Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 16:40:57 +00:00
parent 028e6bfcb9
commit 65305fd30b
1 changed files with 25 additions and 25 deletions

View File

@ -299,31 +299,31 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 6 4 i3lk ζητήσεις καὶ λογομαχίας, ἐξ ὧν γίνεται φθόνος 1 controversies and arguments about words that result in envy ଏହି ଦୁଇଟି ଶବ୍ଦର ମୂଳତ ଅର୍ଥ ସମାନ ଅଟେ, ଯଦିଓ ଦ୍ୱିତୀୟ ଶବ୍ଦଟି ବିଶେଷ ଭାବରେ ଶବ୍ଦର ଅର୍ଥ ବିଷୟରେ ଯୁକ୍ତିକୁ ସୂଚିତ କରେ । ପାଉଲ ଏହି ଶବ୍ଦଗୁଡ଼ିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଶବ୍ଦଗୁଡ଼ିକ ଆପଣଙ୍କ ଭାଷାରେ ଭିନ୍ନ ଧାରଣା ପ୍ରକାଶ କରେ ନାହିଁ ତେବେ ଆପଣ ସେହି ଶବ୍ଦଗୁଡ଼ିକୁ ଏକତ୍ର ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ତର୍କ"[[rc://en/ta/man/translate/figs-doublet]])ଦେଖନ୍ତୁ)
1TI 6 4 xt1z λογομαχίας 1 about words ବିକଳ୍ପ ଅନୁବାଦ: "ଶବ୍ଦର ଅର୍ଥ ବିଷୟରେ ଲଢ଼େଇ "
1TI 6 4 bjt6 ἔρις 1 strife
1TI 6 4 y3mx βλασφημίαι 1 insults ଲୋକେ ମିଥ୍ୟାରେ ପରସ୍ପର ବିରୁଦ୍ଧରେ ମନ୍ଦ ବିଷୟ କହନ୍ତି
1TI 6 4 kn69 ὑπόνοιαι πονηραί 1 evil suspicions ଲୋକେ ଅନୁଭବ କରନ୍ତି ଯେ ଅନ୍ୟମାନେ ସେମାନଙ୍କ ପ୍ରତି ମନ୍ଦ ବିଷୟ କରିବାକୁ ଚାହାନ୍ତି
1TI 6 5 z2d8 διεφθαρμένων ... τὸν νοῦν 1 depraved minds ଭ୍ରଷ୍ଟମନା
1TI 6 5 tyf7 figs-metaphor ἀπεστερημένων τῆς ἀληθείας 1 They have lost the truth ଏଠାରେ “ସେମାନେ” ଶବ୍ଦଟି ଯେ କୌଣସି ଲୋକକୁ ବୁଝାଏ ଯେଉଁମାନେ ଏପରି ଶିକ୍ଷା ଦିଅନ୍ତି ଯାହା ଯୀଶୁଙ୍କ ଶିକ୍ଷାର ଅନୁରୂପ ଶିକ୍ଷା ନୁହେଁ I “ସତ୍ୟବର୍ଜିତ” ଶବ୍ଦଟିର ଅର୍ଥ ଏହାକୁ ଅବଜ୍ଞା କରିବା ବା ଭୁଲିଯିବା I ବିକଳ୍ପ ଅନୁବାଦ: “ସେମାନେ ସତ୍ୟକୁ ଅବଜ୍ଞା କରିଛନ୍ତି” କିମ୍ବା “ସେମାନେ ସତ୍ୟକୁ ଭୁଲିଯାଇଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1TI 6 6 q5sq δὲ 1 Now ଏହା ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରୁଛି I ଏଠାରେ ପାଉଲ ଦୁଷ୍ଟଲୋକମାନେ ଈଶ୍ବରପରାୟଣତା ଦ୍ବାରା ଖୋଜୁଥିବା ଧନ ([୧ ତୀମଥି ୬:୫](../06/05.md)) ଓ ପ୍ରକୃତ ଈଶ୍ବରପରାୟଣତା ଦ୍ବାରା ଲାଭକରୁଥିବା ସତ୍ୟ ଧନ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ଅବଶ୍ୟ”
1TI 6 6 ya9z figs-abstractnouns ἔστιν ... πορισμὸς μέγας ἡ εὐσέβεια μετὰ αὐταρκείας 1 godliness with contentment is great gain “ଈଶ୍ବରପରାୟଣତା” ଓ “ସନ୍ତୋଷଭାବ” ଶବ୍ଦଗୁଡିକ ଗୁଣବାଚକ ବିଶେଷ୍ୟ ଅଟନ୍ତି I ବିକଳ୍ପ ଅନୁବାଦ: “ଯେଉଁ ଲୋକ ଈଶ୍ବରପରାୟଣ ହୋଇ କାର୍ଯ୍ୟ କରେ ଓ ସେମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୁଷ୍ଟ ରହେ, ସେହି ଲୋକର ବହୁତ ଲାଭ ହୁଏ” (ଦେଖ: [[rc://en/ta/man/translate/figs-abstractnouns]])
