Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:25:32 +00:00
parent e4112e1ad2
commit 0c65a858e3
1 changed files with 2 additions and 0 deletions

View File

@ -478,3 +478,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 7 j173 figs-explicit δίκαιός ἐστιν, καθὼς ἐκεῖνος δίκαιός ἐστιν 1 is righteous, just as that one is righteous ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ପ୍ରସଙ୍ଗରେ **ଧାର୍ମିକ** ଶବ୍ଦର ଅର୍ଥ  ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପାଇଁ ଗ୍ରହଣୀୟ, ଯେପରି ଯୀଶୁ ଈଶ୍ଵରଙ୍କ ନିକଟରେ ଗ୍ରହଣୀୟ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 7 j174 writing-pronouns ἐκεῖνος 1 that one ପ୍ରମାଣମୂଳକ ସର୍ବନାମ ଜଣେ ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 8 j175 figs-explicit ἵνα λύσῃ τὰ ἔργα τοῦ διαβόλου 1 so that he might destroy the works of the devil ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ପ୍ରସଙ୍ଗରେ ଏହାର ଅର୍ଥ କ’ଣ ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେ ଲୋକମାନଙ୍କୁ ସେମାନଙ୍କ ପାପରୁ ମୁକ୍ତ କରିବେ, ଯେପରି ଶୟତାନ ସେମାନଙ୍କୁ କରାଇଥିଲା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 9 j176 figs-metaphor πᾶς ὁ γεγεννημένος ἐκ τοῦ Θεοῦ…ὅτι ἐκ τοῦ Θεοῦ γεγέννηται 1 Everyone who has been begotten from God … because he has been begotten from God ଆପଣ ଏହି ରୂପକକୁ [2:29](https://create.translationcore.com/02/29.md) ରେ କିପରି ବ୍ୟାଖ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହାର ଆତ୍ମିକ  ପିତା ଅଟନ୍ତି … କାରଣ ଈଶ୍ଵର ତାହାଙ୍କର ଆତ୍ମିକ ପିତା ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 9 j177 writing-pronouns σπέρμα αὐτοῦ ἐν αὐτῷ μένει 1 his seed remains in him ଏହି ବାକ୍ୟରେ, ସର୍ବାନମ **ତାହାଙ୍କ “ଈଶ୍ଵର ”** ଙ୍କୁ ବୁଝାଏ ଏବଂ ସର୍ବନାମ ତାହାକୁ “ଈଶ୍ଵରଙ୍କଠାରୁ ଜାତ ହୋଇଥିବା” ଲୋକକୁ ସୂଚାଏ । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତିଙ୍କ ମଧ୍ୟରେ ଈଶ୍ଵରଙ୍କ ବୀଜ ରହିଥାଏ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.