Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:08:08 +00:00
parent e56aa29ad0
commit 3fa0a2b65c
1 changed files with 1 additions and 1 deletions

View File

@ -275,7 +275,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 14 at5n ἐάν τι αἰτώμεθα κατὰ τὸ θέλημα αὐτοῦ 1 if we ask anything according to his will ବିକଳ୍ପ ଅନୁବାଦ: “ଯଦି ଈଶ୍ଵରଙ୍କ ଇଚ୍ଛାନୁସାରେ ଆମ୍ଭେମାନେ କୌଣସି ପ୍ରାର୍ଥନା କରୁ”
1JN 5 15 ev49 οἴδαμεν ὅτι ... ἔχομεν τὰ αἰτήματα ἃ ᾐτήκαμεν ἀπ’ αὐτοῦ 1 we know that we have whatever we have asked of him ବିକଳ୍ପ ଅନୁବାଦ: “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ଈଶ୍ଵରଙ୍କଠାରେ ଯାହା ପ୍ରାର୍ଥନା କରିଛୁ ତାହା ଗ୍ରହଣ କରିବା”
1JN 5 16 sc1f τὸν ἀδελφὸν αὐτοῦ 1 his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 myf6 figs-abstractnouns ζωήν 1 life The word **life** here refers figuratively to spiritual life, that is, to eternal life with God. Alternate translation: “God will make sure that the believer who is sinning is not separated from him eternally” (See: [[rc://en/ta/man/translate/figs-metaphor]])
1JN 5 16 myf6 figs-abstractnouns ζωήν 1 life ଏଠାରେ ଜୀବନ ଶବ୍ଦ ସାଙ୍କେତିକ ଭାବରେ ଆତ୍ମିକ ଜୀବନକୁ, ଅର୍ଥାତ୍ ଈଶ୍ଵରଙ୍କ ସହ ଅନନ୍ତ ଜୀବନକୁ ବୁଝାଏ । ବିକଳ୍ପ ଅନୁବାଦ: "ଈଶ୍ଵର ନିଶ୍ଚିତ କରିବେ ଯେ ପାପ କରୁଥିବା ବିଶ୍ଵାସୀ ତାହାଙ୍କଠାରୁ ସବୁଦିନ ପାଇଁ ଅଲଗା ଯେପରି ନହୁଏ ।" ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 16 q1me θάνατον 1 death ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ **ମୃତ୍ୟୁ** ଶବ୍ଦର ଆଳଙ୍କାରିକ ଅର୍ଥକୁ ଆପଣ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଏହି ପତ୍ରର ପ୍ରସଙ୍ଗରେ, **ମୃତ୍ୟୁ ପ୍ରତି ଏକ ପାପ ଦ୍ୱାରା**, ଯୋହନ ବୋଧହୁଏ ସେହି ଆଚରଣ ବିଷୟରେ କହନ୍ତି  ଯାହା ଭଣ୍ଡ ଶିକ୍ଷକମାନେ ନିୟୋଜିତ ଏବଂ ଉତ୍ସାହିତ କରିଥିଲେ । 1 ଯୋହନ ପରିଚୟର ଭାଗ 3 ଯେପରି ବ୍ୟାଖ୍ୟା କରେ, ଏହି ଭଣ୍ଡ ଶିକ୍ଷକମାନେ ଦାବି କରନ୍ତି ଯେ ଲୋକମାନେ ସେମାନଙ୍କ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ସେମାନେ ସେମାନଙ୍କର କାର୍ଯ୍ୟ ଭୁଲ୍ ବୋଲି ବିଶ୍ୱାସ ନକରି ଅନେକ ଗୁରୁତର ପାପ କରନ୍ତି । ଏହା ଦର୍ଶାଇଲା ଯେ ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ ତ୍ୟାଗ କରି ପବିତ୍ର ଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯୋହନ [5:18](https://create.translationcore.com/05/18.md)ରେ ପୁନର୍ବାର ଏହି ଭଣ୍ଡଶିକ୍ଷାକୁ ସଂଶୋଧନ କରନ୍ତି । ଅର୍ଥାତ୍ ସେ କହୁ ନାହାଁନ୍ତି ଯେ ବିଶ୍ଵାସୀମାନେ ସେମାନଙ୍କ ପାଇଁ ପ୍ରାର୍ଥନା ନ କରନ୍ତୁ,  ବରଂ, ସେ ବ୍ୟାଖ୍ୟା କରନ୍ତି  ଯେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଲାଭଜନକ ନୁହେଁ କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ଵାସ  ଏବଂ ପବିତ୍ର ଆତ୍ମାଙ୍କ ପ୍ରଭାବର ବିପରୀତ ଜୀବନଯାପନ କରିବାକୁ ସ୍ଥିର କରିଛନ୍ତି। ବିକଳ୍ପ ଅନୁବାଦ: “ଭଣ୍ଡ ଶିକ୍ଷକମାନେ କୁହନ୍ତି ଯେ ଲୋକମାନେ ନିଜ ଶରୀରରେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେମାନେ ବିଶ୍ୱାସ ନକରି ଅନେକ ଗମ୍ଭୀର ପାପ କରନ୍ତି  । ଏହା ଦର୍ଶାଏ ଯେ ସେମାନେ ଆଉ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ନାହିଁ, ସେମାନେ ପବିତ୍ରଆତ୍ମାଙ୍କ ପ୍ରଭାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସେମାନେ ଆଉ ଈଶ୍ଵରଙ୍କ ସହ ସମ୍ପର୍କ ରଖୁ ନାହାଁନ୍ତି । ଏହା ସୂଚାଏ ଯେ ସେମାନେ ଅନନ୍ତକାଳ ପାଇଁ ଈଶ୍ଵରଙ୍କଠାରୁ ପୃର୍ଥକ ହେବେ । ସେମାନଙ୍କ ପାଇଁ ପ୍ରାର୍ଥନା କରିବା କୌଣସି ପରିବର୍ତ୍ତନ ଆଣେ ନାହିଁ ”( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 18 f9y9 0 Connecting Statement:
1JN 5 18 l7h8 ὁ ... πονηρὸς οὐχ ἅπτεται αὐτοῦ 1 the evil one cannot harm him [2:13](https://create.translationcore.com/02/13.md)ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT **ଜଣେ** ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)

Can't render this file because it is too large.