Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-28 11:52:35 +00:00
parent bc531ae550
commit 1453c7ca0d
1 changed files with 23 additions and 23 deletions

View File

@ -2949,31 +2949,31 @@ LUK 23 33 bjr2 ὃν μὲν ἐκ δεξιῶν, ὃν δὲ ἐξ ἀριστ
LUK 23 34 uk4s ἔβαλον κλῆρον 1 they cast lots

**ଗୁଲିବାଣ୍ଟ** ଶବ୍ଦ ବିଭିନ୍ନ
ପାର୍ଶ୍ୱରେ ବିଭିନ୍ନ ଚିହ୍ନ ଥିବା ବସ୍ତୁକୁ ବୁଝାଏ ଯାହା ଅନେକ ସମ୍ଭାବନା ମଧ୍ୟରେ ଅନିଶ୍ଚିତ
ଭାବରେ ନିଷ୍ପତ୍ତି ନେବା ପାଇଁ ବ୍ୟବହୃତ ହୁଏ ।  କେଉଁ ଚିହ୍ନିତ ପାର୍ଶ୍ୱ ଉପରକୁ ଆସିବ ଦେଖିବା ପାଇଁ ସେଗୁଡ଼ିକୁ
ଭୂମିରେ ଫୋପାଡି ଦିଆଯାଏ ।  ଯଦି ଆପଣଙ୍କର ପାଠକମାନେ **ଗୁଲିବାଣ୍ଟ** ସହ ଅପରିଚିତ
ଅଟନ୍ତି ତେବେ ଆପଣ UST ପରି ଅନୁବାଦ
କରିପାରିବେ ।  କିନ୍ତୁ ଯଦି ଆପଣ
UST ପରିଇ ନ
କରନ୍ତି, ତେବେ ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ:
“ରୋମୀୟ ସୈନିକମାନେ ଜୁଆ ଖେଳିଲେ” (ଦେଖନ୍ତୁ: @)

LUK 23 34 qbj8 διαμεριζόμενοι ... τὰ ἱμάτια αὐτοῦ, ἔβαλον κλῆρον 1 dividing up his garments, they cast lots

ଏଠାରେ **ସେମାନେ** ସର୍ବନାମ ରୋମୀୟ ସୈନିକମାନଙ୍କୁ ବୁଝାଏ ।  ବିକଳ୍ପ ଅନୁବାଦ:
“ତା’ପରେ ରୋମୀୟ ସୈନିକମାନେ ଯୀଶୁଙ୍କ ପୋଷାକର ପ୍ରତ୍ୟେକ ଖଣ୍ଡକୁ ପାଇବାକୁ ତାହା ସ୍ଥିର କରିବାକୁ
ଗୁଲିବାଣ୍ଟ ପକାଇଲେ” (ଦେଖନ୍ତୁ:

LUK 23 35 a2h5 ἵστήκει, ὁ λαὸς 1 The people stood by

ଏହାର ଏହାର ଅର୍ଥ
**ଲୋକ** ଯେଉଁମାନେ **ଠିଆ ହୋଇ ଦେଖୁଥିଲେ** ଯୀଶୁଙ୍କୁ ପରିହାସ ମଧ୍ୟ କରୁଥିଲେ ।  ବିକଳ୍ପ ଅନୁବାଦ:
“ଲୋକମାନେ କ୍ରୁଶବିଦ୍ଧ ଦେଖିବା ପାଇଁ ଆସିଥିଲେ ଏବଂ ସେମାନେ ଯୀଶୁଙ୍କୁ ପରିହାସ କରିଥିଲେ, ଏବଂ ଯିହୁଦୀ ନେତାମାନେ ମଧ୍ୟ ତାଙ୍କୁ ପରିହାସ କରିଥିଲେ” (ଦେଖନ୍ତୁ: @)

LUK 23 35 kue4 σωσάτω 1 Let him save ଏହା ଯୀଶୁଙ୍କୁ ସୂଚାଏ
LUK 23 35 t7mb figs-irony ἄλλους ἔσωσεν, σωσάτω ἑαυτόν 1 He saved others. Let him save himself ଅଧ୍ୟକ୍ଷମାନଙ୍କର ବିଦ୍ରୁପମୂଳକ ବାକ୍ୟଗୁଡିକୁ ଲୂକ ଲିପିବଦ୍ଧ କରନ୍ତି I ଯୀଶୁ ନିଜକୁ ଉଦ୍ଧାର କରିବା ପରିବର୍ତ୍ତେ ଅନ୍ୟମାନଙ୍କୁ ଉଦ୍ଧାର କରି ପାରିବା ନିମନ୍ତେ ସେ ନିଜେ ମୃତ୍ୟୁବରଣ କରିବା ହିଁ ଏକମାତ୍ର ଉପାୟ ଥିଲା I (ଦେଖ: [[rc://or/ta/man/translate/figs-irony]])
LUK 23 35 m3f6 σωσάτω ἑαυτόν 1 Let him save himself ଯୀଶୁ ନିଜକୁ ରକ୍ଷା କରିବାକୁ ସକ୍ଷମ ହେବା ଉଚିତ୍ I ସେମାନେ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଏହା କହିଲେ I ସେମାନେ ବିଶ୍ବାସ କଲେ ନାହିଁ ଯେ ସେ ନିଜକୁ ରକ୍ଷା କରି ପାରିଥାନ୍ତେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିବାକୁ ଚାହୁଁ ଯେ ସେ ନିଜକୁ ରକ୍ଷା କରିବା ଦ୍ୱାରା ପ୍ରମାଣିତ କରନ୍ତୁ ଯେ ସେ କିଏ ଅଟନ୍ତି”
LUK 23 35 a963 ὁ ... ἐκλεκτός 1 the chosen one ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ୱର ମନୋନୀତ କରିଛନ୍ତି
LUK 23 35 kue4 σωσάτω 1 Let him save
LUK 23 35 t7mb figs-irony ἄλλους ἔσωσεν, σωσάτω ἑαυτόν 1 He saved others. Let him save himself

