Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:48:41 +00:00
parent ea318a77e1
commit 605deb6c10
1 changed files with 1 additions and 0 deletions

View File

@ -376,3 +376,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 10 j074 figs-genericnoun τὸν ἀδελφὸν αὐτοῦ 1 his brother ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ବହୁବଚନରେ ଅନୁବାଦ କରିପାରିବେ, ଯେହେତୁ 2:9ରେ ପରି ଯୋହନଙ୍କର ଦୃଷ୍ଟିରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ନାହିଁ । ବରଂ, ଯୋହନ ସମସ୍ତ ବିଶ୍ୱାସୀମାନଙ୍କୁ ପ୍ରେମ କରିବା ବିଷୟରେ କହନ୍ତି  । ବିକଳ୍ପ ଅନୁବାଦ: “ତାହାର ସହବିଶ୍ଵାସୀ ” ( [[rc://en/ta/man/translate/figs-genericnoun]]ଦେଖନ୍ତୁ)
1JN 2 10 j075 figs-metaphor ἐν τῷ φωτὶ μένει 1 remains in the light ପବିତ୍ର, ସଠିକ୍ ଏବଂ ଭଲ ଅର୍ଥରେ ଯୋହନ **ଜ୍ୟୋତିଃ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ପ୍ରକୃତରେ ଯାହା ଉଚିତ ତାହା କରୁଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 10 j076 figs-metaphor ἐν τῷ φωτὶ μένει 1 remains in the light 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ ଅନୁବାଦ: “ପ୍ରକୃତରେ ଯାହା ଉଚିତ୍  ତାହା କରୁଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 10 j077 figs-explicit σκάνδαλον ἐν αὐτῷ οὐκ ἔστιν 1 a stumbling-block is not in him ଯୋହନ  ଏହି **ଝୁଣ୍ଟିବା କାରଣ** ବିଷୟରେ ଜଣେ ବ୍ୟକ୍ତିଙ୍କ ଭିତରେ ଥିବା ବିଷୟରେ ଉଲ୍ଲେଖ କରନ୍ତି କାରଣ ଏହା ଜଣେ ସହବିଶ୍ଵାସୀଙ୍କ ପ୍ରତି ଘୃଣାକୁ ଦର୍ଶାଏ ଯାହାକୁ ସେ 2:9 ରେ ବର୍ଣ୍ଣନା କରିଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ତାହା ଭିତରେ ତାହାର ଘୃଣାଭାବ ନାହିଁ ଯାହା ତାହା ପାପର କାରଣ ହେବ” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.