Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 13:50:16 +00:00
parent 489a2efaad
commit 0e9561d556
1 changed files with 19 additions and 19 deletions

View File

@ -299,26 +299,26 @@ EPH 6 5 pd6z figs-metonymy ἐν ἁπλότητι τῆς καρδίας ὑμ
EPH 6 6 l9ve ὡς δοῦλοι Χριστοῦ 1 as slaves of Christ “ତୁମ୍ଭମାନଙ୍କର ଜାଗତିକ କର୍ତ୍ତାମାନଙ୍କୁ ସତେ ଯେପରି ସେମାନେ ସ୍ଵୟଂ ଖ୍ରୀଷ୍ଟ”
EPH 6 6 u5fn figs-metonymy ἐκ ψυχῆς 1 from your heart ଏଠାରେ “**ଆତ୍ମା**” ଜଣେ ବ୍ୟକ୍ତିର “ମନୋବୃତ୍ତି” ବା “ଅଭିପ୍ରାୟ” ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ପୂର୍ଣ୍ଣପ୍ରାଣରେ” କିମ୍ବା “ଉତ୍ସାହର ସହିତ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 6 7 h45y figs-metonymy μετ’ εὐνοίας δουλεύοντες 1 Serve with all your heart
EPH 6 9 i85s τὰ αὐτὰ ποιεῖτε πρὸς αὐτούς 1 treat your slaves in the same way ତୁମ୍ଭେମାନେ ମଧ୍ୟ ଆପଣା ଆପଣା ଦାସମାନଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉଚିତ କିମ୍ବା “ଦାସମାନେ ଯେପରି ସେମାନଙ୍କ କର୍ତ୍ତାମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ, ସେପରି ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ଦାସମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ” ([ଏଫିସିୟ ୬:୫](../06/05.md))
EPH 6 9 wii4 εἰδότες ὅτι καὶ αὐτῶν καὶ ὑμῶν ὁ Κύριός ἐστιν ἐν οὐρανοῖς 1 You know that he who is both their Master and yours is in heaven ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଓ କର୍ତ୍ତାମାନଙ୍କର ପ୍ରଭୁ ଓ ସେ ସ୍ବର୍ଗରେ ରୁହନ୍ତି"
EPH 6 9 r9ue προσωπολημψία οὐκ ἔστιν παρ’ αὐτῷ 1 there is no favoritism with him ସେ ସମସ୍ତଙ୍କର ସମାନଭାବରେ ବିଚାର କରନ୍ତି
EPH 6 10 t5th 0 Connecting Statement: ଆମ୍ଭେମାନେ ଈଶ୍ରଙ୍କ ସକାଶେ ଜୀବନଯାପନ କରୁଥିବା ଏହି ଯୁଦ୍ଧରେ ବିଶ୍ାସୀମାନଙ୍କୁ ଦୃଢ଼ କରିବା ନିମନ୍ତେ ପାଉଲ ଶିକ୍ଷା ଦେଉଛନ୍ତି I
EPH 6 10 e4mg τῷ κράτει τῆς ἰσχύος αὐτοῦ 1 the strength of his might "ତାହାଙ୍କର ମହା ପରାକ୍ରମ I ଦେଖ “ତାହାଙ୍କ ପରାକ୍ରମର ଶକ୍ତି”କୁ କିପରି [ଏଫିସୀୟ ୧:୨୧](../01/21.md)ର ଶେଷ ଆଡକୁ ଅନୁବାଦ କରାଯାଇଛି I
