Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-07 02:03:27 +00:00
parent 3f452076f2
commit 16d331f738
1 changed files with 25 additions and 0 deletions

View File

@ -374,3 +374,28 @@ PHP 2 13 fc9l ἐνεργῶν 1 \n \n\nମୂଳ ଭାଷାରେ ଯେ
PHP 2 13 qy5x figs-extrainfo ἐν ὑμῖν 1 \n \n\n**ତୁମ୍ଭମାନଙ୍କ ମଧ୍ୟରେ**  ବାକ୍ୟ ସୂଚାଇପାରେ: (୧) ଈଶ୍ଵର ଫିଲିପ୍ପୀୟର\n ପ୍ରତ୍ୟେକ ବିଶ୍ଵାସୀଙ୍କ ହୃଦୟରେ ପୃଥକ ଭାବରେ କାର୍ଯ୍ୟ କରନ୍ତି ।  () ଫିଲିପ୍ପୀୟର ବିଶ୍ଵାସୀଙ୍କ ମଧ୍ୟରେ ଈଶ୍ଵର ନିଖୁଣ\n କାର୍ଯ୍ୟ କରନ୍ତି ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” (୩) ଉଭୟ ଏକ ଏବଂ ଦୁଇଟି ଏକକାଳୀନ ବିକଳ୍ପ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” ଯଦି\n ଆପଣଙ୍କ ଭାଷା ଈଶ୍ଵରଙ୍କ କାର୍ଯ୍ୟର ବସ୍ତୁକୁ ଅସ୍ପଷ୍ଟ ରଖିବାକୁ ଅନୁମତି ଦିଏ, ତେବେ  ULT ରେ ଥିବା ବିକଳ୍ପ ବ୍ୟବହାର କରନ୍ତୁ ।  ଯଦି ଆପଣଙ୍କର ଭାଷା ଏହା ପାଇଁ ଅନୁମତି ଦିଏ ନାହିଁ, ଉପରୋକ୍ତ\n ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-extrainfo)\n\n\n
PHP 2 14 gy6p figs-yousingular πάντα ποιεῖτε χωρὶς γογγυσμῶν καὶ διαλογισμῶν 1 \n \n\n**ବିନା ସମସ୍ତ କାର୍ଯ୍ୟ କର** ବାକ୍ୟାଂଶ ସମସ୍ତ\n ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଜ୍ଞା ଅଟେ ।  ଏକ ଗୋଷ୍ଠୀର ଲୋକଙ୍କୁ ନିର୍ଦ୍ଦେଶ ଦେବା ପାଇଁ\n ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ, ନିଶ୍ଚିତ କର ଯେ ତୁମ୍ଭେମାନେ\n କୌଣସି କାର୍ଯ୍ୟରେ ଅଭିଯୋଗ କିମ୍ବା ତର୍କ ନ କର” (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n
PHP 2 15 sp0g figs-metaphor τέκνα Θεοῦ 1 \n \n\n**ଈଶ୍ଵରଙ୍କ ସନ୍ତାନ** ବାକ୍ୟ ସେହି ଲୋକମାନଙ୍କୁ\n ବର୍ଣ୍ଣନା କରିବାର ଏକ ସାଙ୍କେତିକ ଉପାୟ ଅଟେ, ଯେଉଁମାନେ ଯୀଶୁଙ୍କ ଉପରେ ସେମାନଙ୍କର ବିଶ୍ଵାସ ଏବଂ\n ଭରସା ରଖି ଈଶ୍ଵରଙ୍କ ସହ ପିତା-ସନ୍ତାନ ସମ୍ପର୍କ ସ୍ଥାପନ କରିଛନ୍ତି ।  ଏଠାରେ, ସନ୍ତାନମାନେ ଯେଉଁମାନେ ଯୁବକ, ସେମାନଙ୍କୁ ବୁଝାଏ\n ନାହିଁ, କେବଳ ସେହି\n ସମ୍ପର୍କକୁ ସୂଚାଇଥାଏ ଯେଉଁଥିରେ ଲୋକମାନେ କୌଣସି ବୟସରେ ନିଜ ପିତାଙ୍କ ସହ ରହିଥା’ନ୍ତି । ଯଦି ଆପଣ ସନ୍ତାନମାନଙ୍କୁ\n ଏକ ଆକ୍ଷରିକ ଶବ୍ଦ ବ୍ୟବହାର କରି ଅନୁବାଦ କରନ୍ତି, ଏକ ଶବ୍ଦ ବାଛନ୍ତୁ ଯାହାକି ସେମାନଙ୍କ ପିତାଙ୍କ\n ସମ୍ବନ୍ଧରେ କୌଣସି ବୟସର ଲୋକକୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ ସନ୍ତାନ” କିମ୍ବା “ଈଶ୍ଵରଙ୍କ ଆତ୍ମିକ ସନ୍ତାନ”\n (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 2 15 im15 figs-explicit ἄμωμα 1 \n \n\n**ଦୋଷ ବିନା** ବାକ୍ୟର ଅର୍ଥ ତ୍ରୁଟି କିମ୍ବା ଦୋଷରୁ\n ମୁକ୍ତ ଅଟେ । ଏଠାରେ ଦୋଷ ବିନା\n ବାକ୍ୟର ଅର୍ଥ ନୈତିକ ତ୍ରୁଟି କିମ୍ବା ଦୁର୍ନୀତିରୁ ମୁକ୍ତ ଅଟେ ।  ଆପଣଙ୍କ ଭାଷାରୁ ଏକ ସମାନ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏହି ପ୍ରସଙ୍ଗରେ ବୁଝାଯିବ, କିମ୍ବା\n ସରଳ  ଭାଷାବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଯିଏ ସମସ୍ତ ମନ୍ଦରୁ ଦୂରେଇ ଯାଏ”\n (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 15 f957 figs-metonymy ἐν οἷς φαίνεσθε ὡς φωστῆρες ἐν κόσμῳ 1 \n \n\nପାଉଲ ସାଙ୍କେତିକ ଭାବରେ ଲୋକମାନଙ୍କୁ ସେମାନେ\n ରହୁଥିବା ଜଗତ ସହ  ଯୋଡି ବର୍ଣ୍ଣନା କରନ୍ତି ।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ\n ପାରନ୍ତି , ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ, କିମ୍ବା ସରଳ \n ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ଯେଉଁମାନଙ୍କ ମଧ୍ୟରେ ତୁମ୍ଭେମାନେ ଜଗତର ଲୋକମାନଙ୍କ ଆଗରେ ଆଲୋକ ପରି\n ଉଜ୍ଜ୍ୱଳ ହେବ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n
PHP 2 16 cher λόγον ζωῆς ἐπέχοντες 1 \n \n\n**ଜୀବନର ବାକ୍ୟକୁ ଧାରଣ କରିବା** ବାକ୍ୟାଂଶ ପୂର୍ବ\n ପଦରୁ ଚିନ୍ତାଧାରାକୁ ଜାରି ରଖେ ଏବଂ ଖ୍ରୀଷ୍ଟିୟାନମାନେ କିପରି “ନିର୍ଦ୍ଦୋଷ ଏବଂ ନିର୍ମଳ, ଈଶ୍ଵରଙ୍କ\n ସନ୍ତାନ” ହୋଇପାରିବେ, ଯେଉଁମାନେ “ଜଗତରେ ଆଲୋକ ପରି ଉଜ୍ଜ୍ୱଳ” ହୋଇପାରିବେ\n ।  ଆପଣଙ୍କ ଭାଷାରେ ଏହି ସଂଯୋଗ ଦେଖାଇବାକୁ ସର୍ବୋତ୍ତମ\n ଉପାୟ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଜୀବନର ବାକ୍ୟ ଧାରଣ କରିଅଛ”\n\n\n
