Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:16:55 +00:00
parent 0be135700a
commit 1b52402ee9
1 changed files with 1 additions and 1 deletions

View File

@ -247,7 +247,7 @@ LUK 2 3 d64g ἀπογράφεσθαι 1 to be registered ବିକଳ୍ପ
LUK 2 4 r81u translate-versebridge 0
LUK 2 4 tp65 writing-participants καὶ Ἰωσὴφ 1 ଏହା କାହାଣୀରେ ଯୋଷେଫଙ୍କୁ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚୟ ପ୍ରଦାନ କରେ I (ଦେଖ: [[rc://or/ta/man/translate/writing-participants]] )
LUK 2 4 kz78 figs-explicit εἰς πόλιν Δαυεὶδ, ἥτις καλεῖται Βηθλέεμ 1 to the city of David which is called Bethlehem ବେଥଲିହିମ **ଦାଉଦଙ୍କ ନଗର** ଥିଲା କାରଣ ରାଜା ଦାଉଦ ସେଠାରୁ ଆସିଥିଲେ । ବେଥଲିହିମ<br>କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ନଗର ଥିଲା ଏହାର କାରଣ ବୁଝାଇବାକୁ ଲୂକ ଏହି ସବିଶେଷ ବିବରଣୀ<br>ଅନ୍ତର୍ଭୁକ୍ତ କରନ୍ତି । କେବଳ ଦାଉଦଙ୍କ ରାଜବଂଶର ବଂଶ ସେଠାରେ ଉତ୍ପନ୍ନ ହୋଇନଥିଲା, ଭବିଷ୍ୟ‌ଦ୍‌ବକ୍ତା<br>ମୀଖା କହିଲେ ଯେ ଭବିଷ୍ୟତର ଖ୍ରୀଷ୍ଟ ସେଠାରେ ଜନ୍ମ ହେବେ । ବିକଳ୍ପ<br>ଅନୁବାଦ: “ବେଥଲିହିମ ନାମକ ନଗରକୁ, ଯେଉଁଠାରୁ ରାଜା ଦାଉଦ ଆସିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 4 s7a7 διὰ τὸ εἶναι αὐτὸν ἐξ οἴκου καὶ πατριᾶς Δαυείδ 1 because he was of the house and family line of David କାରଣ ଯୋଷେଫ ଦାଉଦଙ୍କ ଜଣେ ବଂଶଧର ଥିଲେ
LUK 2 4 s7a7 διὰ τὸ εἶναι αὐτὸν ἐξ οἴκου καὶ πατριᾶς Δαυείδ 1 because he was of the house and family line of David ୧:୨୭ ପରି, **ଗୃହ** ଶବ୍ଦ ସାଙ୍କେତିକ ଭାବରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କଠାରୁ ଆସିଥିବା ସମସ୍ତ ଲୋକମାନଙ୍କୁ  ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ସେ ଦାଉଦଙ୍କ ରାଜକୀୟ ବଂଶରୁ ଆସିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 2 5 ktz2 ἀπογράψασθαι 1 He went to register ଏହାର ଅର୍ଥ, ସେଠାକାର ରାଜକର୍ମଚାରୀମାନଙ୍କ ନିକଟରେ ଜଣାଇବାକୁ ହେବ ଯେପରି ସେମାନେ ତାଙ୍କୁ ଗଣନାରେ ଅନ୍ତର୍ଭୁକ୍ତ କରିପାରିବେ I ଯଦି ସମ୍ଭବ, ସରକାରୀ କାର୍ଯ୍ୟାଳୟର ଗଣନା ପାଇଁ ଏକ ଭାବପ୍ରକାଶକ ପଦ ବ୍ୟବହାର କର I
LUK 2 5 t5as writing-participants σὺν Μαριὰμ 1 with Mary ମରିୟମ ଯୋଷେଫଙ୍କ ସହିତ ନାଜରିତରୁ ଯାତ୍ରା କଲେ I ସମ୍ଭବତଃ, ସ୍ତ୍ରୀଲୋକମାନଙ୍କୁ ମଧ୍ୟ କର ଦେବାକୁ ପଡୁଥିଲା, ତେଣୁ ମରିୟମଙ୍କୁ ମଧ୍ୟ ଯାତ୍ରା କରିବା ଓ ପଞ୍ଜିକୃତ ହେବା ଆବଶ୍ୟକ ପଡିଥିଲା I (ଦେଖ: [[rc://or/ta/man/translate/writing-participants]] )
LUK 2 5 ne7a τῇ ἐμνηστευμένῃ αὐτῷ 1 who was engaged to him "“ତାଙ୍କ ବାଗଦତ୍ତା” ବା “ଯିଏ ତାଙ୍କ ପ୍ରତି ପ୍ରତିଜ୍ଞାବଦ୍ଧ ହୋଇଥିଲେ I” ଏକ ବାଗଦାନ ହୋଇଥିବା ଦମ୍ପତ୍ତି ଆଇନତଃ, ବିବାହିତ ବୋଲି ବିବେଚିତ ହେଉଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଶାରୀରିକ ଘନିଷ୍ଠତା ନ ଥିଲା I

Can't render this file because it is too large.