EPH 6 11 n8x8 figs-metaphor ἐνδύσασθε τὴν πανοπλίαν τοῦ Θεοῦ, πρὸς τὸ δύνασθαι ὑμᾶς στῆναι πρὸς τὰς μεθοδίας τοῦ διαβόλου 1 Put on the whole armor of God, so that you may be able to stand against the scheming plans of the devil ଶତ୍ରୁର ଆକ୍ରମଣରୁ ଆପଣାକୁ ରକ୍ଷା କରିବାକୁ ଜଣେ ସୈନିକ ଯେପରି ସମସ୍ତ ସଜ୍ଜା ପରିଧାନ କରେ, ଠିକ୍ ସେପରି ଶୟତାନ ବିରୁଦ୍ଧରେ ଦୃଡ଼ଭାବରେ ଛିଡା ହେବାପାଇଁ ଖ୍ରୀଷ୍ଟିୟାନମାନେ ଈଶ୍ର ଦେଉଥିବା ସମସ୍ତ ସଂସାଧନ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-metaphor]])
EPH 6 9 i85s τὰ αὐτὰ ποιεῖτε πρὸς αὐτούς 1 treat your slaves in the same way ଏଠାରେ, **ସେହି ପରି** “ଯଦି ସେ କିଛି ଉତ୍ତମ କରନ୍ତି” (<u>ଏଫିସୀୟ</u> <u>6</u><u>:8</u>) କୁ ସୂଚାଏ । ବିକଳ୍ପ ଅନୁବାଦ: "ତୁମ୍ଭେ ତୁମ୍ଭର ଦାସମାନଙ୍କୁ ମଧ୍ୟ ଉତ୍ତମ ବ୍ୟବହାର କରିବା ଉଚିତ୍" କିମ୍ବା "ଯେପରି ଦାସମାନେ ସେମାନଙ୍କର କର୍ତ୍ତାମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିବା ଉଚିତ୍, ତୁମ୍ଭେ ମଧ୍ୟ ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କରିବା ଉଚିତ୍"
EPH 6 9 wii4 εἰδότες ὅτι καὶ αὐτῶν καὶ ὑμῶν ὁ Κύριός ἐστιν ἐν οὐρανοῖς 1 You know that he who is both their Master and yours is in heaven ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଏବଂ କର୍ତ୍ତାମାନଙ୍କର ପ୍ରଭୁ ଏବଂ ସେ ସ୍ଵର୍ଗରେ ବାସ କରନ୍ତି"
EPH 6 9 r9ue προσωπολημψία οὐκ ἔστιν παρ’ αὐτῷ 1 there is no favoritism with him “ସେ ସମସ୍ତଙ୍କୁ ସମାନଭାବରେ ବିଚାର କରନ୍ତି
EPH 6 10 t5th 0 Connecting Statement: ଆମ୍ଭେମାନେ ଈଶ୍ରଙ୍କ ସକାଶେ ଜୀବନଯାପନ କରୁଥିବା ଏହି ଯୁଦ୍ଧରେ ବିଶ୍ାସୀମାନଙ୍କୁ ଦୃଢ଼ କରିବା ନିମନ୍ତେ ପାଉଲ ଶିକ୍ଷା ଦେଉଛନ୍ତି I
EPH 6 10 e4mg τῷ κράτει τῆς ἰσχύος αὐτοῦ 1 the strength of his might ଏହି ଦୁଇଟି ଶବ୍ଦର ଅର୍ଥ ପ୍ରାୟ ସମାନ ଅଟେ। ଏକତ୍ର, ସେଗୁଡ଼ିକ ପରସ୍ପରକୁ ମଜବୁତ କରନ୍ତି । ବିକଳ୍ପ ଅନୁବାଦ: " ତାହାଙ୍କର ମହା ପରାକ୍ରମ" [ଏଫିସୀୟ 1:1](https://create.translationcore.com/01/21.md)9 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
EPH 6 11 n8x8 figs-metaphor ἐνδύσασθε τὴν πανοπλίαν τοῦ Θεοῦ, πρὸς τὸ δύνασθαι ὑμᾶς στῆναι πρὸς τὰς μεθοδίας τοῦ διαβόλου 1 Put on the whole armor of God, so that you may be able to stand against the scheming plans of the devil ଏହି ରୂପକରେ, ପାଉଲ ଆତ୍ମିକ ଉତ୍ସଗୁଡ଼ିକୁ ଚିତ୍ରଣ କରନ୍ତି ଯାହା **ଈଶ୍ଵର** ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ସୈନିକର **ଅସ୍ତ୍ର** ଭାବରେ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଶତ୍ରୁର ଆକ୍ରମଣରୁ ଆପଣାକୁ ରକ୍ଷା କରିବାକୁ ଜଣେ ସୈନିକ ଯେପରି ସମସ୍ତ ସଜ୍ଜା ପରିଧାନ କରେ, ଠିକ୍ ସେପରି ଶୟତାନ ବିରୁଦ୍ଧରେ ଦୃଡ଼ଭାବରେ ଛିଡା ହେବାପାଇଁ ଖ୍ରୀଷ୍ଟିୟାନମାନେ ଈଶ୍ର ଦେଉଥିବା ସମସ୍ତ ସଂସାଧନ ବ୍ୟବହାର କରିବା ଉଚିତ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 11 ra3y τὰς μεθοδίας 1 the scheming plans ଚାତୁରୀପଣ"
EPH 6 12 d7be figs-synecdoche αἷμα καὶ σάρκα 1 flesh and blood ଏହି ଭାବ ଲୋକମାନଙ୍କୁ ବୁଝାଏ, ଏହା ଆତ୍ମାମାନଙ୍କୁ ବୁଝାଏ ନାହିଁ, ଯେଉଁମାନଙ୍କର ମନୁଷ୍ୟ ସଦୃଶ ଶରୀର ନାହିଁ I (ଦେଖ: [[rc://en/ta/man/translate/figs-synecdoche]])
EPH 6 12 ftu4 figs-explicit πρὸς τοὺς κοσμοκράτορας τοῦ σκότους τούτου 1 against the powers over this present darkness ଏଠାରେ ଏହା ସୂଚାଇଥାଏ ଯେ “ଆଧିପତ୍ୟ” ପରାକ୍ରମୀ ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ I ଏଠାରେ “ଅନ୍ଧକାର” ମନ୍ଦ ବିଷୟଗୁଡିକ ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଏହି ବର୍ତ୍ତମାନ ଯୁଗର ମନ୍ଦ ସମୟରେ ଲୋକମାନଙ୍କ ଉପରେ ରାଜତ୍ କରୁଥିବା ପରାକ୍ରମୀ ଆତ୍ମିକ ପ୍ରାଣୀମାନଙ୍କ ବିରୁଦ୍ଧରେ” (ଦେଖ: [[rc://en/ta/man/translate/figs-explicit]] ଓ [[rc://en/ta/man/translate/figs-metaphor]])
EPH 6 13 jrn9 figs-metaphor διὰ τοῦτο, ἀναλάβετε τὴν πανοπλίαν τοῦ Θεοῦ 1 Therefore put on the whole armor of God ଆପଣା ଶତ୍ରୁ ବିରୁଦ୍ଧରେ ନିଜକୁ ରକ୍ଷା କରିବାକୁ ଜଣେ ସୈନିକ ଯେ ପ୍ରକାରେ ସଜ୍ଜା ପରିଧାନ କରେ, ସେହି ପ୍ରକାରେ ଶୟତାନ ବିରୁଦ୍ଧରେ ଯୁଦ୍ଧ କରିବା ସମୟରେ ଖ୍ରୀଷ୍ଟିୟାନମାନେ ଈଶ୍ବର ଦେଉଥିବା ସୁରକ୍ଷାକାରୀ ସଂସାଧନ ଗୁଡିକୁ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-metaphor]])
EPH 6 13 cy9h figs-metaphor ἵνα δυνηθῆτε ἀντιστῆναι ἐν τῇ ἡμέρᾳ τῇ πονηρᾷ 1 so that you may be able to stand in this time of evil “ଅଟଳ ରହିବା” ଶବ୍ଦଟି କୌଣସି ବିଷୟକୁ ସଫଳଭାବରେ ପ୍ରତିରୋଧକରିବା ବା ଯୁଦ୍ଧ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ମନ୍ଦତାକୁ ପ୍ରତିରୋଧ କରିବାକୁ ସମର୍ଥ ହୋଇପାର” (ଦେଖ: [[rc://en/ta/man/translate/figs-metaphor]])
