Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-25 14:56:22 +00:00
parent 5b07b5e0f7
commit 129da51ade
1 changed files with 12 additions and 12 deletions

View File

@ -311,15 +311,15 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
6:13 bb5a ἵνα ἐν τῇ ὑμετέρᾳ σαρκὶ καυχήσωνται 1
6:14 g7hh ἐμοὶ δὲ, μὴ γένοιτο καυχᾶσθαι, εἰ μὴ ἐν τῷ σταυρῷ 1
6:14 s6ic rc://*/ta/man/translate/figs-activepassive ἐμοὶ & κόσμος ἐσταύρωται 1
6:14 v2qs rc://*/ta/man/translate/figs-ellipsis κἀγὼ κόσμῳ 1 """କ୍ରୁଶାର୍ପିତ କରାଯାଇଛି“ ଶବ୍ଦ ଏହା ପୂର୍ବ ବାକ୍ୟାଶଂରୁ ବୁଝି ହୁଏ । ଅନ୍ୟ ଏକ ଅନୁବାଦରେ: ""ଏବଂ ମୁଁ ଜଗତ ନିମନ୍ତେ କ୍ରୁଶାର୍ପିତ ହୋଇଛି’’ (ଦେଖ: [[rc://or/ta/man/translate/figs-ellipsis]])"
6:14 m45b κἀγὼ κόσμῳ 1 "ସମ୍ଭବପର ଅର୍ଥଗୁଡିକ ୧)ଜଗତ ମୋ ବିଷୟରେ ଚିନ୍ତା କରେ ଯେ ମୁଁ ମୃତ ହୋଇଯାଇଛି’’ ଓ )""ଜଗତ ମୋତେ ଏକ ଅପରାଧୀ ପରି ବ୍ୟବହାର କରୁଛି ଯାହା ଇଶ୍ବର କ୍ରୁଶ ଉପରେ ମୃତ୍ୟୁ କରିଅଛନ୍ତି’’"
6:14 s9lx κόσμος 1 ସମ୍ଭାବିତ ଅର୍ଥଗୁଡିକ ୧) ଜଗତର ଲୋକମାନେ, ଯେଉଁମାନେ ଈଶ୍ବରଙ୍କୁ ମାନନ୍ତି ନାହିଁ କିମ୍ବା ) ସେହି ବିଷୟଗୁଡିକ ପ୍ରତି ଯେଉଁମାନେ ଈଶ୍ବରଙ୍କ ନିମନ୍ତେ କିଛି ମାନୁନଥିବା ଲୋକଙ୍କ ନିମନ୍ତେ ଗୁରୁତ୍ବପୁର୍ଣ୍ଣ ଅଟେ ।
6:15 exj8 τὶ ἐστιν 1 ଈଶ୍ବରଙ୍କ ନିମନ୍ତେ ଗୁରୁତ୍ବପୁର୍ଣ୍ଣ ଅଟେ
6:15 n6n7 καινὴ κτίσις 1 ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଖ୍ରୀଷ୍ଟଙ୍କଠାରେ ଜଣେ ନୂତନ ବିଶ୍ବାସୀ କିମ୍ବା ) ଜଣେ ବିଶ୍ବାସୀର ନୂତନ ଜୀବନ ।
6:16 b4al εἰρήνη ἐπ’ αὐτοὺς, καὶ ἔλεος, καὶ ἐπὶ τὸν Ἰσραὴλ τοῦ Θεοῦ 1 "ସମ୍ଭାବିତ ଅର୍ଥଗୁଡିକ ୧) ସାଧାରଣ ଭାବରେ ବିଶ୍ବାସୀମାନେ ଇସ୍ରାଏଲର ଈଶ୍ବର ଅଟନ୍ତି କିମ୍ବା ) ""ପରମେଶ୍ବରଙ୍କ ଶାନ୍ତି ଏବଂ ଦୟା ବିଜାତି ବିଶ୍ବାସୀମନଙ୍କ ପ୍ରତି ଏବଂ ଇସ୍ରାଏଲ ଉପରେ ବର୍ତ୍ତୁ’’ କିମ୍ବା ୩) ""ଶାନ୍ତି ସେହି ଲୋକଙ୍କ ଉପରେ ବର୍ତ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ କରୁଛନ୍ତି, ଏବଂ ଦୟା ଈଶ୍ବରଙ୍କ ଇସ୍ରାଏଲ ଉପରେ ହୋଇପାରେ."
