translationCore-Create-BCS_.../en_tn_62-2PE.tsv

182 lines
103 KiB
Plaintext
Raw Normal View History

2020-05-28 09:17:18 +00:00
Book Chapter Verse ID SupportReference OrigQuote Occurrence GLQuote OccurrenceNote
2PE front intro mvk9 0 "# ପିତର ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ପିତର ପୁସ୍ତକର ରୂପରେଖ

1. ପରିଚୟ (୧:୧-)
1. ଉତ୍ତମ ଜୀବନ ଯାପନ କରିବା ନିମନ୍ତେ ସ୍ମରଣ କର, କାରଣ ଈଶ୍ବର ତାହା କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି (୧:୩-୨୧)
1. ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ (:୧-)
1. ଯୀଶୁଙ୍କ ଦ୍ବିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ହେବାକୁ ଉତ୍ସାହ ପ୍ରଦାନ (୩:୧-୧୭)

### ପିତର ପୁସ୍ତକ କିଏ ଲେଖିଥିଲେ?

ଲେଖକ ଆପଣାକୁ ଶିମୋନ ବୋଲି ପରିଚୟ ଦେଉଛନ୍ତି I ଶିମୋନ ପିତର ଜଣେ ପ୍ରେରିତ ଥିଲେ I ସେ ୧ ପିତର ପୁସ୍ତକ ମଧ୍ୟ ଲେଖିଥିଲେ I ପିତର ସମ୍ଭବତଃ ଏହି ପତ୍ର ସେ ରୋମ୍ ରେ ଗୋଟିଏ ବନ୍ଦୀଶାଳାରେ ଥିବା ସମୟରେ ଆପଣାର ଠିକ୍ ମୃତ୍ୟୁପୂର୍ବରୁ ଲେଖିଥିଲେ I ପିତର ଏହାକୁ ତାହାଙ୍କ ଦ୍ବିତୀୟ ପତ୍ର ବୋଲି କହିଥିଲେ, ସେଥିପାଇଁ ଆମ୍ଭେ ଏହାକୁ ୧ ପିତର ପରେ ଲେଖାଯାଇଥିଲା ବୋଲି କହିପାରୁ I ସେ ଏହି ପତ୍ରକୁ ତାହାଙ୍କ ପ୍ରଥମ ପତ୍ର ସଦୃଶ ସେହି ସମାନ ଶ୍ରୋତାମାନଙ୍କୁ ଲେଖୁଛନ୍ତି I ଶ୍ରୋତାମାନେ ସମ୍ଭବତଃ ସମଗ୍ର ଆସିଆ ମାଇନର ସାରା ଛିନ୍ନଭିନ୍ନ ହୋଇଥିବା ଖ୍ରୀଷ୍ଟିୟାନମାନେ ଅଟନ୍ତି I

### ପିତର ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ଉତ୍ତମ ଜୀବନ ଯାପନ କରିବାକୁ ବିଶ୍ବାସୀମାନଙ୍କୁ ଉତ୍ସାହ ଦେବାପାଇଁ ପିତର ଏହି ପତ୍ର ଲେଖିଥିଲେ I ସେ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସେମାନଙ୍କୁ ସତର୍କ କରାଇଥିଲେ, ଯେଉଁମାନେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁଛନ୍ତି ବୋଲି କହୁଥିଲେ I ସେ କହୁଥିଲେ ଯେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁନାହାନ୍ତି I ତା’ ପରିବର୍ତ୍ତେ, ଈଶ୍ବର ଲୋକମାନଙ୍କୁ ମନପରିବର୍ତ୍ତନ କରିବାକୁ ସମୟ ଦେଉଛନ୍ତି, ଯେପରି ସେମାନେ ପରିତ୍ରାଣ ପାଇବେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “୨ ପିତର” କିମ୍ବା “ଦ୍ବିତୀୟ ପିତର” ବୋଲି କହିପାରନ୍ତି I କିମ୍ବା ସେମାନେ “ପିତରଙ୍କ ଦ୍ବିତୀୟ ପତ୍ର” କିଅବା “ପିତର ଲେଖିଥିବା ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://or/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସ
2PE 1 intro wjw5 0 # ପିତର ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧- ପଦରେ ପିତର ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I

## ଏହି ଅଧ୍ୟାୟର ବିଶେଷ ଧାରଣା

### ଈଶ୍ବରଙ୍କ ଜ୍ଞାନ
ଈଶ୍ବରଙ୍କ ଜ୍ଞାନ ପାଇବାର ଅର୍ଥ ହେଉଛି ତାହାଙ୍କର ହେବା ବା ତାହାଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରିବା I ଏଠାରେ “ଜ୍ଞାନ”ର ଅର୍ଥ ଈଶ୍ବରଙ୍କୁ ମାନସିକଭାବରେ କେବଳ ଜାଣିବାଠାରୁ ଅଧିକ ଅଟେ I ଏହା ଏକ ଜ୍ଞାନ ଯାହା ଈଶ୍ବରଙ୍କୁ ଜଣେ ବ୍ୟକ୍ତିକୁ ପରିତ୍ରାଣ କରିବାକୁ ଓ ତାହାକୁ ଅନୁଗ୍ରହ ଓ ଶାନ୍ତି ଦେବାକୁ ପ୍ରେରଣା ଦିଏ I (ଦେଖ: [[rc://or/tw/dict/bible/other/know]])

### ଈଶ୍ବର ପରାୟଣ ଜୀବନ ଯାପନ କରିବା
ପିତର ଶିକ୍ଷା ଦେଉଛନ୍ତି ଯେ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ଈଶ୍ବର ବିଶ୍ବାସୀମାନଙ୍କୁ ସେମାନଙ୍କର ସମସ୍ତ ପ୍ରୟୋଜନ ବିଷୟ ଦେଇଅଛନ୍ତି I ଅତଏବ, ବିଶ୍ବାସୀମାନେ ଈଶ୍ବରଙ୍କର ଅଧିକରୁ ଅଧିକ ଆଜ୍ଞାବହ ହେବାନିମନ୍ତେ ସେମାନେ କରିପାରୁଥିବା ସବୁ ବିଷୟ କରିବା ଉଚିତ I ଯଦି ବିଶ୍ବାସୀମାନେ ଏସବୁ କରିବାକୁ ଲାଗିରହିବେ, ତେବେ ସେମାନେ ଯୀଶୁଙ୍କ ସହିତ ଥିବା ସମ୍ପର୍କ ଦ୍ବାରା ଫଳପ୍ରଦ ଓ ଫଳ ଉତ୍ପନ୍ନକାରୀ ହେବେ I କିନ୍ତୁ, ଯଦି ବିଶ୍ବାସୀମାନେ ଈଶ୍ବର ପରାୟଣ ଜୀବନ ଯାପନ କରିବାରେ ଲାଗିରହିବେ ନାହିଁ, ତେବେ ତାହା ଏହା ସଦୃଶ ହେବ ଯେ ସେମାନଙ୍କୁ ପରିତ୍ରାଣ କରିବାପାଇଁ ଈଶ୍ବର ଖ୍ରୀଷ୍ଟଙ୍କ ଦ୍ବାରା ଯାହା କରିଛନ୍ତି, ତାହା ସେମାନେ ପାସୋରି ଯାଇଅଛନ୍ତି I(ଦେଖ: [[rc://or/tw/dict/bible/kt/godly]] ଓ [[rc://or/tw/dict/bible/kt/save]])

