Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 08:11:59 +00:00
parent 279b68c1fb
commit c8433e16d4
1 changed files with 2 additions and 1 deletions

View File

@ -564,4 +564,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 5 j253 figs-idiom ὁ κόσμος αὐτῶν ἀκούει 1 the world listens to them ******ଶୁଣିବା** ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରିବା” କିମ୍ବା “ବିଶ୍ୱାସ କରାଏ” ଅଟେ । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନେ ସେମାନଙ୍କୁ ବିଶ୍ୱାସ କରନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j254 figs-exclusive ἡμεῖς…ἡμῶν…ἡμῶν 1 We … us … us ଏହି ପର୍ବର ପ୍ରଥମ ତିନୋଟି ବାକ୍ୟରେ ଏହି ସର୍ବନାମଗୁଡ଼ିକ ସ୍ୱତନ୍ତ୍ର ଅଟେ, ଏବଂ ଯଦି ଆପଣଙ୍କ  ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପାଣ ଆପଣଙ୍କ  ଅନୁବାଦରେ ଅନ୍ତର୍ଭୂକ୍ତ କରିପାରିବେ । ଯୋହନ ନିଜ ବିଷୟରେ ଏବଂ ପୁନରୁତ୍ଥାନର ତାହାଙ୍କ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷକ ବୋଲି କହନ୍ତି  । ସେ ନିଜ ବିଷୟରେ ଏବଂ ସେ ଲେଖୁଥିବା ବିଶ୍ଵାସୀମାନଙ୍କ ବିଷୟରେ ସେ କହୁ ନାହାଁନ୍ତି । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 6 j328 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God ଏଠାରେ, ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହାର ଅର୍ଥ [4:4](https://create.translationcore.com/04/04.md) ଏବଂ [4:1-3](https://create.translationcore.com/04/01.md) ର ଅର୍ଥ ସହ ସମାନ  ଅଟେ । ଏହାକୁ UST ମଧ୍ୟ ସେହିପରି ବ୍ୟାଖ୍ୟା କରେ। ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର ଅଟୁ” (2) ଯୋହନ ହୁଏତ ତାହାଙ୍କ ସହ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷା ଦିଅନ୍ତି ବୋଲି କହନ୍ତି କାରଣ ଈଶ୍ଵର ସେମାନଙ୍କୁ ତାହା କରିବାକୁ ପଠାଇଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରର ଆମ୍ଭମାନଙ୍କୁ ପଠାଇଛନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j256 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଈଶ୍ଵର ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ତାହା କରିବାକୁ ପଠାଇଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର  ଆମ୍ଭମାନଙ୍କୁ ପୃଥିବୀରେ ତାହାଙ୍କ  ଜୀବନର ପ୍ରତ୍ୟକ୍ଷଦର୍ଶୀ ଭାବରେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷା ଦେବାକୁ ପଠାଇଛନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j256 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God If you have decided that **We are from God** means “God has sent us,” and if it would be helpful to your readers, you could say explicitly what God has sent John and the other eyewitnesses to do, either here or in a footnote. Alternate translation: “God has sent us to teach the truth about Jesus as eyewitnesses to his life on earth” (See: [[rc://en/ta/man/translate/figs-idiom]])
1JN 4 6 j257 ὁ γινώσκων τὸν Θεὸν 1 The one who knows God ଯୋହନ  [2:34](https://create.translationcore.com/02/03.md) ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛି”

Can't render this file because it contains an unexpected character in line 2 and column 3771.