Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:16:03 +00:00
parent 0957038c4e
commit 0be135700a
1 changed files with 1 additions and 1 deletions

View File

@ -246,7 +246,7 @@ LUK 2 3 h5e2 figs-explicit τὴν ἑαυτοῦ πόλιν 1 his own city **
LUK 2 3 d64g ἀπογράφεσθαι 1 to be registered ବିକଳ୍ପ ଅନୁବାଦ: “କର ତାଲିକା ପାଇଁ ସେମାନଙ୍କର ନାମ ଉଲ୍ଲେଖ କରିବାକୁ”
(ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 4 r81u translate-versebridge 0
LUK 2 4 tp65 writing-participants καὶ Ἰωσὴφ 1 ଏହା କାହାଣୀରେ ଯୋଷେଫଙ୍କୁ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚୟ ପ୍ରଦାନ କରେ I (ଦେଖ: [[rc://or/ta/man/translate/writing-participants]] )
LUK 2 4 kz78 figs-explicit εἰς πόλιν Δαυεὶδ, ἥτις καλεῖται Βηθλέεμ 1 to the city of David which is called Bethlehem “ଦାଉଦଙ୍କ ନଗର” ପଦଟି ବେଥଲିହିମର ନାମ ଥିଲା, ଯାହା କୁହେ ଯେ କାହିଁକି ବେଥଲିହିମ ମହତ୍ତ୍ଵପୂର୍ଣ୍ଣ ଥିଲା I ଯଦିଓ ଏହା ଏକ କ୍ଷୁଦ୍ର ସହର ଥିଲା, ରାଜା ଦାଉଦ ସେଠାରେ ଜନ୍ମଗ୍ରହଣ କରିଥିଲେ, ଏବଂ ଗୋଟିଏ ଭାବବାଣୀ ରହିଥିଲା ଯେ ମଶୀହ ସେଠାରେ ଜନ୍ମଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ରାଜା ଦାଉଦଙ୍କ ନଗରୀ, ବେଥଲିହିମ ପ୍ରତି ” ବା “ଯେଉଁ ସହରରେ ରାଜା ଦାଉଦ ଜାତ ହୋଇଥିଲେ ସେହି ବେଥଲିହିମ ପ୍ରତି ” (ଦେଖ:[[rc://or/ta/man/translate/figs-explicit]])
LUK 2 4 kz78 figs-explicit εἰς πόλιν Δαυεὶδ, ἥτις καλεῖται Βηθλέεμ 1 to the city of David which is called Bethlehem ବେଥଲିହିମ **ଦାଉଦଙ୍କ ନଗର** ଥିଲା କାରଣ ରାଜା ଦାଉଦ ସେଠାରୁ ଆସିଥିଲେ । ବେଥଲିହିମ
କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ନଗର ଥିଲା ଏହାର କାରଣ ବୁଝାଇବାକୁ ଲୂକ ଏହି ସବିଶେଷ ବିବରଣୀ
ଅନ୍ତର୍ଭୁକ୍ତ କରନ୍ତି । କେବଳ ଦାଉଦଙ୍କ ରାଜବଂଶର ବଂଶ ସେଠାରେ ଉତ୍ପନ୍ନ ହୋଇନଥିଲା, ଭବିଷ୍ୟ‌ଦ୍‌ବକ୍ତା
ମୀଖା କହିଲେ ଯେ ଭବିଷ୍ୟତର ଖ୍ରୀଷ୍ଟ ସେଠାରେ ଜନ୍ମ ହେବେ । ବିକଳ୍ପ
ଅନୁବାଦ: “ବେଥଲିହିମ ନାମକ ନଗରକୁ, ଯେଉଁଠାରୁ ରାଜା ଦାଉଦ ଆସିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 4 s7a7 διὰ τὸ εἶναι αὐτὸν ἐξ οἴκου καὶ πατριᾶς Δαυείδ 1 because he was of the house and family line of David କାରଣ ଯୋଷେଫ ଦାଉଦଙ୍କ ଜଣେ ବଂଶଧର ଥିଲେ
LUK 2 5 ktz2 ἀπογράψασθαι 1 He went to register ଏହାର ଅର୍ଥ, ସେଠାକାର ରାଜକର୍ମଚାରୀମାନଙ୍କ ନିକଟରେ ଜଣାଇବାକୁ ହେବ ଯେପରି ସେମାନେ ତାଙ୍କୁ ଗଣନାରେ ଅନ୍ତର୍ଭୁକ୍ତ କରିପାରିବେ I ଯଦି ସମ୍ଭବ, ସରକାରୀ କାର୍ଯ୍ୟାଳୟର ଗଣନା ପାଇଁ ଏକ ଭାବପ୍ରକାଶକ ପଦ ବ୍ୟବହାର କର I
LUK 2 5 t5as writing-participants σὺν Μαριὰμ 1 with Mary ମରିୟମ ଯୋଷେଫଙ୍କ ସହିତ ନାଜରିତରୁ ଯାତ୍ରା କଲେ I ସମ୍ଭବତଃ, ସ୍ତ୍ରୀଲୋକମାନଙ୍କୁ ମଧ୍ୟ କର ଦେବାକୁ ପଡୁଥିଲା, ତେଣୁ ମରିୟମଙ୍କୁ ମଧ୍ୟ ଯାତ୍ରା କରିବା ଓ ପଞ୍ଜିକୃତ ହେବା ଆବଶ୍ୟକ ପଡିଥିଲା I (ଦେଖ: [[rc://or/ta/man/translate/writing-participants]] )

Can't render this file because it is too large.