ଏଠାରେ ଯିହୁଦୀ
ନେତାମାନେ ରୂପକ ବ୍ୟବହାର କରନ୍ତି ।  ସେମାନେ ପ୍ରକୃତରେ ବିଶ୍ଵାସ କରନ୍ତି ନାହିଁ ଯେ ଯୀଶୁ
ଅନ୍ୟ ଲୋକମାନଙ୍କୁ **ଉଦ୍ଧାର** କରିଥିଲେ ।  ବିକଳ୍ପ ଅନୁବାଦ: “ସେ ବୋଧହୁଏ ଅନ୍ୟ ଲୋକମାନଙ୍କୁ ଉଦ୍ଧାର
କରିଥିଲେ” (ଦେଖନ୍ତୁ: @)

LUK 23 35 m3f6 σωσάτω ἑαυτόν 1 Let him save himself

ଏହାର ଅର୍ଥ ଯୀଶୁ
ଯଦି କ୍ରୁଶରେ ମୃତ୍ୟୁରୁ ନିଜକୁ ରକ୍ଷା କରିବାକୁ ସମର୍ଥ ହେବା ଉଚିତ
ତେବେ ସେ ଖ୍ରୀଷ୍ଟ ଅଟନ୍ତି ଏବଂ ଚମତ୍କାର କରିପାରିବେ ।  ବିକଳ୍ପ ଅନୁବାଦ: “କ୍ରୁଶରେ ନିଜକୁ ମୃତ୍ୟୁରୁ ରକ୍ଷା
କରିବାକୁ ସେ ଏକ ଚମତ୍କାର କରୁ” (ଦେଖନ୍ତୁ: @)

LUK 23 35 a963 ὁ ... ἐκλεκτός 1 the chosen one

ଏଠାରେ ନେତାମାନେ
ବିଶେଷ୍ୟ ଭାବରେ **ମନୋନୀତ** ବିଶେଷଣକୁ ବ୍ୟବହାର କରନ୍ତି ।  ଏହାକୁ ଦେଖାଇବା ପାଇଁ ULT
**ଜଣେ** ଯୋଗ କରେ ।  ଆପଣଙ୍କ ଭାଷା ସମାନ
ଭାବରେ ବିଶେଷଣ ବ୍ୟବହାର କରିପାରେ ।  ଯଦି ନୁହେଁ, ଆପଣ ଏକ ସମାନ ବାକ୍ୟାଂଶରେ
ଏହି ଶବ୍ଦକୁ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ: “ଯାହାକୁ ଈଶ୍ଵର ମନୋନୀତ କରିଛନ୍ତି” (ଦେଖନ୍ତୁ: @)

LUK 23 36 k8h9 αὐτῷ 1 him ଯୀଶୁ
LUK 23 36 q9w9 προσερχόμενοι 1 coming up ଯୀଶୁଙ୍କ ଅତି ନିକଟକୁ ଆସିଲେ
LUK 23 36 b3jz ὄξος προσφέροντες αὐτῷ 1 offering him vinegar "ଯୀଶୁଙ୍କୁ ଅମ୍ଲରସ ପିଇବା ପାଇଁ ଯାଚିଲେ I ଅମ୍ଲରସ ଏକ ଶସ୍ତା ଧରଣର ପାନୀୟ ଅଟେ ଯାହା ସାଧାରଣ ଲୋକମାନେ ପାନ କରନ୍ତି I ସୈନ୍ୟମାନେ ଯୀଶୁଙ୍କୁ ଏକ ଶସ୍ତା ଧରଣର ପାନୀୟ ଦେବା ଦ୍ୱାରା ଏଭଳି ଜଣେ ବ୍ୟକ୍ତିଙ୍କୁ ପରିହାସ କରନ୍ତି ଯିଏ ଦାବୀ କରନ୍ତି ଯେ ସେ ଜଣେ ରାଜା ଅଟନ୍ତି I
LUK 23 37 x5wr figs-explicit εἰ σὺ εἶ ὁ Βασιλεὺς τῶν Ἰουδαίων, σῶσον σεαυτόν 1 If you are the King of the Jews, save yourself ସୈନ୍ୟମାନେ ଯୀଶୁଙ୍କୁ ପରିହାସ କରୁଥିଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସ କରୁନାହୁଁ ଯେ ତୁମେ ଯିହୂଦୀମାନଙ୍କର ରାଜା ଅଟ, ଯଦି ତୁମେ ତାହା ଅଟ, ତେବେ ନିଜକୁ ରକ୍ଷା କରିବା ଦ୍ୱାରା ଆମ୍ଭମାନଙ୍କୁ ଭୁଲ ବୋଲି ପ୍ରମାଣିତ କର” (ଦେଖ: [[rc://or/ta/man/translate/figs-explicit]])
LUK 23 38 l5be ἐπιγραφὴ ἐπ’ αὐτῷ 1 an inscription over him ଯୀଶୁଙ୍କ କ୍ରୁଶର ଊର୍ଦ୍ଧ୍ୱରେ ଏକ ସୂଚନା ପଟା ଯାହା ଉଲ୍ଲେଖ କରେ"
LUK 23 38 w7aw ὁ Βασιλεὺς τῶν Ἰουδαίων οὗτος 1 This is the King of the Jews ଯେଉଁ ଲୋକମାନେ ଯୀଶୁଙ୍କ କ୍ରୁଶର ଊର୍ଦ୍ଧ୍ୱରେ ଏକ ସୂଚନା ପଟା ଲେଖିଥିଲେ ସେମାନେ ତାଙ୍କୁ ପରିହାସ କରୁଥିଲେ I ସେମାନେ ପ୍ରକୃତରେ ଭାବିଲେ ନାହିଁ ଯେ ସେ ଜଣେ ରାଜା ଅଟନ୍ତି I
LUK 23 39 z9ej ἐβλασφήμει αὐτόν 1 insulted him ଯୀଶୁଙ୍କୁ ଅପମାନିତ କଲେ
LUK 23 39 tmy7 figs-rquestion οὐχὶ σὺ εἶ ὁ Χριστός? σῶσον σεαυτὸν 1 Are you not the Christ? Save yourself ଜଣେ ଅପରାଧୀ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରେ I ବିକଳ୍ପ ଅନୁବାଦ: “ତୁ ଦାବୀ କରୁଛୁ ଯେ ତୁ ଖ୍ରୀଷ୍ଟ ଅଟୁ I ନିଜକୁ ରକ୍ଷା କର” ବା “ଯଦି ତୁ ପ୍ରକୃତରେ ଖ୍ରୀଷ୍ଟ ଅଟୁ, ତୁ ନିଜକୁ ରକ୍ଷା କରିବା କଥା” (ଦେଖ: [[rc://or/ta/man/translate/figs-rquestion]])
LUK 23 39 g6uk figs-irony σῶσον σεαυτὸν καὶ ἡμᾶς 1 Save yourself and us ସେହି ଅପରାଧୀ ପ୍ରକୃତରେ ଭାବିଲା ନାହିଁ ଯେ ଯୀଶୁ ସେମାନଙ୍କୁ କ୍ରୁଶରୁ ଉଦ୍ଧାର କରି ପାରିବେ I (ଦେଖ: [[rc://or/ta/man/translate/figs-irony]])
LUK 23 40 lb4e ὁ ἕτερος ἐπιτιμῶν αὐτῷ 1 the other rebuked him ଅନ୍ୟ ଅପରାଧିଟି ତାକୁ ତିରସ୍କାର କଲା
LUK 23 40 nk1r figs-rquestion οὐδὲ φοβῇ σὺ τὸν Θεόν, ὅτι ἐν τῷ αὐτῷ κρίματι εἶ 1 Do you not even fear God, since you are under the same condemnation? ସେହି ଅପରାଧୀ ଅନ୍ୟ ଅପରାଧିକୁ ଭର୍ସନା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରେ I ବିକଳ୍ପ ଅନୁବାଦ: “ତୁ ଈଶ୍ୱରଙ୍କୁ ଭୟ କରିବା ଉଚିତ୍, କାରଣ ସେମାନେ ତୋତେ ଯେଉଁ ଦଣ୍ଡ ଦେଉଛନ୍ତି ତାଙ୍କୁ ମଧ୍ୟ ସେହି ସମାନ ଦଣ୍ଡ ଦେଉଛନ୍ତି” ବା “ତୋର ନିଶ୍ଚିତ ଭାବରେ ଈଶ୍ୱରଭୟ ନାହିଁ, ଯେହେତୁ ତୁ ତାଙ୍କୁ ପରିହାସ କରୁଛୁ ଯେତେବେଳେ ତୁ ନିଜେ ଏକ କ୍ରୁଶ ଉପରେ ଝୁଲୁଛୁ ଠିକ ଯେପରି ସେ ଝୁଲୁଛନ୍ତି” (ଦେଖ: [[rc://or/ta/man/translate/figs-rquestion]])
LUK 23 41 qyp6 figs-123person ἡμεῖς μὲν ... ἐπράξαμεν ἀπολαμβάνομεν 1 We indeed ... we are receiving ... we did “ଆମ୍ଭେମାନେ” ଶବ୍ଦର ପ୍ରୟୋଗ କେବଳ ସେହି ଦୁଇଜଣ ଅପରାଧୀଙ୍କୁ ସୂଚାଏ, ଯୀଶୁଙ୍କୁ ବା ଅନ୍ୟ ଲୋକମାନଙ୍କୁ ସୂଚାଏ ନାହିଁ I (ଦେଖ: [[rc://or/ta/man/translate/figs-123person]])
LUK 23 41 i4gm ἡμεῖς μὲν δικαίως 1 we indeed rightly ପ୍ରକୃତରେ ଆମ୍ଭେମାନେ ଏହି ଦଣ୍ଡ ପାଇବାକୁ ଯୋଗ୍ୟ ଅଟୁ
LUK 23 41 nu35 οὗτος 1 this man ଏହା ଯୀଶୁଙ୍କୁ ସୂଚାଏ
LUK 23 42 mht9 καὶ ἔλεγεν 1 Then he said ସେହି ଅପରାଧି ମଧ୍ୟ କହିଲା
LUK 23 42 j9d9 μνήσθητί μου 1 remember me ମୋ ବିଷୟରେ ଚିନ୍ତା କରିବେ ଏବଂ ମୋ ପ୍ରତି ଉତ୍ତମ ବ୍ୟବହାର କରିବେ
LUK 23 42 zyv3 figs-metonymy ὅταν ἔλθῃς ἐν τῇ βασιλείᾳ σου 1 when you come into your kingdom ନିଜ ରାଜ୍ୟରେ “ପ୍ରବେଶ କଲାବେଳେ” ଅର୍ଥ ରାଜତ୍ଵ ଆରମ୍ଭ କରିବା ବେଳେ I ବିକଳ୍ପ ଅନୁବାଦ: “ରାଜା ଭାବରେ ରାଜତ୍ଵ କରିବାକୁ ଆରମ୍ଭ କଲାବେଳେ”(ଦେଖ: [[rc://or/ta/man/translate/figs-metonymy]])
LUK 23 43 n6w9 ἀμήν, σοι λέγω, σήμερον 1 Truly I say to you, today ଯୀଶୁ ଯାହା କହୁଛନ୍ତି ତାକୁ ଗୁରୁତ୍ଵ ଦେବା ନିମନ୍ତେ “ସତ୍ୟ” ଶବ୍ଦ ଯୋଗ କରାଯାଇଛି I ବିକଳ୍ପ ଅନୁବାଦ: “ତୁମେ ଜାଣ ବୋଲି ମୁଁ ଇଚ୍ଛା କରୁଛି ଯେ ଆଜି”
LUK 23 43 f1fl τῷ Παραδείσῳ 1 paradise ଏହା ସେହି ସ୍ଥାନ ଯେଉଁ ସ୍ଥାନକୁ ଧାର୍ମିକ ଲୋକମାନେ ମୃତ୍ୟୁ ପରେ ଯାଆନ୍ତି I ଯୀଶୁ ସେହି ଲୋକକୁ ପ୍ରତିଶ୍ରୁତି ଦେଉଛନ୍ତି ଯେ ସେ ଈଶ୍ୱରଙ୍କ ସହିତ ରହିବ ଏବଂ ଈଶ୍ୱର ତାକୁ ଗ୍ରହଣ କରିବେ I ବିକଳ୍ପ ଅନୁବାଦ: “ଯେଉଁ ସ୍ଥାନରେ ଧାର୍ମିକ ଲୋକମାନେ ବାସ କରନ୍ତି” ବା “ଯେଉଁ ସ୍ଥାନରେ ଲୋକମାନେ ଉତ୍ତମ ଭାବରେ ବାସ କରନ୍ତି”
LUK 23 44 x7fl ὡσεὶ ὥρα ἕκτη 1 about the sixth hour "ପ୍ରାୟ ମଧ୍ୟାହ୍ନ ସମୟରେ I ଘଣ୍ଟା ଗଣନା କରିବା ସମୟ, ଯାହା ଦିବସ ଆଗମନର ପ୍ରାତଃ 6:00 ରୁ ଆରମ୍ଭ ହୁଏ, ଏହା ସେହି ପ୍ରଥାକୁ ପ୍ରତିଫଳିତ କରେ I
LUK 23 44 q4t3 σκότος ἐγένετο ἐφ’ ὅλην τὴν γῆν 1 darkness came over the whole land ସମୁଦାୟ ଦେଶ ଅନ୍ଧକାର ହୋଇଗଲା"
LUK 23 36 b3jz ὄξος προσφέροντες αὐτῷ 1 offering him vinegar

ଏଠାରେ ଲୂକ  ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରନ୍ତି ନାହିଁ ଯେ ସୈନ୍ୟମାନେ **ଯୀଶୁଙ୍କୁ**
କେଉଁପରି **ଅମ୍ଳରସ** ଅର୍ଥାତ୍ ଖଟା
ମଦ ଯାହା ସେମାନଙ୍କର ସାଧାରଣ ପାନୀୟ ଥିଲା ଯାଚି ଉପହାସ କଲେ, ।  ଏହାର ଅର୍ଥ: (୧)
ଯେହେତୁ ଲୂକ ପରବର୍ତ୍ତୀ ପଦରେ ଉଲ୍ଲେଖ କରନ୍ତି ଯେ ସୈନ୍ୟମାନେ ଯୀଶୁଙ୍କୁ “ଯିହୁଦୀମାନଙ୍କର
ରାଜା” ବୋଲି କହି ପରିହାସ କରିଥିଲେ, ସାଧାରଣ ପାନୀୟ
ହୁଏତ ଏହା ଦର୍ଶାଇବାକୁ ଉଦ୍ଦିଷ୍ଟ ଥିଲା ଯେ ସେମାନେ ପ୍ରକୃତରେ ସେ ଜଣେ ରାଜା ବୋଲି ବିଶ୍ୱାସ
କରୁ ନ ଥିଲେ କାରଣ ଜଣେ ରାଜା ଉତ୍ତମ ଦ୍ରାକ୍ଷାରସ ପାନ କରନ୍ତି ।  ବିକଳ୍ପ  ଅନୁବାଦ: “ତା’ପରେ ସୈନ୍ୟମାନେ ଆସି ତାଙ୍କୁ ତାଙ୍କୁ
ଶସ୍ତା ଖଟା ଦ୍ରାକ୍ଷାରସ ଦେଇ ଉପହାସ କଲେ, ଯାହା ପ୍ରକୃତ ରାଜା
କେବେ ପାନ କରେ ନାହିଁ” () ସୈନ୍ୟମାନେ ହୁଏତ ଯୀଶୁଙ୍କୁ
କିଛି ପିଇବା ପାଇଁ ଯାଚି ଏହାକୁ ନ ଦେଇ **ଉପହାସ କରି** କରିଥିବେ ।  ଯଦିଓ ସେ ବହୁତ ତୃଷିତ ଥିଲେ ।  ବିକଳ୍ପ  ଅନୁବାଦ: “ତା’ପରେ ସୈନ୍ୟମାନେ ମଧ୍ୟ ଆସି ତାଙ୍କୁ
କିଛି ଖଟା ଦ୍ରାକ୍ଷାରସ ଦେଇ ତାଙ୍କୁ ପରିହାସ କଲେ କିନ୍ତୁ ପରେ ତାଙ୍କୁ ପିଇବାକୁ ଦେଲେ ନାହିଁ”
(ଦେଖନ୍ତୁ: @)

LUK 23 37 x5wr figs-explicit εἰ σὺ εἶ ὁ Βασιλεὺς τῶν Ἰουδαίων, σῶσον σεαυτόν 1 If you are the King of the Jews, save yourself

ସୈନ୍ୟମାନେ ଉପହାସ କରିବା
ବିଷୟ ଏକ ଉପକଳ୍ପିତ ପରିସ୍ଥିତିକୁ ବୁଝାଏ ।  ବିକଳ୍ପ ଅନୁବାଦ: “ଯଦି ତୁମ୍ଭେ ପ୍ରକୃତରେ ଯିହୁଦୀମାନଙ୍କର
ରାଜା ।  ତେବେ ନିଜକୁ ବଞ୍ଚାଅ”(ଦେଖନ୍ତୁ:

LUK 23 38 l5be ἐπιγραφὴ ἐπ’ αὐτῷ 1 an inscription over him

ଲୂକ  ସାଙ୍କେତିକ ଭାବରେ ଲେଖାଥିବା ଲିପିକୁ ସୂଚାଉଛି ଯାହା
ସୈନ୍ୟମାନେ ଯୀଶୁଙ୍କ ଉର୍ଦ୍ଧରେ
ଲେଖିଥିଲେ ।  ବିକଳ୍ପ  ଅନୁବାଦ: “ସୈନ୍ୟମାନେ ଯୀଶୁଙ୍କ କ୍ରୁଶରେ ଏକ ଲିପିପତ୍ର ମଧ୍ୟ ଲଗାଇଲେ ଯାହା ଉପରେ ସେମାନେ ଲେଖିଥିଲେ”
(ଦେଖନ୍ତୁ: @)

LUK 23 38 w7aw ὁ Βασιλεὺς τῶν Ἰουδαίων οὗτος 1 This is the King of the Jews

ସୈନ୍ୟମାନେ ପ୍ରକୃତରେ ବିଶ୍ଵାସ
କଲେ ନାହିଁ ଯେ ଯୀଶୁ **ଯିହୁଦୀମାନଙ୍କର ରାଜା** ଥିଲେ ।  ବରଂ, ଏହି ଲିପିପତ୍ର
ଲଗାଇବା ଦ୍ୱାରା ସେମାନେ ତାଙ୍କୁ ପରିହାସ କରିଥିଲେ ।  ତେଣୁ ଏହି ପତ୍ର ଏହାର ବିପରୀତକୁ ବୁଝାଏ ଯାହା ଯେଉଁମାନେ
ଏହାକୁ ଲେଖିଥିଲେ ସେମାନେ ପ୍ରକୃତରେ ବିଶ୍ୱାସ କରୁଥିଲେ ।  ବିକଳ୍ପ  ଅନୁବାଦ: “ସୈନ୍ୟମାନେ ଯୀଶୁଙ୍କ କ୍ରୁଶର
ଶୀର୍ଷରେ ଏକ ଲିପିପତ୍ର ମଧ୍ୟ ଲଗାଇଲେ ଯାହା ଉପରେ ସେମାନେ ଉପହାସ କରି ଲେଖିଥିଲେ” (ଦେଖନ୍ତୁ:

LUK 23 39 z9ej ἐβλασφήμει αὐτόν 1 insulted him

[:୬୫] (../22/65.md) ପରି, ଏଠାରେ **ନିନ୍ଦା** ଶବ୍ଦ ସାଧାରଣ ““ଅପମାନିତ”ହେବା ଅର୍ଥରେ ଅଛି, ଯଦିଓ ଏହି ଅପରାଧୀ ଅଧିକ ନିର୍ଦ୍ଦିଷ୍ଟ ଅର୍ଥରେ ନିନ୍ଦା କରିବାରେ ଦୋଷୀ
ଥିଲା, ଯେହେତୁ ସେ ପରାମର୍ଶ ଦେଉଥିଲା ଯେ ଯୀଶୁ ଖ୍ରୀଷ୍ଟ ନୁହଁନ୍ତି ।  ବିକଳ୍ପ ଅନୁବାଦ:
“ତାଙ୍କୁ ଅପମାନ କଲା”

LUK 23 39 tmy7 figs-rquestion οὐχὶ σὺ εἶ ὁ Χριστός? σῶσον σεαυτὸν 1 Are you not the Christ? Save yourself

ଅପରାଧୀ ଯୀଶୁଙ୍କୁ
ପରିହାସ କରିବା ପାଇଁ ପ୍ରଶ୍ନକୁ ବ୍ୟବହାର କରେ ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ
ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ:
“ମୁଁ ଭାବିଲି ତୁମ୍ଭେ ଖ୍ରୀଷ୍ଟ ହେବା ଉଚିତ ଥିଲା!” (ଦେଖନ୍ତୁ: @)

LUK 23 39 g6uk figs-irony σῶσον σεαυτὸν καὶ ἡμᾶς 1 Save yourself and us

ଅପରାଧୀ ପ୍ରକୃତରେ
ଭାବି ନଥିଲା ଯେ ଯୀଶୁ ନିଜକୁ ଏବଂ ଦୁଇ ଅପରାଧୀକୁ କ୍ରୁଶବିଦ୍ଧରେ ମୃତ୍ୟୁରୁ ଉଦ୍ଧାର କରିପାରିବେ।
ଏହା ପରିବର୍ତ୍ତେ, ସେ ଯୀଶୁଙ୍କୁ ଏହା
କରିବାକୁ କହୁଛନ୍ତି ଯେ ଯୀଶୁ ପ୍ରକୃତରେ ଏହା କରିପାରିବେ ନାହିଁ ।  ତେଣୁ ସେ ଯାହା ବିଶ୍ୱାସ କରେ ତାହାର ବିପରୀତ କଥା କହେ
।  ବିକଳ୍ପ ଅନୁବାଦ:
“କିନ୍ତୁ ତୁମ୍ଭେ ନିଜକୁ କିମ୍ବା ଆମକୁ ବଞ୍ଚାଇ ପାରିବ ନାହିଁ” (ଦେଖନ୍ତୁ: @)

LUK 23 40 lb4e ὁ ἕτερος ἐπιτιμῶν αὐτῷ 1 the other rebuked him

ଏକାଠି ଦୁଇଟି ଶବ୍ଦ
**ଉତ୍ତର** ଏବଂ **କହିଲେ** ଅର୍ଥାତ୍ ଦ୍ୱିତୀୟ ଅପରାଧୀ ଯୀଶୁଙ୍କୁ ଯାହା କହିଲା ତାହାର ଉତ୍ତରରେ
ପ୍ରଥମ ଅପରାଧୀକୁ ଭର୍ତ୍ସନା କଲେ ।  ଆପଣ ଏହି ଶବ୍ଦଗୁଡ଼ିକୁ ଏକକ ଅଭିବ୍ୟକ୍ତିରେ ଅନୁବାଦ କରିପାରିବେ
।  ବିକଳ୍ପ ଅନୁବାଦ:
“କିନ୍ତୁ ଅନ୍ୟ ଅପରାଧୀ ତାହାକୁ ଭର୍ତ୍ସନା କରି କହିଲା” (ଦେଖନ୍ତୁ: @)

LUK 23 40 nk1r figs-rquestion οὐδὲ φοβῇ σὺ τὸν Θεόν, ὅτι ἐν τῷ αὐτῷ κρίματι εἶ 1 Do you not even fear God, since you are under the same condemnation?

ଦ୍ୱିତୀୟ ଅପରାଧୀ
ପ୍ରଥମ ଅପରାଧୀ  ଈଶ୍ଵରଙ୍କୁ ଭୟ କରେ କି ନାହିଁ
ସେହି ବିଷୟରେ ତାହାକୁ ପଚାରେ ନାହିଁ ।  ବରଂ ଦ୍ୱିତୀୟ ଅପରାଧୀ ପ୍ରଥମ ଅପରାଧୀକୁ ଭର୍ତ୍ସନା କରିବା
ପାଇଁ ପ୍ରଶ୍ନ ବ୍ୟବହାର କରେ ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି କିମ୍ବା ବିସ୍ମୟ ବାକ୍ୟ ଭାବରେ
ଅନୁବାଦ କରିପାରିବେ ।  ବିକଳ୍ପ  ଅନୁବାଦ: “ତୁମେ ଈଶ୍ୱରଙ୍କୁ ଭୟ କରିବା ଉଚିତ, କାରଣ ସେ ଯେପରି କ୍ରୁଶରେ ମରୁଛନ୍ତି ତୁମ୍ଭେ ମଧ୍ୟ ମରୁଛ!” (ଦେଖନ୍ତୁ:

LUK 23 41 qyp6 figs-123person ἡμεῖς μὲν ... ἐπράξαμεν ἀπολαμβάνομεν 1 We indeed ... we are receiving ... we did

ଦ୍ୱିତୀୟ ଅପରାଧୀ
**ବିଚାର** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରୁଛନ୍ତି ଯେଉଁଥିରେ ରୋମୀୟମାନେ ତାଙ୍କ ଉପରେ
** ବିଚାର ** ଘୋଷଣା କରିବା ସମୟରେ ପ୍ରଥମ ଅପରାଧୀଙ୍କୁ ଦଣ୍ଡିତ କରାଯାଇଥିଲା ।  ବିକଳ୍ପ  ଅନୁବାଦ: “ତୁମେ ଯେପରି କ୍ରୁଶରେ ତାଙ୍କୁ ମୃତ୍ୟୁଦଣ୍ଡ
ଦିଆଯାଉଛି” (ଦେଖନ୍ତୁ: @)

LUK 23 41 i4gm ἡμεῖς μὲν δικαίως 1 we indeed rightly

ଦ୍ୱିତୀୟ ଅପରାଧୀ, ପ୍ରଥମ ଅପରାଧୀ ସହ କଥା ହେବାକୁ, ନିଜକୁ ଏବଂ ପ୍ରଥମ
ଅପରାଧୀକୁ ବୁଝାଇବା ପାଇଁ **ଆମେ** ଶବ୍ଦ ବ୍ୟବହାର କରେ ।  ତେଣୁ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ
କରେ **ଆମେ** ଏହି ସବୁ କ୍ଷେତ୍ରରେ ସେହି ଦୁଇ ଆପରଧିକୁ ବୁଝାଏ ।  (ଦେଖନ୍ତୁ: @)

LUK 23 41 nu35 οὗτος 1 this man

ଦ୍ୱିତୀୟ ଅପରାଧୀ
ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଯୀଶୁଙ୍କୁ ସୂଚାଇବା ପାଇଁ ବିଶେଷଣ ଭାବରେ ** ଏହି ** ବିଶେଷଣକୁ ବ୍ୟବହାର
କରୁଛନ୍ତି ।  ଏହାକୁ ଦେଖାଇବା
ପାଇଁ ULT ବିଶେଷ୍ୟ ** ଏକ ** ଯୋଗାଏ ।  ତୁମର ଭାଷା ସମାନ ଭାବରେ ବିଶେଷଣ ବ୍ୟବହାର କରିପାରିବ
।  ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ:
“ଏହି ବ୍ୟକ୍ତି” (ଦେଖନ୍ତୁ: @)

LUK 23 42 mht9 καὶ ἔλεγεν 1 Then he said

**ସେ** ସର୍ବନାମ ଦ୍ୱିତୀୟ ଅପରାଧୀକୁ ବୁଝାଏ, ଯିଏ ବର୍ତ୍ତମାନ ଯୀଶୁଙ୍କ ସହିକଥା ହେବା ଜାରି ରଖିଛି ।  ବିକଳ୍ପ ଅନୁବାଦ:
“ତାପରେ ଦ୍ୱିତୀୟ ଅପରାଧୀ କହିଲା” (ଦେଖନ୍ତୁ: @)

LUK 23 42 j9d9 μνήσθητί μου 1 remember me

[୧:୭୨](../01/72.md) ପରି, **ସ୍ମରଣକର** ଶବ୍ଦଟି ସାଙ୍କେତିକ ଭାବରେ ବର୍ଣ୍ଣନା କରେ ଯେ ଯୀଶୁ ଏହି
ଦ୍ୱିତୀୟ ଅପରାଧୀ ବିଷୟରେ ଚିନ୍ତା କରୁଛନ୍ତି ଏବଂ ସେ ତାଙ୍କ ତରଫରୁ କ’ଣ କାର୍ଯ୍ୟ କରିପାରିବେ
ତାହା ବିଚାର କରୁଛନ୍ତି ।  ଏହା ବୁଝାଏ  ନାହିଁ ଯେ ଯୀଶୁ ତାଙ୍କ ବିଷୟରେ ଭୁଲିଯିବେ ।  ବିକଳ୍ପ ଅନୁବାଦ:
“ଆପଣ ମୋତେ ସାହାଯ୍ୟ କରିବା ପାଇଁ ଯାହା କରିପାରିବେ ତାହା କରନ୍ତୁ” (ଦେଖନ୍ତୁ: @)

LUK 23 42 zyv3 figs-metonymy ὅταν ἔλθῃς ἐν τῇ βασιλείᾳ σου 1 when you come into your kingdom

ଏକ **ରାଜ୍ୟ** କୁ **ଆସିବ**  ଅର୍ଥ ରାଜା ଭାବରେ ଶାସନ କରିବା ଆରମ୍ଭ କରିବାକୁ
ବୁଝାଏ, ଯେପରି UST ଅନୁବାଦ କରେ  ।  ବିକଳ୍ପ ଅନୁବାଦ: “ଯେବେ ଆପଣ ରାଜା ଭାବରେ ଶାସନ କରିବା
ଆରମ୍ଭ କରିବେ” (ଦେଖନ୍ତୁ: @)

LUK 23 43 n6w9 ἀμήν, σοι λέγω, σήμερον 1 Truly I say to you, today

ଯୀଶୁ ଅପରାଧୀକୁ
ଯାହା କହିବାକୁ ଯାଉଛନ୍ତି ତାହା ଜୋର ଦେବାକୁ ସେ ଏହା କହିଛନ୍ତି ।  ବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ ନିଶ୍ଚିତ କରିପାରେ”

LUK 23 43 f1fl τῷ Παραδείσῳ 1 paradise

**ପାରଦୀଶ** ଶବ୍ଦ ପାଇଁ ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆଲୋଚନା ଦେଖନ୍ତୁ
।  ବିକଳ୍ପ  ଅନୁବାଦ: “ଯେଉଁ ସ୍ଥାନକୁ ଈଶ୍ଵର ଗ୍ରହଣ କରିଥିବା ଲୋକ
ମୃତ୍ୟୁପରେ ଯାଆନ୍ତି” ।

LUK 23 44 x7fl ὡσεὶ ὥρα ἕκτη 1 about the sixth hour

ଏହି ସଂସ୍କୃତିରେ, ଲୋକମାନେ ପ୍ରତ୍ୟେକ ଦିନ ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ଯାଏଁ
ସମୟକୁ ଭାଗ କରନ୍ତି ।  ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ତେବେ ଆପଣ ଆପଣଙ୍କ ସଂସ୍କୃତିର
ସମୟ ହିସାବରେ ଏହାକୁ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ପ୍ରାୟ ମଧ୍ୟାହ୍ନ”

LUK 23 44 q4t3 σκότος ἐγένετο ἐφ’ ὅλην τὴν γῆν 1 darkness came over the whole land

ଏଠାରେ: (୧)
**ଭୂମି ** ଭାବରେ ଅନୁବାଦିତ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସୂଚାଇପାରେ ।  UST ପରି ବିକଳ୍ପ ଅନୁବାଦ:
“ସେହି ସମଗ୍ର ଅଞ୍ଚଳରେ ଅନ୍ଧାର ହୋଇଗଲା” () ଶବ୍ଦଟି ପୃଥିବୀକୁ ମଧ୍ୟ ବର୍ଣ୍ଣନା କରିପାରେ ।  ବିକଳ୍ପ ଅନୁବାଦ:
“ଅନ୍ଧକାର ସମଗ୍ର ପୃଥିବୀକୁ ଆଚ୍ଛାଦନ କଲା”

LUK 23 44 e8zn ἕως ὥρας ἐνάτης 1 until the ninth hour "ତିନି ଘଣ୍ଟା ପର୍ଯ୍ୟନ୍ତ I ଘଣ୍ଟା ଗଣନା କରିବା ସମୟ, ଯାହା ଦିବସ ଆଗମନର ପ୍ରାତଃ 6:00 ରୁ ଆରମ୍ଭ ହୁଏ, ଏହା ସେହି ପ୍ରଥାକୁ ପ୍ରତିଫଳିତ କରେ I
LUK 23 45 hjt3 τοῦ ἡλίου ἐκλειπόντος 1 The sun was darkened ଏହା ସୂର୍ଯ୍ୟୋଦୟକୁ ସୂଚାଏ ନାହିଁ I ବରଂ, ମଧ୍ୟାହ୍ନ ସମୟରେ ସୂର୍ଯ୍ୟର ଆଲୋକ ଅନ୍ଧକାରମୟ ହେଲା I ସୂର୍ଯ୍ୟ ଅସ୍ତଗାମୀ ହେବା ବିଷୟ ଅପେକ୍ଷା ସୂର୍ଯ୍ୟର ଅନ୍ଧକାରମୟ ହେବା ବିଷୟ ବର୍ଣ୍ଣନା କରିବା ପାଇଁ ଏକ ଭାବ ପ୍ରକାଶକ ଶବ୍ଦ ବ୍ୟବହାର କର I
LUK 23 45 ssh2 τὸ καταπέτασμα τοῦ ναοῦ 1 the curtain of the temple ମନ୍ଦିର ଭିତରେ ଥିବା ପରଦା I ଏହା ସେହି ପର୍ଦ୍ଦା ଅଟେ ଯାହା ମହା ପବିତ୍ର ସ୍ଥାନରୁ ମନ୍ଦିରର ଅବଶିଷ୍ଟ ଅଂଶକୁ ପୃଥକ କରିଥାଏ I

Can't render this file because it is too large.