From fdfd5fcecf9c1e48312c41a8906f172925fe6f4b Mon Sep 17 00:00:00 2001 From: Gayatri-Digal Date: Wed, 11 Jan 2023 17:07:42 +0000 Subject: [PATCH 1/4] Edit 'translate/translate-transliterate/01.md' using 'tc-create-app' --- translate/translate-transliterate/01.md | 90 ++++++++++++------------- 1 file changed, 42 insertions(+), 48 deletions(-) diff --git a/translate/translate-transliterate/01.md b/translate/translate-transliterate/01.md index 8a7c6eb..b9683b8 100644 --- a/translate/translate-transliterate/01.md +++ b/translate/translate-transliterate/01.md @@ -1,63 +1,57 @@ - ### ବର୍ଣ୍ଣନା -ବେଳେବେଳେ ବାଇବଲ ସେହି ବିଷୟ ଗୁଡିକୁ ସମ୍ମିଳିତ କରେ ଯାହା ଆପଣଙ୍କ ସଂସ୍କୃତିର ଅଂଶ ନୁହେଁ ଏବଂ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ଏକ ଶବ୍ଦ ମଧ୍ୟ ଥାଇ ନ ପାରେ । ସ୍ଥାନ ଗୁଡିକୁ ଏବଂ ଲୋକମାନଙ୍କୁ ମଧ୍ୟ ଏହା ସମ୍ମିଳିତ କରେ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ନାମ ଥାଇ ନ ପାରେ । +ବେଳେବେଳେ ବାଇବଲରେ ଏପରି ବିଷୟ ଅନ୍ତର୍ଭୁକ୍ତ ଥିବା ଦେଖିବାକୁ ମିଳେ ଯାହାକି ଆପଣଙ୍କ ସଂସ୍କୃତିର ଅଂଶ ନୁହେଁ ଏବଂ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ଶବ୍ଦ ନ ଥାଇପାରେ । ବାଇବଲରେ ଲୋକେ ଏବଂ ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ପାଇଁ ଆପଣଙ୍କର ଭାଷାରେ ନାମ ନ ଥାଇପାରେ । -ଯେତେବେଳେ ଏମିତି ହୁଏ ଆପଣ ବାଇବଲରୁ ଆପଣଙ୍କ ଭାଷାକୁ ଏହି ଶବ୍ଦ “ଉଧାର” ନେଇ ପାରିବେ । ଯାହାର ଅର୍ଥ ଆପଣ ମୌଳିକ ଭାବରେ ଏହା ଅନ୍ୟ ଭାଷାରୁ ନକଲ କରନ୍ତି । କିପରି ଶବ୍ଦକୁ “ଉଧାର” ନେବେ ଏହି ପୃଷ୍ଠା କୁହେ । +ଯେତେବେଳେ ଏହା ଆପଣଙ୍କ ଭାଷାରେ ଶବ୍ଦ ଉପଲବ୍ଧ ନ ଥାଏ ଆପଣ ଏକ ପରିଚିତ ଭାଷାର ବାଇବଲରୁ ଶବ୍ଦକୁ “ଗ୍ରହଣ” କରିପାରିବେ ଏବଂ ଏହାକୁ ନିଜ ଭାଷାରେ ଆପଣଙ୍କ ଅନୁବାଦରେ ବ୍ୟବହାର କରିପାରିବେ । ଏହାର ଅର୍ଥ ଆପଣ ମୂଳତଃ ଏହାକୁ ଅନ୍ୟ ଭାଷାରୁ ନକଲ କରନ୍ତି । ଶବ୍ଦଗୁଡ଼ିକୁ “ଗ୍ରହଣ” କରିବାକୁ ଏହି ପୃଷ୍ଠା ଅଧିକ ବିବରଣ ପ୍ରଦାନ କରେ । (ଆପଣଙ୍କ ଭାଷାରେ ନଥିବା ବିଷୟଗୁଡ଼ିକ ପାଇଁ ଶବ୍ଦ ଅନୁବାଦ କରିବାର ଅନ୍ୟ ଉପାୟ ମଧ୍ୟ ଅଛି । ଦେଖନ୍ତୁ [ଅଜ୍ଞାତ ବିଷୟଗୁଡ଼ିକୁ ଅନୁବାଦ କରିବା](../translate-unknown/01.md).) -(ଆପଣଙ୍କ ଭାଷାରେ ନ ଥିବା ବିଷୟକୁ ଅନୁବାଦ କରିବା ନିମନ୍ତେ ଅନେକ ମାଧ୍ୟମ ଗୁଡିକ ମଧ୍ୟ ଅଛି । ଦେଖନ୍ତୁ [ଅଜ୍ଞାତ ଅନୁବାଦ](../translate-unknown/01.md)।) +### ବାଇବଲରୁ ଉଦାହରଣଗୁଡ଼ିକ + +> ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ।, କେବଳ (ମାଥିଉ ୨୧:୧୯ଖ ULT) + +ଯଦି ଆପଣଙ୍କ ଭାଷାରେ କୌଣସି ଡିମ୍ବିରି ଗଛ ନାହିଁ, ଆପଣଙ୍କ ଭାଷାରେ ଏହି ପ୍ରକାରର ଗଛ ପାଇଁ ନାମ ନ ଥାଇପାରେ । + +> ତାହାଙ୍କ ନିକଟରେ **ସରାଫଗଣ** ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ। (ଯିଶାଇୟ ୬:୨ ULT) + +ଏହି ପ୍ରକାର ଜୀବ ପାଇଁ ଆପଣଙ୍କ ଭାଷାର ନାମ ନ ଥାଇପାରେ । + +> **ମଲାଖିଙ୍କ** ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ଯିହୋବାଙ୍କ ବାକ୍ୟ ଘୋଷଣା। (Malachi 1:1 ULT) +ମଲାଖି ଏପରି ଏକ ନାମ ହୋଇନପାରେ ଯାହା ଆପଣଙ୍କ ଭାଷା କହୁଥିବା ଲୋକମାନେ ବ୍ୟବହାର କରନ୍ତି । + +### ଅନୁବାଦ କୌଶଳଗୁଡ଼ିକ + +ଅନ୍ୟ ଭାଷାରୁ ଶବ୍ଦକୁ ଗ୍ରହଣ କରିବା ବେଳେ ଅନେକ ବିଷୟ ବିଷୟରେ ସଚେତନ ହେବା ଆବଶ୍ୟକ । + +* ବିଭିନ୍ନ ଭାଷା ବିଭିନ୍ନ ଲିପି ବ୍ୟବହାର କରେ ଯେପରିକି ହିବ୍ରୁ, ଗ୍ରୀକ୍, ଲାଟିନ୍, ସିରିଲିକ୍, ଦେବନାଗରୀ ଏବଂ କୋରିଆ ଲିପି । ଏହି ଲିପିଗୁଡ଼ିକ ସେମାନଙ୍କର ବର୍ଣ୍ଣମାଳାରେ ଅକ୍ଷରଗୁଡ଼ିକୁ ଉପସ୍ଥାପନ କରିବାକୁ ବିଭିନ୍ନ ଆକୃତି ବ୍ୟବହାର କରେ । + +* ସମାନ ଲିପି ବ୍ୟବହାର କରୁଥିବା ଭାଷାଗୁଡ଼ିକ ସେହି ଲିପିରେ ଥିବା ଅକ୍ଷରଗୁଡ଼ିକୁ ଭିନ୍ନ ଭାବରେ ଉଚ୍ଚାରଣ କରିପାରେ । ଉଦାହରଣ ସ୍ୱରୂପ, ଜର୍ମାନ ଭାଷା କହିବା ସମୟରେ ଲୋକମାନେ “j” ଅକ୍ଷରକୁ ଉଚ୍ଚାରଣ କରନ୍ତି ଯେପରି ଲୋକମାନେ ଇଂରାଜୀ କହିବା ସମୟରେ “y” ଅକ୍ଷର ଉଚ୍ଚାରଣ କରନ୍ତି । + +* ସମସ୍ତ ଭାଷାଗୁଡ଼ିକର ସମାନ ଧ୍ୱନି କିମ୍ବା ଧ୍ୱନିର ମିଶ୍ରଣ ନ ଥାଏ । ଉଦାହରଣ ସ୍ୱରୂପ, ଅନେକ ଭାଷାରେ ଇଂରାଜୀ ଶବ୍ଦ “think” ରେ ନରମ “th” ଧ୍ୱନି ନାହିଁ, ଏବଂ କିଛି ଭାଷା “st” ପରି “stop” ଶବ୍ଦର ମିଶ୍ରଣ ସହିତ ଏକ ଶବ୍ଦ ଆରମ୍ଭ କରିପାରିବ ନାହିଁ । + +ଗୋଟିଏ ଶବ୍ଦକୁ ଗ୍ରହଣ କରିବାର ଅନେକ ଉପାୟ ଅଛି । + +(1) ଯଦି ଆପଣ ଅନୁବାଦ କରୁଥିବା ଭାଷା ଏକ ଭିନ୍ନ ଲିପି ବ୍ୟବହାର କରେ, ଆପଣ କେବଳ ପ୍ରତ୍ୟେକ ଅକ୍ଷରର ଆକାରକୁ ଆପଣଙ୍କର ଭାଷାର ଲିପିର ଅନୁରୂପ ଅକ୍ଷର ଆକୃତି ସହ ବଦଳାଇ ପାରିବ । +(2) ଅନ୍ୟ ଭାଷା ଏହାକୁ ଯେପରି ବନାନ କରେ ଆପଣ ସେହିପରି ଶବ୍ଦକୁ ବନାନ କରିପାରିବେ ଯେପରି ଆପଣଙ୍କର ଭାଷା ସାଧାରଣ ଭାବରେ ସେହି ଅକ୍ଷରଗୁଡ଼ିକୁ ଉଚ୍ଚାରଣ କରିପାରିବ । +(3) ଆପଣ ଅନ୍ୟ ଭାଷା ଭଳି ଶବ୍ଦକୁ ସମାନ ଭାବରେ ଉଚ୍ଚାରଣ କରିପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହ ବନାନକୁ ସଜାଡି ପାରିବେ । -### ବାଇବଲରୁ ଉଦାହରଣ ଗୁଡିକ +### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳଗୁଡ଼ିକର ଉଦାହରଣଗୁଡ଼ିକ +(1) ଯଦି ଆପଣ ଅନୁବାଦ କରୁଥିବା ଭାଷା ଏକ ଭିନ୍ନ ଲିପି ବ୍ୟବହାର କରେ, ଆପଣ କେବଳ ପ୍ରତ୍ୟେକ ଅକ୍ଷରର ଆକାରକୁ ଆପଣଙ୍କର ଭାଷାର ଲିପିର ଅନୁରୂପ ଅକ୍ଷର ଆକୃତି ସହ ବଦଳାଇ ପାରିବ । -> ସେ ଦେଖିଲେ ଡିମ୍ବିରି ଗଛ ବାଟ ପାଖରେ (ମାଥିଉ 21:19 ULT) +> צְפַנְיָ֤ה — ହିବ୍ରୁ ଅକ୍ଷରରେ ଜଣେ ବ୍ୟକ୍ତିଙ୍କ ନାମ ଅଟେ । +>> “Zephaniah” — ରୋମାନ୍ ଅକ୍ଷରରେ ସମାନ ନାମ ଅଟେ । -ଯଦି ଆପଣ କହୁଥିବା ଭାଷାରେ ଡିମ୍ବିରି ଗଛ ଗୁଡିକ ନାହିଁ, ତେବେ ଆପଣଙ୍କ ଭାଷାରେ ଏହିପରି ଗଛ ନିମନ୍ତେ ଶବ୍ଦ ଥାଇ ନ ପାରେ । - ->ତାହାଙ୍କ ଉପରେ ସରାଫଗଣଥିଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କରି ଥିଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କରି ଥିଲେ ଓ ଦୁଇ ପକ୍ଷରେ ଉଡ଼ୁଥିଲେ। (ଯିଶାଇୟ 6:2 ULT) - -ଏହି ପ୍ରକାରର ଜୀବ ନିମନ୍ତେ ହୁଏତ ଆପଣଙ୍କ ଭାଷାରେ ଏକ ନାମ ନ ଥିବ । - -> ମଲାଖିଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଘୋଷଣା। (ମଲାଖି 1:1 ULT) - -ମଲାଖି ଆପଣଙ୍କ ଭାଷା କହୁଥିବା ଲୋକଙ୍କ ନିମନ୍ତେ ଏକ ନାମ ହେଇ ନ ପାରେ । +(2) ଅନ୍ୟ ଭାଷା ଏହାକୁ ଯେପରି ବନାନ କରେ ଆପଣ ସେହିପରି ଶବ୍ଦକୁ ବନାନ କରିପାରିବେ ଯେପରି ଆପଣଙ୍କର ଭାଷା ସାଧାରଣ ଭାବରେ ସେହି ଅକ୍ଷରଗୁଡ଼ିକୁ ଉଚ୍ଚାରଣ କରିପାରିବ । -### ଅନୁବାଦର କୌଶଳ ଗୁଡିକ +> Zephaniah — ଏହା ଏକ ପୁରୁଷର ନାମ ଅଟେ । +>> “Zephaniah” — ଏହାକୁ ଇଂରାଜୀରେ ଏହିପରି ବନାନ ହୋଇଅଛି, କିନ୍ତୁ ଆପଣ ଏହାକୁ ନିଜ ଭାଷାର ନିୟମ ଅନୁଯାୟୀ ଉଚ୍ଚାରଣ କରିପାରିବେ । -ଅନ୍ୟ ଭାଷାରୁ ଶବ୍ଦ ଗୁଡିକୁ ଉଧାର କଲା ବେଳେ ଅନେକ ବିଷୟକୁ ଧ୍ୟାନରେ ରଖିବା ଆବଶ୍ୟକତା ଅଟେ । +(3) ଆପଣ ଅନ୍ୟ ଭାଷା ଭଳି ଶବ୍ଦକୁ ସମାନ ଭାବରେ ଉଚ୍ଚାରଣ କରିପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହ ବନାନକୁ ସଜାଡି ପାରିବେ । -* ଭିନ୍ନ ଭିନ୍ନ ଭାଷା ଗୁଡିକ ଭିନ୍ନ ଭିନ୍ନ ଲିପି ବ୍ୟବହାର କରନ୍ତି, ଯେପରି ଏବ୍ରୀ, ଗ୍ରୀକ୍, ଲାଟିନ୍, ସିରିଲିକ୍, ଦେବନାଗରୀ, ଏବଂ କରିୟାନ୍ ଲିପି ଗୁଡିକ । ଆପଣା ଆପଣା ବର୍ଣ୍ଣମାଳାରେ ଅକ୍ଷର ଗୁଡିକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଲିପି ଗୁଡିକ ଭିନ୍ନ ଭିନ୍ନ ଆକୃତି ଗୁଡିକୁ ବ୍ୟବହାର କରନ୍ତି । - -* ଯେଉଁ ଭାଷା ସମାନ ଲିପିକୁ ବ୍ୟବହାର କରେ ହୁଏତ ଅକ୍ଷରକୁ ସେହି ଲିପିରେ ଭିନ୍ନ ଭାବରେ ଉଚ୍ଚାରଣ କରେ । ଉଦାହରଣ ନିମନ୍ତେ, ଯେତେବେଲ୍ଲେ ଲୋକେ ଜେର୍ମୋନ୍ କୁହନ୍ତି, ଅକ୍ଷର “J”କୁ ଲୋକେ ସେହିପରି ଉଚ୍ଚାରଣ କରନ୍ତି ଯେପରି ଇଂରେଜ କହିବା ସମୟରେ ଲୋକେ “Y” ଉଚ୍ଚାରଣ କରନ୍ତି । - -* ସମସ୍ତ ଭାଷା ଗୁଡିକରେ ସମାନ ଧ୍ୱନି କିମ୍ବା ଧ୍ୱନିର ସଂଗତ ନ ଥାଏ । ଉଦାହରଣ ନିମନ୍ତେ, ଅନେକ ଭାଷାରେ କୋମଳ “th” ଇଂରେଜ ଶବ୍ଦ “think” ଧ୍ୱନି ନ ଥାଏ, ଏବଂ କିଛି ଭାଷା ଧ୍ୱନିର ସଂଗତ ଯେପରି “st”, “stop” ଭାବରେ ଏକ ଶବ୍ଦକୁ ଆରମ୍ଭ କରି ପାରେ ନାହିଁ । ଏକ ଶବ୍ଦକୁ ଉଧାର କରିବା ନିମନ୍ତେ ଅନେକ ମାଧ୍ୟମ ଗୁଡିକ ଅଛି - -1. ଯେଉଁ ଭାଷାରୁ ଆପଣ ଅନୁବାଦ କରୁଛନ୍ତି ତା’ ଠାରୁ ଯଦି ଆପଣଙ୍କ ଭାଷା ଭିନ୍ନ ଲିପିକୁ ବ୍ୟବହାର କରେ ତେବେ ଆପଣ ଆପଣଙ୍କ ଭାଷାର ଲିପିରେ ସମତୁଲ୍ୟ ଅକ୍ଷର ସହିତ ପ୍ରତ୍ୟେକ ଅକ୍ଷରକୁ ସ୍ଥାନାପନ୍ନ କରି ପାରିବେ । - -1. ଅନ୍ୟ ଭାଷା ଯେପରି ଶବ୍ଦକୁ ଉଚ୍ଚାରଣ କରେ ସେହିପରି ଆପଣ କରି ପାରିବେ ଏବଂ ସେହି ଅକ୍ଷର ଗୁଡିକୁ ଆପଣଙ୍କ ଭାଷା ସାଧାରଣତଃ ଯେପରି ଉଚ୍ଚାରଣ କରେ ସେହିପରି ଉଚ୍ଚାରଣ କରି ପାରିବେ । - -1. ଅନ୍ୟ ଭାଷା ଯେପରି ଏକ ଶବ୍ଦକୁ ଉଚ୍ଚାରଣ କରେ ଆପଣା ମଧ୍ୟ ସେହିପରି ଉଚ୍ଚାରଣ କରି ପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହିତ ଉଚ୍ଚାରଣକୁ ଅନୁକୂଳ କରି ପାରିବେ । +> Zephaniah — ଯଦି ଆପଣଙ୍କର ଭାଷାରେ “z” ନାହିଁ, ତେବେ ଆପଣ “s” ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷା “ph” ବ୍ୟବହାର କରେ ନାହିଁ ତେବେ ଆପଣ “f” ବ୍ୟବହାର କରିପାରିବେ । ଆପଣ କିପରି “i” ଉଚ୍ଚାରଣ କରନ୍ତି ତାହା ଉପରେ ନିର୍ଭର କରି ଆପଣ ଏହାକୁ “i” କିମ୍ବା “ai” କିମ୍ବା “ay” ବନାନ କରିପାରିବେ । -### ଅନୁବାଦ କୌଶଳ ପ୍ରୟୋଗର ଉଦାହରଣ ଗୁଡିକ +>> “Sefania” +>> “Sefanaia” +>> “Sefanaya -1. ଯେଉଁ ଭାଷାରୁ ଆପଣ ଅନୁବାଦ କରୁଛନ୍ତି ତା’ ଠାରୁ ଯଦି ଆପଣଙ୍କ ଭାଷା