Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 13:45:04 +00:00
parent f589a3cac6
commit 0e3e854887
1 changed files with 2 additions and 2 deletions

View File

@ -91,8 +91,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 13 y1wj writing-poetry εἰ ἀπιστοῦμεν ... ἀρνήσασθαι ... ἑαυτὸν οὐ δύναται 1 if we are unfaithful ... he cannot deny himself
2TI 2 13 ke4w εἰ ἀπιστοῦμεν 1 if we are unfaithful ବିଶ୍ଵାସୀମାନଙ୍କ ସ୍ଥିତିକୁ ପ୍ରକାଶ କରିବାକୁ ପାଉଲ **ଅବିଶ୍ୱାସୀ** ଶବ୍ଦ ବ୍ୟବହାର କରନ୍ତି, ଯେଉଁମାନେ ଯୀଶୁଙ୍କ ଆଜ୍ଞା ପାଳନ କରନ୍ତି ନାହିଁ। ବିକଳ୍ପ ଅନୁବାଦ: "ଯଦି ଆମ୍ଭେମାନେ ଯୀଶୁଙ୍କୁ ଅବମାନନା କରୁ" କିମ୍ବା "ଯଦି ଯୀଶୁ ଯାହା କରିବାକୁ ଚାହାଁନ୍ତି ତାହା ଆମ୍ଭେମାନେ ନ କରୁ"
2TI 2 13 ihd4 ἀρνήσασθαι ... ἑαυτὸν οὐ δύναται 1 he cannot deny himself ପାଉଲ କହନ୍ତି ଯେ ଯୀଶୁ **ନିଜକୁ ଅସ୍ୱୀକାର** କରିବାକୁ ସକ୍ଷମ ନୁହଁନ୍ତି, ଏହାର ଅର୍ଥ ଯୀଶୁ ତାଙ୍କ ଚରିତ୍ର ବିରୁଦ୍ଧରେ ଯିବାକୁ ସମର୍ଥ ନୁହଁନ୍ତି। ପାଉଲ ନିମ୍ନଲିଖିତ ଚିନ୍ତାଧାରା ମଧ୍ୟରୁ ଗୋଟିଏ କିମ୍ବା ଉଭୟକୁ ସୂଚାନ୍ତି। (1) ଯୀଶୁଙ୍କ ଚରିତ୍ରରେ ତ୍ରାଣକର୍ତ୍ତା ଅନ୍ତର୍ଭୁକ୍ତ ଅଟେ, ଯିଏ ପିତର ଅନୁଭବ କରିଥିବା ପରି ଯଦି ଆମେ ଅନୁତାପ କରୁ ସେ ଆମର ବିଶ୍ୱାସଘାତକତାକୁ କ୍ଷମା କରିପାରନ୍ତି (ଯୋହନ 21: 1519)। ଏହା ପୂର୍ବ ବାକ୍ୟ “ସେ ଆମ ପ୍ରତି ବିଶ୍ୱସ୍ତ ଅଟନ୍ତି”କୁ ସମର୍ଥନ କରେ ଯେହେତୁ। (2) ଯୀଶୁଙ୍କ ଚରିତ୍ରରେ ଏକ ପବିତ୍ର ଈଶ୍ଵରଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରେ, ଯିଏ ଲୋକମାନଙ୍କୁ ଅନୁତାପ ନକଲେ ସେମାନଙ୍କର ପାପ ପାଇଁ ବିଚାର କରନ୍ତି। ଏହା ପୂର୍ବ ବାକ୍ୟ “ସେ ନିଜ ପ୍ରତି ସତ୍ୟ ଅଟନ୍ତି”କୁ ସମର୍ଥନ କରେ। ବିକଳ୍ପ ଅନୁବାଦ: "ସେ ସର୍ବଦା ତାଙ୍କ ଚରିତ୍ର ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍"
2TI 2 14 u661 0 General Information: “ସେମାନଙ୍କୁ” ହୁଏତ “ଶିକ୍ଷକ” ବା “ମଣ୍ଡଳୀର ଲୋକମାନଙ୍କୁ” ବୁଝାଏ I
