Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-12 09:32:51 +00:00
parent a191bfc077
commit 987c869f72
1 changed files with 1 additions and 0 deletions

View File

@ -102,3 +102,4 @@ JUD 1 7 q9jk figs-metaphor καὶ ἀπελθοῦσαι ὀπίσω σαρκ
JUD 1 7 wp6v σαρκὸς ἑτέρας 1 ଏଠାରେ, ** ଅନ୍ୟର ଶରୀର** ସୂଚାଇପାରେ: (୧) ପୂର୍ବ ବାକ୍ୟାଂଶରେ ଉଲ୍ଲେଖ ଯୌନଗତ ଅନୈତିକତା । ବିକଳ୍ପ ଅନୁବାଦ: “ଅନୁପଯୁକ୍ତ ଯୌନଗତ ଅନୈତିକ ସମ୍ପର୍କ” () ଏକ ଭିନ୍ନ ପ୍ରଜାତିର ଶରୀର, ଏହି କ୍ଷେତ୍ରରେ ଦୂତମାନଙ୍କୁ ବୁଝାଏ ଯେଉଁମାନଙ୍କ ସହ ସଦୋମ ଏବଂ ଗୋମୋରା ଲୋକମାନେ ଯ ଯୌନ ସମ୍ପର୍କ ରଖିବାକୁ ଚାହାଁନ୍ତି । ବିକଳ୍ପ ଅନୁବାଦ: “ଏକ ଭିନ୍ନ ପ୍ରକାରର ଶରୀର”
JUD 1 7 jhdl figs-abstractnouns πυρὸς αἰωνίου δίκην ὑπέχουσαι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଦଣ୍ଡ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵର ସେମାନଙ୍କୁ ଅନନ୍ତ ଅଗ୍ନିରେ ଦଣ୍ଡ ପ୍ରଦାନ କରିବେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
JUD 1 8 p12m figs-explicit ὁμοίως μέντοι 1 ଏଠାରେ, **ସେହିପରି** ପୂର୍ବ ପଦରେ ଦର୍ଶାଯାଇଥିବା ସଦୋମ ଏବଂ ଗୋମୋରାର ଲୋକମାନଙ୍କ ଯୌନ ଅନୈତିକତାକୁ,
ଏବଂ ସମ୍ଭବତଃ ୦୧/୦୬.md) ପଦରେ ଦର୍ଶାଯାଇଥିବା ଦୁଷ୍ଟ ଦୂତମାନଙ୍କ ଅନୁପଯୁକ୍ତ ଆଚରଣକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ତଥାପି ଏହି ଯୌନ ଅନୈତିକତାରେ ଲିପ୍ତଥିବା ଲୋକମାନଙ୍କ ପରି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 8 q9ct κυριότητα…ἀθετοῦσιν 1 ଏଠାରେ, **ପ୍ରଭୁତ୍ୱ** ଶବ୍ଦ ସୂଚାଇପାରେ: (୧) ଯୀଶୁଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାସନ କରିବା ଅଧିକାର” () ଈଶ୍ଵରଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶାସନ ଅଧିକାର”

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
102 JUD 1 7 wp6v σαρκὸς ἑτέρας 1 ଏଠାରେ, ** ଅନ୍ୟର ଶରୀର** ସୂଚାଇପାରେ: (୧) ପୂର୍ବ ବାକ୍ୟାଂଶରେ ଉଲ୍ଲେଖ ଯୌନଗତ ଅନୈତିକତା । ବିକଳ୍ପ ଅନୁବାଦ: “ଅନୁପଯୁକ୍ତ ଯୌନଗତ ଅନୈତିକ ସମ୍ପର୍କ” (୨) ଏକ ଭିନ୍ନ ପ୍ରଜାତିର ଶରୀର, ଏହି କ୍ଷେତ୍ରରେ ଦୂତମାନଙ୍କୁ ବୁଝାଏ ଯେଉଁମାନଙ୍କ ସହ ସଦୋମ ଏବଂ ଗୋମୋରା ଲୋକମାନେ ଯ ଯୌନ ସମ୍ପର୍କ ରଖିବାକୁ ଚାହାଁନ୍ତି । ବିକଳ୍ପ ଅନୁବାଦ: “ଏକ ଭିନ୍ନ ପ୍ରକାରର ଶରୀର”
103 JUD 1 7 jhdl figs-abstractnouns πυρὸς αἰωνίου δίκην ὑπέχουσαι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଦଣ୍ଡ**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେବେ ଈଶ୍ଵର ସେମାନଙ୍କୁ ଅନନ୍ତ ଅଗ୍ନିରେ ଦଣ୍ଡ ପ୍ରଦାନ କରିବେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
104 JUD 1 8 p12m figs-explicit ὁμοίως μέντοι 1 ଏଠାରେ, **ସେହିପରି** ପୂର୍ବ ପଦରେ ଦର୍ଶାଯାଇଥିବା ସଦୋମ ଏବଂ ଗୋମୋରାର ଲୋକମାନଙ୍କ ଯୌନ ଅନୈତିକତାକୁ,
ଏବଂ ସମ୍ଭବତଃ ୦୧/୦୬.md) ପଦରେ ଦର୍ଶାଯାଇଥିବା ଦୁଷ୍ଟ ଦୂତମାନଙ୍କ ଅନୁପଯୁକ୍ତ ଆଚରଣକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ତଥାପି ଏହି ଯୌନ ଅନୈତିକତାରେ ଲିପ୍ତଥିବା ଲୋକମାନଙ୍କ ପରି” (ଦେଖନ୍ତୁ:
[[rc://en/ta/man/translate/figs-explicit]])
105 JUD 1 8 q9ct κυριότητα…ἀθετοῦσιν 1 ଏଠାରେ, **ପ୍ରଭୁତ୍ୱ** ଶବ୍ଦ ସୂଚାଇପାରେ: (୧) ଯୀଶୁଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ଶାସନ କରିବା ଅଧିକାର” (୨) ଈଶ୍ଵରଙ୍କ ପ୍ରଭୁତ୍ୱ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶାସନ ଅଧିକାର”