1TI 6 6 wzj1 ἔστιν ... πορισμὸς μέγας 1 is great gain ବହୁତ ଲାଭଦାୟକ କିମ୍ବା “ଆମ୍ଭମାନଙ୍କ ପାଇଁ ଅନେକ ଉତ୍ତମ ବିଷୟ ସାଧନ କରେ”
1TI 6 7 j6qv οὐδὲν εἰσηνέγκαμεν εἰς τὸν κόσμον 1 brought nothing into the world ଆମ୍ଭେମାନେ ଜନ୍ମ ହେବା ସମୟରେ ଏ ଜଗତକୁ କିଛି ଆଣିନାହୁଁ
1TI 6 7 jlv8 οὐδὲ ἐξενεγκεῖν τι δυνάμεθα 1 Neither are we able to take out anything ଆଉ ଆମ୍ଭେମାନେ ଯେତେବେଳେ ମୃତ୍ୟୁଭୋଗ କରିବା ସେତେବେଳେ ଏହି ଜଗତରୁ କିଛି ନେଇଯାଇ ପାରିବା ନାହିଁ
1TI 6 8 lbk5 ἀρκεσθησόμεθα 1 let us ଆମ୍ଭମାନଙ୍କର ଉଚିତ୍
1TI 6 9 ij4j δὲ 1 Now ଏହି ଶବ୍ଦ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରେ I ଏଠାରେ ପାଉଲ ସେହି ପ୍ରସଙ୍ଗକୁ ଫେରିଆସୁଛନ୍ତି ଯହିଁରେ ଲୋକମାନେ ଭାବନ୍ତି ଯେ ଈଶ୍ବରପରାୟଣତା ସେମାନଙ୍କୁ ଧନୀ ହେବାକୁ ଦେବ ([୧ ତୀମଥି ୬:୫](../06/05.md)) I
1TI 6 9 pl5d figs-metaphor πλουτεῖν, ἐμπίπτουσιν εἰς πειρασμὸν, καὶ παγίδα 1 to become wealthy fall into temptation, into a trap ଯେଉଁମାନେ ଅର୍ଥର ପ୍ରଲୋଭନକୁ ସେମାନଙ୍କୁ ପାପରେ ପକାଇବାକୁ ଦିଅନ୍ତି, ସେମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଗର୍ତ୍ତରେ ପଡିଯାଇଥିବା ପଶୁ, ଯାହାକୁ ଜଣେ ଶିକାରୀ ଫାନ୍ଦରେ ପକାଇଅଛି I ବିକଳ୍ପ ଅନୁବାଦ: “ଧନୀ ହେବା ଦ୍ବାରା ସେମାନେ ପ୍ରତିରୋଧ କରିବାକୁ ଯେତିକି ସକ୍ଷମ ତାହାଠାରୁ ଅଧିକ ପ୍ରଲୋଭନର ସମ୍ମୁଖୀନ ହେବେ, ଆଉ ସେମାନେ ଫାନ୍ଦରେ ପଡିଥିବା ପଶୁ ସଦୃଶ ହେବେ I” (ଦେଖ: [[rc://en/ta/man/translate/figs-metaphor]])
1TI 6 9 gfy7 figs-metaphor οἱ ... ἐμπίπτουσιν ... ἐπιθυμίας πολλὰς ἀνοήτους καὶ βλαβεράς 1 They fall into many foolish and harmful passions ଏହା ଫାନ୍ଦ ରୂପକ ବିଷୟ କହିବା ଜାରିରଖୁଛି I ଏହାର ଅର୍ଥ ହେଉଛି ଯେ ସେମାନଙ୍କ ମୁର୍ଖ ଓ କ୍ଷତିଜନକ ଅଭିଳାଷ ସେମାନଙ୍କୁ ପରାସ୍ତ କରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଗୋଟିଏ ପଶୁ ଶିକାରୀର ଫାନ୍ଦରେ ପଡ଼ିଯାଏ, ସେପରି ସେମାନେ ଅନେକ ମୁର୍ଖ ଓ କ୍ଷତିଜନକ ଅଭିଳାଷ ମଧ୍ୟରେ ପଡ଼ିବେ” (ଦେଖ: [[rc://en/ta/man/translate/figs-metaphor]])
