Edit 'en_tn_63-1JN.tsv' using 'tc-create-app'
This commit is contained in:
parent
3fa0a2b65c
commit
1fe5983070
|
@ -285,7 +285,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
|
|||
1JN 5 20 n1nh δέδωκεν ἡμῖν διάνοιαν 1 has given us understanding ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବୁଝିବା” ପରି ଏକ କ୍ରିୟା ସହିତ ଭାବ ବାଚକ ବିଶେଷ୍ୟ ବୁଝିବା ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “**ବୁଝିବାକୁ** ଆମ୍ଭମାନଙ୍କୁ ସକ୍ଷମ କରିଛନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
|
||||
1JN 5 20 ge7c figs-metaphor ἐσμὲν ἐν τῷ Ἀληθινῷ 1 we are in him who is true [2:5](https://create.translationcore.com/02/05.md) ଯେପରି, ବିଶ୍ଵାସୀମାନେ ଈଶ୍ଵର ଏବଂ ଯୀଶୁଙ୍କ ଭିତରେ ରହିପାରନ୍ତି ବୋଲି ଯୋହନ ଆଳଙ୍କାରିକ ଭାବରେ କହନ୍ତି । ଏହି ଅଭିବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ଦର୍ଶାଏ । ବିକଳ୍ପ ଅନୁବାଦ: “ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ଘନିଷ୍ଠ ସମ୍ପର୍କ ଅଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
|
||||
1JN 5 20 hvr7 τὸν Ἀληθινόν 1 him who is true ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ଯୋହନ ବିଶେଷଣ ଭାବରେ **ସତ୍ୟ** ବିଶେଷଣକୁ ବ୍ୟବହାର କରନ୍ତି । ଏହାକୁ ଦେଖାଇବା ପାଇଁ ULT **ଜଣେ** ଶବ୍ଦକୁ ଯୋଗ କରେ । ଆପଣଙ୍କ ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ସତ୍ୟ… ଯିଏ ସତ୍ୟ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
|
||||
1JN 5 20 w5yl οὗτός ἐστιν ὁ ἀληθινὸς Θεὸς 1 This one is the true God **This**<br><br> could refer either to (1) Jesus, who was mentioned just before, or (2) God, who was mentioned earlier. (See: [[rc://en/ta/man/translate/writing-pronouns]])
|
||||
1JN 5 20 w5yl οὗτός ἐστιν ὁ ἀληθινὸς Θεὸς 1 This one is the true God ଏହା ହୁଏତ (1) ଯୀଶୁଙ୍କୁ ସୂଚାଇପାରେ, ଯିଏକି ପୂର୍ବରୁ ଉଲ୍ଲେଖ କରାଯାଇଛନ୍ତି, କିମ୍ବା (2) ଈଶ୍ଵର, ଯିଏ ପୂର୍ବରୁ ଉଲ୍ଲେଖ କରାଯାଇଛନ୍ତି । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
|
||||
1JN 5 20 dz3s figs-metonymy καὶ ... ζωὴ αἰώνιος 1 and eternal life ଯୋହନ **ଏବଂ** ସହିତ ସଂଯୁକ୍ତ ଦୁଇଟି ବିଶେଷ୍ୟ ବାକ୍ୟାଂଶ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରନ୍ତି । ଅନନ୍ତ ଜୀବନ ବାକ୍ୟାଂଶ **ସତ୍ୟ ଈଶ୍ଵରଙ୍କ** ଗୁଣକୁ ଦର୍ଶାଏ, ଯେ ଅନନ୍ତ ଜୀବନ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ସତ୍ୟ ଈଶ୍ଵର, ଯିଏ ଅନନ୍ତ ଜୀବନ ଦିଅନ୍ତି” ( [[rc://en/ta/man/translate/figs-hendiadys]]ଦେଖନ୍ତୁ)
|
||||
1JN 5 21 i3rw figs-metaphor τεκνία 1 Children [2:1](https://create.translationcore.com/02/01.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
|
||||
1JN 5 21 hn4y φυλάξατε ἑαυτὰ ἀπὸ τῶν εἰδώλων 1 keep yourselves from idols ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଦୂରରେ ରୁହ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
|
||||
|
|
Can't render this file because it is too large.
|
Loading…
Reference in New Issue