EPH 6 14 r5m7 figs-metaphor στῆτε οὖν 1 Stand, therefore “ଅଟଳ ରହିବା” ଶବ୍ଦଟି କୌଣସି ବିଷୟକୁ ସଫଳଭାବରେ ପ୍ରତିରୋଧକରିବା ବା ଯୁଦ୍ଧ କରିବା ବିଷୟକୁ ବୁଝାଏ I ଦେଖ ତୁମେ “ଅଟଳ ରହିବା” ବିଷୟକୁ କିପରି [ଏଫିସୀୟ ୬:୧୩](../06/13.md)ରେ ଅନୁବାଦ କଲ I “ତେଣୁ ମନ୍ଦତାକୁ ପ୍ରତିରୋଧ କର” (ଦେଖ: [[rc://en/ta/man/translate/figs-metaphor]])
EPH 6 14 lbd4 figs-metaphor τὴν ὀσφὺν ὑμῶν ἐν ἀληθείᾳ 1 the belt of truth ଗୋଟିଏ କଟିବନ୍ଧନୀ ଯେପରି ଜଣେ ସୈନିକର ବସ୍ତ୍ରକୁ ଏକତ୍ର ଧରି ରଖେ, ଠିକ୍ ସେପରି ସତ୍ୟତା ଜଣେ ବିଶ୍ବାସୀର ସବୁ ବିଷୟକୁ ଧରି ରଖେ I (ଦେଖ: [[rc://en/ta/man/translate/figs-metaphor]])
EPH 6 14 zt21 ἀληθείᾳ ... δικαιοσύνης 1 truth ... righteousness ଆମ୍ଭମାନଙ୍କୁ ସତ୍ୟକୁ ଜାଣିବାକୁ ହେବ ଓ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ମାର୍ଗରେ କାର୍ଯ୍ୟ କରିବାକୁ ହେବ I
EPH 6 14 ij1q figs-metaphor τὸν θώρακα τῆς δικαιοσύνης 1 the breastplate of righteousness ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୋଟିଏ ଉରସ୍ତ୍ରାଣ ଯେପରି ଜଣେ ସୈନିକର ବକ୍ଷକୁ ସୁରକ୍ଷା କରେ, ଠିକ୍ ସେପରି ଧାର୍ମିକତାର ଦାନ ଜଣେ ବିଶ୍ବାସୀର ହୃଦୟକୁ ଆଚ୍ଛାଦନ କରିଥାଏ କିମ୍ବା ) ଗୋଟିଏ ଉରସ୍ତ୍ରାଣ ଯେପରି ଜଣେ ସୈନିକର ବକ୍ଷକୁ ସୁରକ୍ଷା କରେ, ସେପରି ଈଶ୍ବର ଯେପରି ଚାହାନ୍ତି, ସେପରି ଜୀବନଯାପନ କରିବା ବିଷୟ ଆମ୍ଭମାନଙ୍କୁ ଗୋଟିଏ ଶୁଦ୍ଧ ବିବେକ ଦିଏ, ଯାହା ଆମ୍ଭମାନଙ୍କର ହୃଦୟକୁ ସୁରକ୍ଷା କରିଥାଏ I (ଦେଖ: [[rc://en/ta/man/translate/figs-metaphor]])
EPH 6 15 f6w1 figs-metaphor καὶ ὑποδησάμενοι τοὺς πόδας ἐν ἑτοιμασίᾳ τοῦ εὐαγγελίου τῆς εἰρήνης 1 Then as shoes for your feet, put on the readiness to proclaim the gospel of peace ଠିକ୍ ଯେପରି ଜଣେ ସୈନିକ ଦୃଢ଼ଭାବରେ ପାଦ ପକାଇବା ନିମନ୍ତେ ପାଦୁକା ପିନ୍ଧିଥାଏ, ବିଶ୍ାସୀ ନିକଟରେ ମଧ୍ୟ ଘୋଷଣା କରିବା ନିମନ୍ତେ ପ୍ରସ୍ତୁତ ରହିବା ସକାଶେ ଶାନ୍ତିର ସୁସମାଚାରର ଦୃଢ଼ ଜ୍ଞାନ ଥିବା ଆବଶ୍ୟକ I (ଦେଖ: [[rc://en/ta/man/translate/figs-metaphor]])
EPH 6 16 n65c figs-metaphor ἐν πᾶσιν ἀναλαβόντες τὸν θυρεὸν τῆς πίστεως 1 In all circumstances take up the shield of faith ଶତ୍ରୁର ଆକ୍ରମଣରୁ ଆପଣାକୁ ସୁରକ୍ଷା କରିବାକୁ ଜଣେ ସୈନିକ ଯେପରି ଗୋଟିଏ ଢାଲ ବ୍ୟବହାର କରେ, ଠିକ୍ ସେପରି ଶୟତାନର ଆକ୍ରମଣ ସମୟରେ ବିଶ୍ବାସୀ ସୁରକ୍ଷା ନିମନ୍ତେ ଈଶ୍ବର ଦେଉଥିବା ବିଶ୍ବାସକୁ ବ୍ୟବହାର କରିବା ଆବଶ୍ୟକ I (ଦେଖ: [[rc://en/ta/man/translate/figs-metaphor]])