6:17 v963 τοῦ λοιποῦ 1 "ଏହାର ଅର୍ଥ ଏହା ହୋଇପାରେ ""ପରିଶେଷରେ’’ କିମ୍ବା “ଯେମିତିକି ମୁଁ ଏହି ପତ୍ର ସମାପ୍ତ କରୁଅଛି ।’’"
6:17 dm22 κόπους μοι μηδεὶς παρεχέτω 1 "ସମ୍ଭାବିତ ଅର୍ଥଗୁଡିକ ୧) ପାଉଲ ଗାଲାତୀୟମାନଙ୍କୁ ତାହାଙ୍କୁ କଷ୍ଟ ନଦେବା ନିମନେ ଆଦେଶ ଦେଉଛନ୍ତି, ""ମୁଁ ତୁମ୍ଭମାନଙ୍କୁ ଏହା ଆଦେଶ ଦେଉଛି: ମୋତେ କଷ୍ଟ ଦିଅ ନାହିଁ, କିମ୍ବା ) ପାଉଲ ଗାଲତୀୟମାନଙ୍କୁ କହୁଛନ୍ତି ଯେ ସେ ସମସ୍ତ ଲୋକମାନଙ୍କୁ ତାହାଙ୍କୁ କଷ୍ଟ ନଦେବା ନିମନ୍ତେ ଆଜ୍ଞା ଦେଉଛନ୍ତି, ""ମୁଁ ଏହା ପ୍ରତ୍ୟେକଙ୍କୁ ଆଜ୍ଞା ଦେଉଛି: ମୋତେ କଷ୍ଟ ଦିଅନାହିଁ, କିମ୍ବା ୩) ପାଉଲ ଏକ ଇଚ୍ଛାକୁ ବ୍ୟକ୍ତ କରୁଛନ୍ତି, ""ମୁଁ ଚାହୁଁନାହିଁ ମୋତେ କେହି କଷ୍ଟ ଦେଉ."
6:17 cz8a κόπους μοι 1 "ସମ୍ଭାବିତ ଅର୍ଥଗୁଡିକ ୧) ""ମୋତେ ଏହି ଘଟଣାଗୁଡିକ କୁହ’’ କିମ୍ବା )""ମୋତେ ଦୁଃଖ ଦେଉଅଛ’’ କିମ୍ବା ""ମୋତେ କଠିନ କାର୍ଯ୍ୟ ଦିଅ ।’’"
6:17 j729 ἐγὼ γὰρ τὰ στίγματα τοῦ Ἰησοῦ ἐν τῷ σώματί μου βαστάζω 1 "ଏହି ଚିହ୍ନଗୁଡିକ ଲୋକମାନେ ପାଉଲଙ୍କୁ କୋରଡା ଏବଂ ଚାବୁକ ପ୍ରହାରର ଚିହ୍ନ ଥିଲା କାରଣ ସେମାନେ ତାହାଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଉଥିବାରୁ ପସନ୍ଦ କରୁ ନଥିଲେ । ଅନ୍ୟ ଏକ ଅନୁବାଦରେ: ""ମୋ ଶରୀରର କ୍ଷତଦାଗ ପ୍ରକାଶିତ କରେ ଯେ ମୁଁ ଯୀଶୁଙ୍କର ସେବକ’’"
6:18 b64i ἡ χάρις τοῦ Κυρίου ἡμῶν Ἰησοῦ Χριστοῦ μετὰ τοῦ Πνεύματος ὑμῶν 1 ମୁଁ ପ୍ରାର୍ଥନା କରେ ଯେ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ଆତ୍ମାକୁ ଅନୁଗ୍ରହ କରନ୍ତୁ
6:18 pk25 ἀδελφοί 1 ଦେଖ ତୁମେ ଏହାକୁ [ଗାଲତୀୟ ୧:](../୦୧/.md)ରେ କିପରି ଅନୁବାଦ କରିଅଛ ।
6:14 v2qs rc://*/ta/man/translate/figs-ellipsis κἀγὼ κόσμῳ 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟାଂଶ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ପୂର୍ବ ବାକ୍ୟରୁ ଏହି ଶବ୍ଦଗୁଡ଼ିକ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଏବଂ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି”
6:14 m45b κἀγὼ κόσμῳ 1
6:14 s9lx κόσμος 1
6:15 exj8 τὶ ἐστιν 1