1TI 6 9 nc3i figs-metaphor αἵτινες βυθίζουσι τοὺς ἀνθρώπους εἰς ὄλεθρον καὶ ἀπώλειαν 1 into whatever else makes people sink into ruin and destruction ଯେଉଁମାନେ ପାପକୁ ସେମାନଙ୍କୁ ବିନାଶ କରିବାକୁ ଦିଅନ୍ତି, ସେମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ପାଣି ଭିତରେ ବୁଡିଯାଉଥିବା ଗୋଟିଏ ନୌକା I ବିକଳ୍ପ ଅନୁବାଦ: “ସେମାନେ ଏ ପ୍ରକାର ମନ୍ଦତାରେ ପଡନ୍ତି ଯେ ତାହା ସେମାନଙ୍କୁ ଧ୍ବଂଶ ଓ ବିନଷ୍ଟ କରିଦିଏ ସତେ ଯେପରି ସେମାନେ ପାଣି ଭିତରେ ବୁଡିଯାଇଥିବା ନୌକା ସଦୃଶ ଅଟନ୍ତି” (ଦେଖ: [[rc://en/ta/man/translate/figs-metaphor]])
1TI 6 10 xs9d figs-metaphor ῥίζα γὰρ πάντων τῶν κακῶν ἐστιν ἡ φιλαργυρία 1 For the love of money is a root of all kinds of evil ପାଉଲ ମନ୍ଦତାର କାରଣ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବୃକ୍ଷର ମୂଳ I ବିକଳ୍ପ ଅନୁବାଦ: “ଏହା ଘଟିଥାଏ, କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ” (ଦେଖ: [[rc://en/ta/man/translate/figs-metaphor]])
1TI 6 10 j5z9 ὀρεγόμενοι 1 who desire it ଯେଉଁମାନେ ଧନ ଇଚ୍ଛା କରନ୍ତି
1TI 6 10 b83v figs-metaphor ἀπεπλανήθησαν ἀπὸ τῆς πίστεως 1 have been misled away from the faith "ମନ୍ଦ ଅଭିଳାଷ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ମନ୍ଦ ପଥ ପ୍ରଦର୍ଶକ, ଯେଉଁମାନେ ଜାଣିଶୁଣି ଲୋକମାନଙ୍କୁ ମନ୍ଦ ପଥରେ କଢାଇ ନିଅନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଆପଣା ଆପଣା ଅଭିଳାଷକୁ ସତ୍ୟତାରୁ ସେମାନଙ୍କୁ ବିମୁଖ କରିବାପାଇଁ ଦେଇଅଛନ୍ତି” କିମ୍ବା ""ସତ୍ୟକୁ ବିଶ୍ବାସ କରିବା ବନ୍ଦ କରି ଦେଇଛନ୍ତି"" (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])"
1TI 6 10 a1fx figs-metaphor ἑαυτοὺς περιέπειραν ὀδύναις πολλαῖς 1 have pierced themselves with much grief ପାଉଲ ଦୁଃଖ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଖଡ୍ଗ, ଯାହା ସେମାନେ ବ୍ୟବହାର କରି ଆପଣା ଆପଣାକୁ ବିଦୀର୍ଣ୍ଣ କରିଅଛନ୍ତି I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ଦୁଃଖଗ୍ରସ୍ତ କରିଅଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1TI 6 11 m5gz figs-you σὺ δέ 1 But you ଏଠାରେ “ତୁମ୍ଭେ” ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]])
1TI 6 11 tp97 ὦ ἄνθρωπε Θεοῦ 1 man of God ଈଶ୍ବରଙ୍କ ସେବକ କିମ୍ବା “ଈଶ୍ବରଙ୍କ ଲୋକ”
1TI 6 11 h9c6 figs-metaphor ταῦτα φεῦγε 1 flee from these things ପାଉଲ ଏହି ପରୀକ୍ଷା ଓ ପାପସମୂହ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ କିଛି ଜିନିଷ, ଯେଉଁଥିରୁ ଜଣେ ଲୋକ ପଳାୟନ କରିପାରିବ I ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣଭାବରେ ଏସବୁକୁ ଏଡ଼ାଅ” (ଦେଖ: [[rc://en/ta/man/translate/figs-metaphor]])