PHP 2 16 nmix figs-metonymy λόγον 1 \n \n\n**ଜୀବନର ବାକ୍ୟ** ଯୀଶୁଙ୍କ ବିଷୟରେ ସୁସମାଚାରକୁ\n ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହି\n ବାକ୍ୟାଂଶକୁ ସରଳ ଭାଷାରେ ଅନୁବାଦ କରନ୍ତୁ ।  ବିକଳ୍ପ ଅନୁବାଦ: “ଜୀବନ ପ୍ରଦାନ କରୁଥିବା ବାର୍ତ୍ତା” କିମ୍ବା “ଜୀବନ ପ୍ରଦାନକାରୀ\n ସୁସମାଚାର” କିମ୍ବା “ଜୀବନ ପ୍ରଦାନକାରୀ ବିଷୟ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 16 i448 figs-explicit λόγον ζωῆς 1 \n \n\n**ଜୀବନ ବାକ୍ୟର** ଅର୍ଥ ହୋଇପାରେ: (୧) ବାକ୍ୟ\n ଯାହା ଲୋକମାନଙ୍କୁ ଜୀବନ ପ୍ରଦାନ କରେ । ବିକଳ୍ପ ଅନୁବାଦ:\n “ଜୀବନ ପ୍ରଦାନ କରୁଥିବା ବାକ୍ୟ” () ବାକ୍ୟ ଯାହା ଜୀବନ ବିଷୟରେ ଏବଂ ଜୀବନ ପ୍ରଦାନ କରେ ।  ବିକଳ୍ପ ଅନୁବାଦ: “ଜୀବନ ବିଷୟରେ ଏବଂ ଜୀବନ ପ୍ରଦାନ\n କରୁଥିବା ବାକ୍ୟ” (୩) ବାକ୍ୟ ଯାହାକି ଜୀବନ ଧାରଣ କରେ ଏବଂ ଲୋକମାନଙ୍କୁ ଜୀବନ ଦେବାର\n କ୍ଷମତା ରଖିଥାଏ ।  ବିକଳ୍ପ ଅନୁବାଦ: “ବାକ୍ୟ ଯାହା ଜୀବନ ଧାରଣ କରେ ଏବଂ ଜୀବନ ପ୍ରଦାନ କରେ” ଯଦି ଆପଣଙ୍କ\n ଭାଷା ଆପଣଙ୍କ ଜୀବନର ବାକ୍ୟକୁ ଅସ୍ପଷ୍ଟ ରଖିବାକୁ ଅନୁମତି ଦିଏ,\n ଏହା ସର୍ବୋତ୍ତମ ବିକଳ୍ପ ଅଟେ।  ଯଦି ଆପଣଙ୍କର ଭାଷା ଆପଣଙ୍କୁ ଏହା କରିବାକୁ ଅନୁମତି\n ଦିଏ ନାହିଁ, ତେବେ **ଜୀବନର** ବାକ୍ୟାଂଶ ବାକ୍ୟ ଶବ୍ଦ ସହ କିପରି ଜଡିତ ତାହା ଆପଣ ସ୍ପଷ୍ଟ ଭାବରେ\n ସ୍ପଷ୍ଟ କରିପାରିବେ ।  (ଦେଖନ୍ତୁ: rc://en/ta/man/translate/figs-explicit)\n\n\n
PHP 2 16 fz1d figs-abstractnouns λόγον ζωῆς 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ଏକ ଶବ୍ଦଗତ ବାକ୍ୟାଂଶରେ ବ୍ୟବହାର କରି ଗୁଣବାଚକ \n ବିଶେଷ୍ୟ **ଜୀବନକୁ** ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଜୀବନ ପ୍ରଦାନକାରୀ ବାକ୍ୟ” କିମ୍ବା “ବାକ୍ୟ ଯାହା ଜୀବନ ପ୍ରଦାନ କରେ”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 16 s3z9 grammar-connect-logic-result εἰς καύχημα ἐμοὶ εἰς ἡμέραν Χριστοῦ, ὅτι οὐκ εἰς κενὸν ἔδραμον, οὐδὲ εἰς κενὸν ἐκοπίασα 1 \n \n\n**ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ମୁଁ ଦର୍ପ\n କରିପାରିବି** ବାକ୍ୟାଂଶ ସହ, ପାଉଲ ଏକ କାରଣ ଉପସ୍ଥାପନ କରିଛନ୍ତି ଯେ ଫିଲିପ୍ପୀୟ\n ବିଶ୍ଵାସୀମାନେ ସେଗୁଡ଼ିକୁ :୧୨ ରେ କରିବାକୁ କହିଥିବା ବିଷୟଗୁଡ଼ିକୁ ରକ୍ଷାକରିବାକୁ\n ଚେଷ୍ଟା କରିବା ଉଚିତ ଏବଂ **ଜୀବନର ବାକ୍ୟକୁ ଧରି ରଖିବା** ବାକ୍ୟାଂଶ ସହ ଶେଷ କରନ୍ତି ।  ପାଉଲ ଏଠାରେ ଯାହା କରିବାକୁ କହିଛନ୍ତି ତାହା ପାଇଁ\n ଗୋଟିଏ କାରଣ ଦର୍ଶାନ୍ତି।  ସେ କହନ୍ତି ଯେ ଯଦି ସେ ସେମାନଙ୍କୁ ଯାହା କହିଛନ୍ତି ତାହା ପାଳନ କରନ୍ତି, ତେବେ ଖ୍ରୀଷ୍ଟ\n ଫେରି ଆସିବା ପରେ ସେ ସେମାନଙ୍କ ମଧ୍ୟରେ ବୃଥା କାମ କରି ନାହାନ୍ତି ବୋଲି ସେ ଗର୍ବିତ\n ହୋଇପାରନ୍ତି । ଏହି କାରଣ-ଫଳାଫଳ\n ସମ୍ପର୍କ ଦେଖାଇବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଯାହାଫଳରେ ଖ୍ରୀଷ୍ଟ ଯେଉଁ ଦିନ\n ଫେରି ଆସିବେ ସେହି ଦିନ ମୁଁ ବୃଥା ପରିଶ୍ରମ କରି ନାହିଁ ବୋଲି ମୁଁ ଗର୍ବ କରିବାକୁ ସମର୍ଥ\n ହେବି” (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
PHP 2 16 esvd figs-explicit εἰς καύχημα ἐμοὶ 1 \n \n\nଏାରେ, **ଗର୍ବ କରିବା** ପାଉଲ ଫିଲିପ୍ପୀୟ ବିଶ୍ଵାସୀଙ୍କ\n ଜୀବନରେ ଈଶ୍ଵରଙ୍କ କାର୍ଯ୍ୟ ପାଇଁ ଗର୍ବିତ ଥିବା ବିଷୟକୁ  ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ଯାହାଫଳରେ ମୁଁ ତୁମ୍ଭମାନଙ୍କ\n ମଧ୍ୟରେ ଈଶ୍ଵରଙ୍କ କାର୍ଯ୍ୟ ପାଇଁ ଗର୍ବିତ ହୋଇପାରେ” କିମ୍ବା “ଯାହାଫଳରେ ମୁଁ ତୁମ୍ଭମାନଙ୍କ\n ମଧ୍ୟରେ ଈଶ୍ଵରଙ୍କ କାର୍ଯ୍ୟରେ ଗର୍ବ କରିବି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 16 heo4 εἰς καύχημα ἐμοὶ 1 \n \n\nବିକଳ୍ପ ଅନୁବାଦ: “ଯାହାଫଳରେ ମୁଁ ଗର୍ବ\n କରିପାରିବି” କିମ୍ବା “ଯେପରି ମୋର ଗୌରବ କରିବାର ଉତ୍ତମ କାରଣ ଅଛି”\n\n\n
