Merge pull request 'Gayatri-Digal-tc-create-1' (#10) from Gayatri-Digal-tc-create-1 into master

Reviewed-on: https://git.door43.org/translationCore-Create-BCS/or_tA/pulls/10
This commit is contained in:
Amos Khokhar 2023-03-29 12:00:43 +00:00
commit a2490c995c
3 changed files with 38 additions and 45 deletions

View File

@ -1,63 +1,58 @@
### ବର୍ଣ୍ଣନା
ବେଳେବେଳେ ବାଇବଲ ସେହି ବିଷୟ ଗୁଡିକୁ ସମ୍ମିଳିତ କରେ ଯାହା ଆପଣଙ୍କ ସଂସ୍କୃତିର ଅଂଶ ନୁହେଁ ଏବଂ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ଏକ ଶବ୍ଦ ମଧ୍ୟ ଥାଇ ନ ପାରେ । ସ୍ଥାନ ଗୁଡିକୁ ଏବଂ ଲୋକମାନଙ୍କୁ ମଧ୍ୟ ଏହା ସମ୍ମିଳିତ କରେ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ନାମ ଥାଇ ନ ପାରେ
ବେଳେବେଳେ ବାଇବଲରେ ଏପରି ବିଷୟ ଅନ୍ତର୍ଭୁକ୍ତ ଥିବା ଦେଖିବାକୁ ମିଳେ ଯାହାକି ଆପଣଙ୍କ ସଂସ୍କୃତିର ଅଂଶ ନୁହେଁ ଏବଂ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ଶବ୍ଦ ନ ଥାଇପାରେ । ବାଇବଲରେ ଲୋକେ ଏବଂ ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ପାଇଁ ଆପଣଙ୍କର ଭାଷାରେ ନାମ ନ ଥାଇପାରେ
ଯେତେବେଳେ ଏମିତି ହୁଏ ଆପଣ ବାଇବଲରୁ ଆପଣଙ୍କ ଭାଷାକୁ ଏହି ଶବ୍ଦ “ଉଧାର” ନେଇ ପାରିବେ । ଯାହାର ଅର୍ଥ ଆପଣ ମୌଳିକ ଭାବରେ ଏହା ଅନ୍ୟ ଭାଷାରୁ ନକଲ କରନ୍ତି । କିପରି ଶବ୍ଦକୁ “ଉଧାର” ନେବେ ଏହି ପୃଷ୍ଠା କୁହେ ।
ଯେତେବେଳେ ଏହା ଆପଣଙ୍କ ଭାଷାରେ ଶବ୍ଦ ଉପଲବ୍ଧ ନ ଥାଏ ଆପଣ ଏକ ପରିଚିତ ଭାଷାର ବାଇବଲରୁ ଶବ୍ଦକୁ “ଗ୍ରହଣ” କରିପାରିବେ ଏବଂ ଏହାକୁ ନିଜ ଭାଷାରେ ଆପଣଙ୍କ ଅନୁବାଦରେ ବ୍ୟବହାର କରିପାରିବେ । ଏହାର ଅର୍ଥ ଆପଣ ମୂଳତଃ ଏହାକୁ ଅନ୍ୟ ଭାଷାରୁ ନକଲ କରନ୍ତି । ଶବ୍ଦଗୁଡ଼ିକୁ “ଗ୍ରହଣ” କରିବାକୁ ଏହି ପୃଷ୍ଠା ଅଧିକ ବିବରଣ ପ୍ରଦାନ କରେ । (ଆପଣଙ୍କ ଭାଷାରେ ନଥିବା ବିଷୟଗୁଡ଼ିକ ପାଇଁ ଶବ୍ଦ ଅନୁବାଦ କରିବାର ଅନ୍ୟ ଉପାୟ ମଧ୍ୟ ଅଛି । ଦେଖନ୍ତୁ [ଅଜ୍ଞାତ ବିଷୟଗୁଡ଼ିକୁ ଅନୁବାଦ କରିବା](../translate-unknown/01.md).)