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ଶାସ୍ତ୍ରର ସତ୍ୟତା
ପିତର ଶିକ୍ଷା ଦେଉଅଛନ୍ତି ଯେ ଶାସ୍ତ୍ରର ଭାବବାଣୀ ମନୁଷ୍ୟକୃତ ନୁହେଁ I ପବିତ୍ର ଆତ୍ମା ଲୋକମାନଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରକାଶ କଲେ, ଆଉ ସେମାନେ ସେଗୁଡିକୁ କହିଥିଲେ ବା ଲେଖିଥିଲେ I ମଧ୍ୟ, ପିତର ଓ ଅନ୍ୟ ପ୍ରେରିତମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ସମୟରେ ଘଟଣାଗୁଡିକୁ କଳ୍ପନା କରି ନ ଥିଲେ I ସେମାନେ ଯୀଶୁ ଯାହା କରିଥିଲେ ଓ ଈଶ୍ବର ଯୀଶୁଙ୍କୁ ଆପଣା ପୁତ୍ର ବୋଲି କହିବାର ଯେ
2PE 1 1 n1di 0 General Information: ପିତର ଆପଣାକୁ ଲେଖକ ଭାବରେ ପ୍ରକାଶ କରୁଛନ୍ତି ଓ ସେ ଲେଖୁଥିବା ବିଶ୍ବାସୀମାନଙ୍କୁ ପ୍ରକାଶ କରି ନମସ୍କାର ଜଣାଉଛନ୍ତି I
2PE 1 1 v381 δοῦλος καὶ ἀπόστολος Ἰησοῦ Χριστοῦ 1 slave and apostle of Jesus Christ ପିତର ଆପଣାକୁ ଖ୍ରୀଷ୍ଟଙ୍କର ଦାସ ବୋଲି କହୁଛନ୍ତି I ତାହାଙ୍କୁ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରେରିତ ହେବାର ପଦ ଓ ଅଧିକାର ଦିଆଯାଇଥିଲା I
2PE 1 1 yy7j figs-explicit τοῖς ἰσότιμον ... λαχοῦσιν πίστιν 1 to those who have received the same precious faith ଏହି ଲୋକମାନେ ବିଶ୍ବାସ ପ୍ରାପ୍ତ ହୋଇଅଛନ୍ତି ବୋଲି କହିବା ବିଷୟ ସୂଚାଇଦିଏ ଯେ ଈଶ୍ବର ସେମାନଙ୍କୁ ସେହି ବିଶ୍ବାସ ଦେଇଅଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ଈଶ୍ବର ସେହି ବହୁମୂଲ୍ୟ ବିଶ୍ବାସ ଦେଇଅଛନ୍ତି” (ଦେଖ: [[rc://or/ta/man/translate/figs-explicit]])
2PE 1 1 mbg7 τοῖς ... λαχοῦσιν 1 to those who have received "ତୁମ୍ଭମାନଙ୍କୁ ...ଯେଉଁମାନେ ପ୍ରାପ୍ତ ହୋଇଅଛନ୍ତି I ପିତର ଏହି ପତ୍ର ପାଠ କରି ପାରୁଥିବା ସବୁ ବିଶ୍ବାସୀମାନଙ୍କୁ ସମ୍ବୋଧନ କରୁଛନ୍ତି I
2PE 1 1 y157 figs-exclusive ἡμῖν 1 we have received ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, କିନ୍ତୁ ସେ ଲେଖୁଥିବା ଲୋକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ପ୍ରାପ୍ତ ହୋଇଅଛୁ” (ଦେଖ: [[rc://or/ta/man/translate/figs-exclusive]])
2PE 1 2 y7l9 figs-explicit χάρις ... καὶ εἰρήνη πληθυνθείη 1 May grace and peace increase in measure ଈଶ୍ବର ହିଁ ବିଶ୍ବାସୀମାନଙ୍କୁ ଅନୁଗ୍ରହ ଓ ଶାନ୍ତି ଦେବେ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ଅନୁଗ୍ରହ ଓ ଶାନ୍ତି ବୃଦ୍ଧି କରନ୍ତୁ” (ଦେଖ: [[rc://or/ta/man/translate/figs-explicit]])
2PE 1 2 n59n figs-metaphor χάρις ... καὶ εἰρήνη πληθυνθείη 1 May grace and peace increase ପିତର ଶାନ୍ତି ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଆକାରରେ ବା ସଂଖ୍ୟାରେ ବଢିପାରିବ I (ଦେଖ: [[rc://or/ta/man/translate/figs-metaphor]])
2PE 1 2 vq19 figs-abstractnouns ἐν ἐπιγνώσει τοῦ Θεοῦ, καὶ Ἰησοῦ τοῦ Κυρίου ἡμῶν 1 in the knowledge of God and of Jesus our Lord ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କୁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣିବା ଦ୍ବାରା” (ଦେଖ: [[rc://or/ta/man/translate/figs-abstractnouns]])
2PE 1 3 ywj9 0 General Information: ଈଶ୍ବର ପରାୟଣ ଜୀବନ ଯାପନ କରିବା ବିଷୟରେ ପିତର ବିଶ୍ବାସୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରୁଛନ୍ତି I
2PE 1 3 epx9 figs-hendiadys πρὸς ζωὴν καὶ εὐσέβειαν 1 for life and godliness ଏଠାରେ “ଧର୍ମପରାୟଣତା” ଶବ୍ଦଟି “ଜୀବନ” ଶବ୍ଦକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଏକ ଧର୍ମପରାୟଣ ଜୀବନ ନିମନ୍ତେ” (ଦେଖ: [[rc://or/ta/man/translate/figs-hendiadys]])
2PE 1 3 an3z figs-inclusive τοῦ καλέσαντος ἡμᾶς 1 who called us ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଖାଏ I (ଦେଖ: [[rc://or/ta/man/translate/figs-inclusive]])
2PE 1 4 m91m δι’ ὧν 1 Through these ଏଠାରେ “ଏହିସବୁ” “ତାହାଙ୍କ ଆପଣା ଗୌରବ ଓ ଗୁଣ” କୁ ବୁଝାଏ I"
2PE 1 4 f42f γένησθε ... κοινωνοὶ 1 you might be sharers ତୁମ୍ଭେମାନେ ଦେଇପାର
2PE 1 4 yk7g θείας ... φύσεως 1 the divine nature ଈଶ୍ବରଙ୍କ ସ୍ବଭାବ
2PE 1 4 p2yj figs-metaphor ἀποφυγόντες τῆς ἐν τῷ κόσμῳ ἐν ἐπιθυμίᾳ φθορᾶς 1 having escaped the corruption in the world that is caused by evil desires କୁଅଭିଳାଷରୁ ଜାତ ବିନାଶ ଦ୍ବାରା ଦୁଃଖଭୋଗ କରୁ ନ ଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ସେହି ବିନାଶରୁ ରକ୍ଷା ପାଉଛନ୍ତି I “ବିନାଶ” ଶବ୍ଦଟି ଗୋଟିଏ ଗୁଣବାଚକ ବିଶେଷ୍ୟ ଯାହାକୁ ଗୋଟିଏ କ୍ରିୟା ବାକ୍ୟାଂଶ ସାହାଯ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେପରି ଏହି ଜଗତର ମନ୍ଦ ଅଭିଳାଷ ତୁମ୍ଭମାନଙ୍କୁ ବିନାଶ ନ କରେ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-abstractnouns]])
2PE 1 5 exd9 figs-explicit αὐτὸ τοῦτο 1 For this reason ଏହା ପିତର ଏବେ ପୂର୍ବ ପଦଗୁଡିକରେ କହିଥିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଏହିସବୁ କରିଥିବା କାରଣରୁ” (ଦେଖ: [[rc://or/ta/man/translate/figs-explicit]])
2PE 1 7 a8ti τὴν φιλαδελφίαν 1 brotherly affection ଏହା ଜଣେ ବନ୍ଧୁ ବା ପରିବାରର ସଦସ୍ୟଙ୍କ ନିମନ୍ତେ ଥିବା ପ୍ରେମକୁ ବୁଝାଏ ଓ ଆତ୍ମିକ ପରିବାରର ଲୋକମାନଙ୍କ ପ୍ରତି ଥିବା ପ୍ରେମ ବି ଏହାର ଅର୍ଥ ହୋଇପାରେ I
2PE 1 8 jz77 ταῦτα 1 these things ଏହା ବିଶ୍ବାସ, ସଦ୍ ଗୁଣ, ଜ୍ଞାନ, ସଂଯମ, ଧୈର୍ଯ୍ୟ, ଧର୍ମପରାୟଣତା, ଭ୍ରାତୃସ୍ନେହ ଓ ପ୍ରେମକୁ ବୁଝାଏ, ଯାହା ପିତର ପୂର୍ବ ପଦଗୁଡିକରେ ଉଲ୍ଲେଖ କରିଥିଲେ I
2PE 1 8 l7yj figs-metaphor οὐκ ἀργοὺς οὐδὲ ἀκάρπους καθίστησιν 1 you will not be barren or unfruitful ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଶସ୍ୟ ଉତ୍ପନ୍ନ କରୁ ନ ଥିବା ଗୋଟିଏ କ୍ଷେତ ଅଟେ I ଏହାକୁ ସକରାତ୍ମକ ଶବ୍ଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଉତ୍ପନ୍ନ କରିବ ଓ ଫଳପୂର୍ଣ୍ଣ ହେବ” କିମ୍ବା “ତୁମ୍ଭେମାନେ ଫଳପ୍ରଦ ହେବ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-doublenegatives]])
2PE 1 8 f9qm figs-doublet ἀργοὺς οὐδὲ ἀκάρπους 1 barren or unfruitful ଏହି ଶବ୍ଦଗୁଡିକ ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ ଏହି ଲୋକ ଯୀଶୁଙ୍କୁ ଜାଣିବା ଦ୍ବାରା ଫଳପ୍ରଦ ହେବ ନାହିଁ କି କୌଣସି ଲାଭ ପାଇବ ନାହିଁ I ବିକଳ୍ପ ଅନୁବାଦ: “ଫଳଶୂନ୍ୟ” (ଦେଖ: [[rc://or/ta/man/translate/figs-doublet]])
2PE 1 8 ppd8 figs-abstractnouns εἰς τὴν τοῦ Κυρίου ἡμῶν, Ἰησοῦ Χριστοῦ, ἐπίγνωσιν 1 in the knowledge of our Lord Jesus Christ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ତୁମେ “ଜ୍ଞାନ”କୁ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଜାଣି” (ଦେଖ: [[rc://or/ta/man/translate/figs-abstractnouns]])
2PE 1 9 gg2c ᾧ ... μὴ πάρεστιν ταῦτα 1 whoever lacks these things ଏହି ସବୁ ବିଷୟ ନ ଥିବା ଯେ କୌଣସି ଲୋକ
2PE 1 9 h6fn figs-metaphor τυφλός ἐστιν μυωπάζων 1 is so nearsighted that he is blind ଏହି ସବୁ ଗୁଣ ନ ଥିବା ଲୋକ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ଜଣେ ଅଦୂରଦର୍ଶୀ ବା ଅନ୍ଧ ଲୋକ, କାରଣ ସେ ସେସବୁର ମୂଲ୍ୟ ବୁଝେ ନାହିଁ I ବିକଳ୍ପ ଅନୁବାଦ: “ଜଣେ ଅଦୂରଦର୍ଶୀ ଲୋକ ସଦୃଶ, ଯେ କି ସେସବୁର ଗୁରୁତ୍ବ ଦେଖିପାରେ ନାହିଁ” (ଦେଖ: [[rc://or/ta/man/translate/figs-metaphor]])
2PE 1 9 gq4d figs-abstractnouns τοῦ καθαρισμοῦ τῶν πάλαι αὐτοῦ ἁμαρτιῶν 1 he has been cleansed from his past sins ଏହା ଅନୁବାଦ କରିବାକୁ ତୁମେ ଗୋଟିଏ କ୍ରିୟା ବ୍ୟବହାର କରିପାରିବ I ବିକଳ୍ପ ଅନୁବାଦ: “ଯେ ଈଶ୍ବର ତାହାର ପୂର୍ବକୃତ ପାପରୁ ତାହାକୁ ପରିଷ୍କାର କରିଅଛନ୍ତି” (ଦେଖ: [[rc://or/ta/man/translate/figs-abstractnouns]])
2PE 1 10 raa1 figs-doublet βεβαίαν ὑμῶν τὴν κλῆσιν καὶ ἐκλογὴν ποιεῖσθαι 1 make your calling and election sure “ଆହ୍ବାନ” ଓ “ମନୋନୟନ”ର ଅର୍ଥ ପ୍ରାୟ ସମାନ ଓ ତାହାଙ୍କର ହେବା ନିମନ୍ତେ ଈଶ୍ବର ସେମାନଙ୍କୁ ମନୋନୀତ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ନିଶ୍ଚିତ କର ଯେ ତାହାଙ୍କର ହେବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖ: [[rc://or/ta/man/translate/figs-doublet]])
2PE 1 10 jcv9 figs-metaphor οὐ μὴ πταίσητέ 1 you will not stumble ଏଠାରେ “ଝୁଣ୍ଟିପଡ଼ିବା” ଶବ୍ଦ ହୁଏତ ୧) ପାପ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାପପୂର୍ଣ୍ଣ ବ୍ୟବହାର କରିବ ନାହିଁ” କିମ୍ବା ) ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବା ବିଷୟକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବ ନାହିଁ” (ଦେଖ: [[rc://or/ta/man/translate/figs-metaphor]])
2PE 1 11 f45v figs-activepassive πλουσίως ἐπιχορηγηθήσεται ὑμῖν ἡ εἴσοδος εἰς τὴν αἰώνιον βασιλείαν 1 there will be richly provided for you an entrance into the eternal kingdom ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଅନନ୍ତ ରାଜ୍ୟରେ ସ୍ବଚ୍ଛନ୍ଦରେ ପ୍ରବେଶ କରିବାକୁ ଦେବେ” (ଦେଖ: [[rc://or/ta/man/translate/figs-activepassive]])
2PE 1 11 k1e4 ἡ εἴσοδος 1 an entrance ପ୍ରବେଶ କରିବାକୁ ଏକ ସୁଯୋଗ
2PE 1 12 du69 0 Connecting Statement: ସେମାନଙ୍କୁ ସ୍ମରଣ କରାଇବାକୁ ଓ ଶିକ୍ଷାଦେବାକୁ ତାହାଙ୍କର ଦାୟିତ୍ବ ଅଛି ବୋଲି ପିତର ବିଶ୍ବାସୀମାନଙ୍କୁ କହୁଛନ୍ତି I
2PE 1 12 l2kh ἐστηριγμένους ἐν τῇ ... ἀληθείᾳ 1 you are strong in the truth ଏହିସବୁ ବିଷୟର ସତ୍ୟକୁ ତୁମ୍ଭେମାନେ ଦୃଢ଼ଭାବରେ ବିଶ୍ବାସ କରୁଅଛ