PHP 2 16 wyyg figs-abstractnouns εἰς κενὸν…εἰς κενὸν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ବିଶେଷଣ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟର ବ୍ୟର୍ଥ ବ୍ୟକ୍ତ କରିପାରିବେ ।  ବିକଳ୍ପ ଅନୁବାଦ: “ବିନା ଫଳାଫଳରେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 16 btgu figs-explicit οὐδὲ εἰς κενὸν ἐκοπίασα 1 \n \n\nଏାରେ ପାଉଲ ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ\n ସୁସମାଚାର ବାଣ୍ଟିବା ଏବଂ ଆତ୍ମିକ ପରିପକ୍ୱତା ବୃଦ୍ଧିରେ ସାହାଯ୍ୟ କରିବା ପାଇଁ ତାଙ୍କର\n ଆତ୍ମିକ କାର୍ଯ୍ୟକୁ ସୂଚାଇବା ପାଇଁ **ଶ୍ରମ** ଶବ୍ଦ ବ୍ୟବହାର କରନ୍ତି ।  ପାଉଲ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ସେ\n ସେମାନଙ୍କ ମଧ୍ୟରେ ତାଙ୍କର ଆତ୍ମିକ କାର୍ଯ୍ୟ ବିଷୟରେ କହୁଛନ୍ତି ବୋଲି ଜାଣିପାରିବେ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ\n ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।  ବିକଳ୍ପ ଅନୁବାଦ: “କିମ୍ବା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ଏବଂ\n ତାଙ୍କ ଆଜ୍ଞା ପାଳନ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରି ବ୍ୟର୍ଥରେ କଠିନ ପରିଶ୍ରମ କରେ”\n (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 17 p9km grammar-connect-words-phrases ἀλλ’ εἰ καὶ 1 \n \n\n**କିନ୍ତୁ ଆଉ ଯଦି**  ସୁସମାଚାରର ଅଗ୍ରଗତି ପାଇଁ ଦୌଡ଼ିବା ଏବଂ ପରିଶ୍ରମର\n ଧାରଣାକୁ ସଂଯୋଗ କରେ, ଯାହା ପାଉଲ :୧୬ ରେ ଆଲୋଚନା କରିଥିଲେ, ଏବଂ ଏହି ପଦର ମଧ୍ୟ ଉଲ୍ଲେଖ କରନ୍ତି ।  ଏହି ସଂଯୋଗକୁ ଦର୍ଶାଉଥିବା ଉପାୟରେ ଆପଣଙ୍କ  ଭାଷାରେ ଏହି ବାକ୍ୟାଂଶକୁ କିପରି ଅନୁବାଦ କରାଯିବ\n ତାହା ବିଚାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/grammar-connect-words-phrases)\n\n\n
PHP 2 17 j2ov translate-symaction σπένδομαι ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν 1 \n \n\n**ମୁଁ ପେୟ ନୈବେଦ୍ୟ ପରି ଢଳା ଯାଏ** ବାକ୍ୟଟି\n ପୁରାତନ ନିୟମ ଯିହୁଦୀ ବଳିଦାନ ପ୍ରଣାଳୀକୁ ବୁଝାଏ \n ।  ଜଣେ ଯାଜକ ବେଦି ଉପରେ ଏକ ପଶୁକୁ ବଳିଦାନ କରିବା\n ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ବଳିଦାନ ଉତ୍ସର୍ଗ କରନ୍ତି ଓ ତା’ପରେ ବଳିଦାନକୁ\n ପୂର୍ଣ୍ଣ କରିବା ପାଇଁ ଈଶ୍ୱରଙ୍କ ନିକଟରେ ପାନୀୟ ରୂପେ ଦ୍ରାକ୍ଷାରସ ଢାଳନ୍ତି ।  ଗଣନା ୨୮: ୭ ଦେଖନ୍ତୁ ।  ଯଦି ଆପଣଙ୍କ ସଂସ୍କୃତିରେ ସମାନ ଅର୍ଥ ଥିବା ଏକ ଅଙ୍ଗଭଙ୍ଗୀ ଅଛି, ଏହାକୁ ଏଠାରେ\n ବ୍ୟବହାର କରନ୍ତୁ, କିନ୍ତୁ ଯଦି ଏହି ଚିତ୍ରଗୁଡ଼ିକ ଆପଣଙ୍କ\n ସଂସ୍କୃତିରେ ବିଭ୍ରାନ୍ତିକର ହୁଏ, ତେବେ ସରଳ \n ଭାଷାବ୍ୟବହାର କରି ଏହି ଚିତ୍ରଗୁଡ଼ିକର ଅନୁବାଦ କରନ୍ତୁ ।  ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କର ବିଶ୍ୱାସର ବଳିଦାନ ସେବା ସମାପ୍ତ କରିବା ପାଇଁ\n ମୁଁ ତୁମ୍ଭମାନଙ୍କ ପାଇଁ କାମ କରେ ଏବଂ ମୋହର ଜୀବନ ଦିଏ” (ଦେଖନ୍ତୁ: rc://en/ta/man/translate/translate-symaction)\n\n\n
PHP 2 17 xlv0 figs-metaphor σπένδομαι 1 \n \n\nସୁସମାଚାରର ଅଗ୍ରଗତି ପାଇଁ ତାଙ୍କ ବନ୍ଧନ ଏବଂ\n ଦୁଃଖକୁ ସାଙ୍କେତିକ ଭାବରେ ଚିତ୍ରଣ କରିବା ପାଇଁ ପାଉଲ **ମୁଁ ପେୟ ନୈବେଦ୍ୟ ପରି ଢଳା ଯାଏ**\n ବାକ୍ୟାଂଶ ବ୍ୟବହାର କରନ୍ତି । ପାଉଲ ବୋଧହୁଏ ସୁସମାଚାର ପ୍ରଚାର କରିବା ନିମନ୍ତେ\n ଭବିଷ୍ୟତରେ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଚିନ୍ତା କରୁଛନ୍ତି ।  ଯଦି ଆପଣଙ୍କ ଭାଷାରେ ଏହି ରୂପକ  ସ୍ପଷ୍ଟ ନହୁଏ, ତେବେ ଏହି ଧାରଣାକୁ ପ୍ରକାଶ କରିବାକୁ ସରଳ  ଭାଷାବ୍ୟବହାର କରନ୍ତୁ । (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 2 17 ji4w figs-abstractnouns σπένδομαι 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ମୌଖିକ\n ବାକ୍ୟ ଗଠନ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ନୈବେଦ୍ୟ** ପ୍ରକାଶ କରିପାରିବେ ।  (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 17 thi0 figs-activepassive ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହାକୁ ଏକ\n କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “ତୁମ୍ଭର ବଳିଦାନ ଏବଂ ସେବାରେ\n ଯାହା ତୁମ୍ଭେମାନେ ପ୍ରଦାନ କରୁଛ କାରଣ ତୁମ୍ଭେ ବିଶ୍ୱାସ କର” (ଦେଖନ୍ତୁ: rc://en/ ta/man/translate/figs-activepassive)\n\n\n
