Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-28 11:45:08 +00:00
parent be52944cb0
commit bc531ae550
1 changed files with 14 additions and 14 deletions

View File

@ -2935,20 +2935,20 @@ LUK 23 29 bjb7 ἔρχονται ἡμέραι 1 days are coming ଏଠାର
LUK 23 29 xi9e ἐν αἷς ἐροῦσιν 1 in which they will say

ଏଠାରେ ଯୀଶୁ ଏକ
ଅନିର୍ଦ୍ଦିଷ୍ଟ ଅର୍ଥରେ **ସେମାନେ** ସର୍ବନାମ ବ୍ୟବହାର କରୁଛନ୍ତି ।  ସେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ସୂଚାନ୍ତି
ନାହିଁ ।  ବିକଳ୍ପ ଅନୁବାଦ:
“ଯେବେ ଲୋକମାନେ କହିବେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]])
LUK 23 29 rat4 αἱ στεῖραι 1 the barren
LUK 23 29 rgj1 αἱ κοιλίαι αἳ οὐκ ἐγέννησαν, καὶ μαστοὶ οἳ οὐκ ἔθρεψαν 1 the wombs that did not bear, and the breasts that did not nurse

ଏଠାରେ **ବନ୍ଧ୍ୟା**
ସ୍ତ୍ରୀମାନଙ୍କ ବିଷୟରେ ଅର୍ଥାତ୍ ସେମାନଙ୍କର
ସନ୍ତାନ ନଥିବା ବିଷୟରେ କହିବା ପରେ, ଯୀଶୁ ସେହି ସ୍ତ୍ରୀମାନଙ୍କୁ
ଅଧିକ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।  ସେ ବୋଧହୁଏ ଗୁରୁତ୍ୱ ଦେବା ପାଇଁ ପୁନରାବୃତ୍ତି ବ୍ୟବହାର
କରନ୍ତି ।
ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ UST ପରି ଏହି ବାକ୍ୟାଂଶଗୁଡିକୁ ଏକତ୍ର ଅନୁବାଦ କରିପାରିବେ ।  (ଦେଖନ୍ତୁ: @)

