Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 15:53:15 +00:00
parent 41add05051
commit 1952e45cc6
1 changed files with 2 additions and 2 deletions

View File

@ -97,8 +97,8 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
3:4 qn1a rc://*/ta/man/translate/figs-explicit τοσαῦτα ἐπάθετε εἰκῇ 1
3:4 nq68 εἰκῇ 1 ବିକଳ୍ପ ଅନୁବାଦ: “ବ୍ୟର୍ଥ - ଯଦି ପ୍ରକୃତରେ ଏହା ଭ୍ୟର୍ଥ ଅଟେ” କିମ୍ବା “ବୃଥା - ଯଦି ପ୍ରକୃତରେ ଏହା ବୃଥା” କିମ୍ବା “ବିନା ଉଦ୍ଦେଶ୍ୟରେ - ଯଦି ପ୍ରକୃତରେ ଏହା ବିନା ଉଦ୍ଦେଶ୍ୟରେ”
3:4 xl9l rc://*/ta/man/translate/figs-rquestion εἴ γε καὶ εἰκῇ 1 ଏଠାରେ **ଯଦି ତାହା ପ୍ରକୃତରେ ବୃଥା ଅଟେ** ବାକ୍ୟାଂଶ ତାଙ୍କ ପ୍ରଶ୍ନ ଉପରେ ସମ୍ଭାବ୍ୟ ପରିସ୍ଥିତି ବୁଝାଏ, **ତୁମ୍ଭେମାନେ କି ବ୍ୟର୍ଥରେ ଏତେ ବିଷୟ ଭୋଗ କରିଅଛ**, ଏବଂ ଦର୍ଶାଏ ଯେ ପାଉଲ ଗାଲାତୀୟମାନଙ୍କ ପାଇଁ ଭରସା ରଖିଛନ୍ତି । ପାଉଲ ଆଶା କରନ୍ତି ଯେ ସେମାନେ ମୋଶାଙ୍କ ବ୍ୟବସ୍ଥାକୁ ଯେପରି ସୁନ୍ନତ ସମ୍ବନ୍ଧୀୟ ଖାଦ୍ୟ ବ୍ୟବସ୍ଥା ପରି ମିଥ୍ୟା ଶିକ୍ଷାକୁ ପାଳନ କରି, ସେମାନେ **ଏତେ ବିଷୟ** ପ୍ରସ୍ତୁତ କରିବେ ନାହିଁ ଯାହା **ବୃଥାରେ** ସେମାନେ **ଭୋଗ କରିଛନ୍ତି** । ଏହି ମିଥ୍ୟା ଶିକ୍ଷକମାନଙ୍କ ଶିକ୍ଷା ଅନୁସରଣ କରିବାର ଗମ୍ଭୀର ପ୍ରଭାବକୁ ତାଙ୍କ ପାଠକମାନଙ୍କୁ ଚିହ୍ନିବାରେ ସାହାଯ୍ୟ କରିବାକୁ ପାଉଲ ଏକ ଉପକଳ୍ପିତ ବିବୃତ୍ତି ବ୍ୟବହାର କରୁଛନ୍ତି । ଏକ ଉପକଳ୍ପିତ ପରିସ୍ଥିତିକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ସ୍ବାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି ପ୍ରକୃତରେ ଏହା କିଛି ନୁହେଁ ଯାହା ପାଇଁ ତୁମ୍ଭେମାନେ ଅନେକ ବିଷୟ ଅନୁଭବ କରିଥିଲେ, କିନ୍ତୁ ମୁଁ ଆଶା କରେ ଯେ ତୁମ୍ଭମାନଙ୍କ ସହ ଏହା ନୁହେଁ”
3:5 s3bc rc://*/ta/man/translate/figs-rquestion ἐξ ἔργων νόμου ἢ ἐξ ἀκοῆς πίστεως 1 ପାଉଲ ଲୋକମାନେ କିପରି ଆତ୍ମାଙ୍କୁ ଗ୍ରହଣ କରନ୍ତି ଗାଲାତୀୟମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଅନ୍ୟଏକ ଅଳଙ୍କାରିକ ପ୍ରଶ୍ନ ପଚାରନ୍ତି । ଅନ୍ୟ ଏକ ଅନୁବାଦରେ: “ସେ ... ବ୍ୟବସ୍ଥାର କାର୍ଯ୍ୟ ଦ୍ବାରା କରନ୍ତି ନାହି; ସେ ଏହା ବିଶ୍ବାସର ସହିତ ଶୁଣିବା ଦ୍ବାରା କରନ୍ତି ।” (ଦେଖ: [[rc://or/ta/man/translate/figs-rquestion]])
