Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 16:54:34 +00:00
parent 65305fd30b
commit 02bb041032
1 changed files with 13 additions and 13 deletions

View File

@ -324,19 +324,19 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 6 11 zjl3 figs-metaphor δίωκε ... δικαιοσύνην 1 Pursue righteousness ପାଉଲ ଧାର୍ମିକତା ଏବଂ ଅନ୍ୟାନ୍ୟ ଉତ୍ତମ ଗୁଣ ବିଷୟରେ କହନ୍ତି ଯେପରି ସେଗୁଡ଼ିକ ଏପରି ବିଷୟ ଅଟେ ଯାହାକୁ ଜଣେ ବ୍ୟକ୍ତି ଧରିବା ଉଚିତ ଅଟେ । ଏହି ରୂପକଟି "ପଳାୟନ" ର ବିପରୀତ ଅଟେ । ଏହାର ଅର୍ଥ କିଛି ପାଇବା ପାଇଁ ସମସ୍ତ ପ୍ରୟାସ କର । ବିକଳ୍ପ ଅନୁବାଦ: "ପାଇବାକୁ ଚେଷ୍ଟା କର" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 12 w21p figs-metaphor ἀγωνίζου τὸν καλὸν ἀγῶνα τῆς πίστεως 1 Fight the good fight of faith ଏଠାରେ, ପାଉଲ ଜଣେ ବ୍ୟକ୍ତିଙ୍କ ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି, ଯିଏ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ସ୍ଥିର ଅଟନ୍ତି, ଯିଏ କି ଜଣେ ଶ୍ରେଷ୍ଠ ଯୋଦ୍ଧା ଭାବରେ ଯୁଦ୍ଧ କରନ୍ତି, କିମ୍ବା ଜଣେ ଖେଳାଳୀ ଏକ ପ୍ରତିଯୋଗିତା ଜିତିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି । ବିକଳ୍ପ ଅନୁବାଦ: "ଯୀଶୁଙ୍କ ଆଜ୍ଞା ପାଳନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କର" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 12 y6m8 figs-metaphor ἐπιλαβοῦ τῆς αἰωνίου ζωῆς 1 Take hold of the everlasting life ଯେଉଁମାନେ ଅନନ୍ତ ଜୀବନ ଖୋଜନ୍ତି ସେମାନଙ୍କ ବିଷୟରେ ପାଉଲ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯାହା ଦ୍ଵାରା ସେମାନେ ଏହାକୁ ନିଜ ହାତରେ ଦୃଢ଼ ଭାବରେ ଧରି ପାରିବେ । ସେ ହୁଏତ ଜଣେ ଖେଳାଳୀର ରୂପକ ବ୍ୟବହାର ଜାରି ରଖିପାରନ୍ତି ଯିଏ ଏକ ପ୍ରତିଯୋଗିତାରେ ଜିତିବା ପାଇଁ କଠିନ ପରିଶ୍ରମ କରନ୍ତି ଏବଂ ବର୍ତ୍ତମାନ ପ୍ରତିଯୋଗିତାର ବିଜୟର ସ୍ମାରକୀ ଉପହାର ତାଙ୍କ ହାତରେ ଅଛି । ବିକଳ୍ପ ଅନୁବାଦ: "ସବୁଦିନ ପାଇଁ ଈଶ୍ଵରଙ୍କ ସହିତ ରହିବାକୁ ଆଗ୍ରହୀ" କିମ୍ବା "ଈଶ୍ଵରଙ୍କ ସହିତ ଜୀବନଯାପନ କରିବା ପାଇଁ ଯାହା ଆବଶ୍ୟକ ତାହା କର ।" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 12 usd1 figs-activepassive εἰς ἣν ἐκλήθης 1 to which you were called ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଥିପାଇଁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 6 12 qw96 ὡμολόγησας τὴν καλὴν ὁμολογία 1 you gave the good confession ଯାହା ଉତ୍ତମ, ତାହା ତୁମ୍ଭେ ସ୍ବୀକାର କରିଅଛ କିମ୍ବା “ତୁମ୍ଭେ ସତ୍ୟକୁ ସ୍ବୀକାର କରିଅଛ”"
1TI 6 12 vm6q figs-metonymy ἐνώπιον πολλῶν μαρτύρων 1 before many witnesses ତୀମଥି ଯେଉଁ ଲୋକମାନଙ୍କୁ କଥା କହୁଥିଲେ, ସେହି ଲୋକମାନଙ୍କ ଚିନ୍ତାଧାରା ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ପାଉଲ ସ୍ଥାନ ସମ୍ବନ୍ଧରେ ଆପଣାର ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ଅନେକ ସାକ୍ଷୀମାନଙ୍କୁ” (ଦେଖ: [[rc://en/ta/man/translate/figs-metonymy]])
1TI 6 13 aj8i 0 Connecting Statement: ପାଉଲ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ କହୁଛନ୍ତି, ଧନୀମାନଙ୍କୁ ନିର୍ଦ୍ଦିଷ୍ଟ ଉପଦେଶ ଦେଉଛନ୍ତି ଓ ଶେଷରେ ତୀମଥିଙ୍କୁ ଗୋଟିଏ ବିଶେଷ କଥାକହି ସମାପ୍ତ କରୁଛନ୍ତି I
1TI 6 13 t6dh παραγγέλλω σοι 1 I give these orders to you ମୁଁ ତୁମ୍ଭକୁ ଏହି ଆଦେଶ ଦେଉଅଛି
1TI 6 13 ts65 figs-explicit τοῦ ζῳοποιοῦντος τὰ πάντα 1 who gives life to all things "ଈଶ୍ବରଙ୍କ ସାକ୍ଷାତରେ, ଯେ କି ସମସ୍ତ ବିଷୟକୁ ଜୀବିତ କରାନ୍ତି I ଏହା ସୂଚିତ କରେ ଯେ ପାଉଲ ଈଶ୍ବରଙ୍କୁ ଆପଣାର ସାକ୍ଷୀ ହେବାକୁ ନିବେଦନ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବର, ଯେ କି ସମସ୍ତ ବିଷୟକୁ ଜୀବିତ କରାନ୍ତି, ସେ ମୋହର ସାକ୍ଷୀ ଭାବରେ” (ଦେଖ: [[rc://en/ta/man/translate/figs-explicit]])
1TI 6 13 amy1 figs-explicit καὶ Χριστοῦ Ἰησοῦ, τοῦ μαρτυρήσαντος ἐπὶ Ποντίου Πειλάτου 1 before Christ Jesus, who made ... Pilate ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ଯେ କି ପୀଲାତଙ୍କ ..କହିଥିଲେ I ଏହା ସୂଚିତ କରେ ଯେ ପାଉଲ ଖ୍ରୀଷ୍ଟଙ୍କୁ ଆପଣାର ସାକ୍ଷୀ ହେବାକୁ ନିବେଦନ କରୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ଯେ କି ପୀଲାତଙ୍କ ..କହିଥିଲେ, ମୋହର ସାକ୍ଷୀ ଭାବରେ” (ଦେଖ: [[rc://en/ta/man/translate/figs-explicit]])
1TI 6 14 p9n9 figs-metaphor ἄσπιλον ἀνεπίλημπτον 1 without spot or blame “କଳଙ୍କ” ଶବ୍ଦଟି ନୈତିକ ଦୋଷପାଇଁ ଗୋଟିଏ ରୂପକ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁ ତୀମଥିଙ୍କଠାରେ କୌଣସି ଦୋଷ ପାଇବେ ନାହି ବା ମନ୍ଦ କାର୍ଯ୍ୟପାଇଁ ଦୋଷୀ କରିବେ ନାହିଁ କିମ୍ବା ) ଅନ୍ୟ ଲୋକମାନେ ତୀମଥିଙ୍କଠାରେ କୌଣସି ଦୋଷ ପାଇବେ ନାହି ବା ମନ୍ଦ କାର୍ଯ୍ୟପାଇଁ ଦୋଷୀ କରିବେ ନାହିଁ I (ଦେଖ: [[rc://en/ta/man/translate/figs-metaphor]])
1TI 6 14 nk52 μέχρι τῆς ἐπιφανείας τοῦ Κυρίου ἡμῶν Ἰησοῦ Χριστοῦ 1 until the appearance of our Lord Jesus Christ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ପୁନରାଗମନ ପର୍ଯ୍ୟନ୍ତ"