PHP 2 17 ip8i figs-hendiadys ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν 1 \n \n\n**ବଳିଦାନ** ଏବଂ **ସେବା** ଶବ୍ଦଗୁଡ଼ିକ ଦ୍ୱାରା\n ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଅର୍ଥକୁ ଏକକ ଧାରଣା କିମ୍ବା\n ବାକ୍ୟାଂଶ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ତୁମ୍ଭର ବଳିଦାନ ସେବା ସମାପ୍ତ କରିବାକୁ ଯାହା ତୁମ୍ଭେମାନେ ପ୍ରଦାନ\n କରୁଛ କାରଣ ତୁମ୍ଭେ ସୁସମାଚାରକୁ ବିଶ୍ଵାସ କର” (ଦେଖନ୍ତୁ: rc://en/ta/man/translate/figs-hendiadys)\n\n\n
PHP 2 17 s1j9 χαίρω καὶ συνχαίρω πᾶσιν ὑμῖν 1 \n \n\n**ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ**\n ବାକ୍ୟାଂଶ ଫିଲିପ୍ପୀୟଙ୍କ ତରଫରୁ ତାଙ୍କର କଠିନ ପରିଶ୍ରମ ଏବଂ ଦୁଃଖ  ପ୍ରତି ପାଉଲଙ୍କ ସାରାଂଶ, ଯାହାକୁ ସେ :\n ୧୬ ପଦରେ ବର୍ଣ୍ଣନା କରିଛନ୍ତି । \n\n\n
PHP 2 18 bicj figs-explicit τὸ…αὐτὸ 1 \n \n\n**ସେହି ପ୍ରକାରେ** ବାକ୍ୟାଂଶ ଫିଲିପ୍ପୀୟ\n ଖ୍ରୀଷ୍ଟିୟାନମାନଙ୍କୁ ସୂଚାଏ ଯେପରି ପାଉଲ କହନ୍ତି ଯେ ସେ ପୂର୍ବ ପଦ :୧୭ ରେ ଆନନ୍ଦ କରିବେ\n ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ\n ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ସେହିଭଳି ଭାବରେ ମୁଁ ଆନନ୍ଦିତ ଅଟେ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 18 dr9c figs-yousingular καὶ ὑμεῖς χαίρετε καὶ συνχαίρετέ μοι 1 Connecting Statement: \n \n\n**ତୁମ୍ଭେମାନେ  ଆନନ୍ଦିତ** ଏବଂ ** ମୋ ସହ ଆନନ୍ଦିତ ହୁଅ**\n ବାକ୍ୟାଂଶଗୁଡ଼ିକ ସମସ୍ତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ବା ଉପଦେଶ\n ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ\n ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ\n ଆନନ୍ଦ କରିବାକୁ ଅନୁରୋଧ କରେ, ଏବଂ ମୋ ସହ \n ଆନନ୍ଦ ମଧ୍ୟ କର” (ଦେଖନ୍ତୁrc://en/ta/man/translate/figs-yousingular)\n\n\n
PHP 2 19 pq9g translate-names Τιμόθεον 1 \n \n\nତୀମଥି ଜଣେ ବ୍ୟକ୍ତିଙ୍କ ନାମ ଆତେ । (ଦେଖନ୍ତୁ: rc://en/ta/man/translate/translate-names)\n\n\n
PHP 2 22 clvw figs-abstractnouns τὴν δὲ δοκιμὴν αὐτοῦ γινώσκετε 1 \n \n\nଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ମୂଲ୍ୟବାନ”\n ଭଳି ଏକ ବିଶେଷଣ ସହ  ମୂଲ୍ୟବାନ ଗୁଣବାଚକ\n ବିଶେଷ୍ୟ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଜାଣିଛ ଯେ ତୀମଥି\n କେତେ ମୂଲ୍ୟବାନ ଅଟନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 24 qqpo figs-explicit ὅτι καὶ αὐτὸς ταχέως ἐλεύσομαι. 1 \n \n\nଏାରେ, **ମଧ୍ୟ** ଶବ୍ଦଟି ଦର୍ଶାଏ ଯେ ପାଉଲ ନିଶ୍ଚିତ ଥିଲେ\n ଯେ ସେ ତୀମଥିଙ୍କୁ ସେମାନଙ୍କ ନିକଟକୁ ପଠାଇବା ବ୍ୟତୀତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ\n ମଧ୍ୟ ଦେଖା କରିବାକୁ ସମର୍ଥ ହେବେ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ମୁଁ ନିଜେ, ତୀମଥିଙ୍କ\n ବ୍ୟତୀତ ମଧ୍ୟ ଶୀଘ୍ର ଆସିବି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 24 wbpc figs-go ὅτι καὶ αὐτὸς ταχέως ἐλεύσομαι 1 \n \n\nଏହି ପରି ପ୍ରସଙ୍ଗରେ ଆସିବା ପରିବର୍ତ୍ତେ ଆପଣଙ୍କ\n ଭାଷା “ଯିବି” କହିପାରେ ।  ବିକଳ୍ପ ଅନୁବାଦ: “ଯେ ମୁଁ ମଧ୍ୟ ଶୀଘ୍ର ଯିବି” (ଦେଖନ୍ତୁ: rc://en/ta/man/translate/figs-go)\n\n\n
PHP 2 25 csw5 figs-metaphor ἀδελφὸν…μου 1 \n \n\nଏାରେ **ମୋର ଭାଇ** ବାକ୍ୟର ଅର୍ଥ ଏପାଫ୍ରାଦିତ\n ପାଉଲଙ୍କ ନିଜ ଭାଇ ଥିଲେ ନୁହେଁ। ବରଂ, ପାଉଲ ଏପାଫ୍ରାଦିତ ତାଙ୍କ **ଭାଇ** ବୋଲି ଡାକନ୍ତି\n କାରଣ ସେମାନେ ଉଭୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ଵରଙ୍କ ଆତ୍ମିକ  ପରିବାରର ସଦସ୍ୟ ଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ\n ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ:\n “ମୋର ଆତ୍ମିକ ଭାଇ” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋର ଭାଇ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