LUK 23 29 u1x1 ἐροῦσιν 1 they will say ଏହା ହୁଏତ ରୋମୀୟ ନେତାମାନଙ୍କୁ ବା ଯିହୂଦୀ ନେତାମାନଙ୍କୁ ସୂଚାଇ ପାରିବ, ବା ନିର୍ଦ୍ଧିଷ୍ଟ ଭାବରେ କାହାରିକି ନୁହେଁ I
LUK 23 30 te1i τότε 1 Then ସେହି ସମୟରେ
LUK 23 30 gya6 figs-ellipsis τοῖς βουνοῖς 1 to the hills ବାକ୍ୟାଂଶକୁ ସଂକ୍ଷିପ୍ତ କରି ରଖିବା ପାଇଁ ଶବ୍ଦଗୁଡିକୁ ବାଦ ଦିଆଯାଇଛି I ବିକଳ୍ପ ଅନୁବାଦ: “ସେମାନେ ପର୍ବତଗଣକୁ କହିବେ” (ଦେଖ: [[rc://or/ta/man/translate/figs-ellipsis]])
LUK 23 31 y238 figs-rquestion ὅτι εἰ ἐν τῷ ὑγρῷ ξύλῳ, ταῦτα ποιοῦσιν; ἐν τῷ ξηρῷ, τί γένηται? 1 For if they do these things while the tree is green, what will happen when it is dry? ବର୍ତ୍ତମାନର ଉତ୍ତମ ସମୟରେ ଲୋକମାନେ ମନ୍ଦ ବିଷୟଗୁଡିକ କରୁଛନ୍ତି ତେଣୁ ନିଶ୍ଚିତ ଭାବରେ ସେମାନେ ଭବିଷ୍ୟତରେ ମନ୍ଦ ସମୟଗୁଡିକରେ ଆହୁରି ଅଧିକ ଦୟନୀୟ ବିଷୟଗୁଡିକ କରିବେ, ଏହି ବିଷୟ ଯେପରି ଲୋକମାନେ ବୁଝିପାରିବେ, ସେଥିପାଇଁ ସେମାନଙ୍କୁ ସାହାଯ୍ୟ କରିବାକୁ ଯୀଶୁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଦେଖି ପାରିବ ଯେ ଯେତେବେଳେ ବୃକ୍ଷ ସବୁଜ ଅଟେ, ସେତେବେଳେ ସେମାନେ ଏହି ମନ୍ଦ ବିଷୟଗୁଡିକ କରୁଛନ୍ତି ତେଣୁ ତୁମ୍ଭେମାନେ ନିଶ୍ଚିତ ହୋଇପାରିବ ଯେ ଯେତେବେଳେ ବୃକ୍ଷ ଶୁଷ୍କ ହୋଇଥିବ, ସେତେବେଳେ ସେମାନେ ଆହୁରି ଶୋଚନୀୟ ବିଷୟଗୁଡିକ କରିବେ I” (ଦେଖ: [[rc://or/ta/man/translate/figs-rquestion]])
LUK 23 31 nkk3 figs-metaphor τῷ ὑγρῷ ξύλῳ 1 the tree is green ସବୁଜ ବୃକ୍ଷ କିଛି ଉତ୍ତମ ବିଷୟ ନିମନ୍ତେ ଏକ ରୂପକ ଅଟେ I ଯଦି ତୁମ ଭାଷାରେ ସେହି ସମାନ ଧରଣର ରୂପକ ଥାଏ, ତୁମେ ତାହା ଏହି ସ୍ଥାନରେ ବ୍ୟବହାର କରିବା ଉଚିତ I (ଦେଖ: [[rc://or/ta/man/translate/figs-metaphor]])
LUK 23 31 zt5s figs-metaphor τῷ ξηρῷ 1 it is dry ଯାହା କେବଳ ଜାଳିବା ନିମନ୍ତେ ବ୍ୟବହାରଯୋଗ୍ୟ ହେବ, ତାହା ପାଇଁ ଶୁଖିଲା କାଠ ଏକ ରୂପକ ଅଟେ I (ଦେଖ:[[rc://or/ta/man/translate/figs-metaphor]])
LUK 23 32 w8yj figs-activepassive ἤγοντο δὲ καὶ ἕτεροι κακοῦργοι δύο σὺν αὐτῷ ἀναιρεθῆναι 1 Now two other criminals, were also being led away with him to be put to death ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସୈନ୍ୟମାନେ ଦୁଇଜଣ ଅପରାଧୀମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ କ୍ରୁଶାର୍ପିତ କରିବା ପାଇଁ ନେଲେ I (ଦେଖ: [[rc://or/ta/man/translate/figs-activepassive]])
LUK 23 32 m2nh ἕτεροι κακοῦργοι δύο 1 two other criminals "ଅନ୍ୟ ଦୁଇଜଣ ଲୋକ ଯେଉଁମାନେ ଅପରାଧୀ ଥିଲେ ବା “ଦୁଇଜଣ ଅପରାଧୀ I” “ଅନ୍ୟ ଅପରାଧୀମାନେ” ବୋଲି କହିବାକୁ ଲୂକ ଏଡି ଦିଅନ୍ତି “କାରଣ ଯୀଶୁ ନିର୍ଦ୍ଦୋଷ ଥିଲେ” ଯଦିଓ ସେ ଜଣେ ଅପରାଧୀ ଭାବରେ ବ୍ୟବହାର ପାଇଲେ I ଲୂକ ସେହି ଅନ୍ୟ ଦୁଇଜଣଙ୍କୁ ଅପରାଧୀ ବୋଲି କହନ୍ତି, କିନ୍ତୁ ଯୀଶୁଙ୍କୁ ନୁହେଁ I
LUK 23 33 wj2q ὅτε ἦλθον 1 When they came “ସେମାନେ” ଶବ୍ଦ ସୈନ୍ୟମାନଙ୍କୁ, ଅପରାଧୀମାନଙ୍କୁ, ଏବଂ ଯୀଶୁଙ୍କୁ ଅନ୍ତର୍ଭୁକ୍ତ କରେ I
LUK 23 33 i3vx ἐσταύρωσαν αὐτὸν 1 they crucified him ରୋମୀୟ ସୈନିକମାନେ ଯୀଶୁଙ୍କୁ କୃଶାର୍ପିତ କଲେ"
LUK 23 33 bjr2 ὃν μὲν ἐκ δεξιῶν, ὃν δὲ ἐξ ἀριστερῶν 1 one on his right and one on his left ସେମାନେ ଜଣେ ଅପରାଧିକୁ ଯୀଶୁଙ୍କ ଡାହାଣ ପାଖରେ ଓ ଅନ୍ୟ ଅପରାଧିକୁ ବାମ ପାଖରେ କୃଶାର୍ପିତ କଲେ
LUK 23 34 uk4s ἔβαλον κλῆρον 1 they cast lots ସୈନିକମାନେ ଏକପ୍ରକାର ଜୁଆଖେଳରେ ଅଂଶଗ୍ରହଣ କଲେ I ବିକଳ୍ପ ଅନୁବାଦ: “ସେମାନେ ଜୁଆ ଖେଳିଲେ”
LUK 23 34 qbj8 διαμεριζόμενοι ... τὰ ἱμάτια αὐτοῦ, ἔβαλον κλῆρον 1 dividing up his garments, they cast lots ସୈନିକମାନଙ୍କ ମଧ୍ୟରୁ କିଏ ଯୀଶୁଙ୍କ ବସ୍ତ୍ରର ପ୍ରତ୍ୟେକ ଖଣ୍ଡ ଗୃହକୁ ନେବ, ତାହା ସ୍ଥିର କରିବା ନିମନ୍ତେ ସେମାନେ ଗୁଲିବାଣ୍ଟ କଲେ
LUK 23 35 a2h5 ἵστήκει, ὁ λαὸς 1 The people stood by ଲୋକମାନେ ସେଠାରେ ଠିଆ ହୋଇଥିଲେ
LUK 23 29 u1x1 ἐροῦσιν 1 they will say
LUK 23 30 te1i τότε 1 Then

