Edit 'en_tn_63-1JN.tsv' using 'tc-create-app'
This commit is contained in:
parent
605deb6c10
commit
047f469d6d
|
@ -377,3 +377,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
|
|||
1JN 2 10 j075 figs-metaphor ἐν τῷ φωτὶ μένει 1 remains in the light ପବିତ୍ର, ସଠିକ୍ ଏବଂ ଭଲ ଅର୍ଥରେ ଯୋହନ **ଜ୍ୟୋତିଃ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ପ୍ରକୃତରେ ଯାହା ଉଚିତ ତାହା କରୁଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
|
||||
1JN 2 10 j076 figs-metaphor ἐν τῷ φωτὶ μένει 1 remains in the light 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ ଅନୁବାଦ: “ପ୍ରକୃତରେ ଯାହା ଉଚିତ୍ ତାହା କରୁଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
|
||||
1JN 2 10 j077 figs-explicit σκάνδαλον ἐν αὐτῷ οὐκ ἔστιν 1 a stumbling-block is not in him ଯୋହନ ଏହି **ଝୁଣ୍ଟିବା କାରଣ** ବିଷୟରେ ଜଣେ ବ୍ୟକ୍ତିଙ୍କ ଭିତରେ ଥିବା ବିଷୟରେ ଉଲ୍ଲେଖ କରନ୍ତି କାରଣ ଏହା ଜଣେ ସହବିଶ୍ଵାସୀଙ୍କ ପ୍ରତି ଘୃଣାକୁ ଦର୍ଶାଏ ଯାହାକୁ ସେ 2:9 ରେ ବର୍ଣ୍ଣନା କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ତାହା ଭିତରେ ତାହାର ଘୃଣାଭାବ ନାହିଁ ଯାହା ତାହା ପାପର କାରଣ ହେବ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
|
||||
1JN 2 11 j078 figs-metaphor τὸν ἀδελφὸν αὐτοῦ 1 his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
|
||||
|
|
Can't render this file because it contains an unexpected character in line 2 and column 3771.
|
Loading…
Reference in New Issue