2PE 1 13 vmj2 figs-metaphor διεγείρειν ὑμᾶς ἐν ὑπομνήσει 1 to stir you up by way of reminder ଏଠାରେ “ଜାଗ୍ରତ କରାଇବା”ର ଅର୍ଥ ଜଣକୁ ନିଦ୍ରାରୁ ଜଗାଇବା I ଏହିସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଏହିସବୁ ବିଷୟରେ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ, ଯେପରି ତୁମ୍ଭେମାନେ ସେସବୁ ବିଷୟରେ ଚିନ୍ତା କରିବ” (ଦେଖ: [[rc://or/ta/man/translate/figs-metaphor]])
2PE 1 13 ax2a figs-metaphor ἐφ’ ὅσον εἰμὶ ἐν τούτῳ τῷ σκηνώματι 1 as long as I am in this tent ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ମୁଁ ଏହି ଶରୀରରେ ଅଛି” କିମ୍ବା “ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-euphemism]])
2PE 1 14 j8f5 figs-metaphor ταχινή ἐστιν ἡ ἀπόθεσις τοῦ σκηνώματός μου 1 the putting off of my tent will be soon ଆପଣା ଶରୀର ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତମ୍ବୁ, ଯାହା ସେ ପରିଧାନ କରିଛନ୍ତି ଓ ଶୀଘ୍ର ତ୍ୟାଗ କରିବେ I ଆପଣା ଶରୀରରେ ଥିବାର ଅର୍ଥ ହେଉଛି ଜୀବିତ ହୋଇ ରହିବା ଓ ତ୍ୟାଗ କରିବାର ଅର୍ଥ ହେଉଛି ମୃତ୍ୟୁଭୋଗ କରିବା I ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ଏହି ଶରୀର ତ୍ୟାଗ କରିବି” କିମ୍ବା “ମୁଁ ଶୀଘ୍ର ମୃତ୍ୟୁଭୋଗ କରିବି” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-euphemism]])
2PE 1 15 c2iw ἑκάστοτε, ἔχειν ὑμᾶς ... τὴν τούτων μνήμην ποιεῖσθαι 1 you may be always able to remember these things ଏଠାରେ “ଏହି ସମସ୍ତ ବିଷୟ” ଶବ୍ଦଗୁଡିକ ପିତର ପୂର୍ବପଦଗୁଡିକରେ କହିଥିବା ପ୍ରତ୍ୟେକ ବିଷୟକୁ ବୁଝାଏ I
2PE 1 15 alg8 figs-metaphor μετὰ τὴν ἐμὴν ἔξοδον 1 after my departure ପିତର ଆପଣା ମୃତ୍ୟୁ ବିଷୟରେ କହନ୍ତି ଯେ ସତେ ଯେପରି ସେ ଗୋଟିଏ ସ୍ଥାନ ଛାଡ଼ି ଆଉ ଗୋଟିଏ ସ୍ଥାନକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୋହର ମୃତ୍ୟୁ ପରେ” କିମ୍ବା “ମୁଁ ମୃତ୍ୟୁଭୋଗ କରିବା ପରେ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-euphemism]])
2PE 1 16 k3rm 0 Connecting Statement: ପିତର ଆପଣା ଶିକ୍ଷା ଦେବା ଜାରିରଖି ବିଶ୍ବାସୀମାନଙ୍କୁ ବୁଝାଉଛନ୍ତି ଯେ ସେସବୁ କାହିଁକି ବିଶ୍ବାସଯୋଗ୍ୟ I
2PE 1 16 vc99 figs-exclusive οὐ γὰρ σεσοφισμένοις μύθοις ἐξακολουθήσαντες 1 For we did not follow cleverly invented myths ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ବୁଝାଏ, ପାଠକମାନଙ୍କୁ ନୁହେଁ I ବିକଳ୍ପ ଅନୁବାଦ: “କାରଣ ଆମ୍ଭେ ପ୍ରେରିତମାନେ ଚତୁରତା ସହ କଳ୍ପିତ କାହାଣୀକୁ ଅବଲମ୍ବନ କରୁନାହୁଁ” (ଦେଖ: [[rc://or/ta/man/translate/figs-exclusive]])
2PE 1 16 jwy8 figs-hendiadys τὴν ... δύναμιν καὶ παρουσίαν 1 the power and the coming ଏହି ଦୁଇଟି ବାକ୍ୟାଂଶ ଏକା ବିଷୟକୁ ଉଲ୍ଲେଖ କରୁଥାଇପାରନ୍ତି ଓ ଏହାକୁ ଗୋଟିଏ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଶକ୍ତିଯୁକ୍ତ ଆଗମନ” (ଦେଖ: [[rc://or/ta/man/translate/figs-hendiadys]])
2PE 1 16 zs6v τοῦ Κυρίου ἡμῶν Ἰησοῦ Χριστοῦ ... παρουσίαν 1 the coming of our Lord Jesus Christ ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପ୍ରଭୁ ଯୀଶୁଙ୍କ ଭବିଷ୍ୟତର ଦ୍ବିତୀୟ ଆଗମନ କିମ୍ବା ) ପ୍ରଭୁ ଯୀଶୁଙ୍କ ପ୍ରଥମ ଆଗମନ I
2PE 1 16 v4kd figs-inclusive τοῦ Κυρίου ἡμῶν Ἰησοῦ Χριστοῦ 1 our Lord Jesus Christ ଏଠାରେ “ଆମ୍ଭମାନଙ୍କ” ଶବ୍ଦ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])
2PE 1 17 m33h figs-activepassive φωνῆς ἐνεχθείσης αὐτῷ ... ὑπὸ τῆς Μεγαλοπρεποῦς Δόξης 1 when a voice was brought to him by the Majestic Glory ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେ ମହାଗୌରବ ମଧ୍ୟରୁ ଆସୁଥିବା ଗୋଟିଏ ବାଣୀ ଶୁଣିଲେ” କିମ୍ବା “ଯେତେବେଳେ ସେ ମହାଗୌରବ ମଧ୍ୟରୁ ତାହାଙ୍କୁ କୁହାଯାଉଥିବା ଗୋଟିଏ ବାଣୀ ଶୁଣିଲେ” (ଦେଖ: [[rc://or/ta/man/translate/figs-activepassive]])
2PE 1 17 yd8g figs-metonymy τῆς Μεγαλοπρεποῦς Δόξης 1 the Majestic Glory saying ପିତର ଈଶ୍ବରଙ୍କୁ ତାହାଙ୍କ ଗୌରବ ପ୍ରମାଣେ ଉଲ୍ଲେଖ କରନ୍ତି I ଏହା ଗୋଟିଏ ଶବ୍ଦର ବିଲୋପ ଯାହା ଈଶ୍ବରଙ୍କ ନାମକୁ ତାହାଙ୍କ ପ୍ରତି ସମ୍ମାନର ଦୃଷ୍ଟିରୁ ବ୍ୟବହାର କରିବାକୁ ଏଡ଼ାଉଛି I ବିକଳ୍ପ ଅନୁବାଦ: “ଈଶ୍ବର, ମହାଗୌରବ, କହୁଅଛନ୍ତି” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-euphemism]])
2PE 1 18 ezn2 figs-exclusive ταύτην τὴν φωνὴν ἡμεῖς ἠκούσαμεν ἐξ οὐρανοῦ, ἐνεχθεῖσαν 1 We ourselves heard this voice brought from heaven “ଆମ୍ଭେମାନେ” ଶବ୍ଦ ଲଗାଇ, ପିତର ଆପଣାକୁ ଏବଂ ଈଶ୍ବରଙ୍କ ବାଣୀ ଶୁଣିଥିବା ଶିଷ୍ୟ ଯାକୁବ ଓ ଯୋହନଙ୍କୁ ବୁଝାଉଛନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ନିଜେ ସ୍ବର୍ଗରୁ ଆସିଥିବା ଏହି ବାଣୀ ଶୁଣିଥିଲୁ” (ଦେଖ: [[rc://or/ta/man/translate/figs-exclusive]])
2PE 1 18 chy4 ταύτην τὴν φωνὴν ... ἠκούσαμεν ἐξ οὐρανοῦ, ἐνεχθεῖσαν 1 heard this voice brought from heaven ସ୍ବର୍ଗରୁ କହିଥିବା ବ୍ୟକ୍ତିଙ୍କର ବାଣୀ ଶୁଣିଲୁ
2PE 1 18 mlm9 σὺν αὐτῷ, ὄντες 1 we were with him ଆମ୍ଭେମାନେ ଯୀଶୁଙ୍କ ସହିତ ଥିଲୁ
2PE 1 19 km3l 0 General Information: ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ବିଶ୍ବାସୀମାନଙ୍କୁ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I
2PE 1 19 h498 figs-explicit καὶ ἔχομεν βεβαιότερον τὸν προφητικὸν λόγον 1 For we have this prophetic word made more sure ପିତର ଓ ଅନ୍ୟ ପ୍ରେରିତମାନେ ଯାହାସବୁ ଦେଖିଥିଲେ, ଯାହା ସେ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରିଥିଲେ, ତାହା ଭାବବାଦୀମାନେ କହିଥିବା ବିଷୟକୁ ଦୃଢ଼ୀଭୂତ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖିଥିବା ବିଷୟସବୁ ଏହି ଭାବବାଣୀର ବାକ୍ୟକୁ ଅଧିକ ନିଶ୍ଚିତ କରୁଅଛି” (ଦେଖ: [[rc://or/ta/man/translate/figs-explicit]] ଓ [[rc://or/ta/man/translate/figs-activepassive]])
2PE 1 19 z3na figs-inclusive καὶ ἔχομεν 1 For we have ଏଠାରେ “ଆମ୍ଭେମାନେ” ଶବ୍ଦ ପିତର ଓ ତାହାଙ୍କ ଶ୍ରୋତାମାନଙ୍କୁ ମିଶାଇ ସବୁ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://or/ta/man/translate/figs-inclusive]])
2PE 1 19 l7zq figs-explicit βεβαιότερον τὸν προφητικὸν λόγον 1 this prophetic word made ଏହା ପୁରାତନ ନିୟମକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ, ଶାସ୍ତ୍ର ତାହା ଦୃଢ଼ କଲା” (ଦେଖ: [[rc://or/ta/man/translate/figs-explicit]])
2PE 1 19 sjd3 ᾧ καλῶς ποιεῖτε προσέχοντες 1 you do well to pay attention to it ଭାବବାଣୀର ବାକ୍ୟ ପ୍ରତି ଅତି ମନଯୋଗୀ ହେବାକୁ ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେଉଛନ୍ତି I
2PE 1 19 xt8i figs-simile ὡς λύχνῳ φαίνοντι ἐν αὐχμηρῷ τόπῳ, ἕως οὗ ἡμέρα διαυγάσῃ 1 as to a lamp shining in a dark place, until the day dawns ପିତର ଭାବବାଣୀର ବାକ୍ୟକୁ ଗୋଟିଏ ପ୍ରଦୀପ ସଦୃଶ ତୁଳନା କରୁଛନ୍ତି, ଯାହା ପ୍ରଭାତରେ ଆଲୁଅ ଆସିବା ପର୍ଯ୍ୟନ୍ତ ଅନ୍ଧକାରରେ ଆଲୁଅ ଦେଇଥାଏ I ସକାଳ ଆସିବା ବିଷୟ ଖ୍ରୀଷ୍ଟଙ୍କର ଆଗମନକୁ ବୁଝାଏ I (ଦେଖ: [[rc://or/ta/man/translate/figs-simile]])
2PE 1 19 kc3l figs-metaphor φωσφόρος ἀνατείλῃ ἐν ταῖς καρδίαις ὑμῶν 1 the morning star rises in your hearts ପିତର ଖ୍ରୀଷ୍ଟଙ୍କୁ “ପ୍ରଭାତୀ ତାରା” ବୋଲି କହୁଛନ୍ତି, ଯାହା ପାହାନ୍ତାକୁ ଓ ଅନ୍ଧକାରର ସମାପ୍ତି ନିକଟହୋଇ ଆସୁଥିବା ବିଷୟକୁ ସୂଚାଏ I ଖ୍ରୀଷ୍ଟ ସମସ୍ତ ସନ୍ଦେହକୁ ଦୂରକରି ଓ ସେ କିଏ, ସେ ବିଷୟରେ ପୂର୍ଣ୍ଣ ଜ୍ଞାନଦେଇ ବିଶ୍ବାସୀମାନଙ୍କ ହୃଦୟକୁ ଆଲୁଅ ଆଣିବେ I ଏଠାରେ “ହୃଦୟ” ଗୋଟିଏ ରୂପକ ଭାବରେ ଲୋକମାନଙ୍କ ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ଗୋଟିଏ ପ୍ରଭାତୀ ତାରା ଆପଣା ଆଲୁଅରେ ଜଗତକୁ ଆଲୋକମୟ କରିବା ସଦୃଶ ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ହୃଦୟକୁ ଆପଣା ଆଲୁଅରେ ଆଲୋକମୟ କରନ୍ତି” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-metonymy]])
2PE 1 19 bl8s φωσφόρος 1 the morning star “ପ୍ରଭାତୀ ତାରା” ଶୁକ୍ର ଗ୍ରହକୁ ବୁଝାଏ, ଯାହା ବେଳେବେଳେ ଠିକ୍ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଦିତ ହୋଇ ପାହାନ୍ତା ନିକଟବର୍ତ୍ତୀ ବୋଲି ସୂଚାଏ I
2PE 1 20 wcn9 τοῦτο πρῶτον γινώσκοντες 1 Above all, you must understand ଅଧିକନ୍ତୁ, ତୁମ୍ଭମାନେ ବୁଝିବା ଆବଶ୍ୟକ
2PE 1 20 s4k2 προφητεία ... ἰδίας ἐπιλύσεως οὐ γίνεται 1 no prophecy comes from someone's own interpretation ସମ୍ଭାବିତ ଅର୍ଥଗୁଡିକହେଲା ୧) ଭାବବାଦୀମାନେ ସେମାନଙ୍କ ନିଜଠାରୁ ଭାବବାଣୀ କଲେ ନାହିଁ କିମ୍ବା ) ଭାବବାଣୀ ବୁଝିବାପାଇଁ ଲୋକେ ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର ରଖିବା ଉଚିତ କିଅବା ୩) ସମଗ୍ର ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବିଶ୍ବାସୀମାନଙ୍କ ସହାୟତାରେ ଲୋକେ ଭାବବାଣୀକୁ ତର୍ଜମା କରିବା ଉଚିତ I
2PE 1 21 mh2s figs-metaphor ὑπὸ Πνεύματος Ἁγίου φερόμενοι, ἐλάλησαν ἀπὸ Θεοῦ ἄνθρωποι 1 men spoke from God when they were carried along by the Holy Spirit ଈଶ୍ବର ଯାହା ଚାହୁଁଥିଲେ, ତାହା ଲେଖିବାକୁ ପବିତ୍ର ଆତ୍ମା ଭାବବାଦୀମାନଙ୍କୁ ସାହାଯ୍ୟ କରିବା ବିଷୟରେ ପିତର କହନ୍ତି ଯେ ସତେ ଯେପରି ପବିତ୍ର ଆତ୍ମା ସେମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବହିନେଉଥିଲେ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା ସେମାନଙ୍କୁ ଯେପରି ଚାଳିତ କଲେ, ମନୁଷ୍ୟମାନେ ସେପରି ଈଶ୍ବରଙ୍କଠାରୁ କଥା କହିଲେ” (ଦେଖ: [[rc://or/ta/man/translate/figs-metaphor]])
2PE 2 intro mv79 0 # ପିତର ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଶରୀର

”ଶରୀର” ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବର ଗୋଟିଏ ରୂପକ I ମନୁଷ୍ୟର ଶାରୀରିକ ଅଂଶ ପାପପୂର୍ଣ୍ଣ ନୁହେଁ I “ଶରୀର” ହେଉଛି ପାପପୂର୍ଣ୍ଣ ସ୍ବଭାବ, ଯାହା ସମସ୍ତ ଈଶ୍ବରପରାୟଣ ବିଷୟକୁ ଅଗ୍ରାହ୍ୟ କରି ପାପମୟ ବିଷୟକୁ ଇଚ୍ଛା କରିଥାଏ I ଯୀଶୁଙ୍କଠାରେ ବିଶ୍ବାସକରି ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପୂର୍ବରୁ ଏହା ସବୁ ମନୁଷ୍ୟର ଅବସ୍ଥା ଅଟେ I(ଦେଖ: [[rc://or/tw/dict/bible/kt/flesh]])

### ଅର୍ଥବୋଧକ ସୂଚନା
ଯଦି ପୁରାତନ ନିୟମ ଏପର୍ଯ୍ୟନ୍ତ ଅନୁବାଦ ହୋଇ ନ ଥାନ୍ତା ତେବେ :୪-୮ରେ ଉଲ୍ଲିଖିତ ଅନେକ ଉଦାହରଣ ବୁଝିବା କଷ୍ଟକର ହୁଅନ୍ତା I ଅଧିକ ବିଶ୍ଳେଷଣର ଆବଶ୍ୟକ ହୋଇଥାନ୍ତା I (ଦେଖ: [[rc://or/ta/man/translate/figs-explicit]])

