଆଲୋଚନା 1 ଯୋହନ ପରିଚୟର ଭାଗ 3 ରେ ଦେଖନ୍ତୁ । [2:14](https://create.translationcore.com/02/14.md) ପରି, ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କଠାରୁ ଆସିଥିବା ପ୍ରେମରେ ଅନ୍ୟମାନଙ୍କୁ ପ୍ରେମ କରେ  ନାହିଁ!” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 17 j202 figs-possession πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 the love of God As in [2:5](https://create.translationcore.com/02/05.md), the phrase **the love of God** could mean: (1) God loving people. Alternate translation: “Is it possible that he has truly received God's love” (2) a person loving God. Alternate translation: “is it really possible that he truly loves God” We recommend option (1) if you must choose. But it is probable that John intends both meanings here, so if your translation can leave the possibilities open, that would be best. Alternate translation: “is he really loving others the way that God loves him” (See: [[rc://en/ta/man/translate/figs-possession]])
1JN 3 17 j202 figs-possession πῶς ἡ ἀγάπη τοῦ Θεοῦ μένει ἐν αὐτῷ 1 the love of God [2:5](https://create.translationcore.com/02/05.md) ପରି, **ଈଶ୍ଵରଙ୍କ ପ୍ରେମ** ବାକ୍ୟାଂଶର ଅର୍ଥ ହୋଇପାରେ: (1) ଈଶ୍ଵରଙ୍କୁ ପ୍ରେମକରୁଥିବା ଲୋକେ | ବିକଳ୍ପ ଅନୁବାଦ: " ସତରେ କ’ଣ ସେ ଈଶ୍ଵରଙ୍କ ପ୍ରେମ ପ୍ରାପ୍ତ କରିଛି" (2) ଲୋକମାନଙ୍କୁ ପ୍ରେମ କରୁଥିବା ଈଶ୍ଵର | ବିକଳ୍ପ ଅନୁବାଦ: "ସେ ପ୍ରକୃତରେ ଈଶ୍ଵରଙ୍କୁ ପ୍ରେମ କରିବା ସମ୍ଭବ ଅଟେ କି" ଆମେ ସୁପାରିଶ କରୁଥିବା ବିକଳ୍ପ (1) କିନ୍ତୁ ଯୋହନ ହୁଏତ ଏଠାରେ ଉଭୟ ଅର୍ଥକୁ ପ୍ରକାଶ କରୁଥିଲେ, ତେଣୁ ଯଦି ଆପଣଙ୍କ ଅନୁବାଦ ସମ୍ଭାବନାକୁ ଉନ୍ମୁକ୍ତ ରଖେ ତେବେ ଏହା ସର୍ବୋତ୍ତମ ହେବ | ବିକଳ୍ପ ଅନୁବାଦ: "ସେ କ’ଣ ପ୍ରକୃତରେ ଅନ୍ୟମାନଙ୍କୁ ପ୍ରେମ କରେ ଯେପରି ଈଶ୍ଵର ତାହାକୁ ପ୍ରେମ କରନ୍ତି" (See: [[rc://en/ta/man/translate/figs-possession]])
1JN 3 18 j203 figs-metonymy μὴ ἀγαπῶμεν λόγῳ, μηδὲ τῇ γλώσσῃ 1 let us not love in word, nor in tongue ଯୋହନ ଜଣେ ବ୍ୟକ୍ତିର ଉକ୍ତ ବିଷୟକୁ ବୁଝାଇବାକୁ **ବାକ୍ୟ** ଏବଂ **ଜିହ୍ୱାରେ** ବାକ୍ୟାଂଶଗୁଡ଼ିକୁ  ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ କେବଳ ପ୍ରେମ କରୁ ବୋଲି ନ କହୁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 18 b4mm figs-hyperbole μὴ ἀγαπῶμεν λόγῳ, μηδὲ τῇ γλώσσῃ 1 John is not saying that we should never express love through words. He is using hyperbole to make a contrast between words and actions. If this would be clearer in your language you can include a word such as “only” or “merely.” Alternate translation: “let us not love only by what we say” (See: [[rc://en/ta/man/translate/figs-hyperbole]])
1JN 3 18 j204 figs-ellipsis ἀλλὰ ἐν ἔργῳ καὶ ἀληθείᾳ 1 but in deed and truth ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟର ପୂର୍ବରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ କାର୍ଯ୍ୟରେ ଏବଂ ସତ୍ୟରେ ପ୍ରେମ କରୁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