ଏଠାରେ, **ତାପରେ** ଶବ୍ଦର ଅର୍ଥ ଲୋକମାନେ ପୂର୍ବ ପଦରେ ଯାହା କହିଥିଲେ ତାହାପରେ
ଲୋକମାନେ କିଛି କହିବାକୁ ବୁଝାଏ ନାହିଁ ।  ବରଂ ଏହାର ଅର୍ଥ ସେମାନେ ଏହା କହୁଥିବା ସମୟରେ ଏକ ସମୟରେ
ଏହା କହିବେ ।  ବିକଳ୍ପ ଅନୁବାଦ:
“ସେହି ସମୟରେ” (ଦେଖନ୍ତୁ:
[[rc://en/ta/man/translate/grammar-connect-time-simultaneous]])
LUK 23 30 gya6 figs-ellipsis τοῖς βουνοῖς 1 to the hills
LUK 23 31 y238 figs-rquestion ὅτι εἰ ἐν τῷ ὑγρῷ ξύλῳ, ταῦτα ποιοῦσιν; ἐν τῷ ξηρῷ, τί γένηται? 1 For if they do these things while the tree is green, what will happen when it is dry? ଭବିଷ୍ୟତରେ ଲୋକମାନେ
କ’ଣ କରିବେ ସେହି ବିଷୟରେ ସ୍ତ୍ରୀମାନେ ଯୀଶୁଙ୍କୁ କୁହନ୍ତୁ ବୋଲି ସେ ଆଶା କରନ୍ତି ନାହିଁ ।  ବରଂ, ସେ ଗୁରୁତ୍ୱ ଦେବା ପାଇଁ ପ୍ରଶ୍ନକୁ ବ୍ୟବହାର କରନ୍ତି ।  ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ
ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ।  ବିକଳ୍ପ ଅନୁବାଦ:
“ଯେବେ ଅବସ୍ଥା ଶୋଚନୀୟ ଥାଏ ଲୋକମାନେ ଏହା କରନ୍ତି, ଅବସ୍ଥା ଅତ୍ୟନ୍ତ
ଶୋଚନୀୟ ହେଲେ ସେମାନେ ନିଶ୍ଚିତ ଭାବରେ ଅଧିକ ଖରାପ କରିବେ!” (ଦେଖନ୍ତୁ:
[[rc://en/ta/man/translate/figs-rquestion]])
LUK 23 31 nkk3 figs-metaphor τῷ ὑγρῷ ξύλῳ 1 the tree is green

