Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:23:17 +00:00
parent 93fbb307ed
commit e4112e1ad2
1 changed files with 1 additions and 0 deletions

View File

@ -477,3 +477,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 6 j172 figs-metaphor οὐχ ἑώρακεν αὐτὸν 1 has not seen him ଲୋକମାନେ ପ୍ରକୃତରେ ଯୀଶୁଙ୍କୁ ଦେଖନ୍ତି ବୋଲି ଯୋହନ କହନ୍ତି ନାହିଁ । ବରଂ, ସେ ଏହି ଧାରଣାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ କିଏ ତାହା ଜାଣନ୍ତି ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 7 j173 figs-explicit δίκαιός ἐστιν, καθὼς ἐκεῖνος δίκαιός ἐστιν 1 is righteous, just as that one is righteous ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ପ୍ରସଙ୍ଗରେ **ଧାର୍ମିକ** ଶବ୍ଦର ଅର୍ଥ  ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପାଇଁ ଗ୍ରହଣୀୟ, ଯେପରି ଯୀଶୁ ଈଶ୍ଵରଙ୍କ ନିକଟରେ ଗ୍ରହଣୀୟ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 7 j174 writing-pronouns ἐκεῖνος 1 that one ପ୍ରମାଣମୂଳକ ସର୍ବନାମ ଜଣେ ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 8 j175 figs-explicit ἵνα λύσῃ τὰ ἔργα τοῦ διαβόλου 1 so that he might destroy the works of the devil ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ପ୍ରସଙ୍ଗରେ ଏହାର ଅର୍ଥ କ’ଣ ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେ ଲୋକମାନଙ୍କୁ ସେମାନଙ୍କ ପାପରୁ ମୁକ୍ତ କରିବେ, ଯେପରି ଶୟତାନ ସେମାନଙ୍କୁ କରାଇଥିଲା” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.