2PE 2 1 us8u 0 General Information: ପିତର ବିଶ୍ବାସୀମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଇବାକୁ ଆରମ୍ଭ କରୁଛନ୍ତି I
2PE 2 1 l2cg ἐγένοντο ... ψευδοπροφῆται ἐν τῷ λαῷ ... καὶ ἐν ὑμῖν ἔσονται ψευδοδιδάσκαλοι 1 False prophets came to the people, and false teachers will also come to you ଯେପରି ଭଣ୍ଡ ଭାବବାଦୀମାନେ ସେମାନଙ୍କ କଥାରେ ଇଶ୍ରାୟେଲକୁ ପ୍ରବଞ୍ଚନା କରିବାକୁ ଆସିଥିଲେ, ସେପରି ଭଣ୍ଡ ଶିକ୍ଷକମାନେ ଖ୍ରୀଷ୍ଟଙ୍କ ବିଷୟରେ ଭ୍ରାନ୍ତଶିକ୍ଷା ଦେବାକୁ ଆସିବେ I
2PE 2 1 tbz8 αἱρέσεις ἀπωλείας 1 destructive heresies “ଭ୍ରାନ୍ତ ମତ” ଶବ୍ଦଟି ଖ୍ରୀଷ୍ଟ ଓ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ ମତବାଦକୁ ବୁଝାଏ I ଏହି ଭ୍ରାନ୍ତ ଶିକ୍ଷା, ତହିଁରେ ବିଶ୍ବାସ କରୁଥିବା ଲୋକମାନଙ୍କ ବିଶ୍ବାସକୁ ବିନାଶ କରେ I
2PE 2 1 g99z figs-metaphor τὸν ἀγοράσαντα αὐτοὺς Δεσπότην 1 the master who bought them ଏଠାରେ “କର୍ତ୍ତା” ଶବ୍ଦଟି ଦାସମାନଙ୍କୁ କ୍ରୟ କରିଥିବା ବ୍ୟକ୍ତିକୁ ବୁଝାଏ I ପିତର ଯୀଶୁଙ୍କୁ ସେ ଆପଣା ମୃତ୍ୟୁର ମୂଲ୍ୟ ଦ୍ବାରା କ୍ରୟ କରିଥିବା ଲୋକମାନଙ୍କ କର୍ତ୍ତା ବୋଲି କହୁଛନ୍ତି I (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-explicit]])
2PE 2 2 z53e ταῖς ἀσελγείαις 1 sensuality ଅନୈତିକ ଯୌନ ସମ୍ପର୍କ
2PE 2 2 nzx7 figs-activepassive ἡ ὁδὸς τῆς ἀληθείας βλασφημηθήσεται 1 the way of truth will be blasphemed “ସତ୍ୟ ମାର୍ଗ” ବାକ୍ୟାଂଶଟି ଖ୍ରୀଷ୍ଟିୟାନ ବିଶ୍ବାସକୁ ଈଶ୍ବରଙ୍କ ସତ୍ୟ ମାର୍ଗ ଭାବରେ ଉଲ୍ଲେଖ କରେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନେ ସତ୍ୟମାର୍ଗର ନିନ୍ଦା କରିବେ” (ଦେଖ: [[rc://or/ta/man/translate/figs-activepassive]])
2PE 2 3 dl1k πλαστοῖς λόγοις ὑμᾶς ἐμπορεύσονται 1 exploit you with deceptive words ସେମାନଙ୍କୁ ଅର୍ଥ ଦେବାକୁ ମିଥ୍ୟା କଥା କହି ତୁମ୍ଭମାନଙ୍କୁ ଭୁଲାଇବେ
2PE 2 3 k359 figs-personification οἷς τὸ κρίμα ... οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει 1 their condemnation has not been idle, and their destruction is not asleep “ଦଣ୍ଡ” ଓ “ବିନାଶ” ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେଗୁଡିକ କାର୍ଯ୍ୟ କରୁଥିବା ଲୋକମାନେ ଅଟନ୍ତି I ଏହି ଦୁଇଟି ବାକ୍ୟାଂଶ ମୌଳିକ ଭାବରେ ଏକା ଅର୍ଥକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ କେତେ ଶୀଘ୍ର ଭଣ୍ଡ ଶିକ୍ଷକମାନେ ଦଣ୍ଡ ପାଇବେ I (ଦେଖ: [[rc://or/ta/man/translate/figs-personification]] ଓ [[rc://or/ta/man/translate/figs-parallelism]])
2PE 2 3 c57u figs-doublenegatives οἷς τὸ κρίμα ... οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει 1 their condemnation has not been idle, and their destruction is not asleep ତୁମେ ଏହି ବାକ୍ୟାଂଶଗୁଡିକୁ କ୍ରିୟା ଲଗାଇ ସକରାତ୍ମକ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଶୀଘ୍ର ଦଣ୍ଡ ଦେବେ; ସେ ସେମାନଙ୍କୁ ବିନାଶ କରିବାକୁ ପ୍ରସ୍ତୁତ” (ଦେଖ: [[rc://or/ta/man/translate/figs-doublenegatives]] ଓ [[rc://or/ta/man/translate/figs-abstractnouns]])
2PE 2 4 s115 0 Connecting Statement: ଯେଉଁମାନେ ଈଶ୍ବରଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ଓ ଯେଉଁମାନଙ୍କୁ ଈଶ୍ବର ସେମାନଙ୍କ କାର୍ଯ୍ୟ ସକାଶୁ ଦଣ୍ଡ ଦେଇଥିଲେ, ପିତର ସେମାନଙ୍କ ଦୃଷ୍ଟାନ୍ତ ଦେଉଛନ୍ତି I
2PE 2 4 pr13 οὐκ ἐφείσατο 1 did not spare ଦଣ୍ଡ ଦେବାରୁ ଅଟକିଲେ ନାହିଁ କିମ୍ବା “ଦଣ୍ଡ ଦେଲେ”
2PE 2 4 b54v translate-names ταρταρώσας 1 he handed them down to Tartarus “ଅନ୍ଧକାରମୟ ଗହ୍ବର” ଗ୍ରୀକ୍ ଧର୍ମରୁ ଆସିଥିବା ଗୋଟିଏ ଶବ୍ଦ, ଯାହା ଗୋଟିଏ ସ୍ଥାନକୁ ବୁଝାଏ, ଯେଉଁଠାରେ ମନ୍ଦ ଆତ୍ମାମାନେ ଓ ମୃତ୍ୟୁଭୋଗ କରିଥିବା ଦୁଷ୍ଟ ଲୋକମାନେ ଦଣ୍ଡ ପାଇଥାନ୍ତି I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ନରକରେ ନିକ୍ଷେପ କଲେ” (ଦେଖ: [[rc://or/ta/man/translate/translate-names]])
2PE 2 4 h7uj figs-activepassive σειροῖς ζόφου ... τηρουμένους 1 to be kept in chains of lower darkness ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁଠାରେ ସେ ସେମାନଙ୍କୁ ଅନ୍ଧକାରମୟ ଗହ୍ବରରେ ବାନ୍ଧି ରଖିବେ” (ଦେଖ: [[rc://or/ta/man/translate/figs-activepassive]])
2PE 2 4 uzy2 figs-metaphor σειροῖς ζόφου 1 in chains of lower darkness ସମ୍ଭାବିତ ଅର୍ଥଗୁଡିକହେଲା ୧) “ଗୋଟିଏ ଅତି ଅନ୍ଧକାରମୟ ସ୍ଥାନରେ ବାନ୍ଧି” କିମ୍ବା ) “ସେମାନଙ୍କୁ ଗଭୀର ଅନ୍ଧକାରରେ ଜଞ୍ଜିରରେ ବାନ୍ଧି ବନ୍ଦୀକରି” (ଦେଖ: [[rc://or/ta/man/translate/figs-metaphor]])
2PE 2 4 c2ak εἰς κρίσιν 1 until the judgment ଏହା ବିଚାର ଦିନକୁ ବୁଝାଏ, ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ I
2PE 2 5 hpv7 figs-metonymy ἀρχαίου κόσμου οὐκ ἐφείσατο 1 he did not spare the ancient world ଏଠାରେ “ଜଗତ” ତହିଁରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ପୁରାତନ ଜଗତରେ ବାସ କରୁଥିବା ଲୋକମାନଙ୍କୁ ଛାଡିଲେ ନାହିଁ” (ଦେଖ: [[rc://or/ta/man/translate/figs-metonymy]])
2PE 2 5 iw5v ὄγδοον, Νῶε … ἐφύλαξεν 1 he preserved Noah ... along with seven others ଯେତେବେଳେ ଈଶ୍ବର ପୁରାତନ ଜଗତରେ ବାସ କରୁଥିବା ଅବଶିଷ୍ଟ ଲୋକମାନଙ୍କୁ ବିନାଶ କଲେ, ସେ ନୋହ ଓ ଅନ୍ୟ ସାତ ଜଣକୁ ବିନାଶ କଲେ ନାହିଁ I
2PE 2 6 gp3e πόλεις Σοδόμων καὶ Γομόρρας τεφρώσας 1 reduced the cities of Sodom and Gomorrah to ashes ସଦୋମ ଓ ଗମୋରା ନଗରୀକୁ ସମ୍ପୂର୍ଣ୍ଣ ଭସ୍ମସାତ୍ ହେବା ପର୍ଯ୍ୟନ୍ତ ଦଗ୍ଧ କଲେ
2PE 2 6 reg3 καταστροφῇ κατέκρινεν 1 condemned them to destruction ଏଠାରେ “ସେମାନଙ୍କୁ” ଶବ୍ଦ ସଦୋମ ଓ ଗମୋରା ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I
2PE 2 6 hgt7 ὑπόδειγμα μελλόντων ἀσεβέσιν 1 as an example of what is to happen to the ungodly ଈଶ୍ବରଙ୍କ ଅନାଜ୍ଞାବହ ଅନ୍ୟ ଲୋକମାନଙ୍କ ପ୍ରତି କଅଣ ଘଟିବ, ସେ ବିଷୟରେ ସଦୋମ ଓ ଗମୋରା ଗୋଟିଏ ଦୃଷ୍ଟାନ୍ତ ଏବଂ ସତର୍କବାଣୀ ଅଟେ I
2PE 2 7 fm1p 0 Connecting Statement: ପିତର ଲୋଟଙ୍କ ଦୃଷ୍ଟାନ୍ତ ଦେଉଛନ୍ତି, ଯାହାଙ୍କୁ ଈଶ୍ବର ଦଣ୍ଡ ପାଇବାକୁ ଯୋଗ୍ୟ ଲୋକମାନଙ୍କ ମଧ୍ୟରୁ ଉଦ୍ଧାର କରିଥିଲେ I
2PE 2 7 k79d τῆς τῶν ἀθέσμων ἐν ἀσελγείᾳ ἀναστροφῆς 1 the sensual behavior of lawless people ଈଶ୍ବରଙ୍କ ବ୍ୟବସ୍ଥା ଲଂଘନ କରିଥିବା ଲୋକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର
2PE 2 8 b1ba ὁ δίκαιος 1 that righteous man ଏହା ଲୋଟଙ୍କୁ ବୁଝାଏ I
2PE 2 8 hpi4 figs-synecdoche ψυχὴν δικαίαν ... ἐβασάνιζεν 1 was tormented in his righteous soul ଏଠାରେ “ଆତ୍ମା” ଶବ୍ଦ ଲୋଟଙ୍କ ଭାବନା ଓ ଆବେଗକୁ ବୁଝାଏ I ସଦୋମ ଓ ଗମୋରାର ନାଗରିକମାନଙ୍କ କାମୁକତାପୂର୍ଣ୍ଣ ବ୍ୟବହାର ତାହାଙ୍କୁ ଆବେଗିକ ଭାବରେ ବ୍ୟଥିତ କଲା I ବିକଳ୍ପ ଅନୁବାଦ: “ଅତିଶୟ ବ୍ୟଥିତ ହେଲେ” (ଦେଖ: [[rc://or/ta/man/translate/figs-synecdoche]])
2PE 2 10 skh8 0 Connecting Statement: ପିତର ଅଧାର୍ମିକ ଲୋକମାନଙ୍କ ଚରିତ୍ରକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I
2PE 2 10 c9e5 μάλιστα 1 This is especially true “ଏହା” [ ପିତର :୯](../02/09.md)ରେ ବିଚାର ଦିନ ଆସିବା ପର୍ଯ୍ୟନ୍ତ ଈଶ୍ବର ଅଧାର୍ମିକ ଲୋକମାନଙ୍କୁ ବନ୍ଦୀରେ ରଖିଥିବା ବିଷୟକୁ ବୁଝାଏ I
2PE 2 10 eb1k τοὺς ... σαρκὸς ἐν ἐπιθυμίᾳ μιασμοῦ πορευομένους 1 those who continue in the corrupt desires of the flesh ଏଠାରେ “ଶରୀରର କାମାଭିଲାଷ” ବାକ୍ୟାଂଶ ପାପପୂର୍ଣ୍ଣ ପ୍ରକୃତିର ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେଉଁମାନେ ଆପଣା ଆପଣା ଭ୍ରଷ୍ଟ, ପାପପୂର୍ଣ୍ଣ ଅଭିଳାଷରେ ଜଡ଼ିତ ହୁଅନ୍ତି”
2PE 2 10 axr4 κυριότητος καταφρονοῦντας 1 despise authority "ଈଶ୍ବରଙ୍କ ଅଧିକାରର ବଶୀଭୂତ ହେବାକୁ ଅଗ୍ରାହ୍ୟ କରନ୍ତି I ଏଠାରେ “ଅଧିକାର” ଶବ୍ଦ ସମ୍ଭବତଃ ଈଶ୍ବରଙ୍କ ଅଧିକାରକୁ ବୁଝାଏ I
2PE 2 10 n7n8 figs-metonymy κυριότητος 1 authority ଏଠାରେ “ଅଧିକାର” ଈଶ୍ବରଙ୍କୁ ବୁଝାଏ, ଯାହାଙ୍କର ଆଜ୍ଞା ଦେବା ନିମନ୍ତେ ଓ ଅନାଜ୍ଞାବହତାକୁ ଦଣ୍ଡ ଦେବା ନିମନ୍ତେ ଅଧିକାର ଅଛି I (ଦେଖ: [[rc://or/ta/man/translate/figs-metonymy]])
2PE 2 10 esb2 αὐθάδεις 1 self-willed ଯାହା କରିବାକୁ ଚାହାନ୍ତି, କରନ୍ତି"
2PE 2 10 s7l1 δόξας 1 the glorious ones ଏହି ବାକ୍ୟାଂଶ ଦୂତ ବା ମନ୍ଦ ଆତ୍ମା ପରି ଆତ୍ମିକ ପ୍ରାଣୀକୁ ବୁଝାଏ I
2PE 2 11 u2jk ἰσχύϊ καὶ δυνάμει μείζονες 1 greater strength and power ଭଣ୍ଡ ଶିକ୍ଷକମାନଙ୍କଠାରୁ ଅଧିକ ଶକ୍ତି ଓ ପରାକ୍ରମ
2PE 2 11 v1qt οὐ φέρουσιν κατ’ αὐτῶν ... βλάσφημον κρίσιν 1 they do not bring insulting judgments against them “ସେମାନେ” ଶବ୍ଦ ଦୂତମାନଙ୍କୁ ବୁଝାଏ I “ସେମାନଙ୍କ” ଶବ୍ଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଗୌରବମୟ ଦୂତମାନେ କିମ୍ବା ) ଭଣ୍ଡ ଶିକ୍ଷକମାନେ I
2PE 2 11 zi6p figs-metaphor φέρουσιν κατ’ αὐτῶν ... βλάσφημον κρίσιν 1 bring insulting judgments against them ଦୂତମାନେ ସେମାନଙ୍କୁ ନିନ୍ଦା କରିବାର ଚିନ୍ତାଧାରା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ନିନ୍ଦାକୁ ଅସ୍ତ୍ରଭାବରେ ବ୍ୟବହାର କରି ଆକ୍ରମଣ କରିବେ I (ଦେଖ: [[rc://or/ta/man/translate/figs-metaphor]])
2PE 2 12 y4bl figs-metaphor οὗτοι ... ὡς ἄλογα ζῷα, γεγεννημένα φυσικὰ εἰς ἅλωσιν καὶ φθοράν 1 these unreasoning animals are naturally made for capture and destruction. ପଶୁମାନେ ଯେପରି ତର୍କ କରିପାରନ୍ତି ନାହିଁ, ଏହି ଲୋକମାନଙ୍କ ସହିତ ତର୍କ କରିହେବ ନାହିଁ I ବିକଳ୍ପ ଅନୁବାଦ: “ଏହି ଭଣ୍ଡ ଶିକ୍ଷକମାନେ ଅଜ୍ଞାନ ପଶୁତୁଲ୍ୟ, ଯେଉଁମାନେ ଧୃତହୋଇ ବିନଷ୍ଟ ହେବା ନିମନ୍ତେ ଜାତ” (ଦେଖ: [[rc://or/ta/man/translate/figs-metaphor]])
2PE 2 12 ipd4 ἐν οἷς ἀγνοοῦσιν βλασφημοῦντες 1 They do not know what they insult ସେମାନେ ଜାଣୁ ନ ଥିବା ବା ବୁଝୁ ନ ଥିବା ବିଷୟରେ ମନ୍ଦ କଥା କହନ୍ତି
2PE 2 12 jw8d figs-activepassive φθαρήσονται 1 They will be destroyed ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ବିନଷ୍ଟ କରିବେ” (ଦେଖ: [[rc://or/ta/man/translate/figs-activepassive]])
2PE 2 13 p7g7 figs-irony ἀδικούμενοι μισθὸν ἀδικίας 1 They will receive the reward of their wrongdoing ଭଣ୍ଡ ଶିକ୍ଷକମାନେ ପାଇବାକୁ ଥିବା ଦଣ୍ଡ ବିଷୟରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବେତନ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ମନ୍ଦ କାର୍ଯ୍ୟ ନିମନ୍ତେ ସେମାନଙ୍କ ଯୋଗ୍ୟ ବିଷୟ ପାଇବେ” (ଦେଖ: [[rc://or/ta/man/translate/figs-irony]])
2PE 2 13 e62s τὴν ἐν ἡμέρᾳ τρυφήν 1 luxury during the day ଏଠାରେ “ବିଳାସ” ଶବ୍ଦ ଭୋଜନପାନ, ମଦ୍ୟପାନ ଓ ବ୍ୟଭିଚାର କାର୍ଯ୍ୟଜନିତ ଅନୈତିକ କାର୍ଯ୍ୟକଳାପକୁ ବୁଝାଏ I ଦିନବେଳେ ଏହିସବୁ କାର୍ଯ୍ୟ କରିବା ବିଷୟ ସୂଚାଏ ଯେ ଏହି ଲୋକମାନେ ଏପରି କାର୍ଯ୍ୟରେ ଲଜ୍ଜିତ ନ ଥଲେ I
2PE 2 13 u1rc figs-metaphor σπίλοι καὶ μῶμοι 1 They are stains and blemishes “କଳଙ୍କ” ଓ “ନିନ୍ଦା” ଶବ୍ଦଗୁଡିକ ଏକାପରି ଅର୍ଥକୁ ବୁଝାଏ I ପିତର ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ଏହା ବସ୍ତ୍ରରେ ଗୋଟିଏ ଦାଗପରି, ଯାହା ପରିଧାନ କରିଥିବା ଲୋକକୁ ଲଜ୍ଜା ଦେଇଥାଏ I ବିକଳ୍ପ ଅନୁବାଦ: “ସେମାନେ ବସ୍ତ୍ରରେ ଦାଗ ଓ କଳଙ୍କ ସଦୃଶ, ଯାହା ଅପମାନ ଆଣିଥାଏ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-doublet]])