(ଆପଣଙ୍କ ଭାଷାରେ ନ ଥିବା ବିଷୟକୁ ଅନୁବାଦ କରିବା ନିମନ୍ତେ ଅନେକ ମାଧ୍ୟମ ଗୁଡିକ ମଧ୍ୟ ଅଛି । ଦେଖନ୍ତୁ [ଅଜ୍ଞାତ ଅନୁବାଦ](../translate-unknown/01.md)।)
### ବାଇବଲରୁ ଉଦାହରଣଗୁଡ଼ିକ
> ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ।, କେବଳ (ମାଥିଉ ୨୧:୧୯ଖ ULT)
ଯଦି ଆପଣଙ୍କ ଭାଷାରେ କୌଣସି ଡିମ୍ବିରି ଗଛ ନାହିଁ, ଆପଣଙ୍କ ଭାଷାରେ ଏହି ପ୍ରକାରର ଗଛ ପାଇଁ ନାମ ନ ଥାଇପାରେ ।
> ତାହାଙ୍କ ନିକଟରେ **ସରାଫଗଣ** ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ। (ଯିଶାଇୟ ୬: ULT)
ଏହି ପ୍ରକାର ଜୀବ ପାଇଁ ଆପଣଙ୍କ ଭାଷାର ନାମ ନ ଥାଇପାରେ ।
> **ମଲାଖିଙ୍କ** ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ଯିହୋବାଙ୍କ ବାକ୍ୟ ଘୋଷଣା। (Malachi 1:1 ULT)
### ବାଇବଲରୁ ଉଦାହରଣ ଗୁଡିକ
ମଲାଖି ଏପରି ଏକ ନାମ ହୋଇନପାରେ ଯାହା ଆପଣଙ୍କ ଭାଷା କହୁଥିବା ଲୋକମାନେ ବ୍ୟବହାର କରନ୍ତି ।
> ସେ ଦେଖିଲେ<u> ଡିମ୍ବିରି </u> ଗଛ ବାଟ ପାଖରେ (ମାଥିଉ 21:19 ULT)
### ଅନୁବାଦ କୌଶଳଗୁଡ଼ିକ
ଯଦି ଆପଣ କହୁଥିବା ଭାଷାରେ ଡିମ୍ବିରି ଗଛ ଗୁଡିକ ନାହିଁ, ତେବେ ଆପଣଙ୍କ ଭାଷାରେ ଏହିପରି ଗଛ ନିମନ୍ତେ ଶବ୍ଦ ଥାଇ ନ ପାରେ ।
ଅନ୍ୟ ଭାଷାରୁ ଶବ୍ଦକୁ ଗ୍ରହଣ କରିବା ବେଳେ ଅନେକ ବିଷୟ ବିଷୟରେ ସଚେତନ ହେବା ଆବଶ୍ୟକ
>ତାହାଙ୍କ ଉପରେ <u>ସରାଫଗଣ</u>ଥିଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କରି ଥିଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କରି ଥିଲେ ଓ ଦୁଇ ପକ୍ଷରେ ଉଡ଼ୁଥିଲେ। (ଯିଶାଇୟ 6:2 ULT)