1TI 6 11 a88g ταῦτα 1 these things "“ଏହି ସବୁ ବିଷୟ""ର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଧନଲୋଭ” କିମ୍ବା ) ଅନ୍ୟ ଶିକ୍ଷା, ଗର୍ବ, ଯୁକ୍ତିତର୍କ ଓ ଧନଲୋଭ I"
1TI 6 11 zjl3 figs-metaphor δίωκε ... δικαιοσύνην 1 Pursue righteousness "ଅନୁଗାମୀ ହୁଅ କିମ୍ବା “ଧାବମାନ ହୁଅ I” ପାଉଲ ଧାର୍ମିକତା ଓ ଅନ୍ୟ ଉତ୍ତମ ଗୁଣସମୂହ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଏପରି ଜିନିଷ ଯାହା ପଛରେ ଜଣେ ଲୋକ ଧାଇଁପାରିବ I ଏହି ରୂପକ “ପଳାୟନ କରିବାର” ବିପରୀତ I ଏହାର ଅର୍ଥ ହେଉଛି ଯେ ଏସବୁ ଲାଭ କରିବା ନିମନ୍ତେ ଯଥା ସାଧ୍ୟ ଚେଷ୍ଟାକରିବା I ବିକଳ୍ପ ଅନୁବାଦ: “ଲାଭ କରିବାକୁ ଯତ୍ନ କର” କିମ୍ବା “ଯଥାସାଧ୍ୟ କର୍ମ କର” (ଦେଖ: [[rc://en/ta/man/translate/figs-metaphor]])
1TI 6 12 w21p figs-metaphor ἀγωνίζου τὸν καλὸν ἀγῶνα τῆς πίστεως 1 Fight the good fight of faith ଏଠାରେ ପାଉଲ ବିଶ୍ବାସରେ ଲାଗି ରହିଥିବା ଲୋକ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପ୍ରତିଯୋଗିତାରେ ଜୟଲାଭ କରିବାକୁ ସଂଘର୍ଷ କରୁଥିବା କ୍ରୀଡାବିତ୍ କିମ୍ବା ଜୟଲାଭ ନିମନ୍ତେ ଯୁଦ୍ଧରେ ସଂଘର୍ଷ କରୁଥିବା ଜଣେ ଯୋଦ୍ଧା I ବିକଳ୍ପ ଅନୁବାଦ: “ନିଜର ସମସ୍ତ ଶକ୍ତି ସହିତ ଖ୍ରୀଷ୍ଟଙ୍କ ଶିକ୍ଷାର ବାଧ୍ୟ ହେବାକୁ ଯଥାସାଧ୍ୟ ଚେଷ୍ଟା କର, ଯେପରି ଜଣେ କ୍ରୀଡାବିତ୍ ପ୍ରତିଯୋଗିତାରେ କରିଥାଏ” (ଦେଖ: [[rc://en/ta/man/translate/figs-metaphor]])
1TI 6 12 y6m8 figs-metaphor ἐπιλαβοῦ τῆς αἰωνίου ζωῆς 1 Take hold of the everlasting life ଏହା ରୂପକଟିକୁ ଜାରିରଖିଛି I ଅନନ୍ତ ଜୀବନ ପାଉଥିବା ଲୋକଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ବିଜୟୀ କ୍ରୀଡାବିତ୍ କିମ୍ବା ପୁରସ୍କାର ପାଉଥିବା ଯୋଦ୍ଧା I ବିକଳ୍ପ ଅନୁବାଦ: “ଜଣେ ବିଜୟୀ କ୍ରୀଡାବିତ୍ ଆପଣା ପୁରସ୍କାର ନେଉଥିବା ସଦୃଶ ତୁମ୍ଭର ପୁରସ୍କାର ସ୍ବରୂପେ ଅନନ୍ତଜୀବନ ନିଅ” (ଦେଖ: [[rc://en/ta/man/translate/figs-metaphor]])
1TI 6 4 y3mx βλασφημίαι 1 insults ଏହି ଶବ୍ଦଟି ପ୍ରାୟତ ଅସତ୍ୟ ବା ଅପମାନଜନକ ବିଷୟକୁ ବୁଝାଏ ଯାହାକି ଲୋକମାନେ ଈଶ୍ଵରଙ୍କ ବିଷୟରେ କୁହନ୍ତି, ଏହି ପ୍ରସଙ୍ଗରେ ଏହା ଲୋକମାନଙ୍କୁ ପରସ୍ପର ବିଷୟରେ ଭୁଲ କଥା କହିବାକୁ ବୁଝାଏ । ବିକଳ୍ପ ଅନୁବାଦ: "ଅପମାନ"
1TI 6 4 kn69 ὑπόνοιαι πονηραί 1 evil suspicions ବିକଳ୍ପ ଅନୁବାଦ: "ଲୋକମାନେ ଭୁଲ୍ ଭାବନ୍ତି ଯେ ଅନ୍ୟମାନେ ସେମାନଙ୍କର କ୍ଷତି କରିବାକୁ ଚାହୁଁଛନ୍ତି"