2PE 2 14 v7t4 figs-metonymy ὀφθαλμοὺς ἔχοντες μεστοὺς μοιχαλίδος 1 They have eyes full of adultery ଏଠାରେ “ଚକ୍ଷୁ” ସେମାନଙ୍କ ଅଭିଳାଷକୁ ବୁଝାଏ ଓ “ଚକ୍ଷୁ ପରିପୂର୍ଣ୍ଣ”ର ଅର୍ଥ ସେମାନେ ନିରନ୍ତର ସେହି ବିଷୟ ଚାହୁଁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ନିରନ୍ତର ବ୍ୟଭିଚାର କରିବାକୁ ଚାହୁଁଛନ୍ତି” (ଦେଖ: [[rc://or/ta/man/translate/figs-metonymy]])
2PE 2 14 a22r ἀκαταπαύστους ἁμαρτίας 1 they are never satisfied with sin ଯଦିଓ ସେମାନେ ସେମାନଙ୍କ ଅଭିଳାଷକୁ ପରିତୃପ୍ତ କରିବା ପାଇଁ ପାପ କରନ୍ତି, ସେମାନେ କରୁଥିବା ପାପ କଦାପି ପରିତୃପ୍ତ କରେ ନାହିଁ I
2PE 2 14 wt89 figs-synecdoche δελεάζοντες ψυχὰς ἀστηρίκτους 1 They entice unstable souls ଏଠାରେ “ଆତ୍ମା” ବ୍ୟକ୍ତିମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି” (ଦେଖ: [[rc://or/ta/man/translate/figs-synecdoche]])
2PE 2 14 c55u figs-metonymy καρδίαν γεγυμνασμένην πλεονεξίας 1 hearts trained in covetousness ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ଓ ଆବେଗକୁ ବୁଝାଏ I ସେମାନଙ୍କର ଅଭ୍ୟାସଗତ କାର୍ଯ୍ୟ ସକାଶୁ, ଲୋଭ ବିଷୟକ ଚିନ୍ତା ଓ କାର୍ଯ୍ୟ କରିବାକୁ ସେମାନେ ଆପଣା ଆପଣାକୁ ଶିକ୍ଷିତ କରିଅଛନ୍ତି I (ଦେଖ: [[rc://or/ta/man/translate/figs-metonymy]])
2PE 2 15 et62 καταλειπόντες εὐθεῖαν ὁδὸν, ἐπλανήθησαν ἐξακολουθήσαντες 1 They have abandoned the right way and have wandered off to follow "ଏହି ଭଣ୍ଡ ଶିକ୍ଷକମାନେ ସତ୍ୟ ମାର୍ଗ ପରିତ୍ୟାଗ କରି ପଥ ଭ୍ରଷ୍ଟ ହୋଇଅଛନ୍ତି I ଭଣ୍ଡ ଶିକ୍ଷକମାନେ ଈଶ୍ବରଙ୍କ ବାଧ୍ୟହେବାକୁ ଅଗ୍ରାହ୍ୟ କରିଅଛନ୍ତି, କାରଣ ସେମାନେ ଯାହା ସତ୍ୟ, ତାହା ଅଗ୍ରାହ୍ୟ କରିଛନ୍ତି I
2PE 2 15 ky5q figs-metaphor εὐθεῖαν ὁδὸν 1 the right way ଈଶ୍ବରଙ୍କୁ ଗୌରବ ଦେଉଥିବା ସତ୍ୟ ବ୍ୟବହାର ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଯିବାପାଇଁ ଗୋଟିଏ ପଥ ଅଟେ I (ଦେଖ: [[rc://or/ta/man/translate/figs-metaphor]])
2PE 2 16 z37w figs-abstractnouns ἔλεγξιν ... ἔσχεν 1 he obtained a rebuke ତୁମେ ନିର୍ଦ୍ଦିଷ୍ଟ କରିପାରିବ ଯେ ଈଶ୍ବର ହିଁ ବିଲିୟାମକୁ ଅନୁଯୋଗ କରିଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଅନୁଯୋଗ କଲେ” (ଦେଖ: [[rc://or/ta/man/translate/figs-abstractnouns]])
2PE 2 16 g9dr ὑποζύγιον ἄφωνον ἐν ἀνθρώπου φωνῇ φθεγξάμενον 1 a mute donkey speaking in a human voice ଗୋଟିଏ ଗଧ, ଯାହା ସ୍ବାଭାବିକ ଭାବରେ କଥା କହିବାକୁ ଅସମର୍ଥ, ଜଣେ ମନୁଷ୍ୟର ସ୍ବରରେ କଥା କହିଲା I
2PE 2 16 tf38 figs-metonymy ἐκώλυσεν τὴν τοῦ προφήτου παραφρονίαν 1 stopped the prophet's insanity ଭାବବାଦୀର ନିର୍ବୋଧ କାର୍ଯ୍ୟକୁ ଅଟକାଇବା ପାଇଁ ଈଶ୍ବର ଗୋଟିଏ ଗଧକୁ ବ୍ୟବହାର କଲେ I (ଦେଖ: [[rc://or/ta/man/translate/figs-metonymy]])
2PE 2 17 t137 figs-metaphor οὗτοί εἰσιν πηγαὶ ἄνυδροι 1 These men are springs without water ଜଳ ବହୁଥିବା ନିର୍ଝର ତୃଷିତ ଲୋକମାନଙ୍କ ପାଇଁ ପ୍ରାଣ ତୃପ୍ତକାରୀ ହୋଇଥାଏ, କିନ୍ତୁ “ନିର୍ଜଳ ନିର୍ଝର” ତୃଷିତ ଲୋକମାନଙ୍କ ପାଇଁ ନିରାଶା ଅଟେ I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]])
2PE 2 17 hzu1 figs-metaphor ὁμίχλαι ὑπὸ λαίλαπος ἐλαυνόμεναι 1 mists driven by a storm ଯେତେବେଳେ ଲୋକେ ଝଡର ମେଘ ଦେଖନ୍ତି, ସେମାନେ ବୃଷ୍ଟିପାତ ଆଶା କରନ୍ତି I ଯେତେବେଳେ ବୃଷ୍ଟିପାତ ପୂର୍ବରୁ ଝଡବାୟୁ ବହି ମେଘକୁ ଦୂରକୁ ନେଇଯାଏ, ଲୋକେ ନିରାଶ ହୁଅନ୍ତି I ସେହିପରି, ଭଣ୍ଡ ଶିକ୍ଷକମାନେ, ଯଦିଓ ଅନେକ କିଛି ପ୍ରତିଜ୍ଞା କରନ୍ତି, ପ୍ରତିଜ୍ଞା କରିଥିବା ବିଷୟଗୁଡିକୁ କରିବାକୁ ଅସମର୍ଥ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]])
2PE 2 17 xe3y figs-activepassive οἷς ὁ ζόφος τοῦ σκότους τετήρηται 1 The gloom of thick darkness is reserved for them “ସେମାନଙ୍କ” ଶବ୍ଦ ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କ ନିମନ୍ତେ ଘୋର ଅନ୍ଧକାରର ଦଶା ସଂରକ୍ଷିତ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]])
2PE 2 18 cxt8 ὑπέρογκα ... ματαιότητος φθεγγόμενοι 1 They speak with vain arrogance ସେମାନେ ଶକ୍ତିଯୁକ୍ତ କିନ୍ତୁ ନିରର୍ଥକ ବାକ୍ୟ ବ୍ୟବହାର କରନ୍ତି
2PE 2 18 f8tg δελεάζουσιν ἐν ἐπιθυμίαις σαρκὸς ἀσελγείαις 1 They entice people through the lusts of the flesh ସେମାନେ ଲୋକମାନଙ୍କୁ କାମୁକତା ଓ ପାପପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ହେବାପାଇଁ ପାପପୂର୍ଣ୍ଣ ପ୍ରକୃତିକୁ ଉତ୍ତେଜିତ କରନ୍ତି I
2PE 2 18 nks3 figs-explicit τοὺς ὀλίγως ἀποφεύγοντας τοὺς ἐν πλάνῃ ἀναστρεφομένους 1 people who try to escape from those who live in error ଏହି ବାକ୍ୟାଂଶ ନୂତନଭାବରେ ବିଶ୍ବାସୀ ହୋଇଥିବା ଲୋକମାନଙ୍କୁ ବୁଝାଏ I “ଭ୍ରାନ୍ତ ଆଚରଣକାରୀ” ବାକ୍ୟାଂଶଟି ଏପର୍ଯ୍ୟନ୍ତ ପାପରେ ଜୀବନ କାଟୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ଓ ଅନ୍ୟମାନେ ଆଗରୁ ଯେପରି ପାପପୂର୍ଣ୍ଣ ଜୀବନ କାଟୁଥିଲେ, ସେପରି ଜୀବନ କାଟିବା ପରିବର୍ତ୍ତେ, ସତ୍ୟରେ ଜୀବନ କାଟିବାକୁ ଚେଷ୍ଟା କରୁଥିବା ଲୋକମାନେ” (ଦେଖ: [[rc://or/ta/man/translate/figs-explicit]])
2PE 2 18 jec8 figs-metaphor τοὺς ὀλίγως ἀποφεύγοντας 1 people who try to escape ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: [[rc://or/ta/man/translate/figs-metaphor]])
2PE 2 19 uyw6 figs-metaphor ἐλευθερίαν αὐτοῖς ἐπαγγελλόμενοι, αὐτοὶ δοῦλοι ὑπάρχοντες τῆς φθορᾶς 1 They promise freedom to them, but they themselves are slaves of corruption ଏଠାରେ ସ୍ବାଧିନତା ହେଉଛି ଗୋଟିଏ ରୂଢ଼ି, ଯାହା ଜଣେ ଯେପରି ଚାହେଁ, ଠିକ୍ ସେପରି ଜୀବନ କାଟିବାର କ୍ଷମତାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କୁ ସେମାନେ ଯେପରି ଚାହୁଁଛନ୍ତି, ଠିକ୍ ସେପରି ଜୀବନ କାଟିବାକୁ କ୍ଷମତା ଦେବାକୁ ପ୍ରତିଜ୍ଞା କରନ୍ତି, କିନ୍ତୁ ସେମାନେ ସେମାନଙ୍କ ନିଜର ପାପପୂର୍ଣ୍ଣ ଅଭିଳାଷରୁ ରକ୍ଷା ପାଇପାରନ୍ତି ନାହିଁ” (ଦେଖ: [[rc://or/ta/man/translate/figs-metaphor]])
2PE 2 19 v5tt figs-metaphor ἐλευθερίαν ... ἐπαγγελλόμενοι … δοῦλοι ...τῆς φθορᾶς 1 promise freedom ... slaves of corruption ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କ ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେମାନେ ପାପର ଦାସ, ଯେଉଁମାନେ ସେମାନଙ୍କ ବନ୍ଦୀ ଅବସ୍ଥାରୁ ମୁକ୍ତ ହେବାର ଆବଶ୍ୟକ ଅଛି” (ଦେଖ: [[rc://or/ta/man/translate/figs-metaphor]])
2PE 2 19 b79v figs-metaphor ᾧ γάρ τις ἥττηται, τούτῳ δεδούλωται 1 For a man is a slave to whatever overcomes him ପିତର ଜଣେ ଲୋକକୁ ଦାସ ବୋଲି କହୁଛନ୍ତି ଯେତେବେଳେ ସେ ଲୋକ ଉପରେ କିଛି ନା କିଛି ବିଷୟର ନିୟନ୍ତ୍ରଣ ରହିଛି ଓ ସେହି ବିଷୟ ସେହି ଲୋକର କର୍ତ୍ତା ସଦୃଶ ଅଟେ I ବିକଳ୍ପ ଅନୁବାଦ: “କାରଣ ଯଦି କୌଣସି ବିଷୟର ଜଣକ ଉପରେ ନିୟନ୍ତ୍ରଣ ଅଛି, ସେହି ଲୋକ ସେହି ବିଷୟର ଦାସ ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])
2PE 2 20 d6ra 0 Connecting Statement: “ସେମାନେ” ଓ “ସେମାନଙ୍କ” ଶବ୍ଦଗୁଡିକ ପିତର ୧୨-୧୯ ପଦରେ କହୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ବୁଝାଏ I
2PE 2 20 q96i εἰ ... ἀποφυγόντες … δὲ πάλιν ἐμπλακέντες ἡττῶνται, γέγονεν … τὰ ἔσχατα χείρονα τῶν πρώτων 1 If they have escaped ... and are again entangled ... and overcome, the last state has become worse ... than the first ଏହି ବାକ୍ୟ ସତ୍ୟ ହୋଇଥିବା ସର୍ତ୍ତମୂଳକ ଉକ୍ତିର ଗୋଟିଏ ବର୍ଣ୍ଣନା I ଭଣ୍ଡ ଶିକ୍ଷକମାନେ ଥରେ “ରକ୍ଷା ପାଇଥିଲେ,” କିନ୍ତୁ ଯଦି ସେମାନେ ପୁନର୍ବାର ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, “ତାହା ହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ...ଶେଷ ଦଶା ଅଧିକ ମନ୍ଦ ହେବ”"
2PE 2 20 lu22 figs-metonymy τὰ μιάσματα τοῦ κόσμου 1 the corruption of the world ‘ଅଶୁଚିତା” ଶବ୍ଦ ଜଣକୁ ନୈତିକ ଭାବରେ ଅଶୁଚି କରୁଥିବା ପାପପୂର୍ଣ୍ଣ ବ୍ୟବହାରକୁ ବୁଝାଏ I “ଜଗତ” ମନୁଷ୍ୟ ସମାଜକୁ ବୁଝାଏ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ମନୁଷ୍ୟ ସମାଜର ଅଶୁଚି କାର୍ଯ୍ୟଗୁଡିକ” (ଦେଖ: [[rc://or/ta/man/translate/figs-metonymy]])
2PE 2 20 bi73 figs-abstractnouns ἐν ἐπιγνώσει τοῦ Κυρίου ... καὶ Σωτῆρος, Ἰησοῦ Χριστοῦ 1 through the knowledge of the Lord and Savior Jesus Christ ତୁମେ “ଜ୍ଞାନ”କୁ ଗୋଟିଏ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରିପାରିବ I ଦେଖ ତୁମେ ଏହିପରି ବାକ୍ୟାଂଶକୁ କିପରି [ ପିତର ୧:](../01/02.md)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି” (ଦେଖ: [[rc://or/ta/man/translate/figs-abstractnouns]])
2PE 2 20 d42g γέγονεν αὐτοῖς τὰ ἔσχατα χείρονα τῶν πρώτων 1 the last state has become worse for them than the first ସେମାନଙ୍କ ଦଶା ପୂର୍ବ ଅପେକ୍ଷା ଅଧିକ ମନ୍ଦ ଅଟେ
2PE 2 21 pm7b figs-metaphor τὴν ὁδὸν τῆς δικαιοσύνης 1 the way of righteousness ପିତର ଜୀବନକୁ ଗୋଟିଏ “ମାର୍ଗ” ବା ପଥ ବୋଲି କହନ୍ତି I ଏହି ବାକ୍ୟାଂଶ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଜୀବନ ଯାପନ କରୁଥିବା ବିଷୟକୁ ବୁଝାଏ I (ଦେଖ: [[rc://or/ta/man/translate/figs-metaphor]])
2PE 2 21 ic3c figs-metaphor ὑποστρέψαι ἐκ τῆς ... ἁγίας ἐντολῆς 1 turn away from the holy commandment ଏଠାରେ “ବିମୁଖ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି କରୁଥିବା ବିଷୟକୁ ତ୍ୟାଗ କରିବା I ବିକଳ୍ପ ଅନୁବାଦ: “ପବିତ୍ର ଆଜ୍ଞା ପାଳନ କରିବା ତ୍ୟାଗ କରନ୍ତି” (ଦେଖ: [[rc://or/ta/man/translate/figs-metaphor]])
2PE 2 21 blr5 figs-activepassive τῆς παραδοθείσης αὐτοῖς ἁγίας ἐντολῆς 1 the holy commandment delivered to them ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଦେଇଥିବା ପବିତ୍ର ଆଜ୍ଞା” କିମ୍ବା “ସେମାନେ ପ୍ରାପ୍ତ ହୋଇଛନ୍ତି ବୋଲି ଈଶ୍ବର ନିଶ୍ଚିତ କରିଥିବା ପବିତ୍ର ଆଜ୍ଞା” (ଦେଖ: [[rc://or/ta/man/translate/figs-activepassive]])
2PE 2 22 hqr3 συμβέβηκεν αὐτοῖς τὸ τῆς ἀληθοῦς παροιμίας 1 This proverb is true for them ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ନିମନ୍ତେ ପ୍ରଯୁଜ୍ୟ କିମ୍ବା “ଏହି ଦୃଷ୍ଟାନ୍ତବାକ୍ୟ ସେମାନଙ୍କୁ ବର୍ଣ୍ଣନା କରେ”
2PE 2 22 h42r writing-proverbs "κύων ἐπιστρέψας ἐπὶ τὸ ἴδιον ἐξέραμα”, καί,"" ὗς λουσαμένη, εἰς κυλισμὸν βορβόρου" 1 A dog returns to its own vomit, and a washed pig returns to the mud ଭଣ୍ଡ ଶିକ୍ଷକମାନେ କିପରି “ଧାର୍ମିକତାର ମାର୍ଗ” ଜାଣି ସୁଦ୍ଧା ସେଥିରୁ ବିମୁଖହୋଇ ସେମାନଙ୍କୁ ନୈତିକ ଓ ଆତ୍ମିକ ଭାବରେ ଅଶୁଚି କରୁଥିବା ବିଷୟଗୁଡିକ ପ୍ରତି ଫେରିଛନ୍ତି, ତାହା ବୁଝାଇବାକୁ ପିତର ଦୁଇଟି ଦୃଷ୍ଟାନ୍ତବାକ୍ୟ ବ୍ୟବହାର କରୁଛନ୍ତି I (ଦେଖ: [[rc://or/ta/man/translate/writing-proverbs]])
2PE 3 intro c1id 0 # ପିତର ୦୩ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଅଗ୍ନି
ଲୋକମାନେ ପ୍ରାୟତଃ କୌଣସି ଜିନିଷକୁ ନଷ୍ଟ କରିବାକୁ ବା ମଇଳା ଓ ଅଦରକାରୀ ଅଂଶକୁ ଜାଳିଦେଇ କୌଣସି ଜିନିଷ ଶୁଦ୍ଧ କରିବାକୁ ଅଗ୍ନି ବ୍ୟବହାର କରନ୍ତି I ଅତଏବ, ଯେତେବେଳେ ଈଶ୍ବର ଦୁଷ୍ଟମାନଙ୍କୁ ଦଣ୍ଡ ଦିଅନ୍ତି ବା ଆପଣା ଲୋକମାନଙ୍କୁ ଶୁଦ୍ଧ କରନ୍ତି, ଏଥିରେ ପ୍ରାୟତଃ ଅଗ୍ନି ସମ୍ପୃକ୍ତ ଥାଏ I (ଦେଖ: [[rc://or/tw/dict/bible/other/fire]])