374 PHP 2 13 qy5x figs-extrainfo ἐν ὑμῖν 1 \n \n\n**ତୁମ୍ଭମାନଙ୍କ ମଧ୍ୟରେ**  ବାକ୍ୟ ସୂଚାଇପାରେ: (୧) ଈଶ୍ଵର ଫିଲିପ୍ପୀୟର\n ପ୍ରତ୍ୟେକ ବିଶ୍ଵାସୀଙ୍କ ହୃଦୟରେ ପୃଥକ ଭାବରେ କାର୍ଯ୍ୟ କରନ୍ତି ।  (୨) ଫିଲିପ୍ପୀୟର ବିଶ୍ଵାସୀଙ୍କ ମଧ୍ୟରେ ଈଶ୍ଵର ନିଖୁଣ\n କାର୍ଯ୍ୟ କରନ୍ତି ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” (୩) ଉଭୟ ଏକ ଏବଂ ଦୁଇଟି ଏକକାଳୀନ ବିକଳ୍ପ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” ଯଦି\n ଆପଣଙ୍କ ଭାଷା ଈଶ୍ଵରଙ୍କ କାର୍ଯ୍ୟର ବସ୍ତୁକୁ ଅସ୍ପଷ୍ଟ ରଖିବାକୁ ଅନୁମତି ଦିଏ, ତେବେ  ULT ରେ ଥିବା ବିକଳ୍ପ ବ୍ୟବହାର କରନ୍ତୁ ।  ଯଦି ଆପଣଙ୍କର ଭାଷା ଏହା ପାଇଁ ଅନୁମତି ଦିଏ ନାହିଁ, ଉପରୋକ୍ତ\n ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-extrainfo)\n\n\n
375 PHP 2 14 gy6p figs-yousingular πάντα ποιεῖτε χωρὶς γογγυσμῶν καὶ διαλογισμῶν 1 \n \n\n**ବିନା ସମସ୍ତ କାର୍ଯ୍ୟ କର** ବାକ୍ୟାଂଶ ସମସ୍ତ\n ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଜ୍ଞା ଅଟେ ।  ଏକ ଗୋଷ୍ଠୀର ଲୋକଙ୍କୁ ନିର୍ଦ୍ଦେଶ ଦେବା ପାଇଁ\n ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ, ନିଶ୍ଚିତ କର ଯେ ତୁମ୍ଭେମାନେ\n କୌଣସି କାର୍ଯ୍ୟରେ ଅଭିଯୋଗ କିମ୍ବା ତର୍କ ନ କର” (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n
376 PHP 2 15 sp0g figs-metaphor τέκνα Θεοῦ 1 \n \n\n**ଈଶ୍ଵରଙ୍କ ସନ୍ତାନ** ବାକ୍ୟ ସେହି ଲୋକମାନଙ୍କୁ\n ବର୍ଣ୍ଣନା କରିବାର ଏକ ସାଙ୍କେତିକ ଉପାୟ ଅଟେ, ଯେଉଁମାନେ ଯୀଶୁଙ୍କ ଉପରେ ସେମାନଙ୍କର ବିଶ୍ଵାସ ଏବଂ\n ଭରସା ରଖି ଈଶ୍ଵରଙ୍କ ସହ ପିତା-ସନ୍ତାନ ସମ୍ପର୍କ ସ୍ଥାପନ କରିଛନ୍ତି ।  ଏଠାରେ, ସନ୍ତାନମାନେ ଯେଉଁମାନେ ଯୁବକ, ସେମାନଙ୍କୁ ବୁଝାଏ\n ନାହିଁ, କେବଳ ସେହି\n ସମ୍ପର୍କକୁ ସୂଚାଇଥାଏ ଯେଉଁଥିରେ ଲୋକମାନେ କୌଣସି ବୟସରେ ନିଜ ପିତାଙ୍କ ସହ ରହିଥା’ନ୍ତି । ଯଦି ଆପଣ ସନ୍ତାନମାନଙ୍କୁ\n ଏକ ଆକ୍ଷରିକ ଶବ୍ଦ ବ୍ୟବହାର କରି ଅନୁବାଦ କରନ୍ତି, ଏକ ଶବ୍ଦ ବାଛନ୍ତୁ ଯାହାକି ସେମାନଙ୍କ ପିତାଙ୍କ\n ସମ୍ବନ୍ଧରେ କୌଣସି ବୟସର ଲୋକକୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ ସନ୍ତାନ” କିମ୍ବା “ଈଶ୍ଵରଙ୍କ ଆତ୍ମିକ ସନ୍ତାନ”\n (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
377 PHP 2 15 im15 figs-explicit ἄμωμα 1 \n \n\n**ଦୋଷ ବିନା** ବାକ୍ୟର ଅର୍ଥ ତ୍ରୁଟି କିମ୍ବା ଦୋଷରୁ\n ମୁକ୍ତ ଅଟେ । ଏଠାରେ ଦୋଷ ବିନା\n ବାକ୍ୟର ଅର୍ଥ ନୈତିକ ତ୍ରୁଟି କିମ୍ବା ଦୁର୍ନୀତିରୁ ମୁକ୍ତ ଅଟେ ।  ଆପଣଙ୍କ ଭାଷାରୁ ଏକ ସମାନ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏହି ପ୍ରସଙ୍ଗରେ ବୁଝାଯିବ, କିମ୍ବା\n ସରଳ  ଭାଷାବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଯିଏ ସମସ୍ତ ମନ୍ଦରୁ ଦୂରେଇ ଯାଏ”\n (ଦେଖନ୍ତୁ: rc://en/ta/man/translate/figs-expl)\n\n\n
378 PHP 2 15 f957 figs-metonymy ἐν οἷς φαίνεσθε ὡς φωστῆρες ἐν κόσμῳ 1 \n \n\nପାଉଲ ସାଙ୍କେତିକ ଭାବରେ ଲୋକମାନଙ୍କୁ ସେମାନେ\n ରହୁଥିବା ଜଗତ ସହ  ଯୋଡି ବର୍ଣ୍ଣନା କରନ୍ତି ।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ବୁଝି ନ\n ପାରନ୍ତି , ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ, କିମ୍ବା ସରଳ \n ଭାଷା ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ଯେଉଁମାନଙ୍କ ମଧ୍ୟରେ ତୁମ୍ଭେମାନେ ଜଗତର ଲୋକମାନଙ୍କ ଆଗରେ ଆଲୋକ ପରି\n ଉଜ୍ଜ୍ୱଳ ହେବ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n
379 PHP 2 16 cher λόγον ζωῆς ἐπέχοντες 1 \n \n\n**ଜୀବନର ବାକ୍ୟକୁ ଧାରଣ କରିବା** ବାକ୍ୟାଂଶ ପୂର୍ବ\n ପଦରୁ ଚିନ୍ତାଧାରାକୁ ଜାରି ରଖେ ଏବଂ ଖ୍ରୀଷ୍ଟିୟାନମାନେ କିପରି “ନିର୍ଦ୍ଦୋଷ ଏବଂ ନିର୍ମଳ, ଈଶ୍ଵରଙ୍କ\n ସନ୍ତାନ” ହୋଇପାରିବେ, ଯେଉଁମାନେ “ଜଗତରେ ଆଲୋକ ପରି ଉଜ୍ଜ୍ୱଳ” ହୋଇପାରିବେ\n ।  ଆପଣଙ୍କ ଭାଷାରେ ଏହି ସଂଯୋଗ ଦେଖାଇବାକୁ ସର୍ବୋତ୍ତମ\n ଉପାୟ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ଜୀବନର ବାକ୍ୟ ଧାରଣ କରିଅଛ”\n\n\n