2TI 2 14 r5lq figs-metaphor ἐνώπιον τοῦ Θεοῦ 1 before God ପାଉଲଙ୍କ ବିଷୟରେ ଈଶ୍ବରଙ୍କ ସଚେତନତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଈଶ୍ବରଙ୍କ ସାକ୍ଷାତ ଉପସ୍ଥିତିରେ ଅଛନ୍ତି I ଏହା ସୂଚିତ କରେ ଯେ ଈଶ୍ବର ତୀମଥିଙ୍କର ସାକ୍ଷୀ ହେବେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଉପସ୍ଥିତିରେ” କିମ୍ବା “ଈଶ୍ବର ତୁମ୍ଭର ସାକ୍ଷୀ ଭାବରେ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-explicit]])
2TI 2 14 u661 0 General Information: **ସେମାନଙ୍କୁ** ଶବ୍ଦ, ଯାହା ଗ୍ରୀକ୍ କ୍ରିୟାରେ ଅନ୍ତର୍ଭୁକ୍ତ ଅଟେ, ସେହିମାନଙ୍କୁ ସୂଚାଇପାରେ, ଯେଉଁମାନଙ୍କ ଉପରେ ତୀମଥି ଦାୟୀତ୍ଵ ଅର୍ପଣ କରିଥିଲେ। ବିକଳ୍ପ ଅନୁବାଦ: "ସେଠାକାର ଲୋକଙ୍କୁ ସ୍ମରଣ କରାଅ"
2TI 2 14 r5lq figs-metaphor ἐνώπιον τοῦ Θεοῦ 1 before God ଏହାର ଅର୍ଥ ଏହା ଯେ ପାଉଲ ତୀମଥିଙ୍କୁ ବିଶ୍ଵାସୀମାନଙ୍କୁ ଯେତେବେଳେ ସେ ସେମାନଙ୍କୁ ଆଦେଶ ଦିଅନ୍ତି ସେମାନଙ୍କୁ କହିବା ପାଇଁ କହନ୍ତି, ସେମାନେ ଯାହା କରୁଛନ୍ତି ତାହା ଈଶ୍ଵର ଦେଖିବେ। ବିକଳ୍ପ ଅନୁବାଦ: "ତାଙ୍କ ସାକ୍ଷୀ ଭାବରେ ଈଶ୍ଵରଙ୍କ ସହିତ" [[rc://en/ta/man/translate/figs-explicit]]) ଦେଖନ୍ତୁ
2TI 2 14 g6p7 μὴ λογομαχεῖν 1 against quarreling about words ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଲୋକମାନେ କହୁଥିବା ମୁର୍ଖ ବିଷୟଗୁଡିକ ସମ୍ବନ୍ଧରେ ଯୁକ୍ତିତର୍କ ନ କରି” କିମ୍ବା ) ବାକ୍ୟର ଅର୍ଥ ବିଷୟରେ ବାକ୍ ଯୁଦ୍ଧ ନ କରି”
2TI 2 14 rke6 ἐπ’ οὐδὲν χρήσιμον 1 it is of no value ଏହା କାହାରି ହିତଜନକ ହୁଏ ନାହିଁ
2TI 2 15 m3vy σεαυτὸν, δόκιμον παραστῆσαι τῷ Θεῷ, ἐργάτην ἀνεπαίσχυντον 1 to present yourself to God as one approved, a worker who has no reason to be ashamed ଯୋଗ୍ୟ ବୋଲି ପରୀକ୍ଷାସିଦ୍ଧ ଜଣେ ଲୋକ ଭାବରେ ଓ ଲଜ୍ଜିତ ହେବାକୁ କୌଣସି କାରଣ ନ ଥାଇ ଆପଣାକୁ ଈଶ୍ବରଙ୍କ ନିକଟରେ ଉପସ୍ଥାପନ କର

Can't render this file because it contains an unexpected character in line 2 and column 8087.