Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:16:44 +00:00
parent cc9af6269e
commit 0298ff5cd5
1 changed files with 1 additions and 1 deletions

View File

@ -394,7 +394,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 14 j091 guidelines-sonofgodprinciples τὸν Πατέρα 1 the Father ଈଶ୍ଵରଙ୍କ ପାଇଁ **ପିତା** ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 14 j092 figs-metaphor πατέρες 1 fathers ପିତା  ଶବ୍ଦର [2:13](https://create.translationcore.com/02/13.md) ପରି ସମାନ ଆଳଙ୍କାରିକ ଅର୍ଥ ଅଛି । ବିକଳ୍ପ ଅନୁବାଦ: (1) “ପରିପକ୍ୱ ବିଶ୍ଵାସୀମାନେ” (2) “ମଣ୍ଡଳୀ  ନେତାଗଣ” । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 j093 ἐγνώκατε 2 you know ଯେପରି, ଯୋହନ [2:4](https://create.translationcore.com/02/04.md), [2:13](https://create.translationcore.com/02/13.md) ରେ  ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣେ ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର  ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 14 j094 figs-idiom τὸν ἀπ’ ἀρχῆς 1 the one who is from the beginning John uses the phrase **from the beginning** in various ways in this letter. Here it refers to Jesus or possibly to God the Father. John refers to Jesus with these same words at the beginning of this letter, in [2:13](https://create.translationcore.com/02/13.md), and in a similar way in John 1:1-2. Alternate translation: “him who has always existed” or “Jesus, who has always existed” (See: [[rc://en/ta/man/translate/figs-idiom]])
1JN 2 14 j094 figs-idiom τὸν ἀπ’ ἀρχῆς 1 the one who is from the beginning ଯୋହନ ଏହି ପତ୍ରର ଆଦ୍ୟରୁ ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ଯୀଶୁ କିମ୍ବା ସମ୍ଭବତ ପିତା ଈଶ୍ଵରଙ୍କୁ ବୁଝାଏ । ଯୋହନ ଏହି ପତ୍ରର ଆରମ୍ଭରେ, [2:13](https://create.translationcore.com/02/13.md) ରେ, ଏବଂ ସେହିପରି 1:1-2 ରେ ଯୀଶୁଙ୍କୁ ସମାନ ଶବ୍ଦ ବ୍ୟବହାର କରି ଯୀଶୁଙ୍କୁ ସୂଚାନ୍ତି । ବିକଳ୍ପ ଅନୁବାଦ: "ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି" କିମ୍ବା "ଯୀଶୁ, ଯିଏ ସର୍ବଦା ବିଦ୍ୟମାନ ଅଛନ୍ତି" । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 14 j095 figs-metaphor νεανίσκοι 1 young men ଯୁବକଗଣ ଶବ୍ଦଟି ହୁଏତ  [2:13](https://create.translationcore.com/02/13.md) ପରି ସମାନ ଆଳଙ୍କାରିକ ଅର୍ଥକୁ ପ୍ରକାଶ କରେ। ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 j096 figs-gendernotations νεανίσκοι 1 young men ଯଦିଓ **ପୁରୁଷ** ଶବ୍ଦ ପୁଂଲିଙ୍ଗ ଅଟେ, ଯୋହନ  ହୁଏତ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ” ( [[rc://en/ta/man/translate/figs-gendernotations]]ଦେଖନ୍ତୁ)
1JN 2 14 j097 figs-metonymy ὁ λόγος τοῦ Θεοῦ 1 the word of God ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ସୂଚାଇବା ପାଇଁ ଯୋହନ **ବାକ୍ୟ** ବ୍ୟବହାର କରି ଆଳଙ୍କାରିକ ଭାବରେ ବାକ୍ୟ ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)

Can't render this file because it is too large.