ଏହା ଏକ ଧାରଣା
ଉପରେ ଆଧାରିତ ଯାହା ଶୁଖିଲା କାଠରେ ଆର୍ଦ୍ର କାଠ ଅପେକ୍ଷା ଅଧିକ ସହଜରେ ନିଆଁ ଲାଗିଥାଏ ।  ନିଆଁ, ଭୟଙ୍କର ବିଷୟକୁ ପ୍ରତିପାଦିତ କରେ ଯାହା ଲୋକମାନେ ଅନୁଭବ କରିବେ ।  ଯୀଶୁ କହନ୍ତି ଯେ
ବର୍ତ୍ତମାନର ଅପେକ୍ଷାକୃତ ସ୍ଥିର ଅବସ୍ଥାରେ ତାଙ୍କ ଶତ୍ରୁମାନେ ତାଙ୍କୁ ଗିରଫ କରିବା ସହ ମୃତ୍ୟୁଦଣ୍ଡ
ଦେବା କଷ୍ଟସାଧ୍ୟ ଥିଲା। ଭବିଷ୍ୟତରେ, ଅବସ୍ଥା ଏତେ ହତାଶ
ଏବଂ ବିଶୃଙ୍ଖଳିତ ହେବ ଯେ ଲୋକମାନେ ଅଧିକ ଶୋଚନୀୟ ବିଷୟଗୁଡ଼ିକୁ ଅତି ସହଜରେ କରିବାକୁ ସମର୍ଥ
ହେବେ ।  ସେ ବୋଧହୁଏ ଯିରୂଶାଲମର
ଅବରୋଧ ଏବଂ ବିନାଶ ସମୟରେ ଅବସ୍ଥା କିପରି ହେବ ସେ ବିଷୟରେ ଉଲ୍ଲେଖ କରନ୍ତି, ଯାହା ସେ [୨୧:-୨୪](../21/20.md) ରେ ବର୍ଣ୍ଣନା କରିଛନ୍ତି
।  ଯଦି ଏହା ଆପଣଙ୍କ
ପାଠକମାନଙ୍କ ପାଇଁ ସହାୟକ ହେବ ତେବେ ଆପଣ ଆପଣଙ୍କ ଅନୁବାଦରେ ଏହି ରୂପକର ଅର୍ଥ ବ୍ୟାଖ୍ୟା କରିପାରିବ, ଏବଂ UST ପରି ଆପଣ ରୂପକକୁ
ଏକ ସରଳ ଭାଷାରେ ଉପସ୍ଥାପନ କରିପାରିବ ।  ବିକଳ୍ପ ଅନୁବାଦ: “ଯଦି ଅବସ୍ଥା ଭଲ ଥାଇ ଲୋକମାନେ ଏହା
କରିବାକୁ ସକ୍ଷମ ହୁଅନ୍ତି, ଅବସ୍ଥା ଅତ୍ୟନ୍ତ
ଶୋଚନୀୟ ହେଲେ ସେମାନେ କ’ଣ ନ କରିବେ?” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
LUK 23 31 zt5s figs-metaphor τῷ ξηρῷ 1 it is dry

ଏହା ଏକ ରୂଢ଼ି
ଅଟେ ।  ବିକଳ୍ପ ଅନୁବାଦ:
“ଯେବେ କାଠ ସତେଜ ଥାଏ” କିମ୍ବା “ଯେବେ କାଠ ଓଦା ଥାଏ” (ଦେଖନ୍ତୁ:
[[rc://en/ta/man/translate/figs-idiom]])
LUK 23 32 w8yj figs-activepassive ἤγοντο δὲ καὶ ἕτεροι κακοῦργοι δύο σὺν αὐτῷ ἀναιρεθῆναι 1 Now two other criminals, were also being led away with him to be put to death

ଯଦି ଏହା ଆପଣଙ୍କ
ଭାଷାରେ ଅଧିକ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ
କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ, ଏବଂ କିଏ କାର୍ଯ୍ୟ
କରେ ତାହା ଆପଣ ଉଲ୍ଲେଖ ପାରିବେ ।  ବିକଳ୍ପ ଅନୁବାଦ: “ତାଙ୍କ ସହ ସୈନିକମାନେ ଅନ୍ୟ ଦୁଇ ଅପରାଧୀକୁ
ମଧ୍ୟ ନେଲେ,” (ଦେଖନ୍ତୁ: @)