6:15 n6n7 καινὴ κτίσις 1 ଏଠାରେ, **ଏକ ନୂତନ ସୃଷ୍ଟି** ସମଗ୍ର ପ୍ରକ୍ରିୟାକୁ ବୁଝାଏ ଯେତେବେଳେ କେହି ଜଣେ ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ପବିତ୍ର ଆତ୍ମା ସେହି ବ୍ୟକ୍ତିଙ୍କୁ ଏକ ନୂତନ ଜୀବନ ଦିଅନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଆପଣ [2 କରିନ୍ଥୀୟ 5:17](../../2co/05/17.md) ରେ **ନୂତନ ସୃଷ୍ଟି** କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ଯାହାକୁ ନୂତନ ଜୀବନ ଦାନ କରନ୍ତି”
6:16 b4al εἰρήνη ἐπ’ αὐτοὺς, καὶ ἔλεος, καὶ ἐπὶ τὸν Ἰσραὴλ τοῦ Θεοῦ 1 ଏହା ସୂଚାଇପାରେ: (1) ଯେଉଁ ଯିହୁଦୀମାନେ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି, ଯେଉଁ କ୍ଷେତ୍ରରେ ସାଧାରଣତଃ ଦୁଇଟି ବିଷୟକୁ ସଂଯୋଗ କରିବା ପାଇଁ କାର୍ଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଏବଂ ଈଶ୍ବରଙ୍କ ଯିହୁଦୀ ବିଶ୍ଵାସୀମାନଙ୍କ ଉପରେ” (2) ସମସ୍ତେ ଯିଏ ଯୀଶୁଙ୍କୁ ବିଶ୍ଵାସ କରନ୍ତି, ଯେଉଁ କ୍ଷେତ୍ରରେ **ଏବଂ** ଏହା ସୂଚାଇଥାଏ ଯେ **ସେମାନେ** ଈଶ୍ବରଙ୍କ ଇସ୍ରାୟେଲ ସହ ସମାନ ଗୋଷ୍ଠୀକୁ ସୂଚାଏ । ବିକଳ୍ପ ଅନୁବାଦ: “ତାହା, ଈଶ୍ବରଙ୍କ ଲୋକମାନଙ୍କ ଉପରେ”
6:17 v963 τοῦ λοιποῦ 1
6:17 dm22 κόπους μοι μηδεὶς παρεχέτω 1
6:17 cz8a κόπους μοι 1 ଏଠାରେ, **କଷ୍ଟ** ଶବ୍ଦ ଯାହା ଗାଲାତୀୟ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରୁ କେତେକ ପାଉଲଙ୍କ ପାଇଁ ଏହି ପତ୍ରରେ ଲେଖିଥିବା ସମସ୍ୟା ହେତୁ ପାଉଲଙ୍କ ପାଇଁ ସୃଷ୍ଟି କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହି ପ୍ରସଙ୍ଗରେ ମୋତେ କେହି କଷ୍ଟ ନ ଦେଉ”
6:17 j729 ἐγὼ γὰρ τὰ στίγματα τοῦ Ἰησοῦ ἐν τῷ σώματί μου βαστάζω 1 ଏଠାରେ, **ଯୀଶୁଙ୍କ ଚିହ୍ନଗୁଡ଼ିକ** ପାଉଲଙ୍କ ଶରୀରରେ ଥିବା ଚିହ୍ନକୁ ବୁଝାଏ ଯାହାକୁ ଲୋକମାନେ **ଯୀଶୁଙ୍କ** ବିଷୟରେ ଶିକ୍ଷା ଦେଇଥିବାରୁ ତାଙ୍କୁ ପିଟିବା ଦ୍ୱାରା ହୋଇଥିଲା । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଯେଉଁ ଚିହ୍ନ ପାଇଲି, କାରଣ ମୁଁ ଯୀଶୁଙ୍କ ବିଷୟରେ ସତ୍ୟ ଶିକ୍ଷା ଦେଲି”
6:18 b64i ἡ χάρις τοῦ Κυρίου ἡμῶν Ἰησοῦ Χριστοῦ μετὰ τοῦ Πνεύματος ὑμῶν 1
6:18 pk25 ἀδελφοί 1 ଆପଣ 1:2 ରେ **ଭାଇମାନଙ୍କର** କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀ”

Can't render this file because it contains an unexpected character in line 71 and column 1453.