380 PHP 2 16 nmix figs-metonymy λόγον 1 \n \n\n**ଜୀବନର ବାକ୍ୟ** ଯୀଶୁଙ୍କ ବିଷୟରେ ସୁସମାଚାରକୁ\n ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହି\n ବାକ୍ୟାଂଶକୁ ସରଳ ଭାଷାରେ ଅନୁବାଦ କରନ୍ତୁ ।  ବିକଳ୍ପ ଅନୁବାଦ: “ଜୀବନ ପ୍ରଦାନ କରୁଥିବା ବାର୍ତ୍ତା” କିମ୍ବା “ଜୀବନ ପ୍ରଦାନକାରୀ\n ସୁସମାଚାର” କିମ୍ବା “ଜୀବନ ପ୍ରଦାନକାରୀ ବିଷୟ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
381 PHP 2 16 i448 figs-explicit λόγον ζωῆς 1 \n \n\n**ଜୀବନ ବାକ୍ୟର** ଅର୍ଥ ହୋଇପାରେ: (୧) ବାକ୍ୟ\n ଯାହା ଲୋକମାନଙ୍କୁ ଜୀବନ ପ୍ରଦାନ କରେ । ବିକଳ୍ପ ଅନୁବାଦ:\n “ଜୀବନ ପ୍ରଦାନ କରୁଥିବା ବାକ୍ୟ” (୨) ବାକ୍ୟ ଯାହା ଜୀବନ ବିଷୟରେ ଏବଂ ଜୀବନ ପ୍ରଦାନ କରେ ।  ବିକଳ୍ପ ଅନୁବାଦ: “ଜୀବନ ବିଷୟରେ ଏବଂ ଜୀବନ ପ୍ରଦାନ\n କରୁଥିବା ବାକ୍ୟ” (୩) ବାକ୍ୟ ଯାହାକି ଜୀବନ ଧାରଣ କରେ ଏବଂ ଲୋକମାନଙ୍କୁ ଜୀବନ ଦେବାର\n କ୍ଷମତା ରଖିଥାଏ ।  ବିକଳ୍ପ ଅନୁବାଦ: “ବାକ୍ୟ ଯାହା ଜୀବନ ଧାରଣ କରେ ଏବଂ ଜୀବନ ପ୍ରଦାନ କରେ” ଯଦି ଆପଣଙ୍କ\n ଭାଷା ଆପଣଙ୍କ ଜୀବନର ବାକ୍ୟକୁ ଅସ୍ପଷ୍ଟ ରଖିବାକୁ ଅନୁମତି ଦିଏ,\n ଏହା ସର୍ବୋତ୍ତମ ବିକଳ୍ପ ଅଟେ।  ଯଦି ଆପଣଙ୍କର ଭାଷା ଆପଣଙ୍କୁ ଏହା କରିବାକୁ ଅନୁମତି\n ଦିଏ ନାହିଁ, ତେବେ **ଜୀବନର** ବାକ୍ୟାଂଶ ବାକ୍ୟ ଶବ୍ଦ ସହ କିପରି ଜଡିତ ତାହା ଆପଣ ସ୍ପଷ୍ଟ ଭାବରେ\n ସ୍ପଷ୍ଟ କରିପାରିବେ ।  (ଦେଖନ୍ତୁ: rc://en/ta/man/translate/figs-explicit)\n\n\n
382 PHP 2 16 fz1d figs-abstractnouns λόγον ζωῆς 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ଏକ ଶବ୍ଦଗତ ବାକ୍ୟାଂଶରେ ବ୍ୟବହାର କରି ଗୁଣବାଚକ \n ବିଶେଷ୍ୟ **ଜୀବନକୁ** ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଜୀବନ ପ୍ରଦାନକାରୀ ବାକ୍ୟ” କିମ୍ବା “ବାକ୍ୟ ଯାହା ଜୀବନ ପ୍ରଦାନ କରେ”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
383 PHP 2 16 s3z9 grammar-connect-logic-result εἰς καύχημα ἐμοὶ εἰς ἡμέραν Χριστοῦ, ὅτι οὐκ εἰς κενὸν ἔδραμον, οὐδὲ εἰς κενὸν ἐκοπίασα 1 \n \n\n**ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ମୁଁ ଦର୍ପ\n କରିପାରିବି** ବାକ୍ୟାଂଶ ସହ, ପାଉଲ ଏକ କାରଣ ଉପସ୍ଥାପନ କରିଛନ୍ତି ଯେ ଫିଲିପ୍ପୀୟ\n ବିଶ୍ଵାସୀମାନେ ସେଗୁଡ଼ିକୁ ୨:୧୨ ରେ କରିବାକୁ କହିଥିବା ବିଷୟଗୁଡ଼ିକୁ ରକ୍ଷାକରିବାକୁ\n ଚେଷ୍ଟା କରିବା ଉଚିତ ଏବଂ **ଜୀବନର ବାକ୍ୟକୁ ଧରି ରଖିବା** ବାକ୍ୟାଂଶ ସହ ଶେଷ କରନ୍ତି ।  ପାଉଲ ଏଠାରେ ଯାହା କରିବାକୁ କହିଛନ୍ତି ତାହା ପାଇଁ\n ଗୋଟିଏ କାରଣ ଦର୍ଶାନ୍ତି।  ସେ କହନ୍ତି ଯେ ଯଦି ସେ ସେମାନଙ୍କୁ ଯାହା କହିଛନ୍ତି ତାହା ପାଳନ କରନ୍ତି, ତେବେ ଖ୍ରୀଷ୍ଟ\n ଫେରି ଆସିବା ପରେ ସେ ସେମାନଙ୍କ ମଧ୍ୟରେ ବୃଥା କାମ କରି ନାହାନ୍ତି ବୋଲି ସେ ଗର୍ବିତ\n ହୋଇପାରନ୍ତି । ଏହି କାରଣ-ଫଳାଫଳ\n ସମ୍ପର୍କ ଦେଖାଇବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଯାହାଫଳରେ ଖ୍ରୀଷ୍ଟ ଯେଉଁ ଦିନ\n ଫେରି ଆସିବେ ସେହି ଦିନ ମୁଁ ବୃଥା ପରିଶ୍ରମ କରି ନାହିଁ ବୋଲି ମୁଁ ଗର୍ବ କରିବାକୁ ସମର୍ଥ\n ହେବି” (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
384 PHP 2 16 esvd figs-explicit εἰς καύχημα ἐμοὶ 1 \n \n\nଏଠାରେ, **ଗର୍ବ କରିବା** ପାଉଲ ଫିଲିପ୍ପୀୟ ବିଶ୍ଵାସୀଙ୍କ\n ଜୀବନରେ ଈଶ୍ଵରଙ୍କ କାର୍ଯ୍ୟ ପାଇଁ ଗର୍ବିତ ଥିବା ବିଷୟକୁ  ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ଯାହାଫଳରେ ମୁଁ ତୁମ୍ଭମାନଙ୍କ\n ମଧ୍ୟରେ ଈଶ୍ଵରଙ୍କ କାର୍ଯ୍ୟ ପାଇଁ ଗର୍ବିତ ହୋଇପାରେ” କିମ୍ବା “ଯାହାଫଳରେ ମୁଁ ତୁମ୍ଭମାନଙ୍କ\n ମଧ୍ୟରେ ଈଶ୍ଵରଙ୍କ କାର୍ଯ୍ୟରେ ଗର୍ବ କରିବି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
385 PHP 2 16 heo4 εἰς καύχημα ἐμοὶ 1 \n \n\nବିକଳ୍ପ ଅନୁବାଦ: “ଯାହାଫଳରେ ମୁଁ ଗର୍ବ\n କରିପାରିବି” କିମ୍ବା “ଯେପରି ମୋର ଗୌରବ କରିବାର ଉତ୍ତମ କାରଣ ଅଛି”\n\n\n
386 PHP 2 16 wyyg figs-abstractnouns εἰς κενὸν…εἰς κενὸν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ବିଶେଷଣ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟର ବ୍ୟର୍ଥ ବ୍ୟକ୍ତ କରିପାରିବେ ।  ବିକଳ୍ପ ଅନୁବାଦ: “ବିନା ଫଳାଫଳରେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
