Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 08:12:25 +00:00
parent c8433e16d4
commit 1e02d9ca72
1 changed files with 1 additions and 0 deletions

View File

@ -566,3 +566,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 6 j328 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God ଏଠାରେ, ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହାର ଅର୍ଥ [4:4](https://create.translationcore.com/04/04.md) ଏବଂ [4:1-3](https://create.translationcore.com/04/01.md) ର ଅର୍ଥ ସହ ସମାନ  ଅଟେ । ଏହାକୁ UST ମଧ୍ୟ ସେହିପରି ବ୍ୟାଖ୍ୟା କରେ। ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର ଅଟୁ” (2) ଯୋହନ ହୁଏତ ତାହାଙ୍କ ସହ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷା ଦିଅନ୍ତି ବୋଲି କହନ୍ତି କାରଣ ଈଶ୍ଵର ସେମାନଙ୍କୁ ତାହା କରିବାକୁ ପଠାଇଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରର ଆମ୍ଭମାନଙ୍କୁ ପଠାଇଛନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j256 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God If you have decided that **We are from God** means “God has sent us,” and if it would be helpful to your readers, you could say explicitly what God has sent John and the other eyewitnesses to do, either here or in a footnote. Alternate translation: “God has sent us to teach the truth about Jesus as eyewitnesses to his life on earth” (See: [[rc://en/ta/man/translate/figs-idiom]])
1JN 4 6 j257 ὁ γινώσκων τὸν Θεὸν 1 The one who knows God ଯୋହନ  [2:34](https://create.translationcore.com/02/03.md) ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛି”
1JN 4 6 j258 figs-idiom ἀκούει ἡμῶν…οὐκ ἀκούει ἡμῶν 1 listens to us … does not listen to us [4:5](https://create.translationcore.com/04/05.md) ପରି, **ଶୁଣିବା** ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରେ” କିମ୍ବା “ଦ୍ୱାରା ପ୍ରବର୍ତ୍ତାଇବା ।” ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଯାହା ଶିକ୍ଷା ଦେଉ ତାହା ବିଶ୍ଵାସ କରେ….ଆମ୍ଭେମାନେ ଯାହା ଶିକ୍ଷାଦେଉ ତାହା ବିଶ୍ଵାସ  କରେ ନାହିଁ … ( [[rc://en/ta/man/translate/figs-idiom]]ଦେଖନ୍ତୁ

Can't render this file because it contains an unexpected character in line 2 and column 3771.