1TI 6 15 qh1p figs-explicit δείξει 1 God will reveal Christ's appearing ଏହା ସୂଚିତ କରେ ଯେ ଈଶ୍ବର ଯୀଶୁଙ୍କୁ ପ୍ରକାଶ କରିବେ I ବିକଳ୍ପ ଅନୁବାଦ: “ଈଶ୍ବର ଯୀଶୁଙ୍କୁ ପ୍ରକାଶ କରିବେ” (ଦେଖ: [[rc://en/ta/man/translate/figs-explicit]])
1TI 6 15 ac6y ὁ μακάριος καὶ μόνος Δυνάστης 1 the blessed and only Sovereign ଯେ କି ପରମଧନ୍ୟ ଓ ସମଗ୍ର ଜଗତରେ ରାଜ୍ୟ କରନ୍ତି
1TI 6 16 l9i8 ὁ μόνος ἔχων ἀθανασίαν 1 Only he has immortality ଅନନ୍ତକାଳ ବାସ କରିବା ନିମନ୍ତେ କେବଳ ତାହାଙ୍କର ହିଁ ପରାକ୍ରମ ଅଛି
1TI 6 16 tsz3 φῶς οἰκῶν ἀπρόσιτον 1 dwells in inapproachable light ଅଗମ୍ୟ ଜ୍ୟୋତିଃରେ ବାସ କରନ୍ତି ଯେ କେହି ତାହାଙ୍କର ନିକଟବର୍ତ୍ତୀ ହୋଇପାରନ୍ତି ନାହିଁ
1TI 6 12 usd1 figs-activepassive εἰς ἣν ἐκλήθης 1 to which you were called ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହା ସ୍ପଷ୍ଟଭାବେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯେଉଁଥି ପାଇଁ  ତୁମ୍ଭକୁ ଆହ୍ବାନ କରିଛନ୍ତି" [[rc://en/ta/man/translate/figs-activepassive]])
1TI 6 12 qw96 ὡμολόγησας τὴν καλὴν ὁμολογία 1 you gave the good confession ବିକଳ୍ପ ଅନୁବାଦ: "ତୁମ୍ଭେ ସର୍ବସାଧାରଣରେ ଯୀଶୁଙ୍କ ଉପରେ ବିଶ୍ଵାସ ପ୍ରକାଶ କରିଛ"
1TI 6 12 vm6q figs-metonymy ἐνώπιον πολλῶν μαρτύρων 1 before many witnesses ଏହାର ଅର୍ଥ ଏହା ଯେ ତୀମଥିଙ୍କ ବିଶ୍ଵାସ ବିଷୟରେ ବକ୍ତବ୍ୟ ବାଧ୍ୟତାମୂଳକ ଥିଲା କାରଣ ଏହି ସାକ୍ଷୀମାନେ ଉପସ୍ଥିତ ଥିଲେ ଏବଂ ସାକ୍ଷ୍ୟ ଦେଇପାରନ୍ତି ଯେ ସେ ଏହା କରିଛନ୍ତି। ଆପଣଙ୍କ ଅନୁବାଦରେ, ଆପଣ ଆପଣଙ୍କ ସଂସ୍କୃତିରେ ସର୍ବସାଧାରଣ, ଆଇନଗତ ପ୍ରତିବଦ୍ଧତା ପାଇଁ ବ୍ୟବହୃତ ଏକ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଯେତେବେଳେ ଅନେକ ଲୋକ ଦେଖୁଥିଲେ" [[rc://en/ta/man/translate/figs-metonymy]])
1TI 6 13 aj8i 0 Connecting Statement:
1TI 6 13 t6dh παραγγέλλω σοι 1 I give these orders to you
1TI 6 13 ts65 figs-explicit τοῦ ζῳοποιοῦντος τὰ πάντα 1 who gives life to all things ବିକଳ୍ପ ଅନୁବାଦ: "ଯିଏ ସମସ୍ତ ବିଷୟକୁ ଜୀବିତ କରନ୍ତି" [[rc://en/ta/man/translate/figs-explicit]])
1TI 6 13 amy1 figs-explicit καὶ Χριστοῦ Ἰησοῦ, τοῦ μαρτυρήσαντος ἐπὶ Ποντίου Πειλάτου 1 before Christ Jesus, who made ... Pilate ପାଉଲ ଯୀଶୁଙ୍କୁ ତୀମଥିଙ୍କ ନିକଟରେ ଜଣେ ବ୍ୟକ୍ତିଙ୍କ ଉଦାହରଣ ଭାବରେ ଉପସ୍ଥାପନ କରୁଛନ୍ତି ଯିଏ ସର୍ବସାଧାରଣରେ ଈଶ୍ଵରଙ୍କ ଆଜ୍ଞା ପାଳନ କରୁଥିବାବେଳେ ଅନ୍ୟମାନେ ଶତ୍ରୁତା ଭାବ ଦେଖାଇ ଧମକ ଦେଉଥିଲେ । ବିକଳ୍ପ ଅନୁବାଦ: "ଯେତେବେଳେ ପନ୍ଥୀଅ ପୀଲାତ ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ, ସେ ସ୍ଵୟଂ ଈଶ୍ଵରଙ୍କୁ ସ୍ୱୀକାର କଲେ" [[rc://en/ta/man/translate/figs-explicit]])