* ବିଭିନ୍ନ ଭାଷା ବିଭିନ୍ନ ଲିପି ବ୍ୟବହାର କରେ ଯେପରିକି ହିବ୍ରୁ, ଗ୍ରୀକ୍, ଲାଟିନ୍, ସିରିଲିକ୍, ଦେବନାଗରୀ ଏବଂ କୋରିଆ ଲିପି । ଏହି ଲିପିଗୁଡ଼ିକ ସେମାନଙ୍କର ବର୍ଣ୍ଣମାଳାରେ ଅକ୍ଷରଗୁଡ଼ିକୁ ଉପସ୍ଥାପନ କରିବାକୁ ବିଭିନ୍ନ ଆକୃତି ବ୍ୟବହାର କରେ ।
ଏହି ପ୍ରକାରର ଜୀବ ନିମନ୍ତେ ହୁଏତ ଆପଣଙ୍କ ଭାଷାରେ ଏକ ନାମ ନ ଥିବ
* ସମାନ ଲିପି ବ୍ୟବହାର କରୁଥିବା ଭାଷାଗୁଡ଼ିକ ସେହି ଲିପିରେ ଥିବା ଅକ୍ଷରଗୁଡ଼ିକୁ ଭିନ୍ନ ଭାବରେ ଉଚ୍ଚାରଣ କରିପାରେ । ଉଦାହରଣ ସ୍ୱରୂପ, ଜର୍ମାନ ଭାଷା କହିବା ସମୟରେ ଲୋକମାନେ “j” ଅକ୍ଷରକୁ ଉଚ୍ଚାରଣ କରନ୍ତି ଯେପରି ଲୋକମାନେ ଇଂରାଜୀ କହିବା ସମୟରେ “y” ଅକ୍ଷର ଉଚ୍ଚାରଣ କରନ୍ତି
> <u> ମଲାଖିଙ୍କ </u> ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଘୋଷଣା। (ମଲାଖି 1:1 ULT)
* ସମସ୍ତ ଭାଷାଗୁଡ଼ିକର ସମାନ ଧ୍ୱନି କିମ୍ବା ଧ୍ୱନିର ମିଶ୍ରଣ ନ ଥାଏ । ଉଦାହରଣ ସ୍ୱରୂପ, ଅନେକ ଭାଷାରେ ଇଂରାଜୀ ଶବ୍ଦ “think” ରେ ନରମ “th” ଧ୍ୱନି ନାହିଁ, ଏବଂ କିଛି ଭାଷା “st” ପରି “stop” ଶବ୍ଦର ମିଶ୍ରଣ ସହିତ ଏକ ଶବ୍ଦ ଆରମ୍ଭ କରିପାରିବ ନାହିଁ ।
ମଲାଖି ଆପଣଙ୍କ ଭାଷା କହୁଥିବା ଲୋକଙ୍କ ନିମନ୍ତେ ଏକ ନାମ ହେଇ ନ ପାରେ ।
ଗୋଟିଏ ଶବ୍ଦକୁ ଗ୍ରହଣ କରିବାର ଅନେକ ଉପାୟ ଅଛି ।
(1) ଯଦି ଆପଣ ଅନୁବାଦ କରୁଥିବା ଭାଷା ଏକ ଭିନ୍ନ ଲିପି ବ୍ୟବହାର କରେ, ଆପଣ କେବଳ ପ୍ରତ୍ୟେକ ଅକ୍ଷରର ଆକାରକୁ ଆପଣଙ୍କର ଭାଷାର ଲିପିର ଅନୁରୂପ ଅକ୍ଷର ଆକୃତି ସହ ବଦଳାଇ ପାରିବ ।
(2) ଅନ୍ୟ ଭାଷା ଏହାକୁ ଯେପରି ବନାନ କରେ ଆପଣ ସେହିପରି ଶବ୍ଦକୁ ବନାନ କରିପାରିବେ ଯେପରି ଆପଣଙ୍କର ଭାଷା ସାଧାରଣ ଭାବରେ ସେହି ଅକ୍ଷରଗୁଡ଼ିକୁ ଉଚ୍ଚାରଣ କରିପାରିବ ।
(3) ଆପଣ ଅନ୍ୟ ଭାଷା ଭଳି ଶବ୍ଦକୁ ସମାନ ଭାବରେ ଉଚ୍ଚାରଣ କରିପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହ ବନାନକୁ ସଜାଡି ପାରିବେ ।