EPH 6 16 djl5 figs-metaphor τὰ βέλη τοῦ πονηροῦ πεπυρωμένα 1 the flaming arrows of the evil one ଜଣେ ବିଶ୍ାସୀ ବିରୁଦ୍ଧରେ ଶୟତାନର ଆକ୍ରମଣ, ଜଣେ ଶତ୍ରୁ ଦ୍ାରା ଜଣେ ସୈନିକ ପ୍ରତି କ୍ଷେପଣ କରାଯାଇଥିବା ଅଗ୍ନି ବାଣ ସଦୃଶ ଅଟେ I (ଦେଖ: [[rc://en/ta/man/translate/figs-metaphor]])
EPH 6 17 g2kw figs-metaphor τὴν περικεφαλαίαν τοῦ σωτηρίου δέξασθε 1 take the helmet of salvation ଠିକ୍ ଯେପରି ଗୋଟିଏ ଶିରସ୍ତ୍ରାଣ ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ସେପରି ଈଶ୍ବର ଦତ୍ତ ପରିତ୍ରାଣ ବିଶ୍ବାସୀର ମନକୁ ସୁରକ୍ଷା ଦେଇଥାଏ I (ଦେଖ: [[rc://en/ta/man/translate/figs-metaphor]])
EPH 6 17 c191 figs-metaphor τὴν ... μάχαιραν τοῦ Πνεύματος, ὅ ἐστιν ῥῆμα Θεοῦ 1 the sword of the Spirit, which is the word of God ଆପଣା ଲୋକମାନଙ୍କ ପ୍ରତି ଈଶ୍ରଙ୍କ ଶିକ୍ଷା ବିଷୟରେ ଲେଖକ କହୁଛନ୍ତି ଯେ ସତେ ଯେପରି ସେସବୁ ଗୋଟିଏ ଖଡ୍ଗ, ଯାହା ତାହାଙ୍କର ଲୋକମାନେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ବ୍ୟବହାର କରିପାରିବେ I (ଦେଖ: [[rc://en/ta/man/translate/figs-metaphor]])
EPH 6 12 d7be figs-synecdoche αἷμα καὶ σάρκα 1 flesh and blood ଏହି ଅଭିବ୍ୟକ୍ତି ଲୋକମାନଙ୍କୁ ବୁଝାଏ, ଏହା ଆତ୍ମାମାନଙ୍କୁ ବୁଝାଏ ନାହିଁ, ଯେଉଁମାନଙ୍କର ମନୁଷ୍ୟ ସଦୃଶ ଶରୀର ନାହିଁ I ବିକଳ୍ପ ଅନୁବାଦ: "ମନୁଷ୍ୟ" ([[rc://en/ta/man/translate/figs-synecdoche]]ଦେଖନ୍ତୁ)
EPH 6 12 ftu4 figs-explicit πρὸς τοὺς κοσμοκράτορας τοῦ σκότους τούτου 1 against the powers over this present darkness ଏଠାରେ ଏହା ସୂଚାଇଥାଏ ଯେ “**ଆଧିପତ୍ୟ**” ପରାକ୍ରମୀ ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ବର୍ତ୍ତମାନ ଯୁଗର ମନ୍ଦ ସମୟରେ ଲୋକମାନଙ୍କ ଉପରେ ରାଜତ୍ କରୁଥିବା ପରାକ୍ରମୀ ଆତ୍ମିକ ପ୍ରାଣୀମାନଙ୍କ ବିରୁଦ୍ଧରେ” ([[rc://en/ta/man/translate/figs-explicit]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 13 jrn9 figs-metaphor διὰ τοῦτο, ἀναλάβετε τὴν πανοπλίαν τοῦ Θεοῦ 1 Therefore put on the whole armor of God ଆପଣା ଶତ୍ରୁ ବିରୁଦ୍ଧରେ ନିଜକୁ ରକ୍ଷା କରିବାକୁ ଜଣେ ସୈନିକ ଯେ ପ୍ରକାରେ ସଜ୍ଜା ପରିଧାନ କରେ, ସେହି ପ୍ରକାରେ ଶୟତାନ ବିରୁଦ୍ଧରେ ଯୁଦ୍ଧ କରିବା ସମୟରେ ଖ୍ରୀଷ୍ଟିୟାନମାନେ **ଈଶ୍ଵର** ଦେଉଥିବା ସୁରକ୍ଷାକାରୀ **ସଂସାଧନ**ଗୁଡ଼ିକୁ ବ୍ୟବହାର କରିବା ଉଚିତ I UST ଦେଖନ୍ତୁ ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 13 cy9h figs-metaphor ἵνα δυνηθῆτε ἀντιστῆναι ἐν τῇ ἡμέρᾳ τῇ πονηρᾷ 1 so that you may be able to stand in this time of evil “**ଅଟଳ ରହିବା**” ଶବ୍ଦଟି କୌଣସି ବିଷୟକୁ ସଫଳଭାବରେ ପ୍ରତିରୋଧକରିବା ବା ଯୁଦ୍ଧ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ମନ୍ଦତାକୁ ପ୍ରତିରୋଧ କରିବାକୁ ସମର୍ଥ ହୋଇପାର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 14 r5m7 figs-metaphor στῆτε οὖν 1 Stand, therefore “**ଅଟଳ ରହିବା**” ଶବ୍ଦଟି କୌଣସି ବିଷୟକୁ ସଫଳଭାବରେ ପ୍ରତିରୋଧକରିବା ବା ଯୁଦ୍ଧ କରିବା ବିଷୟକୁ ବୁଝାଏ I [ଏଫିସୀୟ 6:13](https://create.translationcore.com/06/13.md)ରେ ଏହାକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ I “ତେଣୁ ମନ୍ଦତାକୁ ପ୍ରତିରୋଧ କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 14 lbd4 figs-metaphor τὴν ὀσφὺν ὑμῶν ἐν ἀληθείᾳ 1 the belt of truth ଏହି ରୂପକରେ **ସତ୍ୟକୁ** ଏକ ସୈନିକଙ୍କ କଟିବନ୍ଧନୀ ସହିତ ତୁଳନା କରାଯାଇଅଛି । ଗୋଟିଏ କଟିବନ୍ଧନୀ ଯେପରି ଜଣେ ସୈନିକର ବସ୍ତ୍ରକୁ ଏକତ୍ର ଧରି ରଖେ, ଠିକ୍ ସେପରି ସତ୍ୟତା ଜଣେ ବିଶ୍ଵାସୀର ସବୁ ବିଷୟକୁ ଧରି ରଖେ I UST ଦେଖନ୍ତୁ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 14 zt21 ἀληθείᾳ ... δικαιοσύνης 1 truth ... righteousness
EPH 6 14 ij1q figs-metaphor τὸν θώρακα τῆς δικαιοσύνης 1 the breastplate of righteousness
EPH 6 15 f6w1 figs-metaphor καὶ ὑποδησάμενοι τοὺς πόδας ἐν ἑτοιμασίᾳ τοῦ εὐαγγελίου τῆς εἰρήνης 1 Then as shoes for your feet, put on the readiness to proclaim the gospel of peace ଏହି ରୂପକରେ **ଶାନ୍ତିର ସୁସମାଚାର**କୁ ଏକ ସୈନିକଙ୍କ ପାଦୁକା ସହିତ ତୁଳନା କରାଯାଏ । ଠିକ୍ ଯେପରି ଜଣେ ସୈନିକ ଦୃଢ଼ଭାବରେ ପାଦ ପକାଇବା ନିମନ୍ତେ ପାଦୁକା ପିନ୍ଧିଥାଏ, ବିଶ୍ାସୀ ନିକଟରେ ମଧ୍ୟ ଘୋଷଣା କରିବା ନିମନ୍ତେ ପ୍ରସ୍ତୁତ ରହିବା ସକାଶେ ଶାନ୍ତିର ସୁସମାଚାରର ଦୃଢ଼ ଜ୍ଞାନ ଥିବା ଆବଶ୍ୟକ I UST ଦେଖନ୍ତୁ ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 16 n65c figs-metaphor ἐν πᾶσιν ἀναλαβόντες τὸν θυρεὸν τῆς πίστεως 1 In all circumstances take up the shield of faith ଶତ୍ରୁର ଆକ୍ରମଣରୁ ଆପଣାକୁ ସୁରକ୍ଷା କରିବାକୁ ଜଣେ ସୈନିକ ଯେପରି ଗୋଟିଏ **ଢାଲ** ବ୍ୟବହାର କରେ, ଠିକ୍ ସେପରି ଶୟତାନର ଆକ୍ରମଣ ସମୟରେ ବିଶ୍ଵାସୀ ସୁରକ୍ଷା ନିମନ୍ତେ ଈଶ୍ଵର ଦେଉଥିବା **ବିଶ୍ଵାସକୁ** ବ୍ୟବହାର କରିବା ଆବଶ୍ୟକ I UST ଦେଖନ୍ତୁ ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 16 djl5 figs-metaphor τὰ βέλη τοῦ πονηροῦ πεπυρωμένα 1 the flaming arrows of the evil one ଜଣେ ବିଶ୍ାସୀ ବିରୁଦ୍ଧରେ ଶୟତାନର ଆକ୍ରମଣ, ଜଣେ ଶତ୍ରୁ ଦ୍ାରା ଜଣେ ସୈନିକ ପ୍ରତି କ୍ଷେପଣ କରାଯାଇଥିବା **ଅଗ୍ନି ବାଣ** ସଦୃଶ ଅଟେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 17 g2kw figs-metaphor τὴν περικεφαλαίαν τοῦ σωτηρίου δέξασθε 1 take the helmet of salvation ଠିକ୍ ଯେପରି ଗୋଟିଏ **ଶିରସ୍ତ୍ରାଣ** ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ସେପରି ଈଶ୍ଵର ଦତ୍ତ **ପରିତ୍ରାଣ** ବିଶ୍ଵାସୀର ମନକୁ ସୁରକ୍ଷା ଦେଇଥାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 17 c191 figs-metaphor τὴν ... μάχαιραν τοῦ Πνεύματος, ὅ ἐστιν ῥῆμα Θεοῦ 1 the sword of the Spirit, which is the word of God ଏହି ରୂପକରେ, ଈଶ୍ଵରଙ୍କ ବାକ୍ୟକୁ ଏକ ସୈନିକର **ଖଡ୍ଗ** ସହିତ ତୁଳନା କରାଯାଏ ।ଆପଣା ଲୋକମାନଙ୍କ ପ୍ରତି ଈଶ୍ରଙ୍କ ଶିକ୍ଷା ବିଷୟରେ ଲେଖକ କହନ୍ତି ଯେ ସତେ ଯେପରି ସେସବୁ ଗୋଟିଏ ଖଡ୍ଗ, ଯାହା ତାହାଙ୍କର ଲୋକମାନେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ବ୍ୟବହାର କରିପାରିବେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 18 mu4w διὰ πάσης προσευχῆς καὶ δεήσεως, προσευχόμενοι ἐν παντὶ καιρῷ ἐν Πνεύματι 1 With every prayer and request, pray at all times in the Spirit ପ୍ରାର୍ଥନା କରି ନିର୍ଦ୍ଦିଷ୍ଟ ନିବେଦନଗୁଡିକ ଜଣାଇବା ସମୟରେ ସର୍ବଦା ଆତ୍ମାରେ ପ୍ରାର୍ଥନା କର
EPH 6 18 g1i7 εἰς αὐτὸ 1 To this end "ଏଥିନିମନ୍ତେ କିମ୍ବା “ଏହାକୁ ମନରେ ରଖି I” ଏହା ଈଶ୍ବରଙ୍କ ସଜ୍ଜା ନେବାର ମନୋଭାବକୁ ବୁଝାଏ I
EPH 6 18 i5hm ἀγρυπνοῦντες ἐν πάσῃ προσκαρτερήσει καὶ δεήσει περὶ πάντων τῶν ἁγίων 1 be watching with all perseverance, as you offer prayers for all the saints ଜାଗ୍ରତ ରହିବାରେ ଲାଗି ରୁହ ଓ ଈଶ୍ବରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିମନ୍ତେ ପ୍ରାର୍ଥନା କର କିମ୍ବା “ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ନିରନ୍ତର ଜାଗିରହି ପ୍ରାର୍ଥନା କର”"

Can't render this file because it contains an unexpected character in line 2 and column 4496.