3:5 j4vz ἐξ ἔργων νόμου 1 ଏହା ସେହି ଲୋକମାନଙ୍କୁ ଉଲ୍ଲେଖ କରେ ଯେଉମାନେ ବ୍ୟବସ୍ଥା ଅନୁସାରେ କର୍ମ କରନ୍ତି । ଅନ୍ୟ ଏକ ଅନୁବାଦରେ: “କାରଣ ତୁମେମାନେ ତାହା କର ଯାହା ବ୍ୟବସ୍ଥା ଆମକୁ କରିବାକୁ କହେ”
3:5 s3bc rc://*/ta/man/translate/figs-rquestion ἐξ ἔργων νόμου ἢ ἐξ ἀκοῆς πίστεως 1 ପାଉଲ ଲୋକମାନେ କିପରି ଆତ୍ମାଙ୍କୁ ଗ୍ରହଣ କରନ୍ତି ଗାଲାତୀୟମାନଙ୍କୁ ସ୍ମରଣ କରାଇ ଦେବା ନିମନ୍ତେ ଅନ୍ୟଏକ ଅଳଙ୍କାରିକ ପ୍ରଶ୍ନ ପଚାରନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବ ।
3:5 j4vz ἐξ ἔργων νόμου 1 ଆପଣ [2:16] (../ 02 / 16.md) ରେ **ବ୍ୟବସ୍ଥାର କ୍ରିୟାକର୍ମ ହେତୁ** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ, ଯେଉଁଠାରେ ଏହା ତିନିଥର ଉଲ୍ଲେଖ ଅଛି ।
3:5 e17q rc://*/ta/man/translate/figs-explicit ἐξ ἀκοῆς πίστεως 1 ଲୋକମାନେ ଯାହା ଶୁଣିଲେ ଏବଂ ଯାହା ଉପରେ ସେମାନେ ବିଶ୍ବାସ କଲେ ଏହାକୁ ତୁମ୍ଭମାନଙ୍କ ଭଷାରେ ସ୍ପଷ୍ଟ କରିବାକୁ ଆବଶ୍ୟକତା ହେଲେ ତାହା କରି ପାରିବ । ଅନ୍ୟଏକ ଆନୁବାଦରେ: “କାରଣ ତୁମେମାନେ ସୁସମାଚାର ଶୁଣିଅଛ ଏବଂ ଯୀଶୁଙ୍କଠାରେ ବିଶ୍ବାସ କରିଥିଲ” କିମ୍ବା “କାରଣ ତୁମେମାନେ ସୁସମାଚାର ଶୁଣିଅଛ ଏବଂ ଯୀଶୁଙ୍କଠାରେ ବିଶ୍ବାସ କରିଅଛ” (ଦେଖ: [[rc://or/ta/man/translate/figs-explicit]])
3:6 ahy9 Connecting Statement: 0 # Connecting Statement:\n\nପାଉଲ ଗାଲତୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଅବ୍ରାହାମ ବିଶ୍ବାସ ଦ୍ବାରା ଧାର୍ମିକତା ପ୍ରାପ୍ତ କରିଥିଲେ ଏବଂ ବ୍ୟବସ୍ଥା ଦ୍ବାରା ନୁହେଁ ।
3:6 f7sv ἐλογίσθη αὐτῷ εἰς δικαιοσύνην 1 ଅବ୍ରାହାମ ଈଶ୍ବରଙ୍କଠାରେ ବିଶ୍ବାସ କରିବା ଈଶ୍ବର ଦେଖିଲେ, ତେଣୁ ଈଶ୍ବର ଅବ୍ରାହାମକୁ ଧାର୍ମିକ ଗଣିତ କଲେ ।

Can't render this file because it contains an unexpected character in line 71 and column 1453.