### ଅନୁବାଦର କୌଶଳ ଗୁଡିକ
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳଗୁଡ଼ିକର ଉଦାହରଣଗୁଡ଼ିକ
(1) ଯଦି ଆପଣ ଅନୁବାଦ କରୁଥିବା ଭାଷା ଏକ ଭିନ୍ନ ଲିପି ବ୍ୟବହାର କରେ, ଆପଣ କେବଳ ପ୍ରତ୍ୟେକ ଅକ୍ଷରର ଆକାରକୁ ଆପଣଙ୍କର ଭାଷାର ଲିପିର ଅନୁରୂପ ଅକ୍ଷର ଆକୃତି ସହ ବଦଳାଇ ପାରିବ ।
ଅନ୍ୟ ଭାଷାରୁ ଶବ୍ଦ ଗୁଡିକୁ ଉଧାର କଲା ବେଳେ ଅନେକ ବିଷୟକୁ ଧ୍ୟାନରେ ରଖିବା ଆବଶ୍ୟକତା ଅଟେ ।
> צְפַנְיָ֤ה — ହିବ୍ରୁ ଅକ୍ଷରରେ ଜଣେ ବ୍ୟକ୍ତିଙ୍କ ନାମ ଅଟେ ।
>> “Zephaniah” — ରୋମାନ୍ ଅକ୍ଷରରେ ସମାନ ନାମ ଅଟେ ।
* ଭିନ୍ନ ଭିନ୍ନ ଭାଷା ଗୁଡିକ ଭିନ୍ନ ଭିନ୍ନ ଲିପି ବ୍ୟବହାର କରନ୍ତି, ଯେପରି ଏବ୍ରୀ, ଗ୍ରୀକ୍, ଲାଟିନ୍, ସିରିଲିକ୍, ଦେବନାଗରୀ, ଏବଂ କରିୟାନ୍ ଲିପି ଗୁଡିକ । ଆପଣା ଆପଣା ବର୍ଣ୍ଣମାଳାରେ ଅକ୍ଷର ଗୁଡିକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଲିପି ଗୁଡିକ ଭିନ୍ନ ଭିନ୍ନ ଆକୃତି ଗୁଡିକୁ ବ୍ୟବହାର କରନ୍ତି ।
* ଯେଉଁ ଭାଷା ସମାନ ଲିପିକୁ ବ୍ୟବହାର କରେ ହୁଏତ ଅକ୍ଷରକୁ ସେହି ଲିପିରେ ଭିନ୍ନ ଭାବରେ ଉଚ୍ଚାରଣ କରେ । ଉଦାହରଣ ନିମନ୍ତେ, ଯେତେବେଲ୍ଲେ ଲୋକେ ଜେର୍ମୋନ୍ କୁହନ୍ତି, ଅକ୍ଷର “J”କୁ ଲୋକେ ସେହିପରି ଉଚ୍ଚାରଣ କରନ୍ତି ଯେପରି ଇଂରେଜ କହିବା ସମୟରେ ଲୋକେ “Y” ଉଚ୍ଚାରଣ କରନ୍ତି ।
* ସମସ୍ତ ଭାଷା ଗୁଡିକରେ ସମାନ ଧ୍ୱନି କିମ୍ବା ଧ୍ୱନିର ସଂଗତ ନ ଥାଏ । ଉଦାହରଣ ନିମନ୍ତେ, ଅନେକ ଭାଷାରେ କୋମଳ “th” ଇଂରେଜ ଶବ୍ଦ “think” ଧ୍ୱନି ନ ଥାଏ, ଏବଂ କିଛି ଭାଷା ଧ୍ୱନିର ସଂଗତ ଯେପରି “st”, “stop” ଭାବରେ ଏକ ଶବ୍ଦକୁ ଆରମ୍ଭ କରି ପାରେ ନାହିଁ । ଏକ ଶବ୍ଦକୁ ଉଧାର କରିବା ନିମନ୍ତେ ଅନେକ ମାଧ୍ୟମ ଗୁଡିକ ଅଛି