1TI 6 14 p9n9 figs-metaphor ἄσπιλον ἀνεπίλημπτον 1 without spot or blame **ନିଷ୍କଳଙ୍କ** ଏବଂ **ଅନିନ୍ଦନୀୟ** ଶବ୍ଦର ଅର୍ଥ ସମାନ ଅଟେ । ପାଉଲ ହୁଏତ ଗୁରୁତ୍ଵ ଦେବାକୁ ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଏକତ୍ର କରି ଅନ୍ୟ ଉପାୟରେ ଗୁରୁତ୍ୱକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ସଂପୂର୍ଣ୍ଣ ଅନିନ୍ଦନୀୟ " [[rc://en/ta/man/translate/figs-metaphor]])
1TI 6 14 nk52 μέχρι τῆς ἐπιφανείας τοῦ Κυρίου ἡμῶν Ἰησοῦ Χριστοῦ 1 until the appearance of our Lord Jesus Christ ବିକଳ୍ପ ଅନୁବାଦ: "ଯେପର୍ଯ୍ୟନ୍ତ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଫେରିବେ ନାହିଁ"
1TI 6 15 qh1p figs-explicit δείξει 1 God will reveal Christ's appearing
1TI 6 15 ac6y ὁ μακάριος καὶ μόνος Δυνάστης 1 the blessed and only Sovereign ଏହି ଅଭିବ୍ୟକ୍ତି ସଂପୂର୍ଣ୍ଣ ଭାବରେ ଈଶ୍ଵରଙ୍କୁ ସୂଚିତ କରେ । ବିକଳ୍ପ ଅନୁବାଦ: "ଈଶ୍ଵର, ଯାହାଙ୍କୁ ଆମେ ପ୍ରଶଂସା କରୁ, ଯିଏ କେବଳ ଜଗତକୁ ଶାସନ କରନ୍ତି"[[rc://en/ta/man/translate/figs-explicit]])
1TI 6 16 l9i8 ὁ μόνος ἔχων ἀθανασίαν 1 Only he has immortality ବିକଳ୍ପ ଅନୁବାଦ: "କେବଳ ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି"
1TI 6 16 tsz3 φῶς οἰκῶν ἀπρόσιτον 1 dwells in inapproachable light ବିକଳ୍ପ ଅନୁବାଦ: "ଯିଏ ଆଲୋକରେ ବାସ କରନ୍ତି ଯିଏ ଏତେ ଆଲୋକିତ କରନ୍ତି ଯେ କେହି ନିକଟତର ହୋଇପାରିବେ ନାହିଁ ।"
1TI 6 17 te3z figs-nominaladj τοῖς πλουσίοις ... παράγγελλε 1 Tell the rich ଏଠାରେ “ଧନୀ” ଗୋଟିଏ ନାମବାଚକ ବିଶେଷଣ I ଏହାକୁ ଗୋଟିଏ ବିଶେଷଣ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଧନୀମାନଙ୍କୁ କୁହ” (ଦେଖ: [[rc://en/ta/man/translate/figs-nominaladj]])
1TI 6 17 drj6 ἐπὶ πλούτου, ἀδηλότητι 1 in riches, which are uncertain "ସେମାନେ ଉପାର୍ଜନ କରିଥିବା ଅନେକ ବିଷୟ ସେମାନେ ହରାଇବେ I ଏହା ପାର୍ଥିବ ପଦାର୍ଥକୁ ବୁଝାଏ I
1TI 6 17 iq61 πάντα πλουσίως 1 all the true riches ଯେଉଁସବୁ ବିଷୟ ଆମ୍ଭମାନଙ୍କୁ ପ୍ରକୃତରେ ଆନନ୍ଦ ଦେବ I ଏହି ପଦ ପାର୍ଥିବ ପଦାର୍ଥକୁ ବୁଝାଇ ପାରେ, କିନ୍ତୁ ଅଧିକ ଭାବରେ ଏହା ପ୍ରେମ, ଆନନ୍ଦ ଓ ଶାନ୍ତି ଭଳି ଗୁଣକୁ ବୁଝାଏ, ଯାହା ଲୋକମାନେ ପାର୍ଥିବ ବସ୍ତୁ ଦ୍ବାରା ଲାଭ କରିବାକୁ ଚେଷ୍ଟା କରିଥାନ୍ତି I

Can't render this file because it contains an unexpected character in line 2 and column 7882.