Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-20 15:35:38 +00:00
parent b23f25cf8c
commit 1b1439cef7
1 changed files with 5 additions and 1 deletions

View File

@ -474,3 +474,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 6 16 t487 figs-gendernotations οὐδεὶς ἀνθρώπων 1 none of men ପାଉଲ ଏଠାରେ **ପୁରୁଷ** ଶବ୍ଦକୁ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: "କୌଣସି ମନୁଷ୍ୟ ନୁହେଁ"[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 6 17 z4ec ἐν τῷ νῦν αἰῶνι 1 in the present age **ବର୍ତ୍ତମାନର ଯୁଗ** ସେହି ସମୟ ଯାହାକି ଆମେ ବାସ କରୁଛୁ, ଯୀଶୁ ଫେରିବା ପୂର୍ବରୁ ଏବଂ ସମସ୍ତ ଲୋକଙ୍କ ଉପରେ ଈଶ୍ଵରଙ୍କ ଶାସନ ପ୍ରତିଷ୍ଠା କରିବା ପୂର୍ବରୁ । ବିକଳ୍ପ ଅନୁବାଦ: "ଏହି ସମୟରେ"
1TI 6 19 t493 figs-metaphor ἀποθησαυρίζοντας ἑαυτοῖς θεμέλιον καλὸν εἰς τὸ μέλλον 1 storing up for themselves a good foundation for what is coming ପାଉଲ ମଧ୍ୟ ଆଶୀର୍ବାଦ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯାହା ଈଶ୍ଵର ଦେବେ ଯେପରି ସେମାନେ ଏକ କୋଠାର ମୂଳଦୁଆ ଅଟନ୍ତି । ଏହାର ଅର୍ଥ ସେମାନେ ଜଣେ ବ୍ୟକ୍ତିଙ୍କୁ ଚିରଦିନ ପାଇଁ ଈଶ୍ଵରଙ୍କ ଉପସ୍ଥିତିରେ ଏକ ନୂତନ ଆରମ୍ଭ କରିବାକୁ ସୁଯୋଗ ଦେବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପସ୍ଥିତିରେ ସେମାନଙ୍କର ଭବିଷ୍ୟତ ଜୀବନରେ ବର୍ତ୍ତମାନ ଏକ ଉତ୍ତମ ଆରମ୍ଭ ନିଶ୍ଚିତ କରିବେ" ।[[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 19 t494 figs-idiom εἰς τὸ μέλλον 1 for what is coming ନୂତନ ନିୟମରେ, ଏହି ଅଭିବ୍ୟକ୍ତି ବିଭିନ୍ନ ବିଷୟକୁ ସୂଚିତ କରେ, କିନ୍ତୁ ଏହି କ୍ଷେତ୍ରରେ ଏହା ନୂତନ ଜୀବନକୁ ବୁଝାଏ ଯାହା ବିଶ୍ଵାସୀମାନେ ମୃତ୍ୟୁ ପରେ ଏବଂ ଇତିହାସର ସମାପ୍ତି ପରେ ଇଶ୍ଵରଙ୍କ ଉପସ୍ଥିତିରେ ପାଇବେ । ଏହା [4:8](https://create.translationcore.com/04/08.md) ରେ "ଆସୁଥିବା ଜୀବନ" ଅଭିବ୍ୟକ୍ତି ସହିତ ସମାନ ଅଟେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପସ୍ଥିତିରେ ସେମାନଙ୍କର ଭବିଷ୍ୟତ ଜୀବନ ଅଟେ" ।[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 6 20 dd1v figs-explicit τὴν παραθήκην φύλαξον 1 guard the entrustment ଏହାର ଅର୍ଥ ଏହା ଯେ ଯୀଶୁ ତୀମଥିଙ୍କୁ ତାଙ୍କ ବିଷୟରେ ଘୋଷଣା କରିବାକୁ ବାର୍ତ୍ତା ଦେଇଛନ୍ତି । ବିକଳ୍ପ ଅନୁବାଦ: "ଯୀଶୁଙ୍କ ବିଷୟରେ ବାର୍ତ୍ତାକୁ ରକ୍ଷା କର ଯାହା ସେ ତୁମ୍ଭର ଯତ୍ନରେ ଦେଇଛନ୍ତି ।"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 6 20 t498 καὶ ἀντιθέσεις 1 and contradictions ଏହାର ଅର୍ଥ ମିଥ୍ୟା ଶିକ୍ଷକମାନେ ହୋଇପାରେ: (1) ପ୍ରକୃତ ଖ୍ରୀଷ୍ଟିୟାନ ବିଶ୍ଵାସର ବିପରୀତ କଥା କହିବା କିମ୍ବା (2) ସେମାନେ ଏପରି କଥା କହୁଛନ୍ତି ଯାହା ଏକ ସମୟରେ ସତ୍ୟ ହୋଇନପାରେ । ବିକଳ୍ପ ଅନୁବାଦ: "ଶିକ୍ଷା ଯାହା ଆମକୁ ବିରୋଧ କରେ" କିମ୍ବା "ବିବାଦୀୟ ବକ୍ତବ୍ୟଗୁଡ଼ିକ"
1TI 6 21 t501 ἡ χάρις μεθ’ ὑμῶν 1 Grace be with you ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ପାଉଲ କିଏ ତାହା କରିବ ବୋଲି ଭାବୁଛନ୍ତି ତାହା ଆପଣ ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ"
Can't render this file because it contains an unexpected character in line 2 and column 7882.