1. ଯେଉଁ ଭାଷାରୁ ଆପଣ ଅନୁବାଦ କରୁଛନ୍ତି ତା’ ଠାରୁ ଯଦି ଆପଣଙ୍କ ଭାଷା ଭିନ୍ନ ଲିପିକୁ ବ୍ୟବହାର କରେ ତେବେ ଆପଣ ଆପଣଙ୍କ ଭାଷାର ଲିପିରେ ସମତୁଲ୍ୟ ଅକ୍ଷର ସହିତ ପ୍ରତ୍ୟେକ ଅକ୍ଷରକୁ ସ୍ଥାନାପନ୍ନ କରି ପାରିବେ ।
1. ଅନ୍ୟ ଭାଷା ଯେପରି ଶବ୍ଦକୁ ଉଚ୍ଚାରଣ କରେ ସେହିପରି ଆପଣ କରି ପାରିବେ ଏବଂ ସେହି ଅକ୍ଷର ଗୁଡିକୁ ଆପଣଙ୍କ ଭାଷା ସାଧାରଣତଃ ଯେପରି ଉଚ୍ଚାରଣ କରେ ସେହିପରି ଉଚ୍ଚାରଣ କରି ପାରିବେ ।
1. ଅନ୍ୟ ଭାଷା ଯେପରି ଏକ ଶବ୍ଦକୁ ଉଚ୍ଚାରଣ କରେ ଆପଣା ମଧ୍ୟ ସେହିପରି ଉଚ୍ଚାରଣ କରି ପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହିତ ଉଚ୍ଚାରଣକୁ ଅନୁକୂଳ କରି ପାରିବେ ।
(2) ଅନ୍ୟ ଭାଷା ଏହାକୁ ଯେପରି ବନାନ କରେ ଆପଣ ସେହିପରି ଶବ୍ଦକୁ ବନାନ କରିପାରିବେ ଯେପରି ଆପଣଙ୍କର ଭାଷା ସାଧାରଣ ଭାବରେ ସେହି ଅକ୍ଷରଗୁଡ଼ିକୁ ଉଚ୍ଚାରଣ କରିପାରିବ ।
### ଅନୁବାଦ କୌଶଳ ପ୍ରୟୋଗର ଉଦାହରଣ ଗୁଡିକ
> Zephaniah — ଏହା ଏକ ପୁରୁଷର ନାମ ଅଟେ ।
>> “Zephaniah” — ଏହାକୁ ଇଂରାଜୀରେ ଏହିପରି ବନାନ ହୋଇଅଛି, କିନ୍ତୁ ଆପଣ ଏହାକୁ ନିଜ ଭାଷାର ନିୟମ ଅନୁଯାୟୀ ଉଚ୍ଚାରଣ କରିପାରିବେ ।
1. ଯେଉଁ ଭାଷାରୁ ଆପଣ ଅନୁବାଦ କରୁଛନ୍ତି ତା’ ଠାରୁ ଯଦି ଆପଣଙ୍କ ଭାଷା ଭିନ୍ନ ଲିପିକୁ ବ୍ୟବହାର କରେ ତେବେ ଆପଣ ଆପଣଙ୍କ ଭାଷାର ଲିପିରେ ସମତୁଲ୍ୟ ଅକ୍ଷର ସହିତ ପ୍ରତ୍ୟେକ ଅକ୍ଷରକୁ ସ୍ଥାନାପନ୍ନ କରି ପାରିବେ ।
(3) ଆପଣ ଅନ୍ୟ ଭାଷା ଭଳି ଶବ୍ଦକୁ ସମାନ ଭାବରେ ଉଚ୍ଚାରଣ କରିପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହ ବନାନକୁ ସଜାଡି ପାରିବେ ।
* **צְפַנְיָ֤ה** - ଏବ୍ରୀ ଅକ୍ଷରରେ ଏକ ବ୍ୟକ୍ତିଙ୍କର ନାମ
> Zephaniah — ଯଦି ଆପଣଙ୍କର ଭାଷାରେ “z” ନାହିଁ, ତେବେ ଆପଣ “s” ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷା “ph” ବ୍ୟବହାର କରେ ନାହିଁ ତେବେ ଆପଣ “f” ବ୍ୟବହାର କରିପାରିବେ । ଆପଣ କିପରି “i” ଉଚ୍ଚାରଣ କରନ୍ତି ତାହା ଉପରେ ନିର୍ଭର କରି ଆପଣ ଏହାକୁ “i” କିମ୍ବା “ai” କିମ୍ବା “ay” ବନାନ କରିପାରିବେ ।