ଭିନ୍ନ ଲିପିକୁ ବ୍ୟବହାର କରେ ତେବେ ଆପଣ ଆପଣଙ୍କ ଭାଷାର ଲିପିରେ ସମତୁଲ୍ୟ ଅକ୍ଷର ସହିତ ପ୍ରତ୍ୟେକ ଅକ୍ଷରକୁ ସ୍ଥାନାପନ୍ନ କରି ପାରିବେ । - -* **צְפַנְיָ֤ה** - ଏବ୍ରୀ ଅକ୍ଷରରେ ଏକ ବ୍ୟକ୍ତିଙ୍କର ନାମ । - - * "ଜେଫାନିୟା" – ଏହି ନାମ ରୋମାନ୍ ଅକ୍ଷରରେ । - -1. ଅନ୍ୟ ଭାଷା ଯେପରି ଶବ୍ଦକୁ ଉଚ୍ଚାରଣ କରେ ସେହିପରି ଆପଣ କରି ପାରିବେ ଏବଂ ସେହି ଅକ୍ଷର ଗୁଡିକୁ ଆପଣଙ୍କ ଭାଷା ସାଧାରଣତଃ ଯେପରି ଉଚ୍ଚାରଣ କରେ ସେହିପରି ଉଚ୍ଚାରଣ କରି ପାରିବେ । - -* **ଜେଫାନିୟା** - ଏକ ବ୍ୟକ୍ତିଙ୍କର ନାମ । - - * " ଜେଫାନିୟା" – ଏହି ନାମ ଯେପରି ଇଂରେଜରେ ଉଚ୍ଚାରଣ ହୁଏ, କିନ୍ତୁ ଆପଣ ଏହାକୁ ଆପଣଙ୍କ ଭାଷାର ନିୟମ ଅନୁସାରେ ଉଚ୍ଚାରଣ କରି ପାରିବେ । - -1. ଅନ୍ୟ ଭାଷା ଯେପରି ଏକ ଶବ୍ଦକୁ ଉଚ୍ଚାରଣ କରେ ଆପଣା ମଧ୍ୟ ସେହିପରି ଉଚ୍ଚାରଣ କରି ପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହିତ ଉଚ୍ଚାରଣକୁ ଅନୁକୂଳ କରି ପାରିବେ । - -* **ଜେଫାନିୟା** - ଯଦି ଆପଣଙ୍କ ଭାଷାରେ “z” ନ ଥାଏ ତେବେ ଆପଣ “s” ବ୍ୟବହାର କରି ପାରିବେ । ଯଦି ଆପଣଙ୍କ ଲେଖିବା ପ୍ରଣାଳୀ “ph” ବ୍ୟବହାର କରେ ନାହିଁ ତେବେ ଆପଣ “f” ବ୍ୟବହାର କରି ପାରିବେ । “i” କୁ ଆପଣ କିପରି ଉଚ୍ଚାରଣ କରନ୍ତି ତାହା ଉପରେ ନିର୍ଭର କରେ, ଆପଣ ଏହାକୁ “i” କିମ୍ବା “ai” କିମ୍ବା “ay” ଉଚ୍ଚାରଣ କରି ପାରିବେ । - - * "Sefania" ସେଫାନିଆ - * "Sefanaia" ସେଫାନଆ - * "Sefanaya" ସେଫାନୟା From 8ee8662ba7f9546eeac9f194d7c6ffea75e28fac Mon Sep 17 00:00:00 2001 From: Gayatri-Digal Date: Wed, 11 Jan 2023 17:08:53 +0000 Subject: [PATCH 2/4] Edit 'translate/translate-transliterate/01.md' using 'tc-create-app' --- translate/translate-transliterate/01.md | 5 +++-- 1 file changed, 3 insertions(+), 2 deletions(-) diff --git a/translate/translate-transliterate/01.md b/translate/translate-transliterate/01.md index b9683b8..37ae082 100644 --- a/translate/translate-transliterate/01.md +++ b/translate/translate-transliterate/01.md @@ -15,6 +15,8 @@ ଏହି ପ୍ରକାର ଜୀବ ପାଇଁ ଆପଣଙ୍କ ଭାଷାର ନାମ ନ ଥାଇପାରେ । > **ମଲାଖିଙ୍କ** ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ଯିହୋବାଙ୍କ ବାକ୍ୟ ଘୋଷଣା। (Malachi 1:1 ULT) + + ମଲାଖି ଏପରି ଏକ ନାମ ହୋଇନପାରେ ଯାହା ଆପଣଙ୍କ ଭାଷା କହୁଥିବା ଲୋକମାନେ ବ୍ୟବହାର କରନ୍ତି । ### ଅନୁବାଦ କୌଶଳଗୁଡ଼ିକ @@ -53,5 +55,4 @@ >> “Sefania” >> “Sefanaia” ->> “Sefanaya - +>> “Sefanaya \ No newline at end of file From 2828e8a4267e26397a94141e43d7c052fb04c502 Mon Sep 17 00:00:00 2001 From: Gayatri-Digal Date: Wed, 11 Jan 2023 17:09:58 +0000 Subject: [PATCH 3/4] Edit 'translate/translate-transliterate/sub-title.md' using 'tc-create-app' --- translate/translate-transliterate/sub-title.md | 3 +-- 1 file changed, 1 insertion(+), 2 deletions(-) diff --git a/translate/translate-transliterate/sub-title.md b/translate/translate-transliterate/sub-title.md index 8348445..642ae13 100644 --- a/translate/translate-transliterate/sub-title.md +++ b/translate/translate-transliterate/sub-title.md @@ -1,2 +1 @@ -ଅନ୍ୟ ଭାଷାରୁ ଶବ୍ଦ ଆଣି ବ୍ୟବହାର କରିବାର ଅର୍ଥ କ’ଣ ଏବଂ ମୁଁ କିପରି ଏହା କରିପାରିବି ? - +ଅନ୍ୟ ଭାଷାରୁ ଶବ୍ଦ ଗ୍ରହଣ କରିବାର ଅର୍ଥ କ’ଣ ଅଟେ ଏବଂ ମୁଁ ଏହା କିପରି କରିପାରିବି? \ No newline at end of file From ca1c14a39d66e475dd40dfb86edeb989fb08cab8 Mon Sep 17 00:00:00 2001 From: Gayatri-Digal Date: Wed, 11 Jan 2023 17:10:43 +0000 Subject: [PATCH 4/4] Edit 'translate/translate-transliterate/title.md' using 'tc-create-app' --- translate/translate-transliterate/title.md | 3 +-- 1 file changed, 1 insertion(+), 2 deletions(-) diff --git a/translate/translate-transliterate/title.md b/translate/translate-transliterate/title.md index 9fa31a4..4ee7201 100644 --- a/translate/translate-transliterate/title.md +++ b/translate/translate-transliterate/title.md @@ -1,2 +1 @@ -ଶବ୍ଦର ନକଲ କିମ୍ବା ଧାର - +ଶବ୍ଦଗୁଡ଼ିକ ନକଲ କିମ୍ବା ଧାର କରିବା \ No newline at end of file