1TI 6 5 z2d8 διεφθαρμένων ... τὸν νοῦν 1 depraved minds ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: "ଯେଉଁ ଲୋକମାନଙ୍କ ମନ ଭ୍ରଷ୍ଟ ଏବଂ ଯେଉଁେ ଆଉ ସତ୍ୟକୁ ବିଶ୍ଵସ କରନ୍ତି ନାହିଁ ସେଲୋକମାନଙ୍କ ମଧ୍ୟରେ"[[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 6 5 tyf7 figs-metaphor ἀπεστερημένων τῆς ἀληθείας 1 They have lost the truth ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ; ପାଉଲ ଗୁରୁତ୍ୱ ଦେବାପାଇଁ ପୁନରାବୃତ୍ତି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଯୋଡି ଏକତ୍ର ଅର୍ଥ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁ ଲୋକମାନେ ଆଉ ସତ୍ୟକୁ ଚିହ୍ନିବାରେ ସକ୍ଷମ ନୁହଁନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 6 q5sq δὲ 1 Now ଯାହା ମିଥ୍ୟା ଶିକ୍ଷକମାନେ ଧାର୍ମିକତା ବିଷୟରେ ବିଶ୍ଵାସ କରନ୍ତି ଏବଂ ଈଶ୍ୱରଙ୍କ ବିଷୟରେ ପ୍ରକୃତରେ କ’ଣ ସତ୍ୟ ତାହା ମଧ୍ୟରେ ପ୍ରଭେଦ ପ୍ରବର୍ତ୍ତାଇବା ପାଇଁ ପାଉଲ ଏହି ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଏହା ପରିବର୍ତ୍ତେ"[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
1TI 6 6 ya9z figs-abstractnouns ἔστιν ... πορισμὸς μέγας ἡ εὐσέβεια μετὰ αὐταρκείας 1 godliness with contentment is great gain ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ **ଧାର୍ମିକତା** ଏବଂ **ତୃପ୍ତି** ପ୍ରକାଶ କରୁଥିବା ମୌଖିକ ବାକ୍ୟାଂଶ ସହିତ ଗୁଣ ବାଚକ ବିଶେଷ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: "ଜଣେ ବ୍ୟକ୍ତିଙ୍କଠାରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ହୋଇ ଧାର୍ମିକ କାର୍ଯ୍ୟ କରେ ।" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 6 6 wzj1 ἔστιν ... πορισμὸς μέγας 1 is great gain
1TI 6 7 j6qv οὐδὲν εἰσηνέγκαμεν εἰς τὸν κόσμον 1 brought nothing into the world ଏହାର ଅର୍ଥ ପାଉଲ ଜଣେ ବ୍ୟକ୍ତିର ଜନ୍ମ ସମୟ ବିଷୟରେ କହନ୍ତି । ବିକଳ୍ପ ଅନୁବାଦ: "ଯେତେବେଳେ ଆମେ ଜନ୍ମ ହେଲୁ ପୃଥିବୀକୁ କିଛି ଆଣି ନଥିଲୁ ।"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 6 7 jlv8 οὐδὲ ἐξενεγκεῖν τι δυνάμεθα 1 Neither are we able to take out anything ଏହାର ଅର୍ଥ ପାଉଲ ଜଣେ ବ୍ୟକ୍ତି ମରିବା ସମୟ ବିଷୟରେ କହନ୍ତି । ବିକଳ୍ପ ଅନୁବାଦ: "ଯେତେବେଳେ ଆମେ ମରିବ ପୃଥିବୀରୁ କିଛି ନେଇ ପାରିବା ନାହିଁ"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 6 8 lbk5 ἀρκεσθησόμεθα 1 let us ଏଠାରେ ପାଉଲ ଏକ ନୈତିକ ଆବଶ୍ୟକତା ପ୍ରକାଶ କରିବାକୁ ଏକ ବିବୃତ୍ତି ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଏହା ଆମ ପାଇଁ ଯଥେଷ୍ଟ ହେବା ଉଚିତ୍"[[rc://en/ta/man/translate/figs-declarative]])ଦେଖନ୍ତୁ)
