Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-12 09:35:25 +00:00
parent 987c869f72
commit 10bbeb6a5f
1 changed files with 1 additions and 0 deletions

View File

@ -103,3 +103,4 @@ JUD 1 7 wp6v σαρκὸς ἑτέρας 1 ଏଠାରେ, ** ଅନ୍ୟର
JUD 1 7 jhdl figs-abstractnouns πυρὸς αἰωνίου δίκην ὑπέχουσαι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଦଣ୍ଡ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵର ସେମାନଙ୍କୁ ଅନନ୍ତ ଅଗ୍ନିରେ ଦଣ୍ଡ ପ୍ରଦାନ କରିବେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
JUD 1 8 p12m figs-explicit ὁμοίως μέντοι 1 ଏଠାରେ, **ସେହିପରି** ପୂର୍ବ ପଦରେ ଦର୍ଶାଯାଇଥିବା ସଦୋମ ଏବଂ ଗୋମୋରାର ଲୋକମାନଙ୍କ ଯୌନ ଅନୈତିକତାକୁ,
ଏବଂ ସମ୍ଭବତଃ ୦୧/୦୬.md) ପଦରେ ଦର୍ଶାଯାଇଥିବା ଦୁଷ୍ଟ ଦୂତମାନଙ୍କ ଅନୁପଯୁକ୍ତ ଆଚରଣକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ତଥାପି ଏହି ଯୌନ ଅନୈତିକତାରେ ଲିପ୍ତଥିବା ଲୋକମାନଙ୍କ ପରି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 8 q9ct κυριότητα…ἀθετοῦσιν 1 ଏଠାରେ, **ପ୍ରଭୁତ୍ୱ** ଶବ୍ଦ ସୂଚାଇପାରେ: (୧) ଯୀଶୁଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାସନ କରିବା ଅଧିକାର” () ଈଶ୍ଵରଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶାସନ ଅଧିକାର”
JUD 1 8 qvhs figs-abstractnouns κυριότητα…ἀθετοῦσιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁତ୍ୱ** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯୀଶୁ ଯାହା ଆଜ୍ଞା ଦିଅନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” କିମ୍ବା “ଈଶ୍ଵର ଯାହା ଆଜ୍ଞା କରନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
103 JUD 1 7 jhdl figs-abstractnouns πυρὸς αἰωνίου δίκην ὑπέχουσαι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଦଣ୍ଡ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵର ସେମାନଙ୍କୁ ଅନନ୍ତ ଅଗ୍ନିରେ ଦଣ୍ଡ ପ୍ରଦାନ କରିବେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
104 JUD 1 8 p12m figs-explicit ὁμοίως μέντοι 1 ଏଠାରେ, **ସେହିପରି** ପୂର୍ବ ପଦରେ ଦର୍ଶାଯାଇଥିବା ସଦୋମ ଏବଂ ଗୋମୋରାର ଲୋକମାନଙ୍କ ଯୌନ ଅନୈତିକତାକୁ,
ଏବଂ ସମ୍ଭବତଃ ୦୧/୦୬.md) ପଦରେ ଦର୍ଶାଯାଇଥିବା ଦୁଷ୍ଟ ଦୂତମାନଙ୍କ ଅନୁପଯୁକ୍ତ ଆଚରଣକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ତଥାପି ଏହି ଯୌନ ଅନୈତିକତାରେ ଲିପ୍ତଥିବା ଲୋକମାନଙ୍କ ପରି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
105 JUD 1 8 q9ct κυριότητα…ἀθετοῦσιν 1 ଏଠାରେ, **ପ୍ରଭୁତ୍ୱ** ଶବ୍ଦ ସୂଚାଇପାରେ: (୧) ଯୀଶୁଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାସନ କରିବା ଅଧିକାର” (୨) ଈଶ୍ଵରଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶାସନ ଅଧିକାର”
106 JUD 1 8 qvhs figs-abstractnouns κυριότητα…ἀθετοῦσιν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ପ୍ରଭୁତ୍ୱ** ପଛରେ ଥିବା ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯୀଶୁ ଯାହା ଆଜ୍ଞା ଦିଅନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” କିମ୍ବା “ଈଶ୍ଵର ଯାହା ଆଜ୍ଞା କରନ୍ତି ତାହା ପ୍ରତ୍ୟାଖ୍ୟାନ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])