### ପ୍ରଭୁଙ୍କ ଦିନ
ପ୍ରଭୁଙ୍କ ଆଗମନ ଦିନର ସଠିକ୍ ସମୟ ଲୋକମାନଙ୍କ ନିମନ୍ତେ ଗୋଟିଏ ଆଶ୍ଚର୍ଯ୍ୟର ବିଷୟ ହେବ I ଏହାର ଅର୍ଥ ହେଉଛି “ରାତ୍ରିରେ ଚୋର ଆସିବା ପରି” I ଏଥିପାଇଁ, ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ I (ଦେଖ: [[rc://or/tw/dict/bible/kt/dayofthelord]] ଓ [[rc://or/ta/man/translate/figs-simile]])

2PE 3 1 n92f 0 General Information: ପିତର ଶେଷକାଳ ବିଷୟରେ କହିବାକୁ ଆରମ୍ଭ କରୁଛନ୍ତି I
2PE 3 1 gc3m figs-metaphor διεγείρω ὑμῶν ... τὴν εἰλικρινῆ διάνοιαν 1 to stir up your sincere mind ଏହି ସବୁ ବିଷୟରେ ଆପଣା ପାଠକମାନଙ୍କୁ ଚିନ୍ତା କରାଇବା ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ସେ ସେମାନଙ୍କୁ ନିଦ୍ରାରୁ ଜଗାଉଛନ୍ତି I ବିକଳ୍ପ ଅନୁବାଦ: “ଶୁଚି ଚିନ୍ତା କରିବା ନିମନ୍ତେ ତୁମ୍ଭମାନଙ୍କୁ ଉତ୍ତେଜିତ କରିବାକୁ”
2PE 3 2 gxj7 figs-activepassive τῶν προειρημένων ῥημάτων, ὑπὸ τῶν ἁγίων προφητῶν 1 the words spoken in the past by the holy prophets ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପୂର୍ବକାଳରେ ପବିତ୍ର ଭାବବାଦୀମାନେ ଯେଉଁ ବାକ୍ୟ କହିଥିଲେ” (ଦେଖ: [[rc://or/ta/man/translate/figs-activepassive]])
2PE 3 2 yhi7 figs-activepassive τῆς τῶν ἀποστόλων ὑμῶν ἐντολῆς τοῦ Κυρίου καὶ Σωτῆρος 1 the command of our Lord and Savior given through your apostles ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତାଙ୍କ ଆଜ୍ଞା, ଯାହା ତୁମ୍ଭମାନଙ୍କ ପ୍ରେରିତମାନେ ତୁମ୍ଭମାନଙ୍କୁ ଦେଇଥିଲେ” (ଦେଖ: [[rc://or/ta/man/translate/figs-activepassive]])
2PE 3 3 lm1a τοῦτο πρῶτον γινώσκοντες 1 Know this first "ଏହାକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି ଜାଣିରଖ I ଦେଖ ତୁମେ ଏହାକୁ କିପରି [ ପିତର ୧:](../01/20.md)ରେ ଅନୁବାଦ କଲ I
2PE 3 3 znh2 figs-explicit κατὰ τὰς ἰδίας ἐπιθυμίας αὐτῶν πορευόμενοι 1 proceed according to their own desires ଏଠାରେ “ଅଭିଳାଷ” ଶବ୍ଦ ଈଶ୍ବରଙ୍କ ଇଚ୍ଛାକୁ ବିରୋଧ କରୁଥିବା ପାପପୂର୍ଣ୍ଣ ଅଭିଳାଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆପଣା ଆପଣା ପାପପୂର୍ଣ୍ଣ ଅଭିଳାଷ ଅନୁସାରେ ଜୀବନ ଯାପନ କରନ୍ତି” (ଦେଖ: [[rc://or/ta/man/translate/figs-explicit]])
2PE 3 3 hl23 πορευόμενοι 1 proceed କାର୍ଯ୍ୟ କରନ୍ତି, ଆଚରଣ କରନ୍ତି
2PE 3 4 zrj7 figs-rquestion ποῦ ἐστιν ἡ ἐπαγγελία τῆς παρουσίας αὐτοῦ 1 Where is the promise of his return? ଯୀଶୁ ପୁନରାଗମନ କରିବେ ନାହିଁ ବୋଲି ସେମାନେ ବିଶ୍ବାସ କରୁ ନ ଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ପରିହାସକମାନେ ଏହି ଭାବ ପ୍ରକାଶକ ପ୍ରଶ୍ନ ପଚାରନ୍ତି I “ପ୍ରତିଜ୍ଞା” ଶବ୍ଦ ଯୀଶୁ ପୁନରାଗମନ କରିବେ ବୋଲି ଦେଇଥିବା ପ୍ରତିଜ୍ଞାର ସଫଲତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁ ପୁନରାଗମନ କରିବେ ବୋଲି ଥିବା ପ୍ରତିଜ୍ଞା ସତ୍ୟ ନୁହେଁ! ସେ ଆଗମନ କରିବେ ନାହିଁ!” (ଦେଖ: [[rc://or/ta/man/translate/figs-rquestion]] ଓ [[rc://or/ta/man/translate/figs-metonymy]])
2PE 3 4 t6hl figs-euphemism οἱ πατέρες ἐκοιμήθησαν 1 our fathers fell asleep ଏଠାରେ “ପିତୃପୁରୁଷମାନେ” ବହୁକାଳ ପୂର୍ବେ ବାସ କରୁଥିବା ପୂର୍ବପୁରୁଷମାନଙ୍କୁ ବୁଝାଏ I ମହାନିଦ୍ରା ପ୍ରାପ୍ତ ହେବା ଏକ ଶବ୍ଦର ବିଲୋପ, ଯାହା ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପୂର୍ବପୁରୁଷମାନେ ମୃତ୍ୟୁଭୋଗ କଲେ” (ଦେଖ: [[rc://or/ta/man/translate/figs-euphemism]])
2PE 3 4 c2en figs-hyperbole πάντα οὕτως διαμένει ἀπ’ ἀρχῆς κτίσεως 1 all things have stayed the same, since the beginning of creation ପରିହାସକମାନେ “ସମସ୍ତ ବିଷୟ” ବ୍ୟବହାର କରି ଅତିରଂଜନ କରୁଛନ୍ତି ଓ ସେମାନେ ଯୁକ୍ତି କରୁଛନ୍ତି ଯେ ଯେହେତୁ ଜଗତରେ କୌଣସି ବିଷୟର ପରିବର୍ତ୍ତନ ହୋଇନାହିଁ, ଯୀଶୁ ଯେ ଆସିବେ, ସତ୍ୟ ହୋଇପାରିବ ନାହିଁ” (ଦେଖ: [[rc://or/ta/man/translate/figs-hyperbole]])
2PE 3 4 yue7 figs-abstractnouns ἀπ’ ἀρχῆς κτίσεως 1 since the beginning of creation ଏହାକୁ ଗୋଟିଏ କ୍ରିୟାରୂପକ ବାକ୍ୟାଂଶରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଜଗତକୁ ସୃଷ୍ଟି କରିବା ସମୟଠାରୁ” (ଦେଖ: [[rc://or/ta/man/translate/figs-abstractnouns]])
2PE 3 5 mku9 figs-activepassive οὐρανοὶ ἦσαν ἔκπαλαι, καὶ γῆ … συνεστῶσα τῷ τοῦ Θεοῦ λόγῳ 1 the heavens and the earth came to exist ... long ago, by God's command ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୁରାକାଳରେ ତାହାଙ୍କ ବାକ୍ୟ ଦ୍ବାରା ... ଆକାଶମଣ୍ଡଳ ଓ ପୃଥିବୀକୁ ସ୍ଥାପନ କଲେ” (ଦେଖ: [[rc://or/ta/man/translate/figs-activepassive]])
2PE 3 5 s77f ἐξ ὕδατος καὶ δι’ ὕδατος συνεστῶσα 1 came to exist out of water and through water ଏହାର ଅର୍ଥ ହେଉଛି ଯେ ଈଶ୍ବର ଜଳ ଧାରଣ କରୁଥିବା ସମସ୍ତ ବିଷୟକୁ ଏକତ୍ର କରି ସେଥିରୁ ସ୍ଥଳ ଭାଗକୁ ନିର୍ଗତ କରାଇ ଜଳ ମଧ୍ୟରୁ ପୃଥିବୀକୁ ଅବସ୍ଥିତ କରାଇଲେ I
2PE 3 6 jh4r δι’ ὧν 1 through these things ଏଠାରେ “ଏହି ବିଷୟ” ଈଶ୍ବରଙ୍କ ବାକ୍ୟ ଓ ଜଳକୁ ବୁଝାଏ I
2PE 3 6 nyb7 figs-activepassive ὁ τότε κόσμος ὕδατι κατακλυσθεὶς ἀπώλετο 1 the world of that time was destroyed, being flooded with water ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେହି ସମୟର ଜଗତକୁ ଜଳରେ ପ୍ଲାବିତ କରି ବିନଷ୍ଟ କଲେ” (ଦେଖ: [[rc://or/ta/man/translate/figs-activepassive]])
2PE 3 7 b2in figs-activepassive οἱ ... οὐρανοὶ καὶ ἡ γῆ, τῷ αὐτῷ λόγῳ τεθησαυρισμένοι εἰσὶν, πυρὶ 1 the heavens and the earth are reserved for fire by that same command ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର, ସେହି ବାକ୍ୟ ଦ୍ବାରା ଆକାଶ ମଣ୍ଡଳ ଓ ପୃଥିବୀକୁ ଅଗ୍ନି ନିମନ୍ତେ ସଂରକ୍ଷିତ କରିଛନ୍ତି” (ଦେଖ: [[rc://or/ta/man/translate/figs-activepassive]])
2PE 3 7 e673 τῷ αὐτῷ λόγῳ 1 that same command ଏଠାରେ “ଆଜ୍ଞା” ଈଶ୍ବରଙ୍କୁ ବୁଝାଏ, ଯେ କି ଆଜ୍ଞା ଦେବେ: ବିକଳ୍ପ ଅନୁବାଦ: “ଈଶ୍ବର ସେହିପରି ଗୋଟିଏ ଆଜ୍ଞା ଦେବେ”"
2PE 3 7 jl5d figs-activepassive τηρούμενοι εἰς ἡμέραν κρίσεως 1 They are reserved for the day of judgment ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ ଓ ଏକ ନୂଆ ବାକ୍ୟରେ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ବିଚାର ଦିନ ନିମନ୍ତେ ସଂରକ୍ଷିତ କରୁଛନ୍ତି” (ଦେଖ: [[rc://or/ta/man/translate/figs-activepassive]])
2PE 3 7 y3gg figs-abstractnouns εἰς ἡμέραν κρίσεως καὶ ἀπωλείας τῶν ἀσεβῶν ἀνθρώπων 1 for the day of judgment and the destruction of the ungodly people ଏହାକୁ କ୍ରିୟାରୂପକ ବାକ୍ୟାଂଶରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଅଧାର୍ମିକ ଲୋକମାନଙ୍କୁ ବିଚାର ଓ ବିନାଶ କରିବା ଦିନ ନିମନ୍ତେ” (ଦେଖ: [[rc://or/ta/man/translate/figs-abstractnouns]])
2PE 3 8 s5cy μὴ λανθανέτω ὑμᾶς 1 It should not escape your notice ତୁମ୍ଭେମାନେ ଏହା ବୁଝିବାକୁ ଭୁଲିଯାଅ ନାହିଁ କିମ୍ବା “ଏହାକୁ ଅବଜ୍ଞା କର ନାହିଁ”
2PE 3 8 enh9 ὅτι μία ἡμέρα παρὰ Κυρίῳ ὡς χίλια ἔτη 1 that one day with the Lord is like a thousand years ପ୍ରଭୁଙ୍କ ଦୃଷ୍ଟିରେ ଗୋଟିଏ ଦିନ ଯେ ସହସ୍ର ବର୍ଷ ତୁଲ୍ୟ
2PE 3 9 zv9m οὐ βραδύνει Κύριος τῆς ἐπαγγελίας 1 The Lord does not move slowly concerning his promises ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାକୁ ଧୀର କରନ୍ତି ନାହିଁ
2PE 3 9 dzq8 ὥς τινες βραδύτητα ἡγοῦνται 1 as some consider slowness to be କେତେକ ଲୋକ ଭାବନ୍ତି ଯେ ପ୍ରଭୁ ଆପଣା ପ୍ରତିଜ୍ଞା ସଫଳ କରିବାରେ ଧୀର ଅଟନ୍ତି, କାରଣ ସମୟ ସମ୍ବନ୍ଧରେ ସେମାନଙ୍କ ଦୃଷ୍ଟିକୋଣ ଈଶ୍ବରଙ୍କ ଠାରୁ ଭିନ୍ନ ଅଟେ
2PE 3 10 w6ma δὲ 1 However ଯଦିଓ ପ୍ରଭୁ ଦୀର୍ଘସହିଷ୍ଣୁ ଓ ଲୋକମାନେ ମନପରିବର୍ତ୍ତନ କରନ୍ତୁ ବୋଲି ଚାହାନ୍ତି, ସେ ନିଶ୍ଚୟ ଆଗମନ କରି ନ୍ୟାୟ ବିଚାର କରିବେ I
2PE 3 10 c5m1 figs-personification ἥξει ... ἡμέρα Κυρίου ὡς κλέπτης 1 the day of the Lord will come as a thief ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନ ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଚୋର, ଯେ କି ଅପ୍ରତ୍ୟାଶିତ ଭାବରେ ଆସିବ ଓ ଲୋକମାନଙ୍କୁ ଆଶ୍ଚର୍ଯଚକିତ କରିବ I (ଦେଖ: [[rc://or/ta/man/translate/figs-personification]] ଓ [[rc://or/ta/man/translate/figs-simile]])
2PE 3 10 k31z οἱ οὐρανοὶ ... παρελεύσονται 1 The heavens will pass away ଆକାଶମଣ୍ଡଳ ଲୋପ ପାଇବ