1TI 6 9 ij4j δὲ 1 Now ପାଉଲ ଏହି ଶବ୍ଦକୁ ବ୍ୟବହାର କରିବାକୁ ସୂଚାଇ ଦେଇଛନ୍ତି ଯେ ସେ ସେହି ବ୍ୟକ୍ତିଙ୍କ ବିଷୟକୁ ଫେରି ଆସୁଛନ୍ତି ଯେଉଁମାନେ ଭାବନ୍ତି ଯେ ଧାର୍ମିକ ହେବା ସେମାନଙ୍କୁ ଧନୀ କରିବ । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଅନୁବାଦ କରିପାରିବା ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ହୋଇଥିବ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
1TI 6 9 pl5d figs-metaphor πλουτεῖν, ἐμπίπτουσιν εἰς πειρασμὸν, καὶ παγίδα 1 to become wealthy fall into temptation, into a trap ପାଉଲ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି, ଯେଉଁମାନେ ପାପର ଅର୍ଥ ପ୍ରଲୋଭନରେ ଲିପ୍ତ ରହିଲେ ଯେପରି ସେମାନେ ପଶୁ ଅଟନ୍ତି ଯାହା ଏକ ଶିକାରୀ ଜାଲରେ ବ୍ୟବହାର କରୁଥିବା ଏକ ଗର୍ତ୍ତରେ ପଡ଼େ । ବିକଳ୍ପ ଅନୁବାଦ: "ସେମାନେ ପ୍ରତିରୋଧ କରିବା ଅପେକ୍ଷା ଅଧିକ ପ୍ରଲୋଭନର ସମ୍ମୁଖୀନ ହେବେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 9 gfy7 figs-metaphor οἱ ... ἐμπίπτουσιν ... ἐπιθυμίας πολλὰς ἀνοήτους καὶ βλαβεράς 1 They fall into many foolish and harmful passions ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶର ଅର୍ଥକୁ ଜାରି ରଖେ । ପାଉଲ ଏହି ଇଚ୍ଛାଗୁଡ଼ିକ ବିଷୟରେ କହନ୍ତି ଯେପରି ସେଗୁଡ଼ିକ ମଧ୍ୟ ଏକ ଛିଦ୍ର ଯାହା ଶିକାରୀ ଜାଲ ଭାବରେ ବ୍ୟବହାର କରେ । ବିକଳ୍ପ ଅନୁବାଦ: "ଏବଂ ବିନାଶକାରୀ ପ୍ରେରଣା ଅନୁଭବ କରିବେ ଯେତିକି ସେମାନେ ଅତିକ୍ରମ କରିପାରିବେ ନାହିଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 9 nc3i figs-metaphor αἵτινες βυθίζουσι τοὺς ἀνθρώπους εἰς ὄλεθρον καὶ ἀπώλειαν 1 into whatever else makes people sink into ruin and destruction ଏହି ବାକ୍ୟ ପ୍ରଲୋଭନ ଏବଂ ଉତ୍ସାହର ଚରିତ୍ରକୁ ସାରାଂଶିତ କରେ ଯାହା ପାଉଲ ବର୍ତ୍ତମାନ ବର୍ଣ୍ଣନା କରିଛନ୍ତି । ସେ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେମାନେ ଲୋକମାନଙ୍କୁ ଗଭୀର ପାଣିରେ ବୁଡ଼ାଇ ପାରିବେ । ବିକଳ୍ପ ଅନୁବାଦ: "ଲୋକମାନେ ଏହିପରି ବିଷୟକୁ ଏଡାଇ ପାରିବେ ନାହିଁ ଏବଂ ସେବିଷୟଗୁଡ଼ିକ ସେମାନଙ୍କୁ ବିନାଶ କରନ୍ତି ।" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 10 xs9d figs-metaphor ῥίζα γὰρ πάντων τῶν κακῶν ἐστιν ἡ φιλαργυρία 1 For the love of money is a root of all kinds of evil ପାଉଲ ମନ୍ଦତା ବିଷୟରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ଉଦ୍ଭିଦ, ଏବଂ ଅର୍ଥ ଲୋଭ ସେହି ଉଦ୍ଭିଦ ମୂଳରୁ ବୃଦ୍ଧି ହେଉଥିବା ପରି ଅଟେ । ବିକଳ୍ପ ଅନୁବାଦ: "ଅର୍ଥ ପ୍ରେମ କରିବା ଦ୍ୱାରା ସମସ୍ତ ପ୍ରକାରର ମନ୍ଦତା ଉତ୍ପନ୍ନ ହୁଏ ।" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 10 j5z9 ὀρεγόμενοι 1 who desire it ଏଠାରେ ଯେଉଁମାନେ ଅର୍ଥ  ଚାହୁଁଛନ୍ତି, ମନ୍ଦ ନୁହେଁ ସେମାନଙ୍କୁ ଏହି ବାକ୍ୟାଂଶ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ ତେବେ ଆପଣ ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁ ଲୋକମାନେ ଧନୀ ହେବାକୁ ଚାହାଁନ୍ତି"
1TI 6 10 b83v figs-metaphor ἀπεπλανήθησαν ἀπὸ τῆς πίστεως 1 have been misled away from the faith ପାଉଲ ଅର୍ଥର ଇଚ୍ଛା ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ମନ୍ଦ ମାର୍ଗଦର୍ଶକ ଯିଏ ଜାଣିଶୁଣି ଲୋକଙ୍କୁ ଭୁଲ ପଥକୁ ନେଇଯାଏ । ବିକଳ୍ପ ଅନୁବାଦ: "ଅର୍ଥ ଲୋଭ ହେତୁ ଯୀଶୁଙ୍କ ଉପରେ ବିଶ୍ଵାସ କରିବା ବନ୍ଦ କରି ଦେଇଛନ୍ତି।" [[rc://en/ta/man/translate/figs-metaphor]]ଦେଖନ୍ତୁ)
1TI 6 10 a1fx figs-metaphor ἑαυτοὺς περιέπειραν ὀδύναις πολλαῖς 1 have pierced themselves with much grief ପାଉଲ ଦୁଃଖ ବିଷୟରେ କହନ୍ତି ଯେପରି ଏହା ଏକ ଖଣ୍ଡା ଯେପରି ଲୋକମାନେ ନିଜକୁ ଛୁରୀରେ ଆଘାତ କରିବାକୁ ବ୍ୟବହାର କରୁଥିଲେ । ବିକଳ୍ପ ଅନୁବାଦ: "ସେମାନଙ୍କ ଜୀବନରେ ବହୁତ ଦୁଃଖ ଅନୁଭବ କରିଛନ୍ତି । [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 11 m5gz figs-you σὺ δέ 1 But you
1TI 6 11 tp97 ὦ ἄνθρωπε Θεοῦ 1 man of God ବିକଳ୍ପ ଅନୁବାଦ: "ତୁମ୍ଭେ ଈଶ୍ଵରଙ୍କର ସେବକ" କିମ୍ବା "ତୁମ୍ଭେ ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କର ଅଟେ"
1TI 6 11 h9c6 figs-metaphor ταῦτα φεῦγε 1 flee from these things ପାଉଲ ଏହି ପ୍ରଲୋଭନ ଏବଂ ପାପକୁ ବ୍ୟକ୍ତି ଭାବରେ ଉଲ୍ଲେଖ କରନ୍ତି ଯାହା ଜଣେ ବ୍ୟକ୍ତି ଶାରୀରିକ ଭାବରେ ପଳାୟନ କରିବା ଉଚିତ୍ । ବିକଳ୍ପ ଅନୁବାଦ: "ନିଶ୍ଚିତ କର ଯେ ତୁମ୍ଭେ ଏହିସବୁ ଯେପରି ନକର" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 11 a88g ταῦτα 1 these things ଏହି ବାକ୍ୟାଂଶ ସୂଚାଏ: (1) ପାଉଲ ଏହି ପତ୍ରର ଏହି ବିଭାଗରେ ଯାହା କହୁଛନ୍ତି (ମିଥ୍ୟା ଶିକ୍ଷା, ଗର୍ବ, ଯୁକ୍ତି, ଏବଂ ଅର୍ଥର ପ୍ରେମ), କିମ୍ବା (2) ପାଉଲ ଯାହା ବିଷୟରେ କହୁଛନ୍ତି ତାହା ( ଅର୍ଥ ପ୍ରେମ) ଅଟେ ଯଦି ସମ୍ଭବ, ଏହାକୁ ସାଧାରଣ ବାକ୍ୟାଂଶରେ ଅନୁବାଦ କରନ୍ତୁ ।