* "ଜେଫାନିୟା" ଏହି ନାମ ରୋମାନ୍ ଅକ୍ଷରରେ ।
1. ଅନ୍ୟ ଭାଷା ଯେପରି ଶବ୍ଦକୁ ଉଚ୍ଚାରଣ କରେ ସେହିପରି ଆପଣ କରି ପାରିବେ ଏବଂ ସେହି ଅକ୍ଷର ଗୁଡିକୁ ଆପଣଙ୍କ ଭାଷା ସାଧାରଣତଃ ଯେପରି ଉଚ୍ଚାରଣ କରେ ସେହିପରି ଉଚ୍ଚାରଣ କରି ପାରିବେ ।
* **ଜେଫାନିୟା** - ଏକ ବ୍ୟକ୍ତିଙ୍କର ନାମ ।
* " ଜେଫାନିୟା" ଏହି ନାମ ଯେପରି ଇଂରେଜରେ ଉଚ୍ଚାରଣ ହୁଏ, କିନ୍ତୁ ଆପଣ ଏହାକୁ ଆପଣଙ୍କ ଭାଷାର ନିୟମ ଅନୁସାରେ ଉଚ୍ଚାରଣ କରି ପାରିବେ ।
1. ଅନ୍ୟ ଭାଷା ଯେପରି ଏକ ଶବ୍ଦକୁ ଉଚ୍ଚାରଣ କରେ ଆପଣା ମଧ୍ୟ ସେହିପରି ଉଚ୍ଚାରଣ କରି ପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହିତ ଉଚ୍ଚାରଣକୁ ଅନୁକୂଳ କରି ପାରିବେ ।
* **ଜେଫାନିୟା** - ଯଦି ଆପଣଙ୍କ ଭାଷାରେ “z” ନ ଥାଏ ତେବେ ଆପଣ “s” ବ୍ୟବହାର କରି ପାରିବେ । ଯଦି ଆପଣଙ୍କ ଲେଖିବା ପ୍ରଣାଳୀ “ph” ବ୍ୟବହାର କରେ ନାହିଁ ତେବେ ଆପଣ “f” ବ୍ୟବହାର କରି ପାରିବେ । “i” କୁ ଆପଣ କିପରି ଉଚ୍ଚାରଣ କରନ୍ତି ତାହା ଉପରେ ନିର୍ଭର କରେ, ଆପଣ ଏହାକୁ “i” କିମ୍ବା “ai” କିମ୍ବା “ay” ଉଚ୍ଚାରଣ କରି ପାରିବେ ।
* "Sefania" ସେଫାନିଆ
* "Sefanaia" ସେଫାନଆ
* "Sefanaya" ସେଫାନୟା
>> “Sefania”
>> “Sefanaia”
>> “Sefanaya

View File

@ -1,2 +1 @@
ଅନ୍ୟ ଭାଷାରୁ ଶବ୍ଦ ଆଣି ବ୍ୟବହାର କରିବାର ଅର୍ଥ କ’ଣ ଏବଂ ମୁଁ କିପରି ଏହା କରିପାରିବି ?
ଅନ୍ୟ ଭାଷାରୁ ଶବ୍ଦ ଗ୍ରହଣ କରିବାର ଅର୍ଥ କ’ଣ ଅଟେ ଏବଂ ମୁଁ ଏହା କିପରି କରିପାରିବି?

View File

@ -1,2 +1 @@
ଶବ୍ଦର ନକଲ କିମ୍ବା ଧାର
ଶବ୍ଦଗୁଡ଼ିକ ନକଲ କିମ୍ବା ଧାର କରିବା