387 PHP 2 16 btgu figs-explicit οὐδὲ εἰς κενὸν ἐκοπίασα 1 \n \n\nଏଠାରେ ପାଉଲ ଫିଲିପ୍ପୀୟ ବିଶ୍ଵାସୀଙ୍କ ସହ\n ସୁସମାଚାର ବାଣ୍ଟିବା ଏବଂ ଆତ୍ମିକ ପରିପକ୍ୱତା ବୃଦ୍ଧିରେ ସାହାଯ୍ୟ କରିବା ପାଇଁ ତାଙ୍କର\n ଆତ୍ମିକ କାର୍ଯ୍ୟକୁ ସୂଚାଇବା ପାଇଁ **ଶ୍ରମ** ଶବ୍ଦ ବ୍ୟବହାର କରନ୍ତି ।  ପାଉଲ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ସେ\n ସେମାନଙ୍କ ମଧ୍ୟରେ ତାଙ୍କର ଆତ୍ମିକ କାର୍ଯ୍ୟ ବିଷୟରେ କହୁଛନ୍ତି ବୋଲି ଜାଣିପାରିବେ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ\n ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।  ବିକଳ୍ପ ଅନୁବାଦ: “କିମ୍ବା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ଏବଂ\n ତାଙ୍କ ଆଜ୍ଞା ପାଳନ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରି ବ୍ୟର୍ଥରେ କଠିନ ପରିଶ୍ରମ କରେ”\n (ଦେଖନ୍ତୁ: rc://en/ta/man/translate/figs-expl)\n\n\n
388 PHP 2 17 p9km grammar-connect-words-phrases ἀλλ’ εἰ καὶ 1 \n \n\n**କିନ୍ତୁ ଆଉ ଯଦି**  ସୁସମାଚାରର ଅଗ୍ରଗତି ପାଇଁ ଦୌଡ଼ିବା ଏବଂ ପରିଶ୍ରମର\n ଧାରଣାକୁ ସଂଯୋଗ କରେ, ଯାହା ପାଉଲ ୨:୧୬ ରେ ଆଲୋଚନା କରିଥିଲେ, ଏବଂ ଏହି ପଦର ମଧ୍ୟ ଉଲ୍ଲେଖ କରନ୍ତି ।  ଏହି ସଂଯୋଗକୁ ଦର୍ଶାଉଥିବା ଉପାୟରେ ଆପଣଙ୍କ  ଭାଷାରେ ଏହି ବାକ୍ୟାଂଶକୁ କିପରି ଅନୁବାଦ କରାଯିବ\n ତାହା ବିଚାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/grammar-connect-words-phrases)\n\n\n
389 PHP 2 17 j2ov translate-symaction σπένδομαι ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν 1 \n \n\n**ମୁଁ ପେୟ ନୈବେଦ୍ୟ ପରି ଢଳା ଯାଏ** ବାକ୍ୟଟି\n ପୁରାତନ ନିୟମ ଯିହୁଦୀ ବଳିଦାନ ପ୍ରଣାଳୀକୁ ବୁଝାଏ \n ।  ଜଣେ ଯାଜକ ବେଦି ଉପରେ ଏକ ପଶୁକୁ ବଳିଦାନ କରିବା\n ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ବଳିଦାନ ଉତ୍ସର୍ଗ କରନ୍ତି ଓ ତା’ପରେ ବଳିଦାନକୁ\n ପୂର୍ଣ୍ଣ କରିବା ପାଇଁ ଈଶ୍ୱରଙ୍କ ନିକଟରେ ପାନୀୟ ରୂପେ ଦ୍ରାକ୍ଷାରସ ଢାଳନ୍ତି ।  ଗଣନା ୨୮: ୭ ଦେଖନ୍ତୁ ।  ଯଦି ଆପଣଙ୍କ ସଂସ୍କୃତିରେ ସମାନ ଅର୍ଥ ଥିବା ଏକ ଅଙ୍ଗଭଙ୍ଗୀ ଅଛି, ଏହାକୁ ଏଠାରେ\n ବ୍ୟବହାର କରନ୍ତୁ, କିନ୍ତୁ ଯଦି ଏହି ଚିତ୍ରଗୁଡ଼ିକ ଆପଣଙ୍କ\n ସଂସ୍କୃତିରେ ବିଭ୍ରାନ୍ତିକର ହୁଏ, ତେବେ ସରଳ \n ଭାଷାବ୍ୟବହାର କରି ଏହି ଚିତ୍ରଗୁଡ଼ିକର ଅନୁବାଦ କରନ୍ତୁ ।  ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କର ବିଶ୍ୱାସର ବଳିଦାନ ସେବା ସମାପ୍ତ କରିବା ପାଇଁ\n ମୁଁ ତୁମ୍ଭମାନଙ୍କ ପାଇଁ କାମ କରେ ଏବଂ ମୋହର ଜୀବନ ଦିଏ” (ଦେଖନ୍ତୁ: rc://en/ta/man/translate/translate-symaction)\n\n\n
390 PHP 2 17 xlv0 figs-metaphor σπένδομαι 1 \n \n\nସୁସମାଚାରର ଅଗ୍ରଗତି ପାଇଁ ତାଙ୍କ ବନ୍ଧନ ଏବଂ\n ଦୁଃଖକୁ ସାଙ୍କେତିକ ଭାବରେ ଚିତ୍ରଣ କରିବା ପାଇଁ ପାଉଲ **ମୁଁ ପେୟ ନୈବେଦ୍ୟ ପରି ଢଳା ଯାଏ**\n ବାକ୍ୟାଂଶ ବ୍ୟବହାର କରନ୍ତି । ପାଉଲ ବୋଧହୁଏ ସୁସମାଚାର ପ୍ରଚାର କରିବା ନିମନ୍ତେ\n ଭବିଷ୍ୟତରେ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଚିନ୍ତା କରୁଛନ୍ତି ।  ଯଦି ଆପଣଙ୍କ ଭାଷାରେ ଏହି ରୂପକ  ସ୍ପଷ୍ଟ ନହୁଏ, ତେବେ ଏହି ଧାରଣାକୁ ପ୍ରକାଶ କରିବାକୁ ସରଳ  ଭାଷାବ୍ୟବହାର କରନ୍ତୁ । (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
391 PHP 2 17 ji4w figs-abstractnouns σπένδομαι 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ ମୌଖିକ\n ବାକ୍ୟ ଗଠନ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ନୈବେଦ୍ୟ** ପ୍ରକାଶ କରିପାରିବେ ।  (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
392 PHP 2 17 thi0 figs-activepassive ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଏହାକୁ ଏକ\n କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “ତୁମ୍ଭର ବଳିଦାନ ଏବଂ ସେବାରେ\n ଯାହା ତୁମ୍ଭେମାନେ ପ୍ରଦାନ କରୁଛ କାରଣ ତୁମ୍ଭେ ବିଶ୍ୱାସ କର” (ଦେଖନ୍ତୁ: rc://en/ ta/man/translate/figs-activepassive)\n\n\n