@ -593,10 +593,10 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 14 j277 figs-metonymy Σωτῆρα τοῦ κόσμου 1 as the Savior of the world ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 15 j278 figs-hypo ὃς ἐὰν ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ 1 Whoever confesses that Jesus is the Son of God, God remains in him, and he in God ଏଠାରେ ଯୋହନ  ପ୍ରକୃତରେ ଏକ ସର୍ତ୍ତମୂଳକ ବାକ୍ୟ ଉପସ୍ଥାପନ କରନ୍ତି। ଯଦି ସେ ପ୍ରଥମ ବାକ୍ୟରେ ଯାହା ବର୍ଣ୍ଣନା କରନ୍ତି ତାହା ଘଟେ ତେବେ ସେ କହନ୍ତି  ଯେ ଦ୍ୱିତୀୟ ବାକ୍ୟରେ ସେ ଯାହା ବର୍ଣ୍ଣନା କରିଛନ୍ତି ତାହା କେବଳ ଘଟିବ, ଯଦିଓ ଏହା ନିଶ୍ଚିତ ଭାବରେ ଘଟିବ । ବିକଳ୍ପ ଅନୁବାଦ: “ଯଦି କେହି ସ୍ୱୀକାର କରେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି, ତେବେ ଈଶ୍ଵର  ତାହାଙ୍କଠାରେ ବାସ କରିବେ ଏବଂ ସେ ଈଶ୍ଵରଙ୍କଠାରେ ରହିବେ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 4 16 j279 figs-exclusive ἡμεῖς…ἡμῖν 1 we … us ଏଠାରେ ଏବଂ ଏହି ପତ୍ରରେ , ଯୋହନ ନିଜ ବିଷୟରେ ଏବଂ ବିଶ୍ଵାସୀମାନଙ୍କ ବିଷୟରେ ଥରେ ଉଲ୍ଲେଖ କରନ୍ତି ଯାହାଙ୍କୁ ସେ ଏହି ପତ୍ର  ଲେଖୁଛନ୍ତି, ତେଣୁ ଆମ୍ଭେମାନେ  ଏବଂ ଆମ୍ଭମାନଙ୍କର  ଶବ୍ଦ ସମଷ୍ଟିବାଚକ ବିଶେଷ୍ୟ ଅଟେ, ଏବଂ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସମଷ୍ଟିବାଚକ ଶବ୍ଦକୁ ବ୍ୟବହାର କରନ୍ତୁ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 17 j284 figs-idiom ἐν τῇ ἡμέρᾳ τῆς κρίσεως 1 in the day of judgment
1JN 4 17 j282 figs-explicit ἵνα παρρησίαν ἔχωμεν 1 so that we may have confidence
1JN 4 17 bp6d writing-pronouns ἐν τούτῳ 1
1JN 4 17 j284 figs-idiom ἐν τῇ ἡμέρᾳ τῆς κρίσεως 1 in the day of judgment ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ସାଙ୍କେତିକ ଭାବରେ ଯୋହନ **ଦିନ** ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେଉଁ ସମୟରେ ଈଶ୍ଵର ଆମ୍ଭମାନଙ୍କର ବିଚାର କରିବେ ।” (See: [[rc://en/ta/man/translate/figs-idiom]])
1JN 4 17 j282 figs-explicit ἵνα παρρησίαν ἔχωμεν 1 so that we may have confidence ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ବିଶ୍ଵାସୀମାଣେ କେଉଁ **ବିଶ୍ୱାସ** ରଖିବେ ସେହି ବିଷୟରେ ଆପଣ ସ୍ପଷ୍ଟ ଭାବରେ କହିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ଆମ୍ଭେମାନେ ନିଶ୍ଚିତ ହେବା ଯେ ଈଶ୍ଵର ଆମ୍ଭମାନଙ୍କର ପାପ କ୍ଷମା କରିଛନ୍ତି ଏବଂ ଆମ୍ଭମାନଙ୍କୁ ଗ୍ରହଣ କରିବେ ।” (See: [[rc://en/ta/man/translate/figs-explicit]])
1JN 4 17 bp6d writing-pronouns ἐν τούτῳ 1 **ଏଥିରେ** ବାକ୍ୟାଂଶର ଅର୍ଥ ହୋଇପାରେ: (1) ପର୍ବ 16ର ଶେଷ ପଦକୁ ।  ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରେ ରହି,” (2) ବାକ୍ୟାଂଶର ଆରମ୍ଭକୁ **କାରଣ ସେହି ଜଣକ ପରି** । ବିକଳ୍ପ ଅନୁବାଦ: “ଯୀଶୁ ଯେପରି ପ୍ରେମ କରି ସେହିପରି ଅନ୍ୟମାନଙ୍କୁ ପ୍ରେମ କରିବା ଦ୍ୱାରା,” (See: [[rc://en/ta/man/translate/writing-pronouns]])
1JN 5 16 j342 figs-declarative αἰτήσει 1 he will ask ଯୋହନ  ଏକ ନିର୍ଦ୍ଦେଶ ଏବଂ ଆଜ୍ଞା ଦେବା ପାଇଁ ଭବିଷ୍ୟତ ବାକ୍ୟ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ସେ ସେହି ସହ ବିଶ୍ଵାସୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍” ( [[rc://en/ta/man/translate/figs-declarative]]ଦେଖନ୍ତୁ)
1JN 5 10 j326 guidelines-sonofgodprinciples τὸν Υἱὸν τοῦ Θεοῦ 1 the Son of God
1JN 5 1 j300 ὁ Χριστὸς 1 the Christ “ମସିହ” ନିମନ୍ତେ  ଗ୍ରୀକ୍ ଶବ୍ଦ “ଖ୍ରୀଷ୍ଟ” ଅଟେ । ବିକଳ୍ପ ଅନୁବାଦ: “ମସୀହ”
1JN 5 10 j326 guidelines-sonofgodprinciples τὸν Υἱὸν τοῦ Θεοῦ 1 the Son of God **ଈଶ୍ଵରଙ୍କ ପୁତ୍ର ବାକ୍ୟାଂଶ ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (See: [[rc://en/ta/man/translate/guidelinessonofgodprinciples]])**
1JN 5 1 j300 ὁ Χριστὸς 1 the Christ “ମସିହ” ନିମନ୍ତେ  ଗ୍ରୀକ୍ ଶବ୍ଦ “**ଖ୍ରୀଷ୍ଟ**” ଅଟେ । ବିକଳ୍ପ ଅନୁବାଦ: “ମସୀହ”
1JN 5 1 ex42 checking/headings 0

Can't render this file because it contains an unexpected character in line 2 and column 3771.