2PE 3 10 z32k figs-activepassive στοιχεῖα ... καυσούμενα λυθήσεται 1 The elements will be burned with fire ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୌଳିକ ବସ୍ତୁସବୁକୁ ଅଗ୍ନିରେ ଦଗ୍ଧ କରିବେ” (ଦେଖ: [[rc://or/ta/man/translate/figs-activepassive]])
2PE 3 10 zgd3 στοιχεῖα 1 The elements ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I
2PE 3 10 j1gj figs-activepassive γῆ καὶ τὰ ἐν αὐτῇ ἔργα εὑρεθήσεται 1 the earth and the deeds in it will be revealed ଈଶ୍ବର ସମସ୍ତ ପୃଥିବୀକୁ ଓ ସମସ୍ତେ କରିଥିବା କାର୍ଯ୍ୟକୁ ଦେଖିବେ ଏବଂ ତତ୍ପରେ ସମସ୍ତ ବିଷୟର ବିଚାର କରିବେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୃଥିବୀକୁ ଓ ତହିଁରେ ଲୋକମାନେ କରିଥିବା ସମସ୍ତ ବିଷୟକୁ ପ୍ରକାଶିତ କରିଦେବେ” (ଦେଖ: [[rc://or/ta/man/translate/figs-activepassive]])
2PE 3 11 buq4 0 Connecting Statement: ପ୍ରଭୁଙ୍କ ଦିନର ଅପେକ୍ଷା କରୁଥିବା ସମୟରେ ସେମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପିତର ବିଶ୍ବାସୀମାନଙ୍କୁ କହିବାକୁ ଆରମ୍ଭ କରୁଛନ୍ତି I
2PE 3 11 nq63 figs-activepassive τούτων οὕτως πάντων λυομένων 1 Since all these things will be destroyed in this way ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଏହିପରି ଭାବରେ ଏହି ସମସ୍ତ ବିଷୟକୁ ବିନଷ୍ଟ କରିବେ” (ଦେଖ: [[rc://or/ta/man/translate/figs-activepassive]])
2PE 3 11 t8wx figs-rquestion ποταποὺς δεῖ ὑπάρχειν ὑμᾶς 1 what kind of people should you be? ଏହାପରେ ପିତର ଯାହା କହିବାକୁ ଯାଉଛନ୍ତି, ଅର୍ଥାତ୍ ସେମାନେ “ପବିତ୍ର ଓ ଧାର୍ମିକ ଜୀବନ ଯାପନ କରିବା ଉଚିତ”, ଏହି ବିଷୟକୁ ଗୁରୁତ୍ବ ଦେବାପାଇଁ ପିତର ଏହି ଭାବପ୍ରକାଶକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ତୁମ୍ଭେମାନେ କି ପ୍ରକାର ଲୋକ ହେବା ଉଚିତ I” (ଦେଖ: [[rc://or/ta/man/translate/figs-rquestion]])
2PE 3 12 rq9g figs-activepassive οὐρανοὶ πυρούμενοι, λυθήσονται, καὶ στοιχεῖα καυσούμενα, τήκεται 1 the heavens will be destroyed by fire, and the elements will be melted in great heat ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଅଗ୍ନିରେ ଆକାଶମଣ୍ଡଳକୁ ବିନଷ୍ଟ କରିବେ ଓ ସେ ପ୍ରଚଣ୍ଡ ଉତ୍ତାପରେ ମୌଳିକ ବସ୍ତୁସମୂହକୁ ତରଳାଇଦେବେ” (ଦେଖ: [[rc://or/ta/man/translate/figs-activepassive]])
2PE 3 12 v15i στοιχεῖα 1 the elements ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I ଦେଖ ତୁମେ ଏହାକୁ କିପରି [ ପିତର ୩:୧୦](../03/10.md)ରେ ଅନୁବାଦ କଲ I
2PE 3 13 df3v figs-personification ἐν οἷς δικαιοσύνη κατοικεῖ 1 where righteousness will dwell ପିତର “ଧାର୍ମିକତା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟେ I ଏହା ଧାର୍ମିକ ଲୋକମାନଙ୍କୁ ବୁଝାଉଥିବା ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଧାର୍ମିକ ଲୋକ କେଉଁଠାରେ ବାସ କରିବ” କିମ୍ବା “ଲୋକମାନେ କେଉଁଠାରେ ଧାର୍ମିକ ଭାବରେ ଜୀବନ ଯାପନ କରିବେ” (ଦେଖ: [[rc://or/ta/man/translate/figs-personification]] ଓ [[rc://or/ta/man/translate/figs-metonymy]])
2PE 3 14 fj1l figs-activepassive σπουδάσατε ἄσπιλοι καὶ ἀμώμητοι αὐτῷ εὑρεθῆναι ἐν εἰρήνῃ 1 do your best to be found spotless and blameless before him, in peace ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଥାସାଧ୍ୟ ଏପରି ଜୀବନ ଯାପନ କର, ଯେପରି ଈଶ୍ବର ତୁମ୍ଭମାନଙ୍କୁ ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ତାହାଙ୍କ ସହିତ ଓ ପରସ୍ପର ସହିତ ଶାନ୍ତିରେ ରହିବାର ଦେଖିବେ” (ଦେଖ: [[rc://or/ta/man/translate/figs-activepassive]])
2PE 3 14 s141 figs-doublet ἄσπιλοι καὶ ἀμώμητοι 1 spotless and blameless “ନିଷ୍କଳଙ୍କ” ଓ “ଅନିନ୍ଦନୀୟ” ଶବ୍ଦଗୁଡିକର ଅର୍ଥ ମୌଳିକ ଭାବରେ ସମାନ ଓ ତାହା ନୈତିକ ପବିତ୍ରତାକୁ ଗୁରୁତ୍ବ ଦିଅନ୍ତି I ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଭାବରେ ପବିତ୍ର” (ଦେଖ: [[rc://or/ta/man/translate/figs-doublet]])
2PE 3 14 byr8 figs-metaphor ἄσπιλοι 1 spotless ଏଠାରେ ଏହାର ଅର୍ଥ “ନିର୍ଦ୍ଦୋଷ” (ଦେଖ: [[rc://or/ta/man/translate/figs-metaphor]])
2PE 3 15 g35u figs-explicit τὴν τοῦ Κυρίου ἡμῶν μακροθυμίαν, σωτηρίαν ἡγεῖσθε 1 consider the patience of our Lord to be salvation ଯେହେତୁ ପ୍ରଭୁ ଦୀର୍ଘସହିଷ୍ଣୁ, ବିଚାର ଦିନ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ I ଏହା ଲୋକମାନଙ୍କୁ, ଯେପରି ସେ [ ପିତର ୩:୯](../03/09.md)ରେ ବୁଝାଇଥିଲେ, ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I ବିକଳ୍ପ ଅନୁବାଦ: “ମଧ୍ୟ, ଆମ୍ଭମାନଙ୍କ ପ୍ରଭୁଙ୍କ ଦୀର୍ଘସହିଷ୍ଣୁତା ସମ୍ବନ୍ଧରେ ଚିନ୍ତା କର, ଯାହା ତୁମ୍ଭମାନଙ୍କୁ ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I (ଦେଖ: [[rc://or/ta/man/translate/figs-explicit]])
2PE 3 15 nnd7 figs-activepassive κατὰ τὴν δοθεῖσαν αὐτῷ σοφίαν 1 according to the wisdom that was given to him ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଦେଇଥିବା ଜ୍ଞାନ ଅନୁସାରେ” (ଦେଖ: [[rc://or/ta/man/translate/figs-activepassive]])
2PE 3 16 wil1 ἐν πάσαις ταῖς ἐπιστολαῖς, λαλῶν ... περὶ τούτων 1 Paul speaks of these things in all his letters ପାଉଲ ଆପଣା ସମସ୍ତ ପତ୍ରରେ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ପରିତ୍ରାଣ ଆଡକୁ କଢାଇ ନେଉଥିବା ବିଷୟରେ କହନ୍ତି
2PE 3 16 z4cj ἐν αἷς ἐστιν δυσνόητά τινα 1 in which there are things that are difficult to understand ପାଉଲଙ୍କ ସମସ୍ତ ପତ୍ରରେ କେତେକ ବିଷୟ ଅଛି ଯାହା ବୁଝିବା ନିମନ୍ତେ କଷ୍ଟକର
2PE 3 16 dt6r ἃ οἱ ἀμαθεῖς καὶ ἀστήρικτοι στρεβλοῦσιν 1 Ignorant and unstable men distort these things ଅଶିକ୍ଷିତ ଓ ଚଞ୍ଚଳମତି ଲୋକେ ପାଉଲଙ୍କ ପତ୍ରସବୁରେ ଥିବା କଷ୍ଟକର ବିଷୟଗୁଡିକୁ ଭୁଲ୍ ଭାବରେ ବ୍ୟାଖ୍ୟା କରନ୍ତି
2PE 3 16 giz1 οἱ ἀμαθεῖς καὶ ἀστήρικτοι 1 Ignorant and unstable "ଅଶିକ୍ଷିତ ଓ ଅସ୍ଥିର I ଏହି ଲୋକମାନେ, କିପରି ଶାସ୍ତ୍ରକୁ ଉପଯୁକ୍ତ ଭାବରେ ବ୍ୟାଖ୍ୟା କରାଯିବ, ସେ ବିଷୟରେ ଶିକ୍ଷା ପାଇନାହାନ୍ତି ଓ ସୁସମାଚାରର ସତ୍ୟତାରେ ଦୃଢ଼ଭାବେ ସ୍ଥାପିତ ନୁହନ୍ତି I
2PE 3 16 sh4j πρὸς τὴν ἰδίαν αὐτῶν ἀπώλειαν 1 to their own destruction ଫଳସ୍ବରୂପେ ସେମାନଙ୍କ ନିଜର ବିନାଶ ହୋଇଥାଏ"
2PE 3 17 kn3d 0 Connecting Statement: ପିତର ବିଶ୍ବାସୀମାନଙ୍କୁ ଉପଦେଶ ଦେବା ଶେଷ କରି ଆପଣା ପତ୍ର ସମାପ୍ତ କରନ୍ତି I
2PE 3 17 t1gd ὑμεῖς ... προγινώσκοντες 1 since you know about these things "‘ଏହିସବୁ’ ବିଷୟ ଈଶ୍ବରଙ୍କ ଦୀର୍ଘସହିଷ୍ଣୁତା ବିଷୟକ ସତ୍ୟତା ଓ ଏହି ସମସ୍ତ ଭଣ୍ଡ ଶିକ୍ଷକମାନଙ୍କ ଶିକ୍ଷାକୁ ବୁଝାଏ I
2PE 3 17 z54q φυλάσσεσθε 1 guard yourselves ଆପଣା ଆପଣାକୁ ସୁରକ୍ଷା କର"
2PE 3 17 h2ik figs-metaphor ἵνα μὴ τῇ τῶν ἀθέσμων πλάνῃ συναπαχθέντες 1 so that you are not led astray by the deceit of lawless people ଏଠାରେ “ସ୍ଖଳିତ ହେବା” ଗୋଟିଏ ରୂପକ, ଯାହାର ଅର୍ଥ କିଛି ଭ୍ରାନ୍ତ ବିଷୟ କରିବାକୁ ପ୍ରବଞ୍ଚିତ ହେବା I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଦୁରାଚାରୀମାନେ ତୁମ୍ଭମାନଙ୍କୁ ପ୍ରବଞ୍ଚନା କରିବେ ନାହିଁ ଓ ଭ୍ରାନ୍ତ ବିଷୟ କିଛି କରିବାକୁ ଭୁଲାଇବେ ନାହିଁ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-activepassive]])
2PE 3 17 w3sp figs-metaphor ἐκπέσητε τοῦ ἰδίου στηριγμοῦ 1 you lose your own faithfulness ବିଶ୍ବସ୍ତତା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏକ ଅଧିକାର, ଯାହା ବିଶ୍ବାସୀମାନେ ହରାଇପାରନ୍ତି I ବିକଳ୍ପ ଅନୁବାଦ: “ବିଶ୍ବସ୍ତ ହେବାକୁ ତୁମ୍ଭେମାନେ ତ୍ୟାଗ କରୁଅଛ” (ଦେଖ: [[rc://or/ta/man/translate/figs-metaphor]])
2PE 3 18 lk3c figs-metaphor αὐξάνετε ... ἐν χάριτι, καὶ γνώσει τοῦ Κυρίου ἡμῶν καὶ Σωτῆρος, Ἰησοῦ Χριστοῦ 1 grow in the grace and knowledge of our Lord and Savior Jesus Christ ଏଠାରେ ପ୍ରଭୁଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଇବାର ଅର୍ଥ ହେଉଛି, ତାହାଙ୍କ ଅନୁଗ୍ରହ ଅଧିକ ଅନୁଭବ କରିବା ଓ ତାହାଙ୍କୁ ଅଧିକ ଜାଣିବା I ଗୁଣବାଚକ ବିଶେଷ୍ୟ “ଅନୁଗ୍ରହ”କୁ “ଦୟା ସହକାରେ କାର୍ଯ୍ୟ କର” ବୋଲି ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହକୁ ଅଧିକ ଗ୍ରହଣ କର ଏବଂ ତାହାଙ୍କୁ ଅଧିକ ଜାଣ” କିମ୍ବା “ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ କିପରି ଦୟା ସହକାରେ କାର୍ଯ୍ୟ କରନ୍ତି, ସେ ବିଷୟରେ ଅଧିକ ସଚେତନ ହୁଅ ଓ ତାହାଙ୍କୁ ଅଧିକ ଉତ୍ତମରୂପେ ଜାଣ” (ଦେଖ: [[rc://or/ta/man/translate/figs-metaphor]] ଓ [[rc://or/ta/man/translate/figs-abstractnouns]])