393 PHP 2 17 ip8i figs-hendiadys ἐπὶ τῇ θυσίᾳ καὶ λειτουργίᾳ τῆς πίστεως ὑμῶν 1 \n \n\n**ବଳିଦାନ** ଏବଂ **ସେବା** ଶବ୍ଦଗୁଡ଼ିକ ଦ୍ୱାରା\n ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି ଅର୍ଥକୁ ଏକକ ଧାରଣା କିମ୍ବା\n ବାକ୍ୟାଂଶ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ତୁମ୍ଭର ବଳିଦାନ ସେବା ସମାପ୍ତ କରିବାକୁ ଯାହା ତୁମ୍ଭେମାନେ ପ୍ରଦାନ\n କରୁଛ କାରଣ ତୁମ୍ଭେ ସୁସମାଚାରକୁ ବିଶ୍ଵାସ କର” (ଦେଖନ୍ତୁ: rc://en/ta/man/translate/figs-hendiadys)\n\n\n
394 PHP 2 17 s1j9 χαίρω καὶ συνχαίρω πᾶσιν ὑμῖν 1 \n \n\n**ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ**\n ବାକ୍ୟାଂଶ ଫିଲିପ୍ପୀୟଙ୍କ ତରଫରୁ ତାଙ୍କର କଠିନ ପରିଶ୍ରମ ଏବଂ ଦୁଃଖ  ପ୍ରତି ପାଉଲଙ୍କ ସାରାଂଶ, ଯାହାକୁ ସେ ୨:\n ୧୬ ପଦରେ ବର୍ଣ୍ଣନା କରିଛନ୍ତି । \n\n\n
395 PHP 2 18 bicj figs-explicit τὸ…αὐτὸ 1 \n \n\n**ସେହି ପ୍ରକାରେ** ବାକ୍ୟାଂଶ ଫିଲିପ୍ପୀୟ\n ଖ୍ରୀଷ୍ଟିୟାନମାନଙ୍କୁ ସୂଚାଏ ଯେପରି ପାଉଲ କହନ୍ତି ଯେ ସେ ପୂର୍ବ ପଦ ୨:୧୭ ରେ ଆନନ୍ଦ କରିବେ\n ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ\n ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ସେହିଭଳି ଭାବରେ ମୁଁ ଆନନ୍ଦିତ ଅଟେ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
396 PHP 2 18 dr9c figs-yousingular καὶ ὑμεῖς χαίρετε καὶ συνχαίρετέ μοι 1 Connecting Statement: \n \n\n**ତୁମ୍ଭେମାନେ  ଆନନ୍ଦିତ** ଏବଂ ** ମୋ ସହ ଆନନ୍ଦିତ ହୁଅ**\n ବାକ୍ୟାଂଶଗୁଡ଼ିକ ସମସ୍ତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ବା ଉପଦେଶ\n ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ\n ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ\n ଆନନ୍ଦ କରିବାକୁ ଅନୁରୋଧ କରେ, ଏବଂ ମୋ ସହ \n ଆନନ୍ଦ ମଧ୍ୟ କର” (ଦେଖନ୍ତୁrc://en/ta/man/translate/figs-yousingular)\n\n\n
397 PHP 2 19 pq9g translate-names Τιμόθεον 1 \n \n\nତୀମଥି ଜଣେ ବ୍ୟକ୍ତିଙ୍କ ନାମ ଆତେ । (ଦେଖନ୍ତୁ: rc://en/ta/man/translate/translate-names)\n\n\n
398 PHP 2 22 clvw figs-abstractnouns τὴν δὲ δοκιμὴν αὐτοῦ γινώσκετε 1 \n \n\nଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ମୂଲ୍ୟବାନ”\n ଭଳି ଏକ ବିଶେଷଣ ସହ  ମୂଲ୍ୟବାନ ଗୁଣବାଚକ\n ବିଶେଷ୍ୟ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଜାଣିଛ ଯେ ତୀମଥି\n କେତେ ମୂଲ୍ୟବାନ ଅଟନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
399 PHP 2 24 qqpo figs-explicit ὅτι καὶ αὐτὸς ταχέως ἐλεύσομαι. 1 \n \n\nଏଠାରେ, **ମଧ୍ୟ** ଶବ୍ଦଟି ଦର୍ଶାଏ ଯେ ପାଉଲ ନିଶ୍ଚିତ ଥିଲେ\n ଯେ ସେ ତୀମଥିଙ୍କୁ ସେମାନଙ୍କ ନିକଟକୁ ପଠାଇବା ବ୍ୟତୀତ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ\n ମଧ୍ୟ ଦେଖା କରିବାକୁ ସମର୍ଥ ହେବେ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି , ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ମୁଁ ନିଜେ, ତୀମଥିଙ୍କ\n ବ୍ୟତୀତ ମଧ୍ୟ ଶୀଘ୍ର ଆସିବି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
400 PHP 2 24 wbpc figs-go ὅτι καὶ αὐτὸς ταχέως ἐλεύσομαι 1 \n \n\nଏହି ପରି ପ୍ରସଙ୍ଗରେ ଆସିବା ପରିବର୍ତ୍ତେ ଆପଣଙ୍କ\n ଭାଷା “ଯିବି” କହିପାରେ ।  ବିକଳ୍ପ ଅନୁବାଦ: “ଯେ ମୁଁ ମଧ୍ୟ ଶୀଘ୍ର ଯିବି” (ଦେଖନ୍ତୁ: rc://en/ta/man/translate/figs-go)\n\n\n
401 PHP 2 25 csw5 figs-metaphor ἀδελφὸν…μου 1 \n \n\nଏଠାରେ **ମୋର ଭାଇ** ବାକ୍ୟର ଅର୍ଥ ଏପାଫ୍ରାଦିତ\n ପାଉଲଙ୍କ ନିଜ ଭାଇ ଥିଲେ ନୁହେଁ। ବରଂ, ପାଉଲ ଏପାଫ୍ରାଦିତ ତାଙ୍କ **ଭାଇ** ବୋଲି ଡାକନ୍ତି\n କାରଣ ସେମାନେ ଉଭୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ଵରଙ୍କ ଆତ୍ମିକ  ପରିବାରର ସଦସ୍ୟ ଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ\n ସ୍ପଷ୍ଟ ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ:\n “ମୋର ଆତ୍ମିକ ଭାଇ” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋର ଭାଇ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n