Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:16:14 +00:00
parent 1a7f046e25
commit cc9af6269e
1 changed files with 1 additions and 1 deletions

View File

@ -381,7 +381,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 11 j079 figs-parallelism ἐν τῇ σκοτίᾳ ἐστὶν, καὶ ἐν τῇ σκοτίᾳ περιπατεῖ 1 is in the darkness and walks in the darkness ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ମନ୍ଦ କାର୍ଯ୍ୟ ନିରନ୍ତର କରେ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 2 11 j080 grammar-connect-logic-result οὐκ οἶδεν ποῦ ὑπάγει, ὅτι ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ 1 he does not know where he is going, because the darkness has blinded his eyes ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “କାରଣ ଅନ୍ଧକାର ତାହାର ଚକ୍ଷୁଗୁଡ଼ିକୁ ଅନ୍ଧ କରିଦେଇଛି, ସେ କେଉଁଆଡେ ଯାଏ ଜାଣେନାହିଁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 2 11 j081 figs-metaphor ὅτι ἡ σκοτία ἐτύφλωσεν τοὺς ὀφθαλμοὺς αὐτοῦ 1 because the darkness has blinded his eyes ଯୋହନ ଅନ୍ଧତ୍ୱକୁ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  ଯାହାର ଅର୍ଥ ନୈତିକ ଭାବନାକୁ ହରାଇବା ଅଟେ । ବିକଳ୍ପ ଅନୁବାଦ: “କାରଣ ମନ୍ଦ ଉଦ୍ଦେଶ୍ୟଗୁଡ଼ିକ ତାକୁ ଭଲ ଏବଂ ମନ୍ଦ ପାର୍ଥକ୍ୟକୁ ଜାଣିବାକୁ ଦିଏ ନାହିଁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 12 y00g ὅτι 1 The word translated as **because** here could also be translated as “that.” In other words, what follows this word could be either: (1) the reason that John is writing or (2) the content that John wants to communicate. This also applies to the same phrase that is used several times in verses 13 and 14. Alternate translation: “that”
1JN 2 12 y00g ὅτι 1 ଅନୁବାଦିତ ଶବ୍ଦ କାରଣ ଏଠାରେ “ଯାହା” ଭାବରେ ଅନୁବାଦ କରାଯାଇପାରେ । ଅନ୍ୟ ଶବ୍ଦରେ, ଶବ୍ଦଟି ହୁଏତ: (1) ଯୋହନ ଲେଖିବାର କାରଣ କିମ୍ବା (2) ବିଷୟବସ୍ତୁ ଯାହା ଯୋହନ ଜଣାଇବାକୁ ଚାହୁଁଛନ୍ତି । 13 ଏବଂ 14 ପଦରେ ଅନେକ ଥର ବ୍ୟବହୃତ ସମାନ ବାକ୍ୟାଂଶ ପାଇଁ ଏହା ମଧ୍ୟ ପ୍ରଯୁଜ୍ୟ ଅଟେ । ବିକଳ୍ପ ଅନୁବାଦ: "ତାହା"
1JN 2 12 j082 writing-pronouns διὰ τὸ ὄνομα αὐτοῦ 1 because of his name ତାହାଙ୍କର ସର୍ବନାମ  ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ନାମ ହେତୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 13 j083 figs-gendernotations νεανίσκοι 1 young men ଯଦିଓ ଏହି ଶବ୍ଦ ପୁଂଲିଙ୍ଗ, ଯୋହନ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ” ( [[rc://en/ta/man/translate/figs-gendernotations]]ଦେଖନ୍ତୁ)
1JN 2 13 j084 figs-nominaladj τὸν πονηρόν 1 the evil one ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ପ୍ରକାଶକରିବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)

Can't render this file because it is too large.