1TI 6 11 zjl3 figs-metaphor δίωκε ... δικαιοσύνην 1 Pursue righteousness ପାଉଲ ଧାର୍ମିକତା ଏବଂ ଅନ୍ୟାନ୍ୟ ଉତ୍ତମ ଗୁଣ ବିଷୟରେ କହନ୍ତି ଯେପରି ସେଗୁଡ଼ିକ ଏପରି ବିଷୟ ଅଟେ ଯାହାକୁ ଜଣେ ବ୍ୟକ୍ତି ଧରିବା ଉଚିତ ଅଟେ । ଏହି ରୂପକଟି "ପଳାୟନ" ର ବିପରୀତ ଅଟେ । ଏହାର ଅର୍ଥ କିଛି ପାଇବା ପାଇଁ ସମସ୍ତ ପ୍ରୟାସ କର । ବିକଳ୍ପ ଅନୁବାଦ: "ପାଇବାକୁ ଚେଷ୍ଟା କର" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 12 w21p figs-metaphor ἀγωνίζου τὸν καλὸν ἀγῶνα τῆς πίστεως 1 Fight the good fight of faith ଏଠାରେ, ପାଉଲ ଜଣେ ବ୍ୟକ୍ତିଙ୍କ ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି, ଯିଏ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ସ୍ଥିର ଅଟନ୍ତି, ଯିଏ କି ଜଣେ ଶ୍ରେଷ୍ଠ ଯୋଦ୍ଧା ଭାବରେ ଯୁଦ୍ଧ କରନ୍ତି, କିମ୍ବା ଜଣେ ଖେଳାଳୀ ଏକ ପ୍ରତିଯୋଗିତା ଜିତିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି । ବିକଳ୍ପ ଅନୁବାଦ: "ଯୀଶୁଙ୍କ ଆଜ୍ଞା ପାଳନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କର" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 12 y6m8 figs-metaphor ἐπιλαβοῦ τῆς αἰωνίου ζωῆς 1 Take hold of the everlasting life ଯେଉଁମାନେ ଅନନ୍ତ ଜୀବନ ଖୋଜନ୍ତି ସେମାନଙ୍କ ବିଷୟରେ ପାଉଲ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯାହା ଦ୍ଵାରା ସେମାନେ ଏହାକୁ ନିଜ ହାତରେ ଦୃଢ଼ ଭାବରେ ଧରି ପାରିବେ । ସେ ହୁଏତ ଜଣେ ଖେଳାଳୀର ରୂପକ ବ୍ୟବହାର ଜାରି ରଖିପାରନ୍ତି ଯିଏ ଏକ ପ୍ରତିଯୋଗିତାରେ ଜିତିବା ପାଇଁ କଠିନ ପରିଶ୍ରମ କରନ୍ତି ଏବଂ ବର୍ତ୍ତମାନ ପ୍ରତିଯୋଗିତାର ବିଜୟର ସ୍ମାରକୀ ଉପହାର ତାଙ୍କ ହାତରେ ଅଛି । ବିକଳ୍ପ ଅନୁବାଦ: "ସବୁଦିନ ପାଇଁ ଈଶ୍ଵରଙ୍କ ସହିତ ରହିବାକୁ ଆଗ୍ରହୀ" କିମ୍ବା "ଈଶ୍ଵରଙ୍କ ସହିତ ଜୀବନଯାପନ କରିବା ପାଇଁ ଯାହା ଆବଶ୍ୟକ ତାହା କର ।" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 6 12 usd1 figs-activepassive εἰς ἣν ἐκλήθης 1 to which you were called ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଥିପାଇଁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 6 12 qw96 ὡμολόγησας τὴν καλὴν ὁμολογία 1 you gave the good confession ଯାହା ଉତ୍ତମ, ତାହା ତୁମ୍ଭେ ସ୍ବୀକାର କରିଅଛ କିମ୍ବା “ତୁମ୍ଭେ ସତ୍ୟକୁ ସ୍ବୀକାର କରିଅଛ”"
1TI 6 12 vm6q figs-metonymy ἐνώπιον πολλῶν μαρτύρων 1 before many witnesses ତୀମଥି ଯେଉଁ ଲୋକମାନଙ୍କୁ କଥା କହୁଥିଲେ, ସେହି ଲୋକମାନଙ୍କ ଚିନ୍ତାଧାରା ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ପାଉଲ ସ୍ଥାନ ସମ୍ବନ୍ଧରେ ଆପଣାର ଚିନ୍ତାଧାରାକୁ ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ଅନେକ ସାକ୍ଷୀମାନଙ୍କୁ” (ଦେଖ: [[rc://en/ta/man/translate/figs-metonymy]])

Can't render this file because it contains an unexpected character in line 2 and column 7882.