LUK 23 32 m2nh ἕτεροι κακοῦργοι δύο 1 two other criminals

ଏହାର ଅର୍ଥ “ଅନ୍ୟ
ଦୁଇଜଣ ଅପରାଧୀ” ନୁହେଁ, ଯାହା ବୁଝାଏ  ଯେ ଯୀଶୁ ମଧ୍ୟ ଜଣେ ଅପରାଧୀ ଥିଲେ ।  ରୋମୀୟମାନେ ତାଙ୍କୁ
ଅପରାଧୀ ପରି ବ୍ୟବହାର କରୁଥିଲେ ମଧ୍ୟ ଯୀଶୁ ନିର୍ଦ୍ଦୋଷ ଥିଲେ ।  ଆପଣଙ୍କ ଅନୁବାଦରେ ଏହି ପାର୍ଥକ୍ୟ ସ୍ପଷ୍ଟ ଭାବରେ
ପ୍ରକାଶ କରନ୍ତୁ ।  ବିକଳ୍ପ ଅନୁବାଦ:
“ଅନ୍ୟ ଦୁଇଜଣ ବ୍ୟକ୍ତି, ଯେଉଁମାନେ ପ୍ରକୃତରେ
ଅପରାଧୀ ଥିଲେ” (ଦେଖନ୍ତୁ: @)

LUK 23 33 wj2q ὅτε ἦλθον 1 When they came

**ସେମାନେ** ସର୍ବନାମ ସୈନିକ, ଅପରାଧୀ ଏବଂ ଯୀଶୁଙ୍କୁ
ବୁଝାଏ ।  ବିକଳ୍ପ ଅନୁବାଦ:
“ଯେବେ ସେମାନେ ସମସ୍ତେ ସେହି ସ୍ଥାନରେ ପହଞ୍ଚିଲେ” (ଦେଖନ୍ତୁ: @)

LUK 23 33 i3vx ἐσταύρωσαν αὐτὸν 1 they crucified him

ଏହି କ୍ଷେତ୍ରରେ, **ସେମାନେ** ସର୍ବନାମ ରୋମୀୟ ସୈନିକମାନଙ୍କୁ ବୁଝାଏ ।  ବିକଳ୍ପ ଅନୁବାଦ:
“ରୋମୀୟ ସୈନିକମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲେ” (ଦେଖନ୍ତୁ: @)

LUK 23 33 bjr2 ὃν μὲν ἐκ δεξιῶν, ὃν δὲ ἐξ ἀριστερῶν 1 one on his right and one on his left

ଏଠାରେ ଅବସ୍ଥାନ
ସୂଚାଇବା ପାଇଁ ଲୂକ  ବିଶେଷଣ ଭାବରେ **ଡାହାଣ**
ଏବଂ **ବାମ** ବିଶେଷଣକୁ ବ୍ୟବହାର କରୁଛନ୍ତି ।  ଆପଣଙ୍କ ଭାଷା ଏହିପରି ବିଶେଷଣ ବ୍ୟବହାର କରିପାରେ ।  ଯଦି ନୁହେଁ, ଆପଣ ସ୍ପଷ୍ଟତା ପାଇଁ “ପାର୍ଶ୍ୱ” ପରି ଏକ ବିଶେଷ୍ୟ ବ୍ୟବହାର କରି ପାରିବେ
।  ବିକଳ୍ପ ଅନୁବାଦ:
“ସେମାନେ ଜଣେ ଅପରାଧୀକୁ ଯୀଶୁଙ୍କ ଡାହାଣ ପାର୍ଶ୍ୱରେ ଏବଂ ଅନ୍ୟ ଅପରାଧୀକୁ ଯୀଶୁଙ୍କ ବାମ ପାର୍ଶ୍ୱରେ
କ୍ରୁଶରେ ଚଢ଼ାଇଲେ” (ଦେଖନ୍ତୁ: @)

LUK 23 34 uk4s ἔβαλον κλῆρον 1 they cast lots

**ଗୁଲିବାଣ୍ଟ** ଶବ୍ଦ ବିଭିନ୍ନ
ପାର୍ଶ୍ୱରେ ବିଭିନ୍ନ ଚିହ୍ନ ଥିବା ବସ୍ତୁକୁ ବୁଝାଏ ଯାହା ଅନେକ ସମ୍ଭାବନା ମଧ୍ୟରେ ଅନିଶ୍ଚିତ
ଭାବରେ ନିଷ୍ପତ୍ତି ନେବା ପାଇଁ ବ୍ୟବହୃତ ହୁଏ ।  କେଉଁ ଚିହ୍ନିତ ପାର୍ଶ୍ୱ ଉପରକୁ ଆସିବ ଦେଖିବା ପାଇଁ ସେଗୁଡ଼ିକୁ
ଭୂମିରେ ଫୋପାଡି ଦିଆଯାଏ ।  ଯଦି ଆପଣଙ୍କର ପାଠକମାନେ **ଗୁଲିବାଣ୍ଟ** ସହ ଅପରିଚିତ
ଅଟନ୍ତି ତେବେ ଆପଣ UST ପରି ଅନୁବାଦ
କରିପାରିବେ ।  କିନ୍ତୁ ଯଦି ଆପଣ
UST ପରିଇ ନ
କରନ୍ତି, ତେବେ ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ:
“ରୋମୀୟ ସୈନିକମାନେ ଜୁଆ ଖେଳିଲେ” (ଦେଖନ୍ତୁ: @)

LUK 23 34 qbj8 διαμεριζόμενοι ... τὰ ἱμάτια αὐτοῦ, ἔβαλον κλῆρον 1 dividing up his garments, they cast lots

ଏଠାରେ **ସେମାନେ** ସର୍ବନାମ ରୋମୀୟ ସୈନିକମାନଙ୍କୁ ବୁଝାଏ ।  ବିକଳ୍ପ ଅନୁବାଦ:
“ତା’ପରେ ରୋମୀୟ ସୈନିକମାନେ ଯୀଶୁଙ୍କ ପୋଷାକର ପ୍ରତ୍ୟେକ ଖଣ୍ଡକୁ ପାଇବାକୁ ତାହା ସ୍ଥିର କରିବାକୁ
ଗୁଲିବାଣ୍ଟ ପକାଇଲେ” (ଦେଖନ୍ତୁ:

LUK 23 35 a2h5 ἵστήκει, ὁ λαὸς 1 The people stood by

ଏହାର ଏହାର ଅର୍ଥ
**ଲୋକ** ଯେଉଁମାନେ **ଠିଆ ହୋଇ ଦେଖୁଥିଲେ** ଯୀଶୁଙ୍କୁ ପରିହାସ ମଧ୍ୟ କରୁଥିଲେ ।  ବିକଳ୍ପ ଅନୁବାଦ:
“ଲୋକମାନେ କ୍ରୁଶବିଦ୍ଧ ଦେଖିବା ପାଇଁ ଆସିଥିଲେ ଏବଂ ସେମାନେ ଯୀଶୁଙ୍କୁ ପରିହାସ କରିଥିଲେ, ଏବଂ ଯିହୁଦୀ ନେତାମାନେ ମଧ୍ୟ ତାଙ୍କୁ ପରିହାସ କରିଥିଲେ” (ଦେଖନ୍ତୁ: @)

LUK 23 35 kue4 σωσάτω 1 Let him save ଏହା ଯୀଶୁଙ୍କୁ ସୂଚାଏ
LUK 23 35 t7mb figs-irony ἄλλους ἔσωσεν, σωσάτω ἑαυτόν 1 He saved others. Let him save himself ଅଧ୍ୟକ୍ଷମାନଙ୍କର ବିଦ୍ରୁପମୂଳକ ବାକ୍ୟଗୁଡିକୁ ଲୂକ ଲିପିବଦ୍ଧ କରନ୍ତି I ଯୀଶୁ ନିଜକୁ ଉଦ୍ଧାର କରିବା ପରିବର୍ତ୍ତେ ଅନ୍ୟମାନଙ୍କୁ ଉଦ୍ଧାର କରି ପାରିବା ନିମନ୍ତେ ସେ ନିଜେ ମୃତ୍ୟୁବରଣ କରିବା ହିଁ ଏକମାତ୍ର ଉପାୟ ଥିଲା I (ଦେଖ: [[rc://or/ta/man/translate/figs-irony]])
LUK 23 35 m3f6 σωσάτω ἑαυτόν 1 Let him save himself ଯୀଶୁ ନିଜକୁ ରକ୍ଷା କରିବାକୁ ସକ୍ଷମ ହେବା ଉଚିତ୍ I ସେମାନେ ଯୀଶୁଙ୍କୁ ପରିହାସ କରିବା ନିମନ୍ତେ ଏହା କହିଲେ I ସେମାନେ ବିଶ୍ବାସ କଲେ ନାହିଁ ଯେ ସେ ନିଜକୁ ରକ୍ଷା କରି ପାରିଥାନ୍ତେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିବାକୁ ଚାହୁଁ ଯେ ସେ ନିଜକୁ ରକ୍ଷା କରିବା ଦ୍ୱାରା ପ୍ରମାଣିତ କରନ୍ତୁ ଯେ ସେ କିଏ ଅଟନ